ହତ୍ୟା ରହସ୍ୟ ଖୋଲିବ କି ହାତଲେଖା କାଗଜ? କନକ ନ୍ୟୁଜ ହାତରେ ଲାଗିଲା ହାତଲେଖା କାଗଜର ଫଟୋ

912

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ମାମଲାରେ କନକ ନ୍ୟୁଜ ହାତରେ ଲାଗିଲା ହାତଲେଖା କାଗଜର ଫଟୋ । ୨୦ ଖଣ୍ଡ ହାତଲେଖା କାଗଜର ଫଟୋ କନକ ନ୍ୟୁଜ ହାତରେ ଲାଗିଛି । କ୍ରାଇମବ୍ରାଞ୍ଚ ପାଇଛି ଏହି ରହସ୍ୟମୟ ହାତଲେଖା କାଗଜ । ବିମାନବନ୍ଦର ଥାନା ପାଇଖାନା ଟାଙ୍କିରୁ ଏହି କାଗଜ ଉଦ୍ଧାର କରାଯାଇଛି ।