Browsing Category

ସ୍ପେଶାଲ୍ ରିପୋର୍ଟ

ଅଣ୍ଡା, ହଳଦୀ, ପରିବା ଓ ଲୁଣ । ଅସଲି ନା ନକଲି, ଜାଣିବେ କେମିତି?

କନକ ବ୍ୟୁରୋ: ଖାଦ୍ୟ ମନୁଷ୍ୟ ଶରୀର ପାଇଁ ଏକ ଅପରିହାର୍ଯ୍ୟ ପଦାର୍ଥ । ଏହା ମଣିଷ ଶରୀରରେ ପ୍ରୋଟିନ ଭାବେ କାମ କରେ । ଆଉ ଆମେ ଖାଉଥିବା ଖାଦ୍ୟରେ ପୋଷଣ ରହିବା ନିହାତି ଜୁରୁରୀ । ଯଦି ଖାଦ୍ୟରେ ପୋଷଣ ନରହିବ ତେବେ ଆମ ଶରୀରକୁ ଆବଶ୍ୟକୀୟ ଶକ୍ତି ମଧ୍ୟ ମିଳିପାରିବ ନାହିଁ । ତେବେ ଆମେ ଆଜି ଏହି…
Read More...

ଭେଣ୍ଡି କିଲୋ ୮୦୦ ଟଙ୍କା, ରଙ୍ଗ ପୂରା ଲାଲ । ରକ୍ତଚାପ, ମଧୁମେହ ରୋଗୀଙ୍କ ପାଇଁ ବେଶ ଉପକାରୀ, ଜାଣନ୍ତୁ ଏହି ଭେଣ୍ଡିର…

କନକ ବ୍ୟୁରୋ : ଭେଣ୍ଡି କିଲୋକୁ ୮୦୦ ଟଙ୍କା । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ  । ସାଧାରଣତଃ ଆପଣ ଭେଣ୍ଡି କିଲୋ ପିଛା ସର୍ବାଧିକ ୫୦ରୁ ୭୦ ଟଙ୍କା ହେଲେ ମଧ୍ୟ ଯଥେଷ୍ଟ ଅଧିକ ହୋଇଥାଏ । କିନ୍ତୁ ଆମେ ଆପଣଙ୍କୁ ଏମିତି ଭେଣ୍ଡି ବିଷୟରେ ଜଣାଇବୁ ଯାହାର କିଲୋପ୍ରତି ଦର ୮୦୦…
Read More...

୯୦ ବର୍ଷ ବରକୁ ୭୫ ବର୍ଷ କନିଆଁ , ଉତ୍ତରପ୍ରଦେଶ ରାମପୁରରେ ନିଆରା ବିବାହ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ରାମପୁର ଇଲାକାରେ ନିଆରା ବିବାହ । ୯୦ ବର୍ଷ ବୃଦ୍ଧଙ୍କ ବିବାହ କଲେ ୭୫ ବର୍ଷ ବୟସ୍କା ମହିଳା । ଏହି ବିବାହ କରାଇଛନ୍ତି ଖୋଦ୍ ବୃଦ୍ଧଙ୍କ ପିଲାମାନେ । ଏହି ବିବାହକୁ ନେଇ ଉତ୍ତରପ୍ରଦେଶ ରାମପୁର ନିର୍ବାଚନ ମଣ୍ଡଳୀର ନରଖୋଦୀ ଗାଁ ଏବେ ଚର୍ଚ୍ଚାରେ । ସାଥୀ…
Read More...

ପ୍ରମୋଦ ଭଗତ : ଘର ଛାତ ଉପରୁ ପଡ଼ିଥିଲା ସୁନା ଜିତିବାର ମୂଳଦୁଆ । ଦେଖନ୍ତୁ ଓଡ଼ିଶାର ସୁନା ପୁଅର ସଫଳତା ପଛର ସଂଘର୍ଷ…

କନକ ବ୍ୟୁରୋ : ସୁନା ପୁଅର ସଂଘର୍ଷ କାହାଣୀ । ଜନ୍ମ ଦେଲା ବିହାର, ପରିଚୟ ଦେଲା ଓଡ଼ିଶା । ପ୍ରମୋଦ ଭଗତ...ଖାଲି ଓଡ଼ିଶା କାହିଁକି ପୂରା ବିଶ୍ୱ ଆଗରେ ଭାରତର ଟେକ ରଖିଛନ୍ତି ଏହି ଓଡ଼ିଆ ପୁଅ । ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ପ୍ରମୋଦ । ଦେଶ ପାଇଁ ଆଣିଛନ୍ତି ସୁନା ପଦକ । ପାରା…
Read More...

ଏମିତି ଏକ ଅଜଣା ରୋଗ… ୪୦ ବର୍ଷ ଧରି ଆସୁନି ନିଦ । ଆଉ ଏକ ଭୟଙ୍କର ରୋଗର ଠିକଣା ବନିଲା ଚୀନ୍ ।

କନକ ବ୍ୟୁରୋ : ଏମିତି ଏକ ଅଜଣା ରୋଗ...୪୦ ବର୍ଷ ଧରି ଆସୁନି ନିଦ । କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବେ ଏମିତି ଏକ ଅଜଣା ରୋଗକୁ ନେଇ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ରୋଗ ଏତେ ଭୟଙ୍କର ଯେ, ଯିଏ ଏହି ରୋଗର ଶିକାର ହେଉଛନ୍ତି, ତାଙ୍କୁ ଜମା ବି…
Read More...

‘ନିମନ୍ତ୍ରଣ’ କାହା ମନକୁ ପାଇଲା କାହାର ନୁହେଁ… ସୋସିଆଲ ମିଡ଼ିଆରେ ଆସିଲା ଭିନ୍ନ ଭିନ୍ନ ମତ ।

କନକ ବ୍ୟୁରୋ: ଚର୍ଚ୍ଚାରେ ଓଡ଼ିଶାର ‘ନିମନ୍ତ୍ରଣ’ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ନୂଆ ରେସ୍ତୋରାଁ ‘ନିମନ୍ତ୍ରଣ’କୁ ନେଇ ନୂଆ ନୂଆ ମତ ଦେଉଛନ୍ତି ସୋସିଆଲ ମିଡ଼ିଆ ୟୁଜର୍ସ । ଖାଣ୍ଟି ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ସହ ଲୋକମାନଙ୍କ ପାଖରେ ସୁବିଧାରେ ଏହାକୁ ଉପଲବ୍ଧ କରାଇବାକୁ ଆରମ୍ଭ…
Read More...

କଅଁଳ ବୟସରେ ପରିବାର ବୋଝ : ପରିବାର ପାଇଁ ଅଟୋ ଚଲେଇଲେ ୮ ବର୍ଷର ପୁଅ

କନକ ବ୍ୟୁରୋ: ଯେଉଁ ବୟସରେ ଖେଳକୁଦ ସହ ପାଠ ପଢିବା କଥା ସେ ବୟସରେ ଉଠାଉଛନ୍ତି ପରିବାରର ବୋଝ । ବାପା , ମା’ଙ୍କ ପାଇଁ ମାତ୍ର ୮ ବର୍ଷ ବୟସରେ ଅଟୋ ଚଳାଉଛନ୍ତି ଆନ୍ଧ୍ରପ୍ରଦେଶ ଚିତ୍ତୋର ବାସିନ୍ଦା ରାଜଗୋପାଳ ରେଡ୍ଡି । ଏହି  ବୟସ ମାତ୍ର ୮। କିନ୍ତୁ ଏତେ କମ୍‌ ବୟସରେ ବି ସେ ପରିବାର ଚଳାଇବାର…
Read More...

ପଙ୍ଖା ମେକାନିକରୁ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ

କନକ ବ୍ୟୁରୋ: ସେଦିନର ସାମାନ୍ୟ ମେକାନିକ୍ ଆଜି ସ୍ୱର୍ଣ୍ଣ ପଦକ ବିଜେତା। ଅତାବିରା ରାସ୍ତା କଡ଼ରେ ପଙ୍ଖା ଦୋକାନରେ ବଡ଼ ଭାଇଙ୍କୁ ସହାୟତା କରୁଥିବା ପ୍ରମୋଦ ଭଗତ ନିଜେ ବି ତାକୁ ସଜାଡ଼ୁଥିଲେ। ୧୫ ବର୍ଷ ମଧ୍ୟରେ ସାମାନ୍ୟ ପଙ୍ଖା ମେକାନିକ୍‌ ଭାବେ ଜଣାଶୁଣା ଥିବା ପ୍ରମୋଦ ଆଜି ପାରା…
Read More...

ଗୁରୁଦିବସରେ ଏମିତି ଜଣେ ଗୁରୁଜୀ…ବିରାଟ ପଟୁଆରରେ ଅନନ୍ତ ସାରଙ୍କୁ ପରିକ୍ରମା କରାଇଲେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ବେକରେ ଫୁଲ ମାଳ, କାନ୍ଧରେ ନୂଆ ଚାଦର ଆଉ ମୁଣ୍ଡରେ ଚନ୍ଦନ ଟିପା । ପଛେ ପଛେ ବାଜାବାଣ ରୋଷଣୀ । ଆପଣଙ୍କୁ ଲାଗୁଥିବ ଏହା କୌଣସି ନିର୍ବାଚନ ରାଲିର ଦୃଶ୍ୟ । ହୁଏତ ନିର୍ବାଚନ ପୂର୍ବରୁ ଏହା କୌଣସି ବଡ଼ ନେତାଙ୍କ ରୋଡ୍ ଶୋ’ କିମ୍ବା କିଏ ଜଣେ ମନ୍ତ୍ରୀ ହୋଇଥିବେ ଯାହାଙ୍କୁ ଏମିତି…
Read More...

ପକ୍ଷୀର ଜୀବନ ବଞ୍ଚାଇବା ପାଇଁ, ନିଜ ଜୀବନକୁ ବାଜିରେ ଲଗାଇଦେଲେ ଯୁବକ । ଦେଖନ୍ତୁ ଭିଡ଼ିଓ । 

କନକ ବ୍ୟୁରୋ : ସ୍ୱାର୍ଥବାଦୀ ଦୁନିଆରେ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ । ଅନେକ ଲୋକଙ୍କ ଠାରେ ମାନବିକତା ଦେଖିବାକୁ ମିଳୁନାହିଁ । ଅସୁବିଧାରେ ପଡି କେହି ସହାୟତା ମାଗିଲେ ବାଟ କାଟି ଚାଲିଯାଆନ୍ତି ଲୋକେ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ମଣିଷ କଣ ପଶୁ…
Read More...