Browsing Category

ଦେଶ ବିଦେଶ

ଜେଲ ଗଲା ଶ୍ରଦ୍ଧା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଅଫତାବ ।  ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଦିଲ୍ଲୀ ସାକେତ…

କନକ ବ୍ୟୁରୋ : ଶ୍ରଦ୍ଧା ହତ୍ୟାକାଣ୍ଡରେ ଶନିବାର ଦିଲ୍ଲୀ ସାକେତ କୋର୍ଟ ଅପରାଧୀ ଅଫତାବ ଆମିନ ପୁନାୱାଲଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି । ଅପରାଧୀକୁ ତିହାର ଜେଲକୁ ପଠାଯାଇପାରେ । ଅଫତାବର ପଲିଗ୍ରାଫ୍ ଟେଷ୍ଟ ସରିଥିବା ବେଳେ ନଭେମ୍ବର ୨୮ ତାରିଖରେ ନାର୍କୋ ଟେଷ୍ଟ ହେବ…
Read More...

ଇତିହାସ ରଚିଲା ଇସ୍ରୋ ।  ଏକା ସହ ୯ଟି ସାଟେଲାଇଟର ଉତକ୍ଷେପଣ

କନକ ବ୍ୟୁରୋ : ନଭେମ୍ବର ୨୬ । ଶନିବାର । ଦିନ ୧୧ଟା ୫୬ ମିନିଟ ଇତିହାସ ରଚିଛି ଇସ୍ରୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ସେଂଟରରୁ ଏକା ସହ ୯ଟି ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏହା ମଧ୍ୟରେ ଓସିଅନ ସେଟ୍-୩ ଓ ୮ଟି ନାନୋ ସାଟେଲାଇଟ ରହିଛି । ୯ଟି ସାଟେଲାଇଡ଼ ମଧ୍ୟରେ ଭୁଟାନର ଏକ…
Read More...

ଗୁଜରାଟ ପାଇଁ ବିଜେପିର ଘୋଷଣା । ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ବର୍ଷା, ୫ବର୍ଷରେ ମିଳିବ ୨୦ଲକ୍ଷ ଚାକିରି

କନକ ବ୍ୟୁରୋ : ଡିସେମ୍ବର ମାସରେ ହେବ ଗୁଜରାଟ ବିଧାନସଭା ନିର୍ବାଚନ । ୨୭ବର୍ଷ ଧରି ବିଜେପି ହାତରେ ରହିଛି ଶାସନ ଡୋରି ଆଉ ଏଥରକ ମଧ୍ୟ ଏହି କ୍ଷମତାକୁ ଧରି ରଖିବା ପାଇଁ କଳେବଳେ କୌଶଳେ ଚେଷ୍ଟା କରୁଛି ଶାସକ ଦଳ । ନିର୍ବାଚନ ପୂର୍ବରୁ ଦଳ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି ।…
Read More...

ମୁମ୍ବାଇ ଆକ୍ରମଣ ଘଟଣାକୁ ପୂରିଲା ୧୪ ବର୍ଷ । ଏବେ ବି ମନେପଡେ ସେ କାଳରାତ୍ରୀ

କନକ ବ୍ୟୁରୋ :  ସବୁଦିନ ପରି ସେଦିନ ମଧ୍ୟ ଚଚଚଂଚଳ ଥିଲା ମାୟାନଗରୀ ମୁମ୍ବାଇ । ସବୁ କିଛି ସ୍ୱାଭାବିକ ଥାଏ । ହଠାତ ଗୁଳିବର୍ଷାରେ କମ୍ପିଉଠିଥିଲା ପ୍ୟାଲେସ ତାଜ୍ ପରିସର ।  ଭୟର ଶବ୍ଦ,  ବିକଳ ଚିତ୍କାର , ଏଣେତେଣେ ପ୍ରାଣବିକଳରେ ଦୌଡୁଥିବା ଲୋକମାନେ,କେଉଁଠି ଶବ ପଡିଥାଏ ତ ପୁଣି କେଉଁଠି…
Read More...

କୃଷକ ଆନ୍ଦୋଳନର ଦ୍ୱିତୀୟ ବର୍ଷ ପାଳନ । ୩୩ କୃଷକ ସଂଗଠନ ହେଲେ ଏକାଠି

କନକ ବ୍ୟୁରୋ : କୃଷକ ଆନ୍ଦୋଳନର ଦୁଇବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ କୃଷକମାନେ ପୁଣି ଏକାଠି ହୋଇଛନ୍ତି । ଏହି କ୍ରମରେ ଦେଶର ପ୍ରମୁଖ ୩୩ ଟି କୃଷକ ସଂଗଠନ ବିିଭିନ୍ନ ରାଜ୍ୟରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର କୃଷକ ହାତରେ ପ୍ଲାକାର୍ଡ ଧରି ସରକାରଙ୍କ ନିକଟରେ…
Read More...

ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟର ଝଟକା, ମିଳିବନି ଧାର୍ମିକ ଆଧାରରେ ଖାଦ୍ୟ

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ବଡ ଝଟକା ମିଳିଛି । ଜୈନଙ୍କ ଦ୍ୱାରା ତାଙ୍କୁ ଜେଲରେ ଧର୍ମିକ ଆଧାରରେ ଜେଲରେ ଖାଦ୍ୟ ମିଳୁ ବୋଲି ଯେଉଁ ଆବେଦନ ହୋଇଥିଲା ତାହାକୁ ରାଓଜ ଏଭିନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି ।…
Read More...

ସିନେ ଜଗତରେ ଶୋକର ଛାୟା, ୭୭ ବର୍ଷ ବୟସରେ ବିକ୍ରମ ଗୋଖଲେଙ୍କ ପରଲୋକ

କନକ ବ୍ୟୁରୋ : ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଛି । ପୁଣେର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଗୋଖଲେଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ମରାଠୀ ଓ ହିନ୍ଦୀ ସିନେମାର ଏହି ପ୍ରସିଦ୍ଧ ଅଭିନେତା…
Read More...

ମହଙ୍ଗା ବଜାରରେ ମଧ୍ୟବିତଙ୍କ ପାଇଁ ବିସ୍କୁଟ ସାଜିଛି ସାହାରା, ଜାଣନ୍ତୁ ଚଳିତବର୍ଷ କେତେ ବଢିଛି ବିସ୍କୁଟ ବିକ୍ରି

କନକ ବ୍ୟୁରୋ : ଦେଶରେ ଅହେତୁକ ଭାବେ ଖାଦ୍ୟ ସାମଗ୍ରୀର ଦର ବଢିବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ମଧ୍ୟବିତଙ୍କ ଦୈନିକ ବଜେଟ ଉପରେ ପଡିଛି । ଏହି କାରଣରୁ ଲୋକମାନେ ଶସ୍ତା ଖାଦ୍ୟ ଉପରେ ନିର୍ଭର କରୁଛନ୍ତି । ସେପଟେ ଅନ୍ୟ ପ୍ୟାକେଟ ଖାଦ୍ୟ ତୁଳନାରେ ବିସ୍କୁଟ ଶସ୍ତା ହେଉଥିବାରୁ ଏହାର…
Read More...

ମହାକାଶରେ ଇସ୍ରୋକୁ ଆଉଏକ ବଡ ସଫଳତା, ଏକା ସାଥିରେ ଲଂଚ କଲା ୯ ସାଟେଲାଇଟ୍

କନକ ବ୍ୟୁରୋ : ଇସ୍ରୋ ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଶନିବାର ଦିନ ଏକ ବଡ ସଫଳତା ହାସଲ କରିଛି । ଇସ୍ରୋ ତରଫରୁ ଆଜି ଦିନ ୧୨ ଟାରେ ଏକାସାଥିରେ ୯ ଟି ସାଟେଲାଇଟ୍ ଲଂଚ୍ କରାଯାଇଛି । ଜାତୀୟ ଗଣମାଧ୍ୟମ ମୁତାବକ ଇସ୍ରୋ ତରଫରୁ ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ…
Read More...

ଗୁଜରାଟ ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ସଂକଳ୍ପପତ୍ର, ୨୦ ଲକ୍ଷ ରୋଜଗାର ସହ ୟୁସିସି ଛାତ୍ରଛାତ୍ରୀଙ୍କୁ ସ୍କୁଟି

କନକ ବ୍ୟୁରୋ : ଡିସେମ୍ବର ପହିଲାରୁ ଗୁଜରାଟ ବିଧାନସଭା ପାଇଁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହା ପୂର୍ବରୁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଗୁଜରାଟବାସୀଙ୍କ ପାଇଁ ପ୍ରତିଶ୍ରୁତିର ପାହାଡ ଠିଆ କରିଦେଇଥିବା ବେଳେ ଦୀର୍ଘ ୨୭ ବର୍ଷ ହେବ ଗୁଜରାଟ ଶାସନରେ ଥିବା ବିଜେପି ଆଜି ତାର…
Read More...