Browsing Category

ଦେଶ ବିଦେଶ

ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସାମ୍ନାକୁ ଆସିଲା ମ୍ୟାଚର ତାରିଖ । ଏହି ତାରିଖରେ…

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ । ୨୦୧୧ ମସିହା ପରେ ପ୍ରଥମ ଥର ପାଇଁ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଆସିଛି ଇଙ୍ଗ ଖବର । ଜାତୀୟ ଗଣମାଧ୍ୟମର ରିପୋର୍ଟ…
Read More...

ବାଗେଶ୍ୱର ଧାମରୁ ନିଖୋଜ ହେଉଛନ୍ତି ଲୋକ, ୪ମାସ ମଧ୍ୟରେ ୨୧ ଜଣ ନିଖୋଜ ନେଇ ଥାନାରେ ମାମଲା

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ ଥିବା ବାଗେଶ୍ୱର ଧାମକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଦେଶ ବିଦେଶରୁ ଲୋକମାନେ ସେମାନଙ୍କୁ ଗୁହାରୀ ନେଇ ଦୈନିକ ବାଗେଶ୍ୱର ଧାମରେ ପହଂଚୁଛନ୍ତି । ଏଠାରେ ସପ୍ତାହର ମଙ୍ଗଳବାର ଓ ଶନିବାର ଦିନ ଭକ୍ତମାନଙ୍କର ଅଧିକ ଭିଡ ଦେଖିବାକୁ…
Read More...

ସେନା ୟୁନିଫର୍ମ ପାଇଁ ବଡ ନିଷ୍ପତ୍ତି । ବ୍ରିଗେଡିୟର ରାଙ୍କ୍ ଉପରେ ସମସ୍ତଙ୍କ ପାଇଁ ହେବ ସମାନ ବର୍ଦ୍ଦି

କନକ ବ୍ୟୁରୋ: ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବଦଳିବାକୁ ଯାଉଛି ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ୟୁନିଫର୍ମ । ଏଣିକି ବ୍ରିଗେଡିୟର ଓ ତାଙ୍କଠାରୁ ଉପର ପଦସ୍ଥ ଅଧିକାରୀଙ୍କ ବର୍ଦ୍ଦି ଏକାଭଳି ହେବ । ଏହି ନିୟମ ଆସନ୍ତା ଅଗଷ୍ଟ ମାସଠାରୁ ଲାଗୁ ହେବ । ହେଲେ କର୍ଣ୍ଣଲ ଏବଂ ତାଙ୍କ ତଳ ପଦସ୍ଥ…
Read More...

ଲେଖିକାଙ୍କୁ ଦୁଷ୍କର୍ମ ମାମଲା, ୪୧ କୋଟି ଟଙ୍କା କ୍ଷତିପୁରଣ ଦେବାକୁ ଟ୍ରମ୍ପଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ବଡ ଝଟକା ଦେଇଛନ୍ତି । ମାଗାଜିନ ଲେଖିକା ଜୀନ କୌରୋଲଙ୍କୁ ଯୌନ ଶୋଷଣ ମାମଲାରେ କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ନୁୟର୍କରେ ୯ଜଣ ଜୁରୀ ମେମ୍ବର୍ସ ଯୌନ ଶୋଷଣ ଓ ମାନହାନୀ ମାମଲାରେ ଟ୍ରମ୍ପଙ୍କୁ…
Read More...

ଇମ୍ରାନ ଖାନଙ୍କ ଗିରଫ ପରେ ଅଶାନ୍ତ ପାକିସ୍ତାନ । ରାଜ୍ୟପାଳ ଭବନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ, ୬ ମୃତ

କନକ ବ୍ୟୁରୋ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ଏବେ ପୁରା ପାକିସ୍ତାନ ଅଶାନ୍ତ ହୋଇ ପଡିଛି । ଗତକାଲି ଠାରୁ ପାକିସ୍ତାନରେ ଇମ୍ରାନଙ୍କ ସମର୍ଥକମାନେ ହିଂସା କରିବାରେ ଲାଗିଛନ୍ତି । ପେଶାୱର, ଇସଲାମାବାଦ, ଲାହୋର, କରାଚି ଓ ରାୱଲପିଣ୍ଡ ସମତେ ଦେଶର ବିଭିନ୍ନ…
Read More...

ଇମ୍ରାନ୍ ଖାନଙ୍କ ଗିରଫ ପରେ ବଢ଼ୁଛି ପ୍ରତିବାଦ : ରାୱାଲପିଣ୍ଡି ସ୍ଥିତ ସେନା ଅଧିକାରୀଙ୍କ ଘରୁ ଖାଦ୍ୟ ସାମଗ୍ରୀ ଲୁଟିଲେ…

କନକ ବ୍ୟୁରୋ : ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହେଉଛି । ରାୱଲପିଣ୍ଡିରେ ସେନା ଘରେ ପଶି ଭାଙ୍ଗିବା ସହ ଜଳାପୋଡ଼ା କରିଛନ୍ତି । ଏହାସହ ରାୱାଲପିଣ୍ଡି ସ୍ଥିତ ସେନା ଅଧିକାରୀଙ୍କ ଘରୁ ଖାଦ୍ୟ ସାମଗ୍ରୀ ଲୁଟିଛନ୍ତି ଇମ୍ରାନଙ୍କ ସମର୍ଥକ । ଗତକାଲି ଇମ୍ରାନ…
Read More...

ଚିକିତ୍ସା କରୁଥିବା ଡାକ୍ତରଙ୍କୁ ରୋଗୀଙ୍କ ଆକ୍ରମଣ, ମହିଳା ଡାକ୍ତରଙ୍କ ଶୋଚନୀୟ ମୃତ୍ୟୁ

କନକ ବ୍ୟୁରୋ: ରୋଗୀଙ୍କ ଶରୀରରେ ହୋଇଥିବା କ୍ଷତକୁ ଡ୍ରେସିଂ କରୁଥିଲେ ମହିଳା ଡାକ୍ତର । ଏହି ସମୟରେ ଖୋଦ୍ ରୋଗୀ ଜଣକ ଭୟଙ୍କର ହୋଇଯାଇଥିଲା । ପାଖରେ ଥିବା କଇଁଚି ଓ ଛୁରୀରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲା । ଫଳରେ ମହିଳା ଡାକ୍ତରଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେରଳ…
Read More...

ଗୁଜରାଟର ନିଆରା ଚା ବାଲା, ‘ଦ କେରଳ ଷ୍ଟୋରୀ’ ସିନେମା ଟିକେଟ ଦେଖାଇଲେ ମାଗଣାରେ ଦେଉଛନ୍ତି ଚା’ ଓ କଫି

କନକ ବ୍ୟୁରୋ : ଏବେ କିଛିଦିନ ହେବ ‘ଦ କେରଳ ଷ୍ଟୋରୀ’ ସିନେମାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି । ଏହି ସିନେମାକୁ ନେଇ ରାଜନୀତି ମଧ୍ୟ ଜୋର ଧରୁଛି । କିଛି ବିଜେପି ଶାସିତ ରାଜ୍ୟ ସରକାର ଏହି ସିନେମା ଉପରୁ ପ୍ରମୋଦ କର ଛାଡ କରିଥିବା ବେଳେ କିଛି ଅଣ ବିଜେପି ଶାସିତ ରାଜ୍ୟ ସରକାର ଏହି…
Read More...

କାହିଁକି ପ୍ରଧାନମନ୍ତ୍ରୀଙ୍କ ଫୋକସରେ କର୍ଣ୍ଣାଟକ ? ଗୋଟିଏ ସପ୍ତାହରେ କରିଛନ୍ତି ୧୭ ରାଲି ଓ ୫ ରୋଡ୍ ସୋ’

କନକ ବ୍ୟୁରୋ : କର୍ଣ୍ଣାଟକ ଫଳଫଳ ଉପରେ ନିର୍ଭର କରିବ ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନ । ଲୋକସଭା ନିର୍ବାଚନକୁ ଆଉ ବର୍ଷଟିଏ ଥିବାରୁ କର୍ଣ୍ଣାଟକ ବିଜୟ ବେଶ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ସପ୍ତାହରେ ୧୭ ରାଲି ଓ ୫ ରୋଡ୍ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୧୯୮୫ରୁ ଗୋଟିଏ ରାଜନୈତିକ ଦଳ…
Read More...

୨୧ବର୍ଷ ବୟସରେ ୧୯୭ ଦେଶ ବୁଲି ସୃଷ୍ଟି କଲେ ରେକର୍ଡ । ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ନାଁ

କନକ ବ୍ୟୁରୋ : ବୁଲିବାକୁ କାହାକୁ ବା ଭଲ ନଲାଗେ । ସମସ୍ତେ ଚାହାନ୍ତି ତାଙ୍କର ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ ସମୟ ବାହାର କରି ବୁଲି ଆସିବା ପାଇଁ କିନ୍ତୁ କେତେଜଣ ଲୋକ ଅଛନ୍ତି ଯିଏ କି ଖୁବ କମ୍ ବୟସରେ ଅନେକ ଦେଶ ବୁଲିପାରିଥିବେ । ଲେକ୍ସି ଅଲ୍ଫୋଡ୍ ନାମକ ଜଣେ ଯୁବତୀ ମାତ୍ର ୨୧ବର୍ଷ…
Read More...