Browsing Category

ସ୍ପେଶାଲ୍ ରିପୋର୍ଟ

ଆଧାର କାର୍ଡରେ ଅଫଲାଇନ ପରିବର୍ତ୍ତନ କରିବା ହେଲା ମହଙ୍ଗା : ଜାନୁୟାରୀ ୧ରୁ ଲାଗୁ ହୋଇଛି ନିୟମ, ଜାଣନ୍ତୁ ଶୁଳ୍କ

ଭାରତୀୟ ବିଶିଷ୍ଟ ପ୍ରାଧିକରଣ ଅର୍ଥାତ୍ ୟୁଆଇଡିଏଆଇ ସମୟ ସମୟରେ କିଛି କିଛି ପରିବର୍ତ୍ତନ କରୁଥାଏ । ଏମିତିରେ ପୁଣି ଥରେ ପରିବର୍ତ୍ତନ କରିଛନ୍ତି । ଏବଂ ଏହା ଅଧିନରେ ଆପଣଙ୍କୁ ଅନଲାଇନ ଆଧାର କାର୍ଡରେ ସଂଶୋଧନ ପାଇଁ ଅଧିକ ଶୁଳ୍କ ଦେବାକୁ ପଡିବ । ଏହି ବଢ଼ିଥିବା ଫିସ୍ ୧ ଜାନୁୟାରୀ ୨୦୧୯ରୁ…
Read More...

ସେନାମୁଖ୍ୟଙ୍କ ବଡ ବୟାନ୍ ! କହିଲେ କାଶ୍ମୀରରେ ଆମେ ଶାନ୍ତି ଚାହୁଁ, କିନ୍ତୁ ଆତଙ୍କବାଦୀଙ୍କୁ ଛାଡିବନି ସେନା ।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ରଖିଛନ୍ତି ସେନାମୁଖ୍ୟ ବିପିନ ରାୱତ । ସେ କହିଛନ୍ତି, ଭାରତୀୟ ସେନା ସବୁ ଦୃଷ୍ଟି କୋଣରୁ ସତର୍କ ରହିଛି । ସେନା ପାକିସ୍ତାନ ଏବଂ ଚୀନ ସୀମାରେ ଭଲ କାମ କରୁଥିବା ସେନାମୁଖ୍ୟ କହିଛନ୍ତି । ବିପିନ ରାୱତ କହିଛନ୍ତି, ସେନା ଶାନ୍ତ ମନଭାବ ନେଇ ଚାଲୁଛି…
Read More...

ଆରବିଆଇ ଜାରି କଲା ନୂଆ ଗାଇଡ଼ଲାଇନ୍ ! ଟୋକନ୍ ଜରିଆରରେ ହେବ ଅନଲାଇନ୍ ଟ୍ରାଞ୍ଜାକସନ୍

କନକ ବ୍ୟୁରୋ : ଅଧିକ ନିରାପଦ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପେମେଂଟ । ବିଭିନ୍ନ କାର୍ଡ଼ ନେଣଦେଣରେ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ନୂଆ ଟୋକନ୍ ବ୍ୟବସ୍ଥା ଆପଣାଇବା ପାଇଁ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛି ଆରବିଆଇ । ଯଦ୍ୱାରା ଠକେଇ ହେବାର ସମ୍ଭାବନା କମ୍ ରହିବ । ଆଉ ଏହି…
Read More...

ମହିଳା ଜିଳ୍ଲାପାଳ କଲେ ପ୍ରଂଶନୀୟ କାମ : ଝିଅକୁ ପ୍ରାଇଭେଟ୍ ସ୍କୁଲ ବଦଳରେ ପଠାଇଲେ ଅଙ୍ଗନବାଡି କେନ୍ଦ୍ର

ଆମ ସମାଜରେ ଯେବେ ଉଚ୍ଚ ବର୍ଗର ଲୋକ ନିଜ ଶିଶୁକୁ ଅଧିକାଂଶ ସୁଖ ସୁବିଧା ଥିବା ପ୍ଲେ-ସ୍କୁଲ ଓ ମହଙ୍ଗା ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ାଇବା ପାଇଁ ଚାହାଁନ୍ତି । ଏମିତିରେ ଯଦି କୌଣସି ଆଇଏଏସ ଅଫିସର ନିଜ ଝିଅର ନାଁ ସରକାରୀ ଅଙ୍ଗନବାଡି ସ୍କୁଲରେ ଲେଖାଉଛନ୍ତି, ତେବେ ତାହା ଏକ ନଜର ପକାଇବା ଭଳି…
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ଏଣିକି କାର କିମ୍ବା ବାଇକରେ କରାଯାଇପାରିବନି ପରିବର୍ତ୍ତନ ।

କାର କିମ୍ବା ବାଇକ କିଣିବା ପରେ ଅନେକ ଚାଳକ ଗାଡିକୁ ନିଜ ପସନ୍ଦ ଅନୁଯାୟୀ ଡେକୋରେଟିଭ କରିଥାନ୍ତି । ଏପରିକି ଅନେକ ଗାଡିରେ ଏପରି ଡେକୋରେସନ ହୋଇଥାଏ ଯ, ତାହା କେଉଁ କମ୍ପାନୀର ଗାଡି ଜାଣିବା ମୁସ୍କିଲ ହୋଇଥାଏ । ଯଦି ଆପଣ ମଧ୍ୟ ନିଜ କାର କିମ୍ବା ବାଇକରେ ଏଭଳି କିଛି ପରିବର୍ତ୍ତନ କରୁଛନ୍ତି,…
Read More...

କୁମ୍ଭ ମେଳାରେ କାମ କରିବାକୁ ଚାହାଁନ୍ତି ଯଦି ଏଭଳି କରନ୍ତୁ ଆବେଦନ । ମିଳିବ ୫୦ହଜାର ଟଙ୍କା ପ୍ରତି ମାସ

ଦୁନିଆର ସବୁଠାରୁ ବଡ ଧାର୍ମିକ ସମାରୋହରେ ଏକ କୁମ୍ଭ ମେଳା ଏହି ବର୍ଷ ପ୍ରୟାଗରାଜରେ ଆୟୋଜିତ ହେବାକୁ ଅଛି । କୁମ୍ଭ ପ୍ରତି ୬ବର୍ଷରେ ଆୟୋଜିତ କରାଯାଏ, ଯେବେକି ପ୍ରୟାଗରାଜରେ ପ୍ରତି ୧୨ବର୍ଷରେ ମହାକୁମ୍ଭ ଆୟୋଜିତ କରାଯାଏ । ଉତ୍ତର ପ୍ରଦେଶ ସରକାର କୁମ୍ଭକୁ ‘ଦିବ୍ୟ କୁମ୍ଭ, ଭବ୍ୟ କୁମ୍ଭ’ ର…
Read More...

ଘୁଞ୍ଚିଲା RPF SI ପରୀକ୍ଷା ତାରିଖ ! ଜାଣନ୍ତୁ କେବେ ହେବ ପରୀକ୍ଷା ।

ଆରପିଏଫରେ ସବ୍ ଇନ୍ସପେକ୍ଟର ପଦ ପାଇଁ ହେବାକୁ ଥିବା କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ଜାନୁଆରୀ ୯ ତାରିଖରେ ହେବାର ଥିଲା । ଅଫିସିଆଲ୍ ଷ୍ଟେଟମେଣ୍ଟରେ କୁହାଯାଇଛି ଯେ, ୯ ତାରିଖରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ଏବଂ…
Read More...

ଟେଷ୍ଟ ପରେ ଏବେ ଦିନିକିଆ ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବ୍ରିଗେଡ୍ ! ଇତିହାସ ରଚିପାରେ ଟିମ୍ ଇଣ୍ଡିଆ ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଇତିହାସ ରଚିବା ପରେ ଏବେ ଦିନିକିଆରେ ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଟେଷ୍ଟ ସିରିଜରେ କଙ୍ଗାରୁ ଦଳକୁ ୨-୧ରେ ମାତ୍ ଦେଇଛି ଭାରତ । ଏହା ସହ ୭୨ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ ।…
Read More...

ମାଆ-ବାପାଙ୍କ କଲ୍, ମିସ୍ କଲ୍ ଦେଖିବା ପରେ ବି ତାଙ୍କୁ ଅଣଦେଖା କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ଆପଣଙ୍କ ଫୋନ୍…

ଆଜିକାଲି ମୋବାଇଲ ଲୋକଙ୍କ ଜୀବନ ହୋଇଯାଇଛି । ପ୍ରତ୍ୟେକ କାମ ପାଇଁ ଗୋଟିଏ ଆପ୍ ଅଛି । ଏହି ଦିନ ଏକ ଆପ୍ ସାରା ଦୁନିଆରେ ଚର୍ଚ୍ଚତ ଅଛି, ଯାହାର କାରଣ ଆପଣଙ୍କ କୌଣସି କଲ୍, ମେସେଜକୁ ଭୁଲରେ ବି ଅଣଦେଖା କରିପାରିବେନି । ଏହି ଆପର ସୃଷ୍ଟିକର୍ତ୍ତା ହେଉଛନ୍ତ ଜଣେ ବାପା । ଯଦି ଆପଣଙ୍କ ଶିଶୁ…
Read More...

ଆସିଗଲା ଟାୟାର୍ କିଲର୍ସ ! ବିପରୀତ ଦିଗରୁ ଗାଡ଼ି ଆଣିଲେ ଫାଟିବ ଗାଡ଼ିର ଟାୟାର

ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଏବଂ ମୃତାହତ ସଂଖ୍ୟା ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି । ଭୁଲ୍ ରାସ୍ତାରେ ଯିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଭଳି ବେଆଇନ ଚାଳନା…
Read More...