Browsing Category

ସ୍ପେଶାଲ୍ ରିପୋର୍ଟ

ଆଇଓସିଏଲରେ ଭର୍ତ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି! ଶୀଘ୍ର କରନ୍ତୁ ଆବେଦନ

ଆଇଓସିଏଲରେ ଅନେକ ପବଦୀଗୁଡିକରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏଥିପାଇଁ ଜାରି ହୋଇଥିବା ବିଜ୍ଞାପନରେ ସୂଚିତ ହୋଇଥିବା ତଥ୍ୟ ଗୁଡିକ ହେଲା- ପଦବୀ ନାମ: ଇଂଜିନିୟର ଆସିଷ୍ଟାଂଟ୍ ଏବଂ ଟେକନିକାଲ୍ସ ଆଟେଣ୍ଡାଂଟ୍ ପଦବୀ ସଂଖ୍ୟା: ୪୦ ବୟସ ସୀମା: ୧୮ରୁ ୨୬ ବର୍ଷ…
Read More...

ମୃତ୍ୟୁକୁ ମାତ୍ ଦେଇଥିଲେ ମୋଦି ! ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଏଭଳି କିଛି ଅଜଣା କଥା

ନିଜ ବ୍ୟକ୍ତିତ୍ୱ, ଦକ୍ଷତା, କାର୍ଯ୍ୟଶୈଳୀ ଏବଂ ନିଆରା ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ । କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ ଲୋକପ୍ରିୟ ମୋଦି । ତେବେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଆପଣ ଭଲ ଭାବରେ ଜାଣନ୍ତି । ହେଲେ ବ୍ୟକ୍ତଗତ ଜୀବନକୁ ନେଇ କେତେ ଜାଣନ୍ତି ଏହି…
Read More...

୧୩ ଅକ୍ଟୋବରର ରହସ୍ୟ ! ଜୀବିତ ରହିବା ପାଇଁ ନିଜ ସାଥୀଙ୍କ ମାଂସ କରିଥିଲେ ଭକ୍ଷଣ

୧୯୭୨ରେ ଏକ ଏଭଳି ଦୁର୍ଘଟଣା ଘଟିଥିଲା ଯାହା ଆଣ୍ଡେଜ୍ ଫ୍ଲାଇଟ୍ ଡିଜାଷ୍ଟର ନାଁରେ ଚର୍ଚ୍ଚିତ । ତେବେ ଏହି ଦୁର୍ଘଟଣା ୧୩ ଅକ୍ଟୋବର, ୧୯୭୨ରେ ହୋଇଥିଲା । ଏବଂ ଏହାର ଶିକାର ହୋଇଥିଲେ ଉରୁଗୁୱେର ଓଲ୍ଡ ଖ୍ରୀଷ୍ଟିୟନ୍ସ ରଗବିର ଏକ ଦଳ । ଘଟଣାଟି ହେଲା ଏହି ଦଳଟି ଉରୁଗୁୱେର ଏୟାର ଫୋର୍ସ…
Read More...

ଘର କିଣିବାକୁ ଚାହୁଁଛନ୍ତି କି ? ତେବେ ଏଠାରେ ମିଳୁଛି ମାତ୍ର ୭୨ ଟଙ୍କାରେ ଘର

ଆଜିର ବସ୍ତୁବାଦୀ ଦୁନିଆରେ ସବୁ ଜିନିଷ ମହଙ୍ଗା । ଯଦି ଏହି ପରିସ୍ଥିତିରେ ୭୨ ଟଙ୍କାରେ ଘର ମିଳୁଥିବା ବିଷୟରେ ଆମେ କହୁଛୁ ତେବେ ନିଶ୍ଟୟ ଆପଣଙ୍କୁ ଏହା ମିଛ ଲାଗୁଥିବ । ହେଲେ ବାସ୍ତବରେ ଏହା ସତ୍ୟ ଅଟେ । ମିଳିଥିବା ସୂଚନାରୁ ଯାହା ଜଣାପଡିଛି, ଇଟାଲିର ଗାଗି,ସିସିଲ,କେରେଗା ଲିଗର,ପିଟମଂଟ…
Read More...

ଭୁବନେଶ୍ୱରର ଶୁଭଙ୍କର ଚକ୍ରବର୍ତ୍ତୀ ! ଜେଇଇ ମେନରେ ଓଡିଶାରେ ପ୍ରଥମ

ଜେଇଇ ମେନରେ ଓଡିଶା ଟପ୍ପର ଶୁଭଙ୍କର ଚକ୍ରବର୍ତି । ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ଭୁବନେଶ୍ୱରର ଏହି ଛାତ୍ର । ସାରା ଭାରତରେ ୬୪ ସ୍ଥାନରେ ଅଛନ୍ତି ଶୁଭଙ୍କର । ଅଳ୍ପ ବୟସରୁ ବାପାଙ୍କୁ ହରାଇଥିବା ଶୁଭଙ୍କର, ନିଷ୍ଠା ଆଉ କଠିନ ପରିଶ୍ରମ ବଳରେ…
Read More...

ବିବାହ କାର୍ଡରେ ମୋଦି ମନ୍ତ୍ର ! ଶ୍ଲୋକ ସ୍ଥାନରେ ସ୍ୱଚ୍ଛ ଭାରତ ସ୍ଲୋଗାନ୍

ନିଜ ବିବାହକୁ ଚିର ସ୍ମରଣୀୟ କରିବାକୁ ଲୋକ ଅନେକ କିଛି କରିଥାନ୍ତି । କେହି ହେଲିକପ୍ଟରରେ ଫୁଲି ବର୍ଷାନ୍ତି ତ କେହି ଆକାଶରେ କରିଥାନ୍ତି ବିବାହ । କିନ୍ତୁ ଏଥର ଗୋଟିଏ ପରିବାର ବିବାହ କାର୍ଡରେ ଶ୍ଲୋକ ପରିବର୍ତ୍ତେ ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସ୍ଥାନ ଦେଇଛନ୍ତି । ସ୍ୱଚ୍ଛ ଭାରତର ଲୋଗୋ…
Read More...

ଜିଓ ଗ୍ରାହକଙ୍କ ପାଇଁ ପୁଣି ଖୁସିଖବର ! ଆସୁଛି ପାଂଚଟି ଧମାକାଦାର ଯୋଜନା

ରିଲାଏନ୍ସ ଜିଓ ଆସିବା ପରେ ଅନ୍ୟ ଟେଲିକମ୍ କମ୍ପାନୀ ମାନଙ୍କର ଯେମିତି ଆରମ୍ଭ ହୋଇଯାଇଛି ଅଧପତନ । ଏବେ ଟେଲିକମ୍ ପରେ ଅନ୍ୟ କ୍ଷେତ୍ରରେ ମଧ୍ୟ ଜିଓ ନିଜ ଦବାଦବା ଆରମ୍ଭ କରିବାକୁ ଅଂଟା ଭିଡିଛି । ଚଳିତ ବର୍ଷ ଜିଓ ନିଜ ଗ୍ରାହକ ମାନଙ୍କ ପାଇଁ ୫ଟି ବିଶେଷ ସୁବିଧା ଆଣିପାରେ । ତେବେ କଣ ରହିଛି…
Read More...

ବରଫ ଉପରେ ରକ୍ତର ସୁଅ ! ଆଣ୍ଟାର୍କଟିକାର ଏହି ସ୍ଥାନରେ କଣ ରହିଛି ରହସ୍ୟ ?

ଆଣ୍ଟାର୍କଟିକାର ‘ବ୍ଲଡ୍ ଫଲସ’ ବା ରକ୍ତ ସୁଅ ସାଜିଛି ରହସ୍ୟମୟ । କେମିତି ଏହି ଧଳା ଟେଲର ଗ୍ଲାସିୟର ବରଫ ଉପରେ ଏପରି ରକ୍ତର ସ୍ରୋତ । ଦୁଇ ବର୍ଷ ତଳେ ଏକ ଅନୁଧ୍ୟାନ କରାଯାଇଥିଲା ଯେ ଭୂଗର୍ଭସ୍ଥ ଲୁହାର କୈାଣସି ଉଚ୍ଚ ସ୍ତର ଜଳ ଓ ଲୁଣି ଜଳ ଉପରେ ଆବରଣ ସୃଷ୍ଟି କରି ବାହାରକୁ ବାହାରୁଥିଲା ।…
Read More...

ବାବା ତିରୁପତି ବାଲାର୍ଜିଙ୍କ ଖୋଲିଲା ରହସ୍ୟ ! ଜାଣନ୍ତୁ ଏହାର ୮ଟି ଚକିତ ଘଟଣା

ବାବା ତିରୁପତି ବାଲାର୍ଜିଙ୍କୁ ବିଶ୍ୱର ସବୁଠାରୁ ଧନୀ ଦେବତା ବୋଲି ଗଣାଯାଏ । ତାଙ୍କୁ ଭେଙ୍କେଟଶ୍ୱର ଶ୍ରୀନିବାସ ଏବଂ ଗୁଇନ୍ଦା ନାମରେ ମଧ୍ୟ ପୂଜା କରାଯାଇଥାଏ । ଯାହା ଆନ୍ଧ୍ରପ୍ରଦେଶର ତିରୁମାଳା ପାହାଡ ଉପରେ ଅବସ୍ଥିତ । ବାବାଙ୍କ ଏହି ପବିତ୍ର ପୀଠରେ ପ୍ରତିଦିନ ହଜାର ହଜାର ସଂଖ୍ୟକ…
Read More...

ପ୍ରତି ଦିନ,ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ଶୁଭ : କାହିଁକି କହିଥିଲେ ଅବଦୁଲ କଲାମ ?

ମହାନ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କଲାମ ଈଶ୍ୱର ବିଶ୍ୱାସୀ ଥିଲେ, ମାତ୍ର ଅନ୍ଧବିଶ୍ୱାସୀ ନଥିଲେ । ମନରେ ତିଳେମାତ୍ର କୁସଂସ୍କାର ନଥିଲା । ତାଙ୍କୁ ରାଷ୍ଟ୍ରପତି କରିବାକୁ ବିଜେପି ସମେତ ପ୍ରାୟ ସବୁ ଦଳ ନିଷ୍ପତ୍ତି ନେଲେ । ମନୋନୟନ ପତ୍ର ଦାଖଲର ତାରିଖ ପାଖେଇ ଆସିଲା । ବିଜେପି ନେତା ତଥା…
Read More...