Browsing Category

ଖେଳ

ତ୍ରିରଙ୍ଗାର ରଙ୍ଗରେ ରଙ୍ଗୀନ ହେଲା ଟିମ୍ ଇଣ୍ଡିଆ, ପ୍ରୋଫାଇଲ ଫଟୋ ବଦଳାଇଲେ ଖେଳାଳୀ ।

କନକ ବ୍ୟୁରୋ : ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ଏବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଦେଶର କୋଟି କୋଟି ଜନତା ଏବେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନ ଏହାର ଏକ ଅଂଶବିଶେଷ । ଯେଉଁ ଅଭିଯାନରେ ଅନେକ ଲୋକ ନିଜ ଘରେ ତ୍ରିରଙ୍ଗା ଉଡାଉଥିବା ବେଳେ କିଛି…
Read More...

ସଚିନ ନିଜ ଘରେ ଉଡାଇଲେ ତ୍ରିରଙ୍ଗା । କହିଲେ, ସବୁବେଳେ ତ୍ରିରଙ୍ଗା ମୋ ହୃଦୟରେ ରହିଛି ।

କନକ ବ୍ୟୁରୋ : ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଆଉ ଏହି ୭୫ତମ ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରିବାକୁ ଦେଶରେ ଏବେ ଅମୃତ ମହୋତ୍ସବ ପାଳନ କରାଯାଉଛି । ହର ଘର ତ୍ରିରଙ୍ଗା ଅଭିଯାନ ଏହି ମହୋତ୍ସବର ଅଂଶ । ଯେଉଁଥିରେ କୋଟି କୋଟି ଭାରତୀୟ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା…
Read More...

ଶୂନରେ ଆଉଟ ହୋଇଥିଲି ବୋଲି… ରାଜସ୍ଥାନ ରୟାଲ୍ସ ମାଲିକ ମାରିଥିଲେ ଚାପୁଡା । ଆତ୍ମଜୀବନୀରେ ସାଂଘାତିକ ଅଭିଯୋଗ…

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ରସ୍ ଟେଲର ନିଜର ବାୟୋଗ୍ରାଫି ବ୍ଲାକ ଆଣ୍ଡ ହ୍ୱାଇଟରେ ଏକ ସାଂଘାତିକ ଖୁଲାସା କରିଛନ୍ତି । ଟେଲର ଏହି ବହିରେ ଲେଖିଛନ୍ତି ଯେ, ଆଇପିଏଲ ଫ୍ରାଞ୍ଚଇଜ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବା ବେଳେ ଶୂନରେ ଆଉଟ ହେବା କାରଣରୁ ଟିମର ମାଲିକ ମୋତେ…
Read More...

ଲଞ୍ଚ୍ ହେଲା ଓଡ଼ିଶା FCର ଅଫିସିଆଲ କିଟ୍ । ଅକ୍ଟୋବରରୁ ଆରମ୍ଭ ହେବ ଇଣ୍ଡିଆନ୍ ସୁପର ଲିଗ୍ ।

କନକ ବ୍ୟୁରୋ: ଉନ୍ମୋଚିତ ହେଲା 'ଓଡ଼ିଶା ଏଫସି'ର ଫୁଟବଲ କିଟ୍ । ଟିମର ଥିମ ରହିଛି ଆମ ଟିମ୍ ଆମ ଗେମ୍ । ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ଏଫସିର ଅଫିସିଆଲ୍ କିଟ୍ ଉନ୍ମୋଚନ ହୋଇଯାଇଛି । ଟିମ୍ ମ୍ୟାନେଜମେଣ୍ଟ ଏବଂ କିଛି ଅଫିସିଆଲଙ୍କ ଉପସ୍ଥିତିରେ ହେଇଛି ଏହି ଉନ୍ମୋଚନ । ଆଜି ସନ୍ଧ୍ୟାରେ ଏକ…
Read More...

ବିଦେଶୀ ଲିଗରେ ଟିମ୍ କିଣୁଛନ୍ତି ଆଇପିଏଲ୍ ଟିମର ମାଲିକ । ବିସିସିଆଇର ବଢିଲା ଟେନସନ୍ ।

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଟି-୨୦ କ୍ରିକେଟ୍ ଜଗତର ଗୋଟିଏ ବଡ ବ୍ରାଣ୍ଡ କହିଲେ କିଛି ଭୁଲ ହେବନି । କାହିଁକି ନା, ଏହି ଲିଗରେ ଦେଶ ବିଦେଶର ଚର୍ଚ୍ଚିତ ଖେଳାଳିମାନେ ସାମିଲ ହୋଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ଅନ୍ୟ ଦେଶମାନଙ୍କରେ ଆରମ୍ଭ ହୋଇଥିବା ଟି-୨୦ କ୍ରିକେଟ୍ ଲିଗ୍…
Read More...

ଗାଙ୍ଗୁଲି ଧରିବେ ଦଳର ମଙ୍ଗ, ବିଶ୍ୱ ଏକାଦଶକୁ ଭେଟିବ ଭାରତୀୟ ଦଳ । ଜାଣନ୍ତୁ କେବେ ହେବ ମ୍ୟାଚ୍?

କନକ ବ୍ୟୁରୋ : ମୈଦାନକୁ କମବ୍ୟାକ୍ କରିବେ ବେଙ୍ଗଲ ଟାଇଗର । ପୁଣିଥରେ ଦାଦା ଧରିବେ ଦଳର ମଙ୍ଗ । ଲମ୍ବା ଲମ୍ବା ଛକା ମାରି ପୁଣିଥରେ ଜିଣିବେ ଦର୍ଶକଙ୍କ ମନ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳନ କରିବ । ଆଉ ଏହି ସମୟରେ ଏକ ବଡ ମ୍ୟାଚର ଆୟୋଜନ ହେବାକୁ ଯାଉଛି…
Read More...

ମୁମ୍ବାଇ ଛାଡ଼ି ଗୋଆରୁ ଖେଳିବେ ଅର୍ଜୁନ ତେନ୍ଦୁଲକର : ଏନଓସି ଦେବା ପାଇଁ ମୁମ୍ବାଇ କ୍ରିକେଟ ସଂଘକୁ ଆବେଦନ

କନକ ବ୍ୟୁରୋ : ମୁମ୍ବାଇ ଛାଡ଼ି ଗୋଆରୁ ଖେଳିବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଏନଓସି ଦେବା ପାଇଁ ମୁମ୍ବାଇ କ୍ରିକେଟ ସଂଘକୁ ଆବେଦନ କରିଛନ୍ତି । ଅଧିକ ସୁଯୋଗ ଆଶାରେ ନେଉଛନ୍ତି ବଡ଼ ପଦକ୍ଷେପ । ୨୨ ବର୍ଷ ବୟସ୍କ ବାମହାତୀ ପେସର ଅର୍ଜୁନ ଆଇପିଏଲ ଫ୍ରାଂଚାଇନ୍ ମୁମ୍ବାଇ…
Read More...

ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ । ଧୱନଙ୍କୁ ହଟାଇ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦେଲା…

କନକ ବ୍ୟୁରୋ : ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ । ଏହି ସିରିଜ ପାଇଁ ପୂର୍ବରୁ ଧୱନଙ୍କୁ ଅଧିନାୟକ ଘୋଷିତ କରାଯାଇଥିବା ବେଳେ ଏବେ ଏହି ସିରିଜର ନେତୃତ୍ୱ ଭାର କେ.ଏଲ ରାହୁଲଙ୍କୁ ଦେଇଛି ବିସିସିଆଇ । ଅଥାର୍ତ ଜିମ୍ବାୱେ ବିପକ୍ଷ ସିରିଜରେ ଅଧିନାୟକ…
Read More...

ରୋହିତଙ୍କ ମାଷ୍ଟରଷ୍ଟ୍ରୋକ । ଧୋନୀ ଓ କୋହଲିଙ୍କୁ ପଛରେ ପକାଇଲେ, ଅଧିନାୟକ ଭାବେ ନୂଆ ରେକର୍ଡ ନିଜ ନାଁରେ କଲେ ।

କନକ ବ୍ୟୁରୋ : ରୋହିତ ଶର୍ମା ୩ଟି ଫର୍ମାଟରେ ଅଧିନାୟକ ଦାୟିତ୍ୱ ତୁଲାଇବା ପରେ ଭାରତୀୟ କ୍ରିକେଟ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ନିଜ ନାଁରେ କରିଚାଲିଛି । ପ୍ରତିଦିନ ଭାରତର ବିଜୟ ଗ୍ରାଫ୍ ଉପରକୁ ବଢୁଛି । ରୋହିତ ଶର୍ମା ୨୦୧୭ ପରଠାରୁ ଏବେ ପର୍ଯ୍ୟନ୍ତ ୩୫ଟି ମ୍ୟାଚର ନେତୃତ୍ୱ ନେଇଥିବା…
Read More...

ଲଞ୍ଚ ହେଲା ମୁମ୍ବାଇ ଇଣ୍ଡିଆନ୍ସର ଦୁଇଟି ନୂଆ ଦଳ। ୟୁଏଇ ଓ ଦକ୍ଷିଣ ଆଫ୍ରିକା ଲିଗରେ ଦେଖାଇବେ ଜଲୱା। 

କନକ ବ୍ୟୁରୋ: ଆଇପିଏଲ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଟ୍ରଫି ହାତେଇସାରିଛି । ତେବେ ବର୍ତ୍ତମାନ ଏହି ଦଳ ବିଦେଶୀ ଲିଗରେ ମଧ୍ୟ ନଜର ଆସିବ । ଏମଆଇ ଫ୍ରାଞ୍ଚାଇଜିର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ ୟୁଏଇ ଏବଂ ଦକ୍ଷିଣ ଆଫ୍ରିକାରେ ଟି-୨୦ ଲିଗ୍ ପାଇଁ ଦୁଇଟି ଦଳ କିଣିଛି । ଦଳ କିଣିବା…
Read More...