Browsing Category

ସ୍ପେଶାଲ୍ ରିପୋର୍ଟ

ବିମାନରୁ ହେଲା ମାଛ ବର୍ଷା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, କାରଣ ଜାଣିଲେ ଆଶ୍ଚଯ୍ୟ ହେବେ

ଖୋଲା ଆକାଶରୁ ଛଡାଗଲା ହଜାର ହଜାର ମାଛ । ତାହା ବି ପୁଣି ବିମାନ ମାଧ୍ୟମରେ । ଉଟାହ ହ୍ରଦରେ ମାଛ ଛାଡିବାକୁ ନୂଆ ଫର୍ମୁଲା ଆପଣାଇଛି ଉଟାହ ବନ୍ୟଜୀବ ସଂସ୍ଥାନ । ଆଉ ଏହିଭଳି ଭାବେ ବିମାନରୁ ହ୍ରଦରେ ମାଛ ମାନଙ୍କୁ ଛାଡିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏତେ ଉଚ୍ଚରୁ ମାଛ…
Read More...

ବିମାନ ଭିତରେ ବିଜେପୀ ବିରୋଧୀ ସ୍ଲୋଗାନ ଦେବା ପଡିଲା ମହଙ୍ଗା : ୧୫ ଦିନ ଜେଲ୍ ଦଣ୍ଡ ଭୋଗିଲେ ଯୁବତୀ

ବିମାନ ଭିତରେ ବିଜେପି ବିରୋଧୀ ସ୍ଲୋଗାନ ଦେବା ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ବେଶ୍ ଭାରି ପଡ଼ିଛି। ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରାଯିବା ସହିତ ତାଙ୍କୁ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ସୋମବାର ଦିନ ତାମିଲନାଡୁ ବିଜେପି ରାଜ୍ୟ ଅଧ୍ୟକ୍ଷା ତାମିଲ ସାଇ ସୁନ୍ଦର ରାଜନ…
Read More...

ଘଞ୍ଚ ଜଙ୍ଗଲ ଓ ଅନ୍ଧକାର ଯାହା ରାସ୍ତାରେ ସାଜିନଥିଲା ପ୍ରତିବନ୍ଧକ ! ଅପହଞ୍ଚ ଇଲାକାରେ ୨୦ ବର୍ଷ ଧରି ଶିକ୍ଷା…

ଅପହଞ୍ଚ ଇଲାକାରେ ଶିକ୍ଷା ପହଞ୍ଚାଇବା ପାଇଁ ଚେଷ୍ଟିତ ଥିବା ଶିକ୍ଷକଙ୍କର ସଂଘର୍ଷ ଯେତିକି କଠିନ ସେତିକି ପ୍ରେରଣାଦାୟୀ ମଧ୍ୟ । ଗୋଟିଏ କି ଦୁଇ ଦିନ ନୁହେଁ, ଇତିମଧ୍ୟରେ ବିତିଗଲାଣି ୨୦ ବର୍ଷ । ସଂଘର୍ଷର ଏହି ରାସ୍ତାରେ ନଦୀ ଅଛି ଏପରିକି ବନ୍ୟା ମଧ୍ୟ ଅଛି କିନ୍ତୁ ନାହିଁ କୌଣସି ପୋଲ ।…
Read More...

ଅଧାରେ ରହିଗଲା ବିଧାୟକଙ୍କ ବାହାଘର । ବିବାହର ୮ ଦିନ ପୂର୍ବରୁ ବୟଫ୍ରେଣ୍ଡ ସହ ଫେରାର ହୋଇଗଲେ ଯୁବତୀ

ଭାଙ୍ଗିଗଲା ସ୍ୱପ୍ନ, ଅଧାରେ ରହିଗଲା ବିଧାୟକଙ୍କ ବାହାଘର । ଏଭଳି ଏକ ଘଟଣା ତାମିଲନାଡୁରେ ଦେଖିବାକୁ ମିଳିଛି । ଏଆଇଏଡିଏମକେ ତଥା ଶାସକ ଦଳର ବିଧାୟକ ଏସ୍ ଇଶ୍ୱରନ ବାହା ହେବାକୁ ଯାଇ ହଟାହଟା ହୋଇଛନ୍ତି । ଯାହା ତାମିଲନାଡୁ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ବିଧାୟକଙ୍କ ସହ ଯେଉଁ ଯୁବତୀଙ୍କ…
Read More...

ପରୀକ୍ଷା କିଏ ଦେବ, ଅମିତ ନା ଅମିତାଭ ବଚ୍ଚନ ! ଆଡମିଟ୍ କାର୍ଡରେ ରହିଲା ‘ବିଗ୍ ବି’ଙ୍କ ଫଟୋ, ଚକିତ ହେଲେ ପରୀକ୍ଷାର୍ଥୀ…

ଉତ୍ତରପ୍ରଦେଶ ଫେଜାବାଦର ଡାକ୍ଟର ରାମ ମନୋହର ଲୋହିୟା ଅବଧ ବିଶ୍ୱବିଦ୍ୟାଳୟର ଅନିୟମିତତାର ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ବିଇଡିର ଜଣେ ଛାତ୍ରଙ୍କ ଆଡମିଟ୍ କାର୍ଡରେ ତାଙ୍କ ଫଟୋ ପରିବର୍ତ୍ତେ ଅମିତାଭ ବଚ୍ଚନଙ୍କ ଫଟୋ ଲଗାଯାଇଛି । ଗୋଣ୍ଡାର ରବିନ୍ଦ୍ର ସିଂହ ସ୍ମାରକ କଲେଜର ଛାତ୍ର…
Read More...

ଭାରତୀୟ ରେଳବାଇ ନେଲା ବଡ ପଦକ୍ଷେପ ! ନିଖୋଜ ପିଲାମାନଙ୍କ ପାଇଁ ଷ୍ଟେସନରେ ଖୋଲାଯିବ ଆଶ୍ରୟ କେନ୍ଦ୍ର ।

ବିଭିନ୍ନ ସ୍ଥାନରୁ ଲୋକମାନେ ଟ୍ରେନରେ ଯିବା ଆସିବା କରିଥାନ୍ତି । ଏପରିକି ଅନେକ ଷ୍ଟେସନରେ ପ୍ରବଳ ଭିଡ ମଧ୍ୟ ରହିଥାଏ । ଆଉ ଏହି ଭିଡ ଭିତରେ ଛୋଟ ପିଲାମାନେ ନିଖୋଜ ହୋଇଯାଉଥିବାର ଅନେକ ମାମଲା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ଦିଲ୍ଲୀ…
Read More...

ସ୍ମାର୍ଟଫୋନକୁ ଚୋରିରୁ ବଞ୍ଚାଇବ ଏହି ଆପ୍ ! ଫୋନର ଲାଷ୍ଟ ଲୋକେସନ ଜଣାଇବା ସହ ଚୋରର ଫଟୋ ଉଠାଇ ଛାଡିଦେବ ଆପଣଙ୍କ…

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଯାଇଛି । କାରଣ ଫୋନ ବର୍ତ୍ତମାନ କେବଳ ଏକ ଭାବର ଆଦାନ ପ୍ରଦାନର ମାଧ୍ୟମା ପାଲଟିନି ବରଂ ଫୋନରେ ଆମର ବହୁତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଠାରୁ ଆରମ୍ଭ କରି ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଜିନିଷ ଗଚ୍ଚିତ ରଖାଯାଉଛି । ଯଦି ଏଭଳି…
Read More...

ଦେଶରେ ସୃଷ୍ଟି ହୋଇପାରେ ଭୟଙ୍କର ବିଜୁଳି ସଂକଟ : ଅନ୍ଧକାରରେ ରହିପାରେ ଦେଶର ଏସବୁ ସ୍ଥାନ। ଆପଣଙ୍କ ସହର ଏହି ତାଲିକାରେ…

ଦେଶର ଅଧିକାଂଶ ଅଂଚଳକୁ ‘ବ୍ଲାକ୍ ଆଉଟ୍’ ର ସମ୍ମୁଖୀନ ହେବାକୁ ପଡିପାରେ । ପଶ୍ଚିମବଙ୍ଗ, ବିହାର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଝାରଖଣ୍ଡ ସହିତ ଉତ୍ତର ଭାରତର ଅଧିକାଂଶ ଭାଗରେ ଭୟଙ୍କର ବିଜୁଳି ସଂକଟ ସୃଷ୍ଟି ହୋଇପାରେ । ସୂଚନାଯୋଗ୍ୟ, ଏସବୁ ଅଂଚଳରେ ବିଜୁଳି ଯୋଗାଉଥିବା ଏନଟିପିସିର…
Read More...

ଦେଶରେ କାହିଁକି ବଢୁଛି ତୈଳ ଦର? ଏହିି ୫ଟି କାରଣ ପାଇଁ ବେଲଗାମ ପେଟ୍ରୋଲ ଓ ଡିଜେଲ ଦର

କନକ ବ୍ୟୁରୋ : ଦେଶରେ ଲାଗାତାର ଭାବରେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ବିଗତ ୧୦ଦିନ ମଧ୍ୟରେ ଦେଶରେ ତୈଳଦର ଲଗାତାର ଭାବରେ ବୃଦ୍ଧି ହେଉଛି । ତେବେ ମଙ୍ଗଳବାର ଦେଶରେ ସବୁଠାରୁ ଅଧିକ ଦର ବୃଦ୍ଧି ହୋଇଥିବା ସୂଚନା ମିଳିଛି । ତୈଲଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକମାନେ ନାହିଁନଥିବା…
Read More...

ଜିଏସଟି କୋର୍ଟରୁ ଉଠିଲା ପ୍ରଶ୍ନ ! କ’ଣ ଗୀତା,କୋରାନ ଏବଂ ବାଇବେଲରେ ଲାଗିବ ଜିଏସଟି?

ମହାରାଷ୍ଟ୍ର ଜିଏସଟି କୋର୍ଟ ତରଫରୁ ଧାର୍ମିକ ଗ୍ରନ୍ଥ,ମେଗାଜିନ୍ ଏବହ ଡିବିଡି ସମେତ ଧର୍ମଶାଳା ଏବଂ ଲଙ୍ଗର ଏବେ ଜିଏସଟିରେ ସାମିଲ ହେବ । କୋର୍ଟର ଦଲୀଲ ଅନୁସାରେ ଏହି ବସ୍ତୁମାନଙ୍କର ବିକ୍ରି କେବଳ ଏକ ବ୍ୟବସାୟ,ତେଣୁ ଏହାକୁ ଧର୍ମଗ୍ରନ୍ଥ ମାନି ଟ୍ୟାକ୍ସମୁକ୍ତ କରାଯାଇପାରିବ ନାହିଁ ।…
Read More...