Browsing Category

ଦେଶ ବିଦେଶ

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା, କେନ୍ଦ୍ର ସରକାରଙ୍କୁ ଜବାବ୍ ମାଗିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ସମଲିଙ୍ଗୀଙ୍କ ବାହାଘରକୁ ଆଇନଗତ ମାନ୍ୟତା ମିଳିବା ଉଚିତ ନା ନାହିଁ ଏନେଇ କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଓ ଆଟର୍ଣ୍ଣି ଜେନେରାଲଙ୍କୁ ନୋଟିସ ପଠାଇ ୪ ସପ୍ତାହ ଭିତରେ ଜବାବ ରଖିବାକୁ କହିଛନ୍ତି…
Read More...

ଅସ୍ଥିର ରାଜସ୍ଥାନ ରାଜନୀତି । ବଢୁଛି ଗେହଲଟ ଓ ପାଇଲଟ ବିବାଦ

କନକ ବ୍ୟୁରୋ : ରାଜସ୍ଥାନରେ ଘନଉଛି ଗେହେଲଟ ଓ ପାଇଲଟ ବିବାଦ । ବେଶ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ଯୁବ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ଚାଲିଛି ତାହା ଦିନକୁ ଦିନ ବଡ ବିବାଦର ରୂପ ନେଉଛି । ଗୁରୁବାର ପାଇଲଟଙ୍କୁ ଆକ୍ଷେପ କରି ଗେହେଲଟ କହିଥିଲେ କି ସଚିନ…
Read More...

ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା । ପୁଣି ହେବ ଅଫତାବର ପଲିଗ୍ରାଫ ଟେଷ୍ଟ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ପୁଣି ଥରେ ହେବ ପଲିଗ୍ରାଫ ଟେଷ୍ଟ । ଗୁରୁବାର ଦିନ ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟେରୀରେ ୮ ଘଂଟା ଧରି ଅଫତାବର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ତେବେ ରିପୋର୍ଟ ଅନୁସାରେ ଟେଷ୍ଟ ସମୟରେ…
Read More...

ପାଖଉଛି ନିର୍ବାଚନ, ବଢୁଛି ବୟାନବାଜୀ । ବିଜେପି ଉପରେ ‘ଆପ’ର ଅଭିଯୋଗ

କନକ ବ୍ୟୁରୋ : ବିଜେପି ଉପରେ ଏବେ ଏହି ବଡ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଜୀବନରୁ ମାରିଦେବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ଦଳ । ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ…
Read More...

ବିହାରରେ ଚୋରର ବଡ କାରନାମା: ସୁଡଙ୍ଗ କରି ଚୋରି କରିନେଲେ ରେଳ ଇଞ୍ଜିନ

କନକ ବ୍ୟୁରୋ: ବିହାରରେ ଚୋରର ଏହି କାରନାମା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ରୋହତାସରେ ୫୦୦ ଟନର ବଡ ଓଜନର ପୋଲ ଚୋରି ହେବା ପରେ ଏବେ ଗୋଟେ ରେଳ ଇଞ୍ଜିନକୁ ସୁଡଙ୍ଗ କରି ନେଇଛନ୍ତି ଦୁର୍ବୃତ୍ତ । ପୋଲିସର କହିବାନୁସାରେ ମୁଜଫରପୁରରେ ଏକ ବଡ କବାଡି ଦୋକାନରେ ଜବତ ହୋଇଥିବା ବ୍ୟାଗରୁ…
Read More...

ଭୋକ ବିକଳରେ ଆଫଗାନିସ୍ତାନ । ଅଙ୍ଗ ବିକୁଛନ୍ତି,ପିଲାଙ୍କୁ ନିଶା ଦେଇ ଶୁଆଇ ଦେଉଛନ୍ତି

କନକ ବ୍ୟୁରୋ : ପୁଞ୍ଜିବାଦ ବ୍ୟବସ୍ଥାର ଯୁଦ୍ଧ କେବଳ କ୍ଷମତା ଦଖଲ କରିବାର ଏକ ପ୍ରହେଳିକା । ନା ଏ ଯୁଦ୍ଧରୁ ସାଧାରଣ ଲୋକଙ୍କୁ କିଛି ମିଳେ ନା ଏ ଯୁଦ୍ଧରୁ କିଛି ସାମାଜିକ ବିକାଶ ହୋଇପାରେ     ।  ଏ ଯୁଦ୍ଧ କେବଳ ଧାର୍ମିକ ଉନ୍ମାଦନା ଓ ପୁଞ୍ଜିପତିମାନେ ଲୁଟପାଟ କରି ସଂପତ୍ତି ଠୁଳ କରିବାର ଏକ…
Read More...

ଯଦି ବିଶ୍ୱକପ୍ ଜିତିବାର ଅଛି ତେବେ ଆଇପିଏଲ ଖେଳିବା ଛାଡି ଦିଅ । ରୋହିତଙ୍କ ପିଲାବେଳ କୋଚ୍ ଦେଲେ ବଡ ବୟାନ ।

କନକ ବ୍ୟୁରୋ :ଟି-୨୦ ବିଶ୍ୱକପର ସେମିଫାଇନାଲରୁ ଟିମ୍ ଇଣ୍ଡିଆ ବିଦାୟ ନେବା ପରେ ଭାରତୀୟ ଦଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ରୋହିତଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏପରିକି କିଛି କ୍ରିକେଟପ୍ରେମୀ ଟି-୨୦ ଅଧିନାୟକ ପଦ ରୋହିତ ଛାଡି ଦିଅନ୍ତୁ ବୋଲି ଅପିଲ କରିଛନ୍ତି ।…
Read More...

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଦାଖଲ କଲା ଚାର୍ଜସିଟ୍, ଜାଣନ୍ତୁ ମନୀଷ ସିସୋଦିଆଙ୍କ ବିରୋଧରେ କଣ ମିଳିଛି…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆଜି (୨୫ ନଭେମ୍ବର) ସିବିଆଇ ତରଫରୁ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଏହି ଚାର୍ଜସିଟରେ ମୋଟ ୭ ଜଣଙ୍କ ନାମ ରହିଛି । ସିବିଆଇ ତରଫରୁ ଦିଲ୍ଲୀ ଏଭିନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି । ସବିଆଇ ତରଫରୁ କୁହାଯାଇଛି କି…
Read More...

ଗେହଲଟଙ୍କ ନଜରରେ ପାଇଲଟ ‘ଗଦ୍ଦାର’, କଂଗ୍ରେସ କହିଲା…

କନକ ବ୍ୟୁରୋ : ବଢୁଛି ସଚିନ ପାଇଲଟ ଓ ଅଶୋକ ଗେହଲଟ ବିବାବ । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜସ୍ଥାନର କଂଗ୍ରେସର ଏହି ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ବିବାବ ବଢିବାରେ ଲାଗିଛି । ଦଳର ହାଇକମାଣ୍ଡ ବହୁବାର ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ବିବାଦ କମିବା ପରିବର୍ତ୍ତେ ଆହୁରି…
Read More...

ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ଇଜିପ୍ଟ ରାଷ୍ଟ୍ରପତି । ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ…

କନକ ବ୍ୟୁରୋ : କାଇରୋ ସହିତ ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ୟମର ଅଂଶବିଶେଷ ଭାବେ ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରିଛି। ୨୦୧୪ରୁ ଇଜିପ୍ଟର ରାଷ୍ଟ୍ରପତି ଥିବା…
Read More...