Browsing Category

ସ୍ପେଶାଲ୍ ରିପୋର୍ଟ

ହ୍ୟାକରଙ୍କଠାରୁ ନିଜ ଆକାଉଂଟକୁ କିପରି ରଖିବେ ସୁରକ୍ଷିତ ? ମନେ ରଖନ୍ତୁ ୬ଟି ମୁଖ୍ୟ କଥା

ସୋସିଆଲ ମିଡିଆରେ ପ୍ରତିବନ୍ଧକ ନଥିବାରୁ ଏବଂ ଏଥିରେ ଅନୁପ୍ରବେଶ ସହଜ ହୋଇଥିବା କାରଣରୁ ଏହା ହ୍ୟାକରଙ୍କର ଦ୍ୱାରା ସବୁବେଳେ ଶିକାର ହୋଇଥାଏ । ଯେଉଁଥି ପାଇଁ ଆପାଣଙ୍କର ଟିକେ ଅସାବଧାନତା କାରଣରୁ ହିଁ ଆପଣଙ୍କ ବ୍ୟକ୍ତିଗତ ସୂଚନା ବା ତଥ୍ୟ ନଷ୍ଟ ହୋଇଯାଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ କିଛି…
Read More...

ରୋବର୍ଟ ଶିଖିବ ହିନ୍ଦି ! ଫ୍ରାନ୍ସରୁ ଆସିଛି ଭାରତ

ମଣିଷ ପରି ରୋବର୍ଟ ବି ଏବେ ପ୍ରତିଯୋଗୀ ପ୍ରବଣ ହେଲାଣି । ହିନ୍ଦି ଶିଖିବାକୁ ରୋବର୍ଟ ଏବେ ଫ୍ରାନ୍ସରୁ ଭାରତ ଆସିଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସରୁ ହିନ୍ଦି ଶିଖିବା ପାଇଁ ଫ୍ରାନ୍ସର ପ୍ରଥମ ହ୍ୟୁମ୍ୟାନ୍ ରୋବର୍ଟ ନାଓ ଉଦୟପୁରରେ ପହଁଚିଛି । ପୂର୍ବରୁ ଏହି ରୋବର୍ଟ ୧୯ଟି ଭାଷାର ଜ୍ଞାନ ଆହରଣ…
Read More...

କାହିଁକି ପାଳୁଛେ ଅନ୍ତର୍ଜାତୀୟ ଶ୍ରମିକ ଦିବସ , ଜାଣନ୍ତି କି ?

ମାଲିକମାନଙ୍କ ଅତ୍ୟଧିକ ଜୁଲୁମରେ ଅସହ୍ୟ ହୋଇପଡିଥିଲେ ଶ୍ରମିକମାନେ । ଆରମ୍ଭ କରିଥିଲେ ଆନ୍ଦୋଳନ । ମାଲିକମାନଙ୍କର ଦମନଲୀଳାର ଶିକାର ହୋଇ ଶତାଧିକ ଶ୍ରମିକଙ୍କ ଜୀବନ ଯାଇଥିଲା । ଚିକାଗୋର ରାସ୍ତା-ଘାଟ ସଂଗ୍ରାମୀ ଶ୍ରମିକଙ୍କ ରକ୍ତରେ ଲାଲ୍ ହୋଇଉଠିଥିଲା । ଲମ୍ବା ଆନ୍ଦୋଳନ ପରେ , ଶେଷରେ…
Read More...

କୈାଣସି ଚୋରି ହୁଏ ନାହିଁ ଏଠାରେ ! ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପଡିଥାଏ ସଡକରେ

ଇରାକ : ଆପଣ ଯେତେବେଳେ ଘରୁ ବାହାରକୁ ଯାଆନ୍ତି ତ ଘରର ସବୁ କବାଟକୁ ବନ୍ଦ କରିଦେଇଥାନ୍ତି । ସବୁଆଡୁ ସୁରକ୍ଷା ଚିନ୍ତା କରିଥାନ୍ତି । ଆଉ ମଧ୍ୟ ଦୋକାନ ଓ ଅଫିସରେ ମଧ୍ୟ ସେହି ସୁରକ୍ଷା ଚିନ୍ତା ଥାଏ । ଆଉ ଆପଣ ଏସବୁ ପାଇଁ ସିକ୍ୟୁରିଟି ରଖିଥାନ୍ତି ଓ ତାଲା ଦେଇ ଘରକୁ ବନ୍ଦ କରିଥାନ୍ତି ।…
Read More...

ଗରିବ ଘରର ସୁନାଝିଅ : ମାଟ୍ରିକ ପରୀକ୍ଷାରେ କମାଲ କଲେ ଲେମ୍ବୁ ବିକାଳୀଙ୍କ ଝିଅ

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ କମାଲ କଲେ ଲେମ୍ବୁ ବିକାଳିଙ୍କ ଝିଅ । ଭଦ୍ରକ ଚାନ୍ଦବାଲିର ଅନସୂୟା ମାଟ୍ରିକରେ ୯୪ ପ୍ରତିଶତ ମାର୍କ ରଖି ପୁରା ଅଂଚଳରେ ସୃଷ୍ଟି କରିଛନ୍ତି ଉଦାହରଣ । ଗରିବି , ଅଭାବ ଓ ଅନଟନ ଭିତରେ ବି ଅଦମ୍ୟ ଇଚ୍ଛା ଶକ୍ତି ବଳରେ ସେ ପାଇଛନ୍ତି ଏହି ସଫଳତା । ଆଉ ସ୍ୱପ୍ନ…
Read More...

ଅପୂର୍ବ କଳା ନିପୁଣତା ! ଜିଭରେ ଚିତ୍ର ଆଙ୍କି ଚର୍ଚ୍ଚାରେ ଏ ଯୁବକ

ଚୀନର ଜଣେ ୨୭ ବର୍ଷୀୟ ଯୁବକକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଜିଭରେ ଚିତ୍ର ଆଙ୍କିବା କଳା ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଏହି ଯୁବକ । ଏହି କଳା ସେ ନିଜ ପରିବାର ଠାରୁ ପାଇଛନ୍ତି । ତାଙ୍କର ଜେଜେବାପା ମଧ୍ୟ ଜିଭରେ ଚିତ୍ର ଆଙ୍କି ପାରୁଥିଲେ । ସବୁଠୁ ବଡ କଥା ହେଲା ସେ ପ୍ରଥମେ…
Read More...

ମେଟ୍ରୋ ରେଳରେ ଚାକିରି ! ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବେଙ୍ଗାଲୁରୁ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡରେ ଏବେ ଭର୍ତ୍ତି ପାଇଁ ଆବେଦନ ଜାରି କରାଯାଉଛି । ଚାକିରୀ ଆଶାୟୀ ପ୍ରାର୍ଥୀ ନେଇପାରିବେ ଏହାର ସୁବିଧା । ଏଥିପାଇଁ ଜାରି ହୋଇଥିବା ବିଜ୍ଞାପନକୁ ଜାଣନ୍ତୁ – ପଦର ନାମ – ସର୍ଭେୟର ସମୁଦାୟ ପଦ ସଂଖ୍ୟା - ପଦ ସଂଖ୍ୟାର ବିବରଣୀ ଦିଆଯାଇ ନାହିଁ…
Read More...

ଆଦିତ୍ୟନାଥଙ୍କ ଯୋଗୀ ଜୀବନ ! କ୍ଷମତା ଆସିଲା ହେଲେ ଆସିନି ମୋହ

ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଲଗାତାର ଚର୍ଚ୍ଚାରେ ଯୋଗୀ ଆଦିତ୍ୟନାଥ । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନରେ ଟିକେ ବି ପରିବର୍ତ୍ତନ ହୋଇନାହାଁନ୍ତି ଯୋଗୀ । ଯେମିତି ପୂର୍ବରୁ ତାଙ୍କ ଜୀବନ ଶୈଳୀ ଥିଲା ଏବେ ବି ରହିିଛି ସେମିତି । କ୍ଷମତା ଆସିଲା ହେଲେ ଏଯାଏଁ …
Read More...

ସୁନ୍ଦରୀ ହୋଇଥିବାରୁ ସରକାରଙ୍କ କଟକଣା ! ବର୍ଷେ ଯାଏଁ ଅଭିନୟ ବ୍ୟାନ୍

ସୌନ୍ଦର୍ଯ୍ୟ ଲଗାଇଲା କ୍ୟାରିୟରରେ ଗ୍ରହଣ । କମ୍ବୋଡିଆର ଜଣେ ଅଭିନେତ୍ରୀଙ୍କ କ୍ୟାରିୟର୍ ଉପରେ ଭାରି ପଡିଛି ତାଙ୍କର ଆକର୍ଷଣୀୟ ଚେହେରା । ସେଠାକାର ସରକାର ଅଭିନେତ୍ରୀଙ୍କୁ ସିନେମାରେ କାମ କରିବାକୁ ଲଗାଇଛନ୍ତି ପ୍ରତିବନ୍ଧକ । ଏକ ବର୍ଷ ପାଇଁ ଏବେ ଅଭିନେତ୍ରୀ ଜଣକ କୌଣସି ସିନେମାରେ ଅଭିନୟ…
Read More...

ଏକ ଏଭଳି ଗାଁ ! ଯେଉଁଠି ପ୍ରଧାନମନ୍ତ୍ରୀ ଚରାନ୍ତି ଛେଳି ଓ ରାଜ୍ୟପାଳ ଖେଳନ୍ତି ଗୁଲି

ଆପଣ କେବେ ଶୁଣିଛନ୍ତି କି ପ୍ରଧାନମନ୍ତ୍ରୀ ଛେଳି ଚରାଉ ଥିବାର ଏବଂ ରାଷ୍ଟ୍ରପତି ବିଲରେ ପାଣି ଦେଉଥିବା ଭଳି ଆଶ୍ଚର୍ଯ୍ୟକର ଖବର । କିନ୍ତୁ ଆଜି ଆମେ ଯେଉଁ ଗାଁ ସଂପର୍କରେ ଆଲୋଚନା କରିବାକୁ ଯାଉଛୁ ସେଠାରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ରାଜସ୍ଥାନର ବୁନ୍ଦି ଜିଲ୍ଲା…
Read More...