Browsing Category

ଦେଶ ବିଦେଶ

ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ! ୭ ମୃତ, ୩୨ ଆହତ

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଟାର୍ଗେଟରେ ତୀର୍ଥଯାତ୍ରୀ । ଅମରନାଥ ଯାତ୍ରୀଙ୍କ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ୨୦ ମିନିଟ୍ ସମୟରେ, ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ ୭ ଜଣ…
Read More...

ଆଇଆଇଟି-ଜେଇଇ କାଉନସେଲିଂ ପ୍ରକ୍ରିୟା ଉପରୁ ରହିତାଦେଶ ହଟାଇଲେ ସୁପ୍ରିମକୋର୍ଟ !

ଆଇଆଇଟି–ଜେଇଇ (ଆଡ଼ଭାନସ) କାଉନସେଲିଂ ଓ ନାମଲେଖା ପ୍ରକ୍ରିୟା ଉପରେ ଲାଗିଥିବା ରହିତାଦେଶ ହଟିଯାଇଛି । ସୁପ୍ରିମକୋର୍ଟ ରହିତାଦେଶ ଉଠାଇ ଦେଇଛନ୍ତି । ଏବେ ଛାତ୍ରଛାତ୍ରୀମାନେ ଆଇଆଇଟି, ଏନଆଇଟି ଓ ଇଂଜିନିୟରିଂ କଲେଜରେ ନାମ ଲେଖାଇ ପାରିବେ । ଆସନ୍ତା ଅକ୍ଟୋବର ୧୦ ପରବର୍ତ୍ତୀ ଶୁଣାଣି କରାଯିବ…
Read More...

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ! ସମସ୍ୟା ସହ ସାଲିସ୍ ନକରି ମହିଳା ଖୋଳିଲେ ୧୯୦ଟି କୂଅ

‘ସମସ୍ୟା ଏବଂ ସମୟ ସହ ସାଲିସ୍ କରିବା ମହିଳା ମାନଙ୍କ ଅଭ୍ୟାସ’ । ଏକଥାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି କେରଳ ପକ୍କୁଟୁକ୍କାଭୁ ଗ୍ରାମର ମହିଳାମାନେ । ନିଜର ଆତ୍ମବିଶ୍ୱାସ ବଳରେ ଏହି ମହିଳାମାନେ ଏଭଳି ଏକ ସମସ୍ୟାର ସମାଧାନ କରି ଦେଖାଇଛନ୍ତି ଯାହା ଅବିଶ୍ୱସନୀୟ । ପାନୀୟ ଜଳ ସମସ୍ୟାରୁ…
Read More...

ଚାଇନା ଗଣମାଧ୍ୟମର ଧମକ ! ଡୋକଲାମରୁ ସେନା ପ୍ରତ୍ୟାହାର ନକଲେ ଭାରତ ଭୋଗିବ ସାଂଘାତିକ ପରିଣାମ

କନକ ବ୍ୟୁରୋ: ଚାଇନା ଗଣମାଧ୍ୟମର ଧମକ । ଭାରତ, ଡୋକଲାମରୁ କ୍ଷେତ୍ରରୁ ସେନା ପ୍ରତ୍ୟାହାର ନକଲେ ଭାରତ ସାଂଘାତିକ ପରିଣାମ ଭୋଗିବ ବୋଲି ଚୀନ୍ ଧମକ ଦେଇଛି । ଚୀନର ସରକାରୀ ଖବରକାଗଜ ସଂପଦକୀୟରେ ଏପରି ଏକ ଲେଖା ପ୍ରକାଶ କରିଛି । ପରିସ୍ଥିତି ବିଗିଡିବା ପୂର୍ବରୁ ଭାରତ ସୁଧୁରିଯାଉ ବୋଲି…
Read More...

କିଏ ହେବ ଟିମ୍ ଇଣ୍ଡିଆର ନୂଆ କୋଚ୍ ? ଆଜି ରବି ଶାସ୍ତ୍ରୀ ଓ ସେହୱାଗଙ୍କ ସହ ୬ ଜଣ ଆଶାୟୀଙ୍କ ଭାଗ୍ୟ ପରୀକ୍ଷା

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ କୋଚ୍ ପଦରୁ ଅନୀଲ କୁମ୍ବଲେ ଇସ୍ତଫା ଦେବା ପରେ ନୂଆ କୋଚ ଘୋଷଣା ପ୍ରକ୍ରିୟା ଆରମ୍ଭ ହେବ । ନୂଆ କୋଚ୍ ପାଇଁ ଆଜି ଆରମ୍ଭ ହେଉଛି ସାକ୍ଷାତକାର । ଟିମ୍ ଇଣ୍ଡିଆର ନୂଆ କୋଚ୍ ପାଇଁ ୧୦ ଜଣ ଆଶାୟୀଙ୍କୁ ବଛାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ରବି ଶାସ୍ତ୍ରୀ,…
Read More...

କିଙ୍ଗଷ୍ଟନ୍ ଟି-ଟ୍ୱେଂଟିରେ ୯ ୱିକେଟରେ ହାରିଲା ଭାରତ ! ଇୱିନ୍ ଲୁଇସଙ୍କ ବିସ୍ଫୋରକ ଶତକ ବଳରେ ମ୍ୟାଚ୍ ଛଡାଇନେଲା…

କନକ ବ୍ୟୁରୋ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ କିଙ୍ଗଷ୍ଟନରେ ଖେଳାଯାଇଥିବା ଏକମାତ୍ର ଟି-ଟ୍ୱେଂଟି ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଭାରତକୁ ୯ ୱିକେଟରେ ହରାଇଲା ୱେଷ୍ଟଇଣ୍ଡିଜ୍ । ଇଭିନ୍ ଲୁଇସଙ୍କ ବିସ୍ଫୋରକ ଶତକ ବଳରେ ଭାରତକୁ ହରାଇଛି ୱେଷ୍ଟଇଣ୍ଡିଜ୍ । ପ୍ରଥମେ…
Read More...

ମୋସୁଲ୍ ସହରରୁ ଆଇଏସଆଇଏସ୍ କ୍ଲିନ୍ ସ୍ୱିପ୍ ! ପତାକା ଉଡାଇ ଖୁସି ମନାଇଲେ ଇରାକୀ ସେନା

କନକ ବ୍ୟୁରୋ: ଇରାକର ମୋସୁଲ୍ ସହରରୁ ଆଇଏସଆଇଏସ୍ କ୍ଲିନ୍ ସ୍ୱିପ୍ । ମୋସୁଲ୍ ସହରରେ ପତାକା ଉଡାଇଛନ୍ତି ଇରାକୀ ସେନା । ଇରାକରେ ଧ୍ୱଂସଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ କବଳରୁ ମୋସୁଲ ସହରକୁ ମୁକ୍ତ କରିବାରେ ସଫଳ ହୋଇଛି ଇରାକୀ ସେନା । ମୋସୁଲ୍ ସହରକୁ ଗତ ୩ ବର୍ଷ ଧରି କବଜାରେ…
Read More...

ବିହାରରେ ସଙ୍କଟରେ ଜେଡିୟୁ-ଆରଜେଡି ମହାମେଂଟ୍ ! ଆଜି ୧୦ଟାରେ ଆରଜେଡି ବିଧାୟକ ଦଳ ବୈଠକରେ ଲାଲୁ କରିବେ ରଣନୀତି

କନକ ବ୍ୟୁରୋ: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାର ଉପରେ ସିବିଆଇ ଚଢାଉ ପରେ ବିହାରରେ ଜେଡିୟୁ-ଆରଜେଡି ମେଂଟ ନେଇ ସଂକଟ ଦେଖାଦେଇଛି । ଘନ ଘନ ବୈଠକ କରି ଉଭୟ ଦଳର ଆଗାମୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଜି ଦିନ ୧୦ଟାରେ ନିଜ ବାସଭବନରେ ଆରଜେଡି ବିଧାୟକ ଦଳ ବୈଠକ ଡକାଇଛନ୍ତି ଆରଜେଡି…
Read More...

ସିକ୍କିମ ସୀମାରେ ଚୀନ୍ ଧମକକୁ ମୁହଁତୋଡ଼ ଜବାବ ! ଡୋକଲାମ ସେକ୍ଟରରେ ତମ୍ବୁ ପକାଇଲେ ଭାରତୀୟ ସେନା

କନକ ବ୍ୟୁରୋ: ସିକ୍କିମ ସୀମାରେ ଚୀନ୍ ଧମକକୁ ମୁହଁତୋଡ଼ ଜବାବ । ଡୋକଲାମ ସେକ୍ଟରରେ ତମ୍ବୁ ପକାଇଲେ ଭାରତୀୟ ସେନା । ଚୀନ୍ ସେନାର ଆକ୍ରମଣାତ୍ମକ ଢଙ୍ଗକୁ ବେଖାତିର କରି ଡୋକଲାମ କ୍ଷେତ୍ରରେ ଦୀର୍ଘ ସମୟ ରହିବା ପାଇଁ ପ୍ରସ୍ତୁତି କରିଛନ୍ତି ସେନା ଯବାନ । ତମ୍ବୁ ପକାଇବା ଦ୍ୱାରା ଏହା ପ୍ରମାଣ…
Read More...

ବଳଦ ବଦଳରେ ଝିଅ ଟାଣିଲେ ଯୁଆଳି ! ପଢନ୍ତୁ ଜଣେ ଦୁଃଖୀ ଚାଷୀର ଅସହାୟ କାହାଣୀ

ଋଣ ବୋଝ ନେଲା ଚାଷୀର ଜୀବନ । ଋଣରୁ ମୁକ୍ତି ପାଇଁ ଚାଷୀଙ୍କ ବିକ୍ଷୋଭ । ଆଉ ବିକ୍ଷୋଭ ବେଳେ ଗିରଫ ହେଲେ ଚାଷୀ । ଚାଷୀଙ୍କ ଉପରକୁ ପୁଲିସର ଫାୟାରିଙ୍ଗ୍ । ଏମିତି ଅନେକ ଖବର ଟେଲିଭିଜନ୍ ପରଦା ଏବଂ ଖବରକାଗଜରେ ପଢିଥିବେ । କିନ୍ତୁ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ କୌଣସି …
Read More...