Browsing Category

ଦେଶ ବିଦେଶ

ଜିଓକୁ ଟକ୍କର ଦେବ ଭୋଡାଫୋନର ଷ୍ଟୁଡେଂଟ୍ ପ୍ଲାନ୍ ! ମାତ୍ର ୩୫୨ରେ ଅସୀମିତ କଲ୍ ସହ ପ୍ରତିଦିନ ୧ଜିବି ଡାଟା

ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍ ଆଣି ଦେଇଛି ‘ଷ୍ଟୁଡେଂଟ୍ ପ୍ଲାନ୍’ । ଏହି ନୂଆ ଅଫର୍ ଅନୁଯାୟୀ ୩୫୨ଟଙ୍କା ରିଚାର୍ଜ କରି ଗ୍ରାହକ ପାଇପାରିବେ ଅସୀମିତ ଭଏସ୍ କଲ୍ ସହ ପ୍ରତିଦିନ ୧ଜିବି ୪ଜି / ୩ଜି ଡାଟା । ଏହି ପ୍ଲାନର ବୈଧତା ରହିଛି ୮୪ ଦିନ । ତେବେ ଏହି ଅଫର୍ କେବଳ ଭୋଡାଫୋନର ନୂଆ…
Read More...

ବଢିଲା ଆୟକର ରିଟର୍ଣ୍ଣ ପୈଠର ଅବଧି ! ଅଗଷ୍ଟ ୫ ପର୍ଯ୍ୟନ୍ତ ଡେଡଲାଇନ୍ ଘୁଂଚାଇଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ବଢିଲା ଆୟକର ରିଟର୍ଣ୍ଣ ପୈଠର ଅବଧି । ଆଜି ଆୟକର ରିଟର୍ଣ୍ଣ ପାଇଁ ଶେଷ ଦିନ ଥିଲା।କେନ୍ଦ୍ର ସରକାର ଏହି ସମୟ ଅବଧିକୁ ଆହୁରି ୫ ଦିନ ପାଇଁ ବଢାଇ ଦେଇଛନ୍ତି । ଏବେ ଆୟକର ଦାତା ଆର୍ଥିକ ବର୍ଷ ୨୦୧୬-୧୭ ପାଇଁ ଅଗଷ୍ଟ ୫ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ବହୁ…
Read More...

ପୁଣି ସୁଧ ହାର କମାଇଲା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ

କନକ ବ୍ୟୁରୋ: ପୁଣି ସୁଧ ହାର କମାଇଲା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ସଂଚୟ ଖାତାରେ ସୁଧହାର ୪ପ୍ରତିଶତରୁ କମାଇ ୩.୫ପ୍ରତିଶତ କରିଛି ଏସବିଆଇ । ସଂଚୟ ଖାତାରେ ୧କୋଟି କିମ୍ବା ତା’ଠାରୁ କମ୍ ଜମାରେ ଏଣିକି ୪ପ୍ରତିଶତ ବଦଳରେ ୩.୫ପ୍ରତିଶତ ସୁଧହାର ମିଳିବ । ଷ୍ଟେଟ୍ ବ୍ୟାଙ୍କରେ ପ୍ରାୟ…
Read More...

ଆୟକର ଭରିବାର ଆଜି ଶେଷ ଦିନ ! ଏଭଳି ଭରନ୍ତୁ ଟିକସ୍, ନଚେତ୍ ଦେବାକୁ ପଡିବ ଜରିମାନା

ଆୟକର ପଇଠ କରିବାର ଆଜି ହେଉଛି ଶେଷ ତାରିଖ । ତେବେ ପୂର୍ବରୁ ନିର୍ଦ୍ଧାରିତ ଏହି ସମୟ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଏଥିସହିତ କରଦାତାଙ୍କୁ ଠିକ୍ ସମୟରେ ଟିକସ୍ ପଇଠ କରିବାକୁ ମଧ୍ୟ ନିବେଦନ କରିଛି ଆୟକର ବିଭାଗ । ଯଦି ଆପଣ…
Read More...

ଗୁଜରାଟରେ ପ୍ରଳୟଙ୍କାରୀ ବନ୍ୟା ! ମୃତ୍ୟୁ ସଂଖ୍ୟା ୧୮୬କୁ ବୃଦ୍ଧି

କନକ ବ୍ୟୁରୋ : ଗୁଜୁରାଟରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି । ଉତ୍ତର ଗୁଜୁରାଟର ବନସକଂଟ । ପଟାନ୍ ଜିଲ୍ଲାରେ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧୮୬କୁ ବୃଦ୍ଧି ପାଇଲାଣି । ଗତକାଲି ବନ୍ୟା ପାଣିରେ ଫସିି ରହିଥିବା ୧୭ ଜଣଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଥିବା ବେଳେ ବନସ…
Read More...

ଅତି ସମ୍ବେଦନଶୀଳ ଭୂମିକମ୍ପ ଜୋନରେ ଯାଉଛି ଭାରତର ୨୯ଟି ସହର !

ଦେଶର ରାଜଧାନୀ ଦିଲ୍ଲୀ ତଥା ୯ ଟି ରାଜ୍ୟର ରାଜଧାନୀ ସହିତ ଭାରତର ୨୯ ଟି ସହର ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତଥା ଏନସିଏସ୍ ଅନୁସାରେ ଏହି ସବୁ ସହର ଗୁଡ଼ିକ ଭୂମିକମ୍ପ ପାଇଁ ଗମ୍ଭୀର ଓ ଅତି ଗମ୍ଭୀର ଜୋନ ଅନ୍ତର୍ଗତ । ଏଥିରୁ ପ୍ରାୟତଃ…
Read More...

ମେକ୍ସିକୋରୁ ଆସିଛି ମକ୍କା, ଚୀନରୁ ଚାଉଳ ! ଜାଣନ୍ତୁ କେଉଁଠୁ ଆସିଛି କେଉଁ ଖାଦ୍ୟ

ସାରା ବିଶ୍ୱରେ ବିଶେଷ କରି ଖାଦ୍ୟରେ ରୁଚି ରଖୁଥିବା ଲୋକଙ୍କ ସଂଖ୍ୟା କହିବାକୁ ଗଲେ କିଛି କମ୍ ନାହିଁ । ଏହି ଖାଦ୍ୟକୁ ଆହୁରି ସ୍ୱାଦିଷ୍ଟ କରିବାକୁ ହେଲେ ଏଥିପାଇଁ ଆବଶ୍ୟକ ପଡିଥାଏ ଅନେକ ସାରା ଫଳ, ପନିପରିବା ଏବଂ ଚାଉଳ । ଆପଣଙ୍କୁ ଜଣାଥିବ କି ରୋଷେଇରେ ବ୍ୟବହୃତ ଫଳ, ପନିପରିବା ଓ ଚାଉଳ…
Read More...

ଆଜି ଆୟକର ପଇଠର ଶେଷ ଦିନ ! ଡେଡଲାଇନ୍ ବୃଦ୍ଧି ପାଇଁ ନାହିଁ ଯୋଜନା

କନକ ବ୍ୟୁରୋ: ଆଜି ଆୟକର ପଇଠର ଶେଷ ଦିନ । ୨୦୧୬-୧୭ ଆର୍ଥିକ ବର୍ଷର ଆୟକର ଦାଖଲ କରିବାର ଆଜି ହେଉଛି ଶେଷ ଦିନ । ଜୁଲାଇ ୩୧ ଅର୍ଥାତ୍ ଆଜି ଆୟକର ଦାଖଲର ଶେଷ ଦିନ ହୋଇଥିବା ବେଳେ ଇଲେକଟ୍ରୋନିକ୍ ଭାବେ ପୂର୍ବରୁ ୨ କୋଟି ଟଙ୍କାର ରିଟର୍ଣ ଫାଇଲ ହୋଇସାରିଛି । ତେବେ ଏହି ଡେଡଲାଇନ୍ ବୃଦ୍ଧି…
Read More...

ଜର୍ମାନୀ ନାଇଟ୍ କ୍ଲବରେ ଗୁଳିକାଣ୍ଡ ! ୨ ମୃତ, ୪ ଜଣ ଆହତ

କନକ ବ୍ୟୁରୋ : ଜର୍ମାନୀ ନାଇଟ୍ କ୍ଲବରେ ଗୁଳିକାଣ୍ଡ । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି । ରବିବାର ରାତିରେ ଜର୍ମାନୀର ୱର୍ଟମବର୍ଗ କୋନଷ୍ଟାଞ୍ଜ ସହରରେ ଏକ ଡିସ୍କୋଥେକରେ ଘଟିଛି ଏଭଳି ଘଟଣା । ଜଣେ ବନ୍ଧୁକଧାରୀ…
Read More...

ବିଶ୍ୱର ସବୁଠାରୁ ଉଚ୍ଚତାରେ ଥିବା ଡାକଘର !

ବିଶ୍ୱରେ ସବୁଠାରୁ ଅଧିକ ଉଚ୍ଚତାରେ ଥିବା, ଡାକଘରଟି ହିମାଚଳ ପ୍ରଦେଶ ଅନ୍ତର୍ଗତ ଲାହୁଲ-ସ୍ପୀତି ଜିଲ୍ଲାର ହିକିମରେ ଅବସ୍ଥିତ । ହିକିମର ଅବସ୍ଥିତି ସମୁଦ୍ର ପତ୍ତନଠାରୁ ୧୪,୫୬୭ ଫୁଟ୍‌ ଉପରେ । ୧୯୮୩ ନଭେମ୍ବର୍‌ରେ ଡାକଘରଟି ଖୋଲିଥିଲା । ସ୍ଥାନୀୟ ଯୁବକ ଛେରିଙ୍ଗ୍‌ ପ୍ରଥମ ଡାକବାବୁ ଭାବେ…
Read More...