Browsing Category

ଦେଶ ବିଦେଶ

ପଶ୍ଚିମବଙ୍ଗରେ ଥମୁନି ପ୍ରାକ୍ ନିର୍ବାଚନୀ ହିଂସା । ନାମାଙ୍କନ ଭରିବାକୁ ଯାଉଥିବା ବେଳେ ୩ଜଣଙ୍କୁ ଗୁଳିମାଡ, ସିପିଏମ୍…

କନକ ବ୍ୟୁରୋ : ଯେବେ ନିର୍ବାଚନ ଆସେ ତେବେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଯାଏ ହିଂସା । ଏହି ହିଂସାକୁ ନେଇ କେବେ ବିଜେପି ଟିଏମସି ଉପରେ ଦୋଷାରୋପ କରେ ତ କେବେ ଟିଏମସି ବିଜେପି ଉପରେ ଦୋଷାରୋପ କରେ । ହେଲେ ଏବେ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯେଭଳି ହିଂସା…
Read More...

ହିନ୍ଦୁ ସମୁଦାୟ ଚାହିଁଲେ ଆମେରିକାର ଆଗାମୀ ରାଷ୍ଟ୍ରପତି କିଏ ହେବ ତାହା ସ୍ଥିର କରିପାରିବେ? ଆମେରିକାର ସାଂସଦ କାହିଁକି…

କନକ ବ୍ୟୁରୋ : ଆମେରିକାର କ୍ୟାପିଟାଲ ହିଲରେ ଆୟୋଜିତ ପ୍ରଥମ ହିନ୍ଦୁ-ଆମେରିକା ଶିଖର ସମ୍ମିଳନୀରେ ରିପବ୍ଲିକାନ ସାଂସଦ ରିଚ୍ ମ୍ୟାକକାର୍ମିକ ବଡ ବୟାନ ଦେଇଛନ୍ତି । ମ୍ୟାକକାର୍ମିକ କହିଛନ୍ତି, ଆମେରିକାର ବିକାଶରେ ହିନ୍ଦୁ ସମୁଦାୟର ବଡ ଯୋଗଦାନ ରହିଛି । ଏହି ସମୁଦାୟ ପାଖରେ ଏତେ ଶକ୍ତି ଅଛି…
Read More...

୬ମାସରେ, ଗୋଟିଏ ଦିନ କାମ, ଦରମା ୧କୋଟି ଟଙ୍କା । ତଥାବି ଏହି ଚାକିରି ପାଇଁ ମିଳନ୍ତିନି କର୍ମଚାରୀ, ଜାଣନ୍ତୁ…

କନକ ବ୍ୟୁରୋ : ସବୁଠୁ ଅଧିକ ଦରମା ମିଳୁଥିବ, କିନ୍ତୁ କାମ ଖୁବ୍ କମ୍ କରିବାକୁ ପଡୁଥିବ । ଏମିତି ଚାକିରି କାହାକୁ ବା ଦରକାର ନାହିଁ... ସମସ୍ତେ ଚାହାନ୍ତି କମ କାମ କରି ଅଧିକ ଟଙ୍କା ରୋଜଗାର କରିବା ପାଇଁ । ଠିକ୍ ଏହିଭଳି ଏକ ଚାକିରି ଅଛି, ଯେଉଁଥିରେ କାମ କରିବା ପାଇଁ ଲୋକଙ୍କୁ ବାର୍ଷିକ ୧…
Read More...

ବେଲାରୁସ ପହଞ୍ଚିଲା ଋଷର ପରମାଣୁ ଅସ୍ତ୍ର । ରାଷ୍ଟ୍ରପତି ଲୁକାଶେଂକୋ କହିଲେ, ଏହା ହିରୋସୀମା ଓ ନାଗାସାକି ଉପରେ…

କନକ ବ୍ୟୁରୋ : ଋଷ ତାର ପରମାଣୁ ଅସ୍ତ୍ରକୁ ଏବେ ବେଲାରୁସରେ ପହଂଚାଇଛି । ଏନେଇ ବେଲାରୁସର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଂକୋ ସୂଚନା ଦେଇଛନ୍ତି । ଋଷର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଲୁକାଶଂକୋ କହିଛନ୍ତି କି ଏବେ ଆମକୁ ଋଷ ତରଫରୁ ମିଜାଇଲ ଓ ବୋମା ମିଳିଛି । ଏହି ବୋମା ୧୯୪୫…
Read More...

ଲ୍ୟାଣ୍ଡଫଲ ପୂର୍ବରୁ ‘ବିପର୍ଯ୍ୟୟ’ ରଚୁଛି ତାଣ୍ଡବ, ପ୍ରବଳ ବର୍ଷା ସହିତ ଅଶାନ୍ତ ସମୁଦ୍ର

କନକ ବ୍ୟୁରୋ : ଆଉମାତ୍ର କେତେ ଘଣ୍ଟା ପରେ ଗୁଜରାଟର ଜଖାଓ ଠାରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି । ହେଲେ ଏବେଠାରୁ ସମୁଦ୍ର ଭିତରେ ୨ରୁ ୩ମିଟର ଉଚ୍ଚରେ ଲହଡି ଉଠିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ବିପର୍ଯ୍ୟୟ ଗୁଜରାଟରୁ ଏବେ ୧୮୦ କିଲୋମିଟର ଦୂରରେ ରହିଛି । ହେଲେ ଏବେଠାରୁ ଗୁଜରାଟର…
Read More...

ନାବାଳିକା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲାରେ ବ୍ରିଜଭୂଷଣଙ୍କୁ ଦିଲ୍ଲୀ ପୋଲିସର କ୍ଲିନଚିଟ୍, ପଟିଆଲା ହାଉସ…

କନକ ବ୍ୟୁରୋ : ଦିଲ୍ଲୀ ପୋଲିସ ତରଫରୁ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କୁ କ୍ଲିନଚିଟ୍ ଦିଆଯାଇଛି । ସେପଟେ ଦିଲ୍ଲୀ ପୋଲିସ ତରଫରୁ ବ୍ରିଜଭୂଷଣଟଙ୍କ ବିରୋଧରେ ୭ଜଣ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଉପରେ ଯାଂଚ କରି ଦୁଇଟି କୋର୍ଟରେ…
Read More...

ବିଶ୍ୱର ରହସ୍ୟମୟ ଗାଁ । ଏଠି ଜନ୍ମବେଳେ ସବୁ ଠିକ୍ କିନ୍ତୁ ପରେ ହୋଇଯାନ୍ତି ଦୃଷ୍ଟିହୀନ । କେବଳ ମଣିଷ ନୁହେଁ ପଶୁ…

କନକ ବ୍ୟୁରୋ : ଦୁନିଆରେ ଅନେକ ରହସ୍ୟମୟ ଜିନିଷ ରହିଛି ଯାହା ସମ୍ପର୍କରେ ଆପଣ ଶୁଣିଥିବେ ନିଶ୍ଚୟ । ଯାହା ବିଷୟରେ ଶୁଣିଲେ ଆପଣଙ୍କୁ ହୁଏତ ସତ ନ ଲାଗିପାରେ ମାତ୍ର ଏହା ସତ୍ୟ । ଆଜି ବି ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଏହି ସ୍ଥାନ ଗୁଡିକରେ ରହିଛି ଅନେକ…
Read More...

ଭାରତ ଆସିବ ଆମେରିକାର ଜେମ୍ସ ବଣ୍ଡ । ଶତ୍ରୁ ପାଇଁ କାଳ ସାଜିବ ଏହି ଘାତକ ଡ୍ରୋନ୍, ଗୋଟି ଗୋଟି କରି ନିପାତ ହେବେ ଶତ୍ରୁ

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଧିରେ ଧିରେ ମଜବୁତ ହେବାରେ ଲାଗିଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ସେନାରେ ସାମିଲ କରାଯାଉଛି । ବଢିଚାଲିଛି ଭାରତୀୟ ସେନାର ଶକ୍ତି । ଆଉ ଏହାରି ମଧ୍ୟରେ ଖୁବଶୀଘ୍ର ଆଉ ଏକ ଘାତକ ଅସ୍ତ୍ର ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି । ଯାହା ଶତ୍ରୁ…
Read More...

ଗୁଜୁରାଟ ମୁହାଁ ବାତ୍ୟା ‘ବିପର୍ଯ୍ୟୟ’ : ଉପକୂଳବର୍ତ୍ତୀ ଜିଲ୍ଲାରେ ଆଲର୍ଟ; ୮ ଜିଲ୍ଲାର ତଳିଆ ଅଞ୍ଚଳର ଲୋକଙ୍କୁ…

କନକ ବ୍ୟୁରୋ : ଗୁଜୁରାଟ ତଟ ଆଡକୁ ମୁହାଁଉଛି ବାତ୍ୟା ବିପର୍ଯ୍ୟୟ । ଆଜି ସଂଧ୍ୟାରେ ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ । ଗତ ୬ ଘଣ୍ଟା ହେବ ବାତ୍ୟା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ଗତି କରୁଛି । ଏବେ ବାତ୍ୟା ଗୁଜରାଟର ଜଖଉ ପୋର୍ଟଠାରୁ ୧୮୦,…
Read More...

ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ଖାଣ୍ଡାଙ୍କ ମୃତ୍ୟୁ । ଲଣ୍ଡନରେ ଭାରତୀୟ ଦୂତାବାସରେ ହୋଇଥିବା ହିଂସାକାଣ୍ଡର…

କନକ ବ୍ୟୁରୋ : ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଅବତାର ସିଂ ଖାଣ୍ଡାଙ୍କ ମୃତ୍ୟୁ । ବ୍ରିଟେନରେ ଖାଣ୍ଡାଙ୍କର ମୃତ୍ୟୁ ହୋଇଛି । ରକ୍ତ କର୍କଟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୧୯ ମାର୍ଚ୍ଚରେ ଲଣ୍ଡନରେ ଥିବା ଭାରତୀୟ…
Read More...