Browsing Category

ଦେଶ ବିଦେଶ

ସଲାମ୍ ମେରବାତ୍ ! ରୋଗୀକୁ ମାତୃତ୍ୱ ସୁଖ ଦେବାକୁ ଯାଇ ହରାଇଲେ ନିଜ ସନ୍ତାନ . . . ପଢନ୍ତୁ ଜଣେ କର୍ତ୍ତବ୍ୟନିଷ୍ଠ…

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯାଏ । କିନ୍ତୁ ଏହି ଭଗବାନ୍ ସବୁ ସ୍ଥାନରେ ନଥାନ୍ତି । ତେଣୁ ଭଗବାନ୍ ମା’ ବନେଇଲେ । ତେବେ ଭାବନ୍ତୁ ଯଦି କୌଣସି ଡାକ୍ତର ମା’ ହୋଇଥିବେ ତାହେଲେ . . . । ଆପଣ ଭାବୁଥିବେ ଏହା ତ ସମସ୍ତେ ଜାଣନ୍ତି କୋଉ ନୂଆ କଥା । କିନ୍ତୁ ଏବେ ଆମେ ଏଭଳି ଜଣେ…
Read More...

ଜିଏନଏଲଏଫ୍ କର୍ମୀଙ୍କ ମୃତ୍ୟୁକୁ ନେଇ ପୁଣି ଦାର୍ଜିଲିଂରେ ଉତ୍ତେଜନା ।

କନକ ବ୍ୟୁରୋ: ଦାର୍ଜିଲିଂରେ ଉପୁଜିଥିବା ଉତ୍ତେଜନା ପୁଣି ଉଗ୍ର ରୂପ ନେଇଛି । ଜଣେ ଜିଏନଏଲଏଫ୍ କର୍ମୀଙ୍କ ମୃତ୍ୟୁକୁ ନେଇ ପୁଣି ଜଳିଛି ଦାର୍ଜିଲିଂ । ଜିଏନଏଲଏଫ୍ କର୍ମୀ ତାଶି ଭୁଟିଆଙ୍କୁ ପୁଲିସକର୍ମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ନେଇ ଦଳୀୟକର୍ମୀ ଓ ପୁଲିସ ମଧ୍ୟରେ…
Read More...

ପୁଣି ମୋଦିଙ୍କ ଉଚ୍ଚକୋଟିର ପଦକ୍ଷେପ ! ଜଣେ ଝିଅର ଚିଠି ପାଇ ବଦଳାଇଲେ ଦୁଇ ଗାଁର ନାଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆସେ ଅଗଣିତ ଚିଠି । ଯେଉଁଥିରେ ଥାଏ ସାହାଯ୍ୟ ପାଇଁ ଗୁହାରୀ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦି କାହାକୁ ବି ନିରାଶ କରନ୍ତି ନାହିଁ । ନିଜ ସାମର୍ଥ୍ୟ ହିସାବରେ ଦିଅନ୍ତି ଏହାର ଉତ୍ତର । ଏବେ ସେମିତି ଏକ ଘଟଣା ଆସିଛି…
Read More...

ସବୁଠାରୁ ଅଧିକ ଲୋକଙ୍କୁ ଫାଶୀ ଦେବାରେ ପଂଚମରେ ପାକିସ୍ତାନ ! ଜାଣନ୍ତୁ କିଏ ରହିଛି ଶୀର୍ଷରେ

ସବୁଠାରୁ ଅଧିକ ଫାଶୀ ଦଣ୍ଡାଦେଶ ଦେବାରେ ପାକିସ୍ତାନ ହେଉଛି ପଂଚମ ଦେଶ । ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୬୫ଜଣଙ୍କୁ ଫାଶୀ ଦଣ୍ଡ ଦେଇ ସାରିଛି ଏହି ଆତଙ୍କି ରାଷ୍ଟ୍ର । ଏହାକୁ ସ୍ପଷ୍ଟ କରିଛି କଏଦୀ ମାନଙ୍କ ଅଧିକାର ପାଇଁ କାମ କରୁଥିବା ଏକ ସଂଗଠନ । ପାକିସ୍ତାନରେ ଫାଶୀକୁ ଏକ ରାଜନୈତିକ…
Read More...

ଜି୨୦ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କଲେ ମୋଦି : କହିଲେ, ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଦେଶ…

କନକ ବ୍ୟୁରୋ : ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି । ଜି-୨୦ ଶିଖର ସମ୍ମିଳନୀରେ ଆତଙ୍କବାଦକୁ ସହଯୋଗ କରୁଥିବା ରାଷ୍ଟ୍ର ବିପକ୍ଷରେ କଡ଼ା ପଦକ୍ଷେପ ନେବା ପାଇଁ ମୋଦି ଆହ୍ୱାନ ଦେଇଛନ୍ତି । ନିଜ ଫାଇଦା ପାଇଁ ଆତଙ୍କବାଦକୁ ସହଯୋଗ କରୁଥିବା ଦେଶ ଗୁଡିକ ବିରୋଧରେ ଦୃଢ…
Read More...

କଶ୍ମୀରରେ ସେନାର ପାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀ ହମଲା ! ୩ ଯବାନ ଆହତ

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ବାନ୍ଦିପାରରେ ସେନାର ପାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ୩ ଯବାନ ଆହତ ହୋଇଛନ୍ତି । ସେପଟେ ପୁଚ୍ଛର ନିୟନ୍ତ୍ରଣ ରେଖାରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ପାକ୍ ସେନା ପକ୍ଷରୁ ପ୍ରବଳ ମୋର୍ଟାର ମାଡ ଚାଲିଛି । ସେନା…
Read More...

ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ବୁରହାନ ୱାନିର ବାର୍ଷିକୀ ଅବସରରେ ଆତଙ୍କି ହମଲା ଆଶଙ୍କାରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି

କନକ ବ୍ୟୁରୋ: ଆଜି ଆତଙ୍କବାଦୀ ବୁରହାନ ୱାନିର ମୃତ୍ୟୁକୁ ଗୋଟେ ବର୍ଷ ପୂରିବାକୁ ଯାଉଛି । ଏନେଇ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ତେବେ ବୁରହାନ ୱାନିର ବାର୍ଷିକୀ ଅବସରରେ ଆତଙ୍କବାଦୀ ହମଲା ଓ ଉତ୍ତେଜନା ସୃଷ୍ଟି ସମ୍ଭାବନା ଥିବାରୁ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି…
Read More...

ଶୀତଳ ଯୁଦ୍ଧ ସଙ୍କେତ ! ବଙ୍ଗୋପସାଗରରେ ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ ଆରମ୍ଭ

କନକ ବ୍ୟୁରୋ: ବଙ୍ଗୋପସାଗରରେ ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ତେବେ ଏହି ମିଳିତ ସମରାଭ୍ୟାସ ୭ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୭ ତାରିଖ ଯାଏଁ ଚାଲିବ । ପ୍ରଥମ ଥର ପାଇଁ ଏହି ମିଳିତ ନୌସେନା ସମରାଭ୍ୟାସରେ ବହୁସଂଖ୍ୟାରେ ଆମେରିକା, ଭାରତ ଓ ଜାପାନର ଯୁଦ୍ଧ…
Read More...

ଅଳସୁଆ କର୍ମଚାରୀଙ୍କୁ ସାବାଡା କରିବାକୁ ୟୁପି ମୁଖ୍ୟମନ୍ତ୍ରୀଙ୍କ ନୁଆ ପଦକ୍ଷେପ ! ଅବସର ବୟସ ସୀମା ପୂର୍ବରୁ ଦିଆଯିବ…

କନକ ବ୍ୟୁରୋ: ଅଳସୁଆ କର୍ମଚାରୀ ଓ ଅଧିକାରୀଙ୍କୁ ଅବସର ବୟସ ସୀମା ପୂର୍ବରୁ ଅବସର ଦେବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୫୦ବର୍ଷ ବୟସରୁ ହିଁ ଅଳସୁଆ କର୍ମଚାରୀ ଓ ଅଧିକାରୀଙ୍କୁ ଅବସର ଦେବାକୁ ଯୋଗୀ ସରକାର ନିଷ୍ପତି ନେଇଛନ୍ତି । ଏଭଳି କିଛି…
Read More...

ହାତ ମିଶିଲା, ମନ ମିଶିବ ତ ! ଜି-୨୦ ସମ୍ମିଳନୀରେ ମୋଦି ଓ ଚୀନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା

କନକ ବ୍ୟୁରୋ : ହାତ ମିଶିଲା, ମନ ମିଶିବ ତ? ଏମିତି ପ୍ରଶ୍ନ ଉଠିଛି ଜି-୨୦ ସମ୍ମିଳନୀରେ ଭାରତ-ଚୀନରୁ ଦୁଇ ନେତାଙ୍କ ଆଲୋଚନା ପରେ । ଆଜି ଜର୍ମାନୀର ହମ୍ବର୍ଗରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ୍ ମଧ୍ୟରେ ଆଲୋଚନା ହୋଇଛି । ସେମାନେ…
Read More...