Browsing Category

ସ୍ପେଶାଲ୍ ରିପୋର୍ଟ

ମହିଳାଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରାହୁଲ ! ବିସିସିଆଇ ଜାରି କଲା କାରଣ ଦର୍ଶାଅ…

କନକ ବ୍ୟୁରୋ : ମହିଳାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରି ବଢିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଡୁଆ । ଏକ ଘରୋଇ ଚ୍ୟାନେଲର ଟକ୍ ସୋରେ ଯୋଗଦେଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏପରି କିଛି ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ହାର୍ଦ୍ଦିକ ଓ ସୋରେ ତାଙ୍କ ସହ ସାମିଲ ଥିବା କେଏଲ ରାହୁଲଙ୍କୁ ବିସିସିଆଇ…
Read More...

ମୋଦି: ଓଡ଼ିଶା ଆସିବେ ଖାଇବେ କ’ଣ ? ମେନ୍ୟୁରେ ଓଡ଼ିଆ ଖେଚୁଡ଼ି ସାଙ୍ଗକୁ ଗୁଜୁରାଟୀ ତରକାରୀ ।

କନକ ବ୍ୟୁରୋ: ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ…
Read More...

ପେଟିଏମ୍ ବ୍ୟବହାର କରୁଥିଲେ ସାବଧାନ ? ନକଲି ଆପ୍ ଜରିଆରେ ହେଉଛି ଠକେଇ . .

ବିମୁଦ୍ରକାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ନେଣଦେଣ ଉପରେ ଅଧିକ ଜୋର ଦେଇଥିଲେ । ଡିଜିଟାଲ ନେଣଦେଣକୁ ଉତ୍ସାହିତ କରିବା ପାଇଁ ଜନସାଧାରଣଙ୍କୁ ଅନ ଲାଇନ୍ ମାଧ୍ୟମରେ ପେମେଣ୍ଟ କରିବା ପାଇଁ ସୁଯୋଗ ଅଣାଯାଇଥିଲା । ସେଥିମଧ୍ୟରୁ ପେଟିଏମ ଅନ୍ୟତମ । ବର୍ତ୍ତମାନ ସମୟରେ ପ୍ରାୟ…
Read More...

ଭୁୁଲରେ ବି ଫୋନରେ ସେଭ୍ କରନ୍ତୁ ନାହିଁ ଚାରୋଟି ନମ୍ବର ! କ୍ଷତି ସହିବା ସହ ବ୍ଲାମମେଲିଂର ଶିକାର ହୋଇପାରନ୍ତି

ଆଜିକାଲି ସମସ୍ତେ କାମ ଅନଲାଇନରେ ହେଉଛି । ଏଥିପାଇଁ ଏଟିଏମ ପିନ୍ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ଆକାଉଂଟ ନମ୍ବର, ଅନଲାଇନ ଆକାଉଂଟର ପାସୱାର୍ଡ଼, କଷ୍ଟମର ଆଇଡ଼ି, କ୍ରେଡ଼ିଟ୍ କାର୍ଡ଼, ଅନଲଲାଇନ୍ ସପିଂ ସାଇଟ ଆଇଡ଼ି, ପାସୱର୍ଡ଼ ସମେତ ବହୁତ ଅନେକ ଏପରି ନମ୍ବର ଅଛି ଯାହା ପ୍ରତିଦିନ ବ୍ୟବହାର କରାଯାଏ ।…
Read More...

ଥଣ୍ଡା ପାଣିରେ ଏହି ଚାଉଳରୁ ପ୍ରସ୍ତୁତ ହେଉଛି ଭାତ ! ଏହି ଚାଉଳର ଚମତ୍କାରୀ ଗୁଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ ।

ପ୍ରତିଦିନ ଖାଦ୍ୟରେ ଆପଣ ଭାତ ଖାଉଥିବେ । ଆଉ ଭାତ ପ୍ରସ୍ତୁତ କରିବାର ପ୍ରଣାଳୀ ମଧ୍ୟ ଆପଣଙ୍କୁ ଜଣାଥିବ । ପ୍ରଥମେ ପାଣି ଗରମ କରି ସେଥିରେ ଚାଉଳ ପକାଇବାର ଦାର୍ଘ ସମୟ ପରେ ଭାତ ପ୍ରସ୍ତୁତ ହୋଇଥାଏ । ତେବେ, ଆପଣ ଏମିତି କେବେ ଭାବିଛନ୍ତି କି, ଥଣ୍ଡା ପାଣିରେ ଚାଉଳ ପକେଇଦେବେ, ଆଉ ତାହା ଅଳ୍ପ…
Read More...

ହସପିଟାଲରେ ଜନ୍ମ ନେଲା ପ୍ଲାଷ୍ଟିକ ବେବି : ଏକ ଦୁର୍ଲଭ ରୋଗରେ ପୀଡିତ ଏହି ଶିଶୁ

ରାଜସ୍ଥାନର ଅଲୱରର ସାହିଲ ହସପିଟାଲରେ ଏକ ଦୁର୍ଲଭ ଶିଶୁ ଜନ୍ମ ନେଇଛି । ଏହି ଶିଶୁ ଏକ ଦୁର୍ଲଭ ରୋଗରେ ଗ୍ରସ୍ତ । ସୂଚନା ମୁତାବକ, ଭରତପୁର ଜିଲ୍ଲାର ସିକ୍ରି ନିବାସୀ ସିମରନ ଏହି ଶିଶୁକୁ ସୋମବାର ସନ୍ଧ୍ୟା ୬ଟା ୨୪ରେ ଜନ୍ମ ଦେଇଛନ୍ତି । ଏହି ରୋଗ ସହିତ ଜନ୍ମ ହେଉଥିବା ଶିଶୁକୁ କୋଲାଡିୟନ ବେବି…
Read More...

ଚଳିତ ବର୍ଷ ଲଂଚ ହେବ ଦୁନିଆର ପ୍ରଥମ ରୋଲେବଲ ଟିଭି ! ପୋଷ୍ଟର ପରି ମୋଡ଼ି ଡବାରେ ରଖିପାରିବେ

ନିକଟରେ ଦକ୍ଷିଣ କୋରିଆର ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏଲଜି ଦୁନିଆର ପ୍ରଥମ ରୋଲେବଲ ଟିଭି ଉପସ୍ଥାପନ କରିଛି । ଏଲଜି ଏହି ଟିଭିକୁ ଓଏଲଇଡି ଟିଭିର ସିରିଜ ଭାବରେ ଉପସ୍ଥାପନ କରିଛି । ଏହାକୁ ତିନୋଟି ମୋଡ଼ରେ ବ୍ୟବହାର କରିହେବ । ତେବେ ପୁରା ଦୁନିଆରେ ଏହି ଟିଭିକୁ ଲଂଚ କରିବା ପାଇଁ ଏଲଜି…
Read More...

ଜାଣନ୍ତୁ ମକର ସଂକ୍ରାନ୍ତିର ଧାର୍ମିକ ଓ ପୈାରାଣିକ ମହତ୍ୱ

ମକର ସଂକ୍ରାନ୍ତି ଏମିତି ଏକ ପର୍ବ, ଯେଉଁଥିରେ ଜପ, ତପ, ଦାନ, ସ୍ନାନ, ଶ୍ରାଦ୍ଧ, ତର୍ପଣ ଆଦିର ବିଶେଷ ମହତ୍ୱ ଅଛି । କୁହାଯାଏ କି, ଏହି ଦିନ ଦିଆଯାଇଥିବା ଦାନ ଶହେ ଗୁଣ ବଢ଼ିଯାଇ ପ୍ରାପ୍ତ ହୋଇଥାଏ । ଏହି ଦିନ ଭାଗବାନ ସୂର୍ଯ୍ୟ ଧନୁ ରାଶି ଛାଡି ମକରରେ ପ୍ରବେଶ କରନ୍ତି । ଏହି ଦିନ ଠାରୁ ହିଁ…
Read More...

କର୍ମଚାରୀଙ୍କୁ ଏକ ନିର୍ଦ୍ଧାରିତ ତାରିଖରେ ମିଳିବ ଦରମା : ସାଲାରୀ ହୋଲ୍ଡ କଲେ ମାଲିକଙ୍କ ବିରୋଧରେ ହେବ…

ଦିଲ୍ଲୀ ସରକାର କନଟ୍ରାକ୍ଟରେ ଚାକିରି କରୁଥିବା କର୍ମଚାରୀ(ଚୁକ୍ତିଭିତ୍ତିକ କର୍ମଚାରୀ)ଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି । ସରକାରଙ୍କ ତରଫରୁ ଉଭୟ ମୁଖ୍ୟ ସଚିବ ଏବଂ ସଚିବଙ୍କ ନିକଟକୁ ଏନେଇ କଡା ସର୍କୁଲାର ଜାରି କରି ନିର୍ଦ୍ଦେଶ ଦିଆଯାଇଛି କି, କନଟ୍ରାକ୍ଟରେ ଚାକିରି…
Read More...

ସାରା ଦେଶରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ ମକର ସଂକ୍ରାନ୍ତି : ଜାଣନ୍ତୁ କ’ଣ ରହିଛି କାରଣ

ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତି ପର୍ବକୁ ବିଭିନ୍ନ ନାମରେ ଜଣାଯାଏ । କର୍ଣ୍ଣାଟକରେ ସଂକ୍ରାନ୍ତି, ତାମିଲନାଡୁ ଓ କେରଳରେ ପୋଙ୍ଗଲ, ପଂଜାବ ଓ ହରିୟାଣାରେ ମାଘୀ, ଗୁଜରାଟ ଓ ରାଜସ୍ଥାନରେ ଉତ୍ତରାୟଣ ଏବଂ ଉତ୍ତରାଖଣ୍ଡରେ ଉତ୍ତରାୟଣୀ ନାମରେ ମକର ସଂକ୍ରାନ୍ତି ର ଏହି ପର୍ବ…
Read More...