Browsing Category

ସ୍ପେଶାଲ୍ ରିପୋର୍ଟ

କୁମ୍ଭମେଳାରେ ସାଧୁ ବନିଲେ ଇଞ୍ଜିନିୟର ଏବଂ ଏମବିଏ ଡ଼ିଗ୍ରୀଧାରୀ ଯୁବକ ! ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ୧୦ ହଜାର…

କନକ ବ୍ୟୁରୋ : ଚଳିତ ବର୍ଷ କୁମ୍ଭମେଳାରେ ୧୦ ହଜାରରୁ ଅଧିକ ଯୁବପିଢ଼ୀ ନାଗା ସାଧୁର ଦୀକ୍ଷା ନେଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଯୁବପିଢ଼ୀ ଇଂଜିନିୟର ଏବଂ ଏମବିଏ ଡ଼ିଗ୍ରୀଧାରୀ ଯୁବକ । ଉଚ୍ଚଶିକ୍ଷିତ ଓ ଉଚ୍ଚବେତନ ପାଇଁ ସମାଜରେ ପ୍ରତିଷ୍ଠା ଲାଭ କରିବା ପରେ ମଧ୍ୟ ସବୁ କିଛିିକୁ ଛାଡ଼ି ସାଧୁ…
Read More...

କ୍ରିକେଟ୍ ଜଗତରେ ୨୦୦ ବର୍ଷରେ ଦୁଇଟି ବିରଳ ଘଟଣା ! ଗୋଟିଏ ମ୍ୟାଚରେ ଏହି ଖେଳାଳୀ ମାରିଲେ ଦୁଇଟି ଦ୍ୱିଶତକ ।

ଗୋଟିଏ ମ୍ୟାଚରେ ଜଣେ ଖେଳାଳୀ ମାରିଲେ ଦୁଇଟି ଦ୍ୱିଶତକ । ପ୍ରଥମ ଶ୍ରେଣୀ କ୍ରିକେଟରେ ହୋଇଥିବା ଏଭଳି କୀର୍ତ୍ତିମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପାଖାପାଖି ୨୦୦ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଏଭଳି କୀର୍ତ୍ତିମାନ ଏପର୍ଯ୍ୟନ୍ତ ମାତ୍ର ଦୁଇଥର ହୋଇଛି । ୮୧ ବର୍ଷ ପୂର୍ବେ…
Read More...

ହ୍ୱାଟସଆପ ଆଣିଲା ନୂଆ ଫିଚର ! ଏଣିକି ଫିଙ୍ଗରପ୍ରିଂଟ ଏବଂ ଫେସ ଲକ୍ ମାଧ୍ୟମରେ ଖୋଲିବ ହ୍ୱାଟସଆପ୍ ।

ଦିନକୁ ଦିନ ବଢି ବଢି ଚାଲିଛି ହ୍ୱାଟସଆପ ବ୍ୟବହାରକାରୀଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ନିଜ ସର୍ଭିସକୁ ବେଷ୍ଟ କରିବା ପାଇଁ କ୍ରମାଗତ ଭାବେ ନୂଆ ନୂଆ ଫିଚର୍ସ ଆଣୁଛି ହ୍ୱାଟସଆପ । ନିକଟରେ ସିଙ୍ଗଲ ଷ୍ଟିକର ଡାଉନଲୋଡ ଅପଡେଟ୍ ପରେ ଏବେ ଆଉ ଏକ ନୂଆ ଫିଚର ଆଣିଛି ହ୍ୱାଟସଆପ । ହ୍ୱାଟସଆପ…
Read More...

କଅଁଳ ମନର ବାଚାଳପଣ ! ଦାମୀ କ୍ୟାମେରା ନୁହଁ ପିନ୍ଧା ଚପଲ ସାଜିଲା ମୋବାଇଲ୍ କ୍ୟାମେରା ,ସୋସିଆଲ୍ ମିଡିଆରେ ଭାଇରାଲ୍…

ଛୋଟ ଛୋଟ ଖୁସିକୁ ସାଉଁଟିବାର ସମୟ ହେଉଛି ପିଲାବେଳ । ଏହି ସମୟରେ ସବୁ ଯେମିତି ସ୍ୱପ୍ନରପୁରୀ ଭଳି ଲାଗିଥାଏ । ବାହାରର ଚାକଚକ୍ୟଠାରୁ ବହୁ ଦୂରରେ ବାଲ୍ୟାବସ୍ତାର ଠିକଣା । ଆଜିର ସମୟରେ ପ୍ରତି ଘରେ ମୋବାଇଲଟିଏ ରହିଥାଏ । ମୋବାଇଲରେ ବାପାମା’ ପିଲାଙ୍କ ସହ ସେଲ୍ଫି ନେବାକୁ ବି ଭୁଲନ୍ତି ନାହିଁ…
Read More...

ଆଇସିସି ଦିନିକିଆ ର‌୍ୟାକିଙ୍ଗ ! ବିରାଟ, ବୁମରା ବଜାୟ ରଖିଲେ ଶୀର୍ଷ ସ୍ଥାନ, ଦ୍ୱିତାୟ ସ୍ଥାନରେ ଟିମ୍ ଇଣ୍ଡିଆ ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଜସପ୍ରିତ ବୁମରା ଆଇସିସି ଦିନିକିଆ ର‌୍ୟାକିଙ୍ଗରେ ବ୍ୟାଟ୍ସମ୍ୟାନ ଏବଂ ବୋଲର ଭାବେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲେ ମଧ୍ୟ, ଏହା ତାଙ୍କ ର‌୍ୟାଙ୍କିଙ୍ଗ ଉପରେ କୌଣସି…
Read More...

ମାତ୍ର ୫୫ ଟଙ୍କା ଖର୍ଚ୍ଚ କଲେ ପ୍ରତିମାସ ଖାତାକୁ ଆସିବ ୩ ହଜାର ଟଙ୍କା । ଦୁର୍ଘଟଣାର ଶିକାର ହେଲେ ମିଳିବ ୬ ଲକ୍ଷର…

ଫେବୃଆରୀ ୧ରେ ଅନୁଷ୍ଠିତ ହୋଇଥିବା ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ବ୍ୟବସ୍ଥା ହୋଇଛି । ମାସିକ ୧୫ହଜାର ଆୟ କରୁଥିବା ଶ୍ରମିକଙ୍କୁ ବୃଦ୍ଧାବସ୍ଥାରେ ପେନସନ ଦେବାକୁ ଘୋଷଣା କରାଯାଇଛି । ଏଥିରୁ ପ୍ରାୟ ୧୦କୋଟି ଅଣ ସଂଗଠିତ ଶ୍ରମିକଙ୍କୁ ଲାଭ…
Read More...

ବୋରୱେଲ ଭିତରୁ ପାଣି ବଦଳରେ ବାହାରିଲା ଗ୍ୟାସ ! ନିଆଁ ଲଗାଇ ଚାହା ପ୍ରସ୍ତୁତ କଲେ ଲୋକେ ।

ମଧ୍ୟପ୍ରଦେଶର ଏକ ଗ୍ରାମରେ ଏମିତି ଏକ ଘଟଣା ଘଟିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏଠାରେ ଏକ ବୋରୱେଲ ଖୋଳାଯାଉଥିବା ସମୟରେ ମାଟି ଭିତରୁ ପାଣି ବଦଳରେ ବାହାରିଥିଲା ଜ୍ୱଳନଶୀଳ ଗ୍ୟାସ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ପ୍ରଶାସନ ପକ୍ଷରୁ ଏହାକୁ ନେଇ ଯାଞ୍ଚ…
Read More...

କୋଠାରେ ପଶିଲା ଚିତାବାଘ ! ଅଢେଇଘଣ୍ଟା ଧରି ଲୋକଙ୍କୁ କଲା ଆକ୍ରମଣ , ୭ ଗୁରୁତର ।

ପୁନେର କେଶଭନଗର ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭିତରେ ପଶି ବାଘ ଅଢ଼େଇ ଘଣ୍ଟା ଧରି ତାଣ୍ଡବ ରଚିଥିଲା । ବାଘ ଆକ୍ରମଣରେ ୭ବର୍ଷର ଶିଶୁ ସମେତ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ବନବିଭାଗ ଓ ଅଗ୍ନିଶମ ବିଭାଗର…
Read More...

କାହିଁକି ଖାକି ବଦଳରେ ଧଳା ପୋଷାକ ପିନ୍ଧିଥାଏ କଲିକତା ପୋଲିସ୍ ? ୯୯ ପ୍ରତିଶତ ଲୋକ ଦେଇପାରିନାହାନ୍ତି ଉତ୍ତର, ଆପଣ…

ଭାରତର ଅନେକ ସ୍ଥାନରେ ଆପଣ ପୋଲିସକୁ ଖାକି ୟୁନିଫର୍ମରେ ଦେଖିଥିବେ କିନ୍ତୁ ଯଦି ଆପଣ କଲିକତା ଯିବେ ତେବେ ଆପଣଙ୍କୁ ପୋଲିସକୁ ଧଳା ୟୁନିଫର୍ମରେ ଦେଖବାକୁ ପାଇବେ । ତେବେ ଆପଣ କ’ଣ କେବେ ଏନେଇ ଚିନ୍ତା କରିଛନ୍ତି ଯେ କାହିଁକି ଚାରିଆଡେ ପୋଲିସ୍ ଖାକି ପୋଷାକ ପିନ୍ଧୁଥିବା ବେଳେ କେବଳ କଲିକତାରେ…
Read More...

ଲୋଡା ନାହିଁ ଏମିତି କୁଳାଙ୍ଗାର ପୁଅ ! ବଡ ବ୍ୟବସାୟୀଙ୍କ ତାଲିକାରେ ରହିଛି ପୁଅଙ୍କ ନାଁ ଏପଟେ ପେଟକୁ ଦାନା ଯୋଗାଡିବା…

ଆଜିର ସମୟରେ ମା’ବାପାଙ୍କ ସମ୍ନାନ ଏବଂ ସ୍ଥାନକୁ ସନ୍ତାନ ଏକ ଧାତୁ ସହ ତୁଳନା କରୁଛନ୍ତି । ପ୍ରତିଦିନ ଖବରକାଗଜର ପୃଷ୍ଠାରେ କେଉଁଠି ବୁଢୀ ମା’କୁ ପୁଅ ଛାଡି ବିଦେଶକୁ ପଳାଇବା ଖବର ବାହାରୁଛି ତ ଆଉ କେଉଁଠି ପେଟକୁ ଦୁଇଓଳି ଖାଦ୍ୟ ଯୋଗାଡ କରିବା ପାଇଁ ବାପାମା’ ବାରଦୁଆର ବୁଲୁଛନ୍ତି । ଏଭଳି…
Read More...