Browsing Category

ସ୍ପେଶାଲ୍ ରିପୋର୍ଟ

ପରିବର୍ତ୍ତନ ପଥେ ଭାରତ! ଆଜିଠାରୁ ଲାଗୁ ହେବ ଏହି ୬ଟି ନୂଆ ନିୟମ . . . ଜାଣନ୍ତୁ କଣ

ମୋଦି ସରକାର ଆସିବା ପରେ ଦେଶରେ ଗୋଟିଏ ପରେ ଗୋଟିଏ ନୂଆ ନିୟମ ଲାଗୁ ହେଉଛି । ପ୍ରଥମେ ବନ୍ଦ ହେଲା ନେତାଙ୍କ ନାଲିବତି ଗାଡି ବ୍ୟବହାର । ଏବେ ପ୍ରତିଦିନ ଡିଜେଲ୍ ପେଟ୍ରୋଲ୍ ଦାମରେ ହେବ ପରିବର୍ତ୍ତନ । ଏବେ ନଜର ପକାନ୍ତୁ ଆଜି ଠାରୁ ଆଉ କେଉଁ ନୂଆ ନିୟମ ଲାଗୁ ହେବ । ଇତିହାସ ହେବ ନାଲିବତି…
Read More...

ଭକ୍ତିରେ ମିଳିଥାଏ ଶାନ୍ତି ! ଜାଣନ୍ତୁ କେଉଁ ସମୟରେ ପୂଜା କରିବା ଆପଣଙ୍କ ପାଇଁ ହୋଇଥାଏ କ୍ଷତିକାରକ

ହିନ୍ଦୁ ଧର୍ମରେ ପୂଜା ପାଠକୁ ନେଇ ଅନେକ ସମୟ ତଥା କାଳ ଧାର୍ଯ୍ୟ କରାଯାଇଛି । ତେବେ ଏଥିରେ ଯଦି ଆପଣ ଅଫିସ ଯିବା ତରବରିରେ ସକାଳର ପୂଜା କରିପାରନ୍ତି ନାହିଁ ତେବେ ସଂଧ୍ୟା ସମୟରେ ପୂଜା କରିପାରିବେ । କିନ୍ତୁ ରାତି ବା ସଂଧ୍ୟା ସମୟରେ ପୂଜା କରିବା ସମୟରେ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ…
Read More...

ପୁଣି ସର୍ଜିକାଲ ଷ୍ଟ୍ରାଇକ୍ କରିବ କି ଭାରତ?

ଜମ୍ମୁ-କଶ୍ମୀରର ପୁଂଜ ସେକ୍ଟରରେ ପୁଣି ଉତ୍ତେଜନା । ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ, ଫଳରେ ୨ ଜବାନ ଶହୀଦ ହୋଇଛନ୍ତି । ଭାରତୀୟ ସେନାର କହିବା ଅନୁସାରେ, ପାକିସ୍ତାନ ସେନା ଦୁଇଟି ସେନା ପୋଷ୍ଟ ଉପରେ ରକେଟ ଓ ମୋର୍ଟାର ମାଡ କରିଥିଲା । ତେବେ ବଡ କଥା ହେଉଛି, ଭାରତୀୟ…
Read More...

ବନ୍ଦ ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଂଟ୍! ଜାଣନ୍ତୁ ଏହାର କାରଣ . . .

କଣ ଆପଣ ଏପ୍ରିଲ ୩୦, ୨୦୧୭ ପର୍ଯ୍ୟନ୍ତ ବ୍ୟାଙ୍କରେ ନିଜର ପ୍ରମାଣ ପତ୍ର ଜମା କରିଛନ୍ତି କି ? ଯଦି ହଁ ତେବେ ଭଲ କଥା ଆଉ ଯଦି ନାଁ ତେବେ ଆପଣଙ୍କୁ ଆମେ କହିରଖୁଛିୁ କି ଯେଉଁ ଖାତାଧାରୀଙ୍କ ବ୍ୟାଙ୍କ ଖାତା ୧ ଜୁଲାଇ, ୨୦୧୪ ଠାରୁ ୩୧ ଅଗଷ୍ଟ ୨୦୧୫ ମଧ୍ୟରେ ଖୋଲା ଯାଇଛି ଏଥିସହ ଏଫଏଟିସିଏର ନିୟମ…
Read More...

ସ୍କାଏପିରେ ଛାଡପତ୍ର ! ପୁଣେ କୋର୍ଟର ଐତିହାସିକ ପଦକ୍ଷେପ

ଇଂଟରନେଟ୍ ଯୋଗୁଁ ପ୍ରେମ ଏବଂ ବିବାହ ଖବର ଆପଣ ଦେଖିଥିଲେ । କିନ୍ତୁ ଛାଡପତ୍ର କଥା ବୋଧେ କେବେ ଶୁଣି ନଥିବେ । ସିଭିଲ୍ ପାରିବାରିକ କୋର୍ଟର ଇତିହାସରେ ଏପରି ପ୍ରଥମ ଥର ହୋଇଛି ଯେତେବେଳେ କୌଣସି ଦମ୍ପତିଙ୍କୁ ସ୍କାଏପି ଜରିଆରେ ଛାଡପତ୍ର ଦେଇଛନ୍ତି ବିଚାରପତି । ଘଟଣାଟି ଘଟିଛି ପୁଣେ କୋର୍ଟରେ…
Read More...

ରାମଦେବଙ୍କ ରହସ୍ୟ ! କାହିଁକି ଅବିବାହିତ ରହିବାକୁ ଭୀଷ୍ମପ୍ରତିଜ୍ଞା ନେଲେ ଯୋଗଗୁରୁ

ଯଦିଓ ଯୋଗର ଜନ୍ମଦାତା ନୁହଁନ୍ତି ବାବା ରାମଦେବ ତେବେ ତାଙ୍କୁ ଯୋଗର ପାଳନକର୍ତ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଘରେ ଘରେ ଯୋଗକୁ ପରିଚିତ କରାଇଛନ୍ତି ରାମଦେବ । ଯୋଗ ସହ ଆୟୁର୍ବେଦ କ୍ଷେତ୍ରରେ ମଧ୍ୟ ଏକ ବିଶାଳ ସାମ୍ରାଜ୍ୟ ଛିଡା କରିଛନ୍ତି ବାବା ରାମଦେବ । ଆଜି ପତଞ୍ଜଳୀ ସମାଗ୍ରୀ ମଧ୍ୟ…
Read More...

ବେରୋଜଗାରୀଙ୍କ ପାଇଁ ଭଲ ଖବର ! ଏଣିକି ଫେସବୁକ ଜରିଆରେ ମଧ୍ୟ ଚାକିରି ପାଇଁ କରିପାରିବେ ଆବେଦନ

ଚାକିରି ଖୋଜୁଥିବା ବେରୋଜଗାର ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । କାରଣ ଫେସବୁକ୍ ଯୁବପୁଢୀଙ୍କୁ ନିଯୁକ୍ତି ଯୋଗଇଦେବାକୁ କିଛି ଏଭଳି ବଡ ପଦକ୍ଷେପ ଉଠାଇବାକୁ ଯାଉଛି । ଯାହା ଫେସବୁକ୍ ଜବ ଫିଚର ନାଁରେ ବଜାରକୁ ଆସିବାରେ ଅଛି । ଏବଂ ଯେଉଁଥିରେ ଦୁଇ ପ୍ରକାରର ଅପ୍ସନ ମଧ୍ୟ ରଖାଯାଇଛି । ତେବେ…
Read More...

ଗାଈଙ୍କ ପାଇଁ ହାଇଟେକ୍ ମସାଜ ପାର୍ଲର ! ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟା

ବୈଜ୍ଞାନିକ ମାନେ ଏବେ ନୂଆ ନୂଆ ଉପାୟ ସବୁ ବାହାର କଲେଣି । ଏମିତି ଏକ ଖବରକୁ ନେଇ ଖୁବ୍ ଚର୍ଚ୍ଚା । ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଗାଈମାନଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯିବ । ଲାଲ୍ ଲାଜପତରାୟ ପଶୁ ଚିକିତ୍ସକ ଓ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଦେଶୀ ଗାଈଙ୍କ ଦୁଗ୍ଧ ଉତ୍ପାଦନ ବଢାଇବାକୁ ଏକ…
Read More...

ନିୟମ ନ ମାନିଲେ ମର ! ଆତଙ୍କର ସହର ସାଉଦି ଆରବ, ଜାଣନ୍ତୁ ଏହି ଦେଶର ୧୦ଟି ବଡ ପ୍ରତିବନ୍ଧକ

ଆତଙ୍କର ସହର ସାଉଦି ଆରବ । ସାଉଦି ଆରବ ନାଁ ଶୁଣିଲେ ପ୍ରତ୍ୟେକଙ୍କ ମନରେ ସୃଷ୍ଟି ହୋଇଯାଇଥାଏ ଭୟର ବାତାବରଣ । ତେବେ ଆପଣ କେତେ ଜାଣିଛନ୍ତି ଏହି ଆତଙ୍କୀ ସହର ସଂପର୍କରେ? କାରଣ,ଆପଣ ଜାଣିଲେ ଚକିତ ହେବେ କି ଏହି ସହରରେ କିଛି ଏଭଳି ପ୍ରତିବନ୍ଧକ ଜାରି କରାଯାଇଛି ଯାହାକୁ ଯଦି କୌଣସି ବ୍ୟକ୍ତି…
Read More...

ମଦୁଆ ସ୍ୱାମୀଙ୍କୁ ସାବାଡ କରିବେ ସ୍ତ୍ରୀ ! ନବବିବାହିତାମାନଙ୍କୁ ମିଳିଲା କାଠର ବ୍ୟାଟ ଉପହାର

ଏଥର ମଦୁଆ ସ୍ୱାମୀଙ୍କୁ ସାବାଡ କରିବେ ସ୍ତ୍ରୀ । ଆଉ ଏଥିପାଇଁ ମଧ୍ୟପ୍ରଦେଶର ପଂଚାୟତିରାଜ ମନ୍ତ୍ରୀ ନବବିବାହିତାମାନଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି । କାଠରେ ତିଆରି ହୋଇଥିବା ଛୋଟ ବ୍ୟାଟକୁ ନବବଧୁମାନଙ୍କୁ ମନ୍ତ୍ରୀ ଉପହାର ଦେଇଛନ୍ତି । ସ୍ୱାମୀ ମଦ ପିଇ ଘରକୁ ଫେରିଲେ ଏଥିରେ ସାବାଡ…
Read More...