Browsing Category

ଦେଶ ବିଦେଶ

ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ବୁରହାନ ୱାନିର ବାର୍ଷିକୀ ଅବସରରେ ଆତଙ୍କି ହମଲା ଆଶଙ୍କାରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି

କନକ ବ୍ୟୁରୋ: ଆଜି ଆତଙ୍କବାଦୀ ବୁରହାନ ୱାନିର ମୃତ୍ୟୁକୁ ଗୋଟେ ବର୍ଷ ପୂରିବାକୁ ଯାଉଛି । ଏନେଇ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ତେବେ ବୁରହାନ ୱାନିର ବାର୍ଷିକୀ ଅବସରରେ ଆତଙ୍କବାଦୀ ହମଲା ଓ ଉତ୍ତେଜନା ସୃଷ୍ଟି ସମ୍ଭାବନା ଥିବାରୁ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି…
Read More...

ଶୀତଳ ଯୁଦ୍ଧ ସଙ୍କେତ ! ବଙ୍ଗୋପସାଗରରେ ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ ଆରମ୍ଭ

କନକ ବ୍ୟୁରୋ: ବଙ୍ଗୋପସାଗରରେ ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ତେବେ ଏହି ମିଳିତ ସମରାଭ୍ୟାସ ୭ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୭ ତାରିଖ ଯାଏଁ ଚାଲିବ । ପ୍ରଥମ ଥର ପାଇଁ ଏହି ମିଳିତ ନୌସେନା ସମରାଭ୍ୟାସରେ ବହୁସଂଖ୍ୟାରେ ଆମେରିକା, ଭାରତ ଓ ଜାପାନର ଯୁଦ୍ଧ…
Read More...

ଅଳସୁଆ କର୍ମଚାରୀଙ୍କୁ ସାବାଡା କରିବାକୁ ୟୁପି ମୁଖ୍ୟମନ୍ତ୍ରୀଙ୍କ ନୁଆ ପଦକ୍ଷେପ ! ଅବସର ବୟସ ସୀମା ପୂର୍ବରୁ ଦିଆଯିବ…

କନକ ବ୍ୟୁରୋ: ଅଳସୁଆ କର୍ମଚାରୀ ଓ ଅଧିକାରୀଙ୍କୁ ଅବସର ବୟସ ସୀମା ପୂର୍ବରୁ ଅବସର ଦେବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୫୦ବର୍ଷ ବୟସରୁ ହିଁ ଅଳସୁଆ କର୍ମଚାରୀ ଓ ଅଧିକାରୀଙ୍କୁ ଅବସର ଦେବାକୁ ଯୋଗୀ ସରକାର ନିଷ୍ପତି ନେଇଛନ୍ତି । ଏଭଳି କିଛି…
Read More...

ହାତ ମିଶିଲା, ମନ ମିଶିବ ତ ! ଜି-୨୦ ସମ୍ମିଳନୀରେ ମୋଦି ଓ ଚୀନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା

କନକ ବ୍ୟୁରୋ : ହାତ ମିଶିଲା, ମନ ମିଶିବ ତ? ଏମିତି ପ୍ରଶ୍ନ ଉଠିଛି ଜି-୨୦ ସମ୍ମିଳନୀରେ ଭାରତ-ଚୀନରୁ ଦୁଇ ନେତାଙ୍କ ଆଲୋଚନା ପରେ । ଆଜି ଜର୍ମାନୀର ହମ୍ବର୍ଗରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ୍ ମଧ୍ୟରେ ଆଲୋଚନା ହୋଇଛି । ସେମାନେ…
Read More...

ଲାଲୁ ଯାଦବଙ୍କ ଓଡିଶା କନେକ୍ସନ୍ ! ପୁରୀରେ ପୁରୁଣା କାଗଜ ଖୋଲିଲା ସିବିଆଇ

କନକ ବ୍ୟୁରୋ : ୯ ଶହ କୋଟିର ଚାରା ଘୋଟାଲା ପରେ ଟେଣ୍ଡର୍ ଅନିୟମିତତାରେ ଫଶିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ରେଳମନ୍ତ୍ରୀ ଥିବା ସମୟରେ ନିଜ କ୍ଷମତାର ଅପବ୍ୟବହାର କରି ଲାଲୁ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ କାମ ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଆଜି ପୁରୀ ସମେତ ୧୨ ଟି…
Read More...

ବୋନସ ମାର୍କ ଯୋଗୁଁ ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ନାମ ଲେଖାକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ !

ବୋନସ୍ ମାର୍କକୁ ନେଇ ଆଇଆଇଟି,ଏନଆଇଟି ଓ ଅନ୍ୟ କଲେଜଗୁଡ଼ିକରେ ଇଞ୍ଜିନିୟରିଂ ବିଷୟରେ ନାମ ଲେଖା ଓ କାଉନେଲେସଲିଂକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିନା ବୋନସ ମାର୍କରେ ସଫଳ ଛାତ୍ରଙ୍କ ସୂଚିରେ ସଂଶୋଧନ କରିବା ପାଇଁ ଦୁଇ ଛାତ୍ର ଅଭିଯୋଗ କରିଥିବାରୁ…
Read More...

କେମିତି ହୋଇଥାଏ ଭାରତର ଉପରାଷ୍ଟ୍ରପତିଙ୍କ ନିର୍ବାଚନ ! ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

ବର୍ତ୍ତମାନର ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି । ତେଣୁ ଉପ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି । ଅଗଷ୍ଟ ୫ ତାରିଖରେ ଉଭୟ ଭୋଟ୍ ଏବଂ ଫଳାଫଳ ଆସିବ । ହେଲେ ଏଯାଏଁ ଏନଡିଏ ଏବଂ ବିରୋଧୀ ଦଳ କେହି ବି ଉପରାଷ୍ଟ୍ରପତି ପଦ ପାଇଁ ନିଜ…
Read More...

ଜିଏସଟି ପରେ ବ୍ୟବସାୟୀଙ୍କୁ ସରକାରଙ୍କ ଚେତାବନୀ ! ପରିବର୍ତ୍ତିତ ମୂଲ୍ୟରେ ଜିନିଷ ବିକ୍ରି କରନ୍ତୁ, ନହେଲେ ଜେଲ…

୧ ଜୁଲାଇରେ ଜିଏସଟି ଲାଗୁ ପରେ ଗ୍ରାହକ ଏମଆରପି ଉପରେ ଅନେକ ଅଭିଯୋଗ ଆଣୁଥିଲେ । ଏନେଇ ସରକାର ଶୁକ୍ରବାର ଉପଭୋକ୍ତା ସଂରକ୍ଷଣ ଆଇନରେ ସଂଶୋଧନ ଆଣିବା ପାଇଁ ନିଷ୍ପତି ନେଇଛନ୍ତି । ଜିଏଟି ନିୟମ ଅନୁସାରେ ଏହି ଆଇନକୁ ବ୍ୟବସାୟୀ ଲାଭ ଉପରେ ପାସ୍ କରନ୍ତୁ ବୋଲି ସରକାର କହିଛନ୍ତି । ବିକ୍ରେତାମାନେ…
Read More...

ଲାଲୁଙ୍କ ଘରେ ସିବିଆଇ ଚଢ଼ାଉ : ଟେଣ୍ଡର ଅନିୟମିତତା ଅଭିଯୋଗରେ ଲାଲୁ, ରାବଡୀ ଓ ତେଜସ୍ୱୀଙ୍କ ବିରୋଧରେ ମାମଲା ରୁଜୁ

କନକ ବ୍ୟୁରୋ : ଟେଣ୍ଡର ଅନିୟମିତତା ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବିରୋଧରେ ମାମଲା । ଲାଲୁ, ତାଙ୍କ ପତ୍ନୀ ରାବଡୀ ଓ ପୁଅ ତେଜସ୍ୱୀଙ୍କ ସମେତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ । ଏହାସହ ସିବିଆଇ ପୁରୀ, ପାଟନା, ଦିଲ୍ଲୀ, ରାଂଚୀ, ଗୁରୁଗ୍ରାମ…
Read More...

ଆଜିଠାରୁ ବଙ୍ଗୋପସାଗରରେ ମାଲାବାର ସମରାଭ୍ୟାସ : ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ଯୁଦ୍ଧଭ୍ୟାସ

କନକ ବ୍ୟୁରୋ : ଆଜିଠାରୁ ବଙ୍ଗୋପସାଗରରେ ଭାରତ, ଆମେରିକା ଓ ଜାପାନ ନୌସେନାର ମିଳିତ ସମରାଭ୍ୟାସ ଆରମ୍ଭ ହେବ । ଏହି ମାଲାବାର ସମରାଭ୍ୟାସ ଜୁଲାଇ ୧୭ ତାରିଖ ଯାଏଁ ଚାଲିବ । ପ୍ରଥମ ଥର ପାଇଁ ଏହି ମିଳିତ ନୌସେନା ସମରାଭ୍ୟାସରେ ବହୁସଂଖ୍ୟାରେ ଆମେରିକା, ଭାରତ ଓ ଜାପାନର ଯୁଦ୍ଧ ବିମାନ,…
Read More...