Browsing Category

ଦେଶ ବିଦେଶ

ଡୋକଲାମ ବିବାଦ ! ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ଡୋଭାଲ

କନକ ବ୍ୟୁରୋ : ଡୋକଲାମଠାରେ ସୀମା ବିବାଦକୁ ନେଇ ଭାରତ-ଚୀନ୍ ସେନା ମୁହାଁମୁହିଁ ରହିଥିବାବେଳେ ଗତକାଲି ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ପୂର୍ବରୁ ମଧ୍ୟ ଚୀନର ଷ୍ଟେଟ କାଉନସିଲର ୟାଙ୍ଗ ଜିଏଚିଙ୍କ ସହ ତାଙ୍କର…
Read More...

ଖଣିଜ ପ୍ରଦୂଷଣ ଉପରେ ନଜର: ୩୯ଟି ସ୍ୱୟଂକ୍ରିୟ କେନ୍ଦ୍ର ସ୍ଥାପିତ

କନକ ବ୍ୟୁରୋ: ଖଣି ଏବଂ ଖଣିଜ ପଦାର୍ଥ ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣ ଉପରେ ରାଜ୍ୟ ସରକାର ନଜର ରଖିବେ । ପ୍ରଦୂଷଣ ବିଷୟରେ ଜାଣିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୩୯ଟି ସ୍ୱୟଂକ୍ରିୟ ବାୟୁମାନ ପରିମାପକ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କେନ୍ଦ୍ର ଜରିଆରେ ସଂଗ୍ରହ କରାଯାଇଥିବା…
Read More...

ରାଜସ୍ଥାନ ଓ ଗୁଜରାଟରେ ଜଳତାଣ୍ଡବରେ ଲୋକେ ବେହାଲ

କନକ ବ୍ୟୁରୋ: ଗୁଜରାଟରେ ବନ୍ୟା ବୀଭିଷିକା । ରାଜ୍ୟର ବିଭିନ୍ନ ଅଂଚଳରେ ଆସିଥିବା ବନ୍ୟାରେ ଏପର୍ଯ୍ୟନ୍ତ ୧୨୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଆହୁରୀ ବଢିବା ଆଶଙ୍କା କରାଯାଉଛି । ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ପୂର୍ବରୁ ଏନଡିଆରଏଫର ୨୨ଟି ଦଳ…
Read More...

ନୱାଜଙ୍କ ଭାଇ ଶେହବାଜ ସରିଫ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ! ପିଏମଏଲ-ଏନର ଉଚ୍ଚସ୍ତରୀୟ ବୈଠକରେ ହେଲା…

କନକ ବ୍ୟୁରୋ: ଶେହବାଜ ସରିଫ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ନୱାଜ ସରିଫଙ୍କ ଇସ୍ତଫା ପରେ ତାଙ୍କ ସାନ ଭାଇ ଶେହବାଜ ସରିଫ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବେ । ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ବା ପିଏମଏଲ-ଏନର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି…
Read More...

ଭାରତର କ୍ଷେପଣାସ୍ତ୍ରର ମାନ ନେଇ ପ୍ରଶ୍ନ ଉଠାଇଲେ ସିଏଜି ! କହିଲେ, ଭେଲରୁ ଆସିଥିବା ଆକାଶ କ୍ଷେପଣାସ୍ତ୍ର ନିମ୍ନମାନର

କନକ ବ୍ୟୁରୋ: ଭାରତର କ୍ଷେପଣାସ୍ତ୍ରର ମାନ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ରର ମାନକୁ ନେଇ ଉଠିଛି ପ୍ରଶ୍ନ । ଭାରତ ଇଲେକ୍ଟ୍ରନିକ୍ସ ଲିମିଟେଡରୁ ଅଣାଯାଉଥିବା କ୍ଷେପଣାସ୍ତ୍ରଗୁଡିକ ନିମ୍ନମାନର ବୋଲି କହିଛନ୍ତି ସିଏଜି । ଏହି…
Read More...

ଦିଲ୍ଲୀରେ ଖୋଲିବ ଓଡ଼ିଆ ଭାଷା ଏକାଡେମୀ

କନକ ବ୍ୟୁରୋ: ଓଡ଼ିଆ ଭାଷା ଏକାଡେମୀ ଖୁବ୍ ଶୀଘ୍ର ଦିଲ୍ଲୀରେ ଖୋଲିବ ବୋଲି ଜଣାପଡ଼ିଛି । ଓଡ଼ିଆ ଭାଷା ସମେତ ୧୩ଟି ଭାଷାର ଏକାଡେମୀ ଖୋଲିବାକୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ରାଜ୍ୟ ସରକାରଙ୍କ କଳା, ସଂସ୍କୃତି ଓ ଭାଷା ବିଭାଗକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦିଲ୍ଲୀରେ…
Read More...

ଭାରତ ହେବ ଦ୍ୱିତୀୟ ବଡ଼ ୪ଜି ହ୍ୟାଣ୍ଡସେଟ୍‌ ବଜାର

କନକ ବ୍ୟୁରେ: ଭାରତ ଖୁବ୍ ଶୀଘ୍ର ବିଶ୍ୱର ଦ୍ୱିତୀୟ ବଡ଼ ୪ଜି ହ୍ୟାଣ୍ଡସେଟ୍ ବଜାର ହେବାକୁ ଯାଉଛି । ଏ କ୍ଷେତ୍ରରେ ଏହା ଆମେରିକାକୁ ଆସନ୍ତା ବର୍ଷ ସୁଦ୍ଧା ଦ୍ୱିତୀୟ ସ୍ଥାନରୁ ହଟାଇବ । କାଉଣ୍ଟର୍ ପଏଣ୍ଟ୍ ନାମକ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହି ଆକଳନ କରାଯାଇଛି ।…
Read More...

ଶୀଘ୍ର ଆସିବ ୨୦୦ ଟଙ୍କିଆ ନୋଟ୍‌: ୨୦୦୦ ଟଙ୍କିଆ ବନ୍ଦ ହେବନି !

୨୦୦ ଟଙ୍କିଆ ନୋଟ୍ ଛପା ହେଉଥିବା କଥାକୁ ସ୍ୱୀକାର କରିଛନ୍ତି କରି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାର୍। ଖୁବଶୀଘ୍ର ବଜାରକୁ ଏହି ନୋଟ୍ ଆସିବ ବୋଲି ସେ କହିଛନ୍ତି । ତେବେ କେଉଁ ମାସରେ ଏହା ବଜରାକୁ ଆସିବ ତାହା କିନ୍ତୁ ଜଣାଇ ନାହାନ୍ତି । ମାତ୍ର ଗଣମାଧ୍ୟମରେ ଯେଉଁ…
Read More...

ଜାଣନ୍ତୁ କିଏ ସେ ୫ ଜଣ ବିଚାରପତି ! ଯାହାଙ୍କ ପାଇଁ ଚାଲିଗଲା ନୱାଜ ସରିଫଙ୍କ ଚୌକି

ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ବିଦେଶରେ ସମ୍ପତ୍ତି ରଖିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ବିଦେଶରେ ସମ୍ପତ୍ତି ରଖିବା ଅଭିଯୋଗ ନେଇ ପାନାମା ପେପରରେ ସରିଫଙ୍କ ନାଁ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟରେ ତାଙ୍କ ନାଁରେ ମାମଲା ଦାଖଲ…
Read More...

ନୁଆ ୨୦୦ଟଙ୍କିଆ ନୋଟ୍ ଆସିବାକୁ ନେଇ ଧାର୍ଯ୍ୟ ହେଲା ତାରିଖ ! ଏଟିଏମରେ ହେବ ନାହିଁ କୌଣସି ପରିବର୍ତ୍ତନ

ଖୁବ୍ ଶୀଘ୍ର ବଜାରକୁ ଆସିବ ୨୦୦ ଟଙ୍କିଆ ନୁଆ ନୋଟ୍ । ଏନେଇ ତାରିଖ ମଧ୍ୟ ନିର୍ଦ୍ଧାରଣ ହୋଇସାରିଛି । ଯଦିଓ ଏହାକୁ ନେଇ ବର୍ତ୍ତମାନ ଅଧିକ କୌଣସି ସୂଚନା ମିଳିପାରିନାହିଁ ତେବେ ବଡ କଥା ହେଲା ଏହି ନୋଟ୍ ପାଇଁ ଏଟିିଏମର କୌଣସି ଆବଶ୍ୟକତା ପଡିନପାରୋ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ…
Read More...