Browsing Category

ଦେଶ ବିଦେଶ

ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ଜବରଦସ୍ତ  ବୋମା ବର୍ଷଣ :  ଆଉ ଏକ ଯୁଦ୍ଧର ବିଗୁଲ ବାଜିଲା କି ?

କିଛି ଘଣ୍ଟା ପୂର୍ବରୁ ହ୍ଵାଇଟ ହାଉସ ଉତ୍ତର କୋରିଆ ଉପରେ ଅଭିଯୋଗ କରିଥିଲା ​​ଯେ ୟୁକ୍ରେନ ଆକ୍ରମଣରେ ରୁଷ, ଉତ୍ତର କୋରିଆରୁ ପଠାଯାଇଥିବା କ୍ଷେପଣାସ୍ତ୍ର  ବ୍ୟବହାର କରିଛି । ଏହି ବିବୃତ୍ତି ପରେ ତୁରନ୍ତ ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ୨୦୦ ରୁ ଅଧିକ ଗୋଳା ନିକ୍ଷେପ କରିଛି । ଦକ୍ଷିଣ…
Read More...

ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ଆମ୍ ଆଦମୀ ପାର୍ଟି । ଜେଲରୁ ନାମାଙ୍କନ ଭରିବେ ସଂଜୟ ସିଂ

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟି ତରଫରୁ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦିଲ୍ଳୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ତାଙ୍କୁ ସୁଶିଲ କୁମାର ଗୁପ୍ତାଙ୍କ ସ୍ଥାନରେ ଟିକେଟ ଦିଆଯାଇଛି । ଏହା ସହ ପାର୍ଟି ତରଫରୁ ପୁଣିଥରେ…
Read More...

ଜେଲରେ ବନ୍ଦ ଥିବା ଆପ୍ ନେତା ସଂଜୟ ସିଂଙ୍କୁ ବଡ ଆଶ୍ୱସ୍ତି । ଏହି କାର୍ଯ୍ୟ ପାଇଁ କୋର୍ଟ ଦେଲେ ଅନୁମତି

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଆମ୍ ଆଦମୀ ପାର୍ଟି ତରଫରୁ ସଂଜୟ ସିଂ ପୁଣିଥରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇପାରିବେ । କାରଣ ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ରାୱଜ…
Read More...

ଇରାନକୁ ବଡ଼ ଝଟକା :  ଆମେରିକାର ଏୟାର ଷ୍ଟ୍ରାଇକରେ କମାଣ୍ଡର ଆବୁ ତାକୱା ନିହତ

ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ଇରାନର ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରଥମେ ତାଙ୍କ ଦେଶରେ ଆତଙ୍କବାଦୀ ଆକ୍ରମଣ ଏବଂ ପରେ ପଡୋଶୀ ଦେଶ ଇରାକରୁ ତାଙ୍କୁ ଆଉ ଏକ ଖରାପ ଖବର ମିଳୁଛି । ତାଙ୍କର ଜଣେ ବରିଷ୍ଠ କମାଣ୍ଡର ଇରାକରେ ପ୍ରାଣ ହରାଇଛନ୍ତି । ଆବୁ ତାକୱା ନାମକ ଏହି କମାଣ୍ଡରକୁ…
Read More...

ସୋମାଲିଆ ତଟ ପାଖରୁ ହାଇଜାକ ହେଲା ଜାହାଜ ‘ଲୀଳା’, ୧୫ ଭାରତୀୟଙ୍କୁ ବଞ୍ଚାଇବାକୁ ବାହାରିଲା ଆଇଏନଏସ ଚେନ୍ନାଇ ।

କନକ ବ୍ୟୁରୋ : ସୋମାଲିଆ ନିକଟରୁ ଅପହୃତ ହୋଇଥିବା ଜାହାଜ ଏମଭି ଲୀଳା ନରଫ୍ଲକକୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଅପରେସନ ଆରମ୍ଭ କଲା ଭାରତୀୟ ନୌସେନା । ହାଇଜାକ ହୋଇଥିବା ଜାହାଜକୁ ଉଦ୍ଧାର ପାଇଁ ଆଇଏନଏସ ଚେନ୍ନାଇକୁ ପଠାଇଛି ଭାରତୀୟ ନୌସେନା । ହାଇଜାକ ହୋଇଥିବା ଜାହାଜର ଚାଳକ ଦଳରେ ୧୫ ଜଣ…
Read More...

ଚଢଉ ବେଳେ ଇଡି ଟିମ୍ ଉପରେ ଅତର୍କୀତ ଆକ୍ରମଣ । ଟିଏମସି ନେତାଙ୍କ ଘର ରେଡ୍ କରିବାକୁ ଯାଇଥିଲେ ଅଧିକାରୀ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚଢ଼ାଉ ବେଳେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବନଗାଓଁର ପୂର୍ବତନ…
Read More...

ହରିୟାଣାର ‘ଧନକୁବେର’ ପୂର୍ବ ବିଧାୟକଙ୍କ ଘରେ ଇଡି ଚଢଉ । ୫ କୋଟି ଟଙ୍କା ସହ ବିପୁଳ ବିଦେଶୀ ମାରଣାସ୍ତ୍ର ଜବତ ।

କନକ ବ୍ୟୁରୋ: ହରିୟାଣାରେ ଅକ୍ସନ ମୋଡରେ ଇଡି । ଗୁରୁବାର ବେଆଇନ୍ ଖଣି ଖନନ ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାର, ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଦିଲବାଗ୍ ସିଂହଙ୍କ ଘରେ ଇଡି ଚଢଉ କରିଛି । ଦିଲବାଗଙ୍କ ଘରୁ ୫ କୋଟି ନଗଦ ଟଙ୍କା ସହ ବିଦେଶୀ ମାରଣାସ୍ତ୍ର ଓ…
Read More...

ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ, ମହମ୍ମଦ…

କନକ ବ୍ୟୁରୋ : ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ମହମ୍ମଦ ସିରାଜ, ଯଶପ୍ରିତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁ ମାଚ ଜିତିଛି ଭାରତ । ଦ୍ୱିତୀୟ ଇନିସରେ ଦକ୍ଷିଣ ଆଫ୍ରିକା ୧୭୬ ରନ କରିବାରେ ସକ୍ଷମ ହୋଇଥିଲା । ଭାରତକୁ…
Read More...

ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦି । ସୋଶିଆଲ ମିଡିଆରେ ପ୍ରିଷ୍ଟିନ ବିଚରେ ଉଠାଇଥିବା ଫଟୋ ତାଙ୍କ ସୋଶିଆଲ ମିଡିଆରେ ସେୟାର କରିଛନ୍ତି । ଲାକ୍ଷାଦ୍ୱୀପ ଗସ୍ତ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ…
Read More...

ଗୁୁରୁଗ୍ରାମରେ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜାଙ୍କୁ ଗୁଳି । ସାମ୍ନାକୁ ଆସିଲା…

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜା । ଜଣେ ମଡେଲ ଭାବେ ପରିଚତ ଦିବ୍ୟା । ଫେବୃଆରୀ, ୨୦୧୬ରେ ମୁମ୍ବାଇର ଏକ ହୋଟେଲରେ ଗୋଡଲିଙ୍କୁ ଗୁରୁଗ୍ରାମ ପୁଲିସ ଏନକାଉଂଟର କରି ହତ୍ୟା କରିଥିଲା । ସେହି ସମୟରେ ଗ୍ୟାଙ୍ଗଷ୍ଟର ସନ୍ଦୀପଙ୍କ ସହ ଥିଲେ ତାଙ୍କ…
Read More...