Browsing Category

ରଣଭୂମୀ – 2019

ବିଜେପୁରରୁ ବିଜେପିର କିଏ ? ୧୨୧ଟି ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ବିଜେପୁର ପାଇଁ ଛିଣ୍ଡୁନି ଅଙ୍କ ।

କନକ ବ୍ୟୁରୋ: ବିଜେପୁର ବିଧାନସଭା ଆସନ ପାଇଁ ଦ୍ୱନ୍ଦରେ ବିଜେପି । କାରଣ ଚଳିତ ନିର୍ବାଚନରେ ବିଜେପୁର ଆସନରୁ ଲଢ଼ିବାକୁ ଖୋଦ୍ ବିଜେଡି ସୁପ୍ରିମୋ ରଣହୁଙ୍କାର ଦେବାପରେ ଏବେ ଏଠାରେ ରାଜନୀତି ପାଣିପାଗ ବଦଳିବାରେ ଲାଗିଛି । ବିଜେଡି ସୁପ୍ରିମୋଙ୍କୁ ଚେକମେଟ୍ ଦେବାକୁ କଂଗ୍ରେସ ରିପୁନାଥ ସେଠଙ୍କୁ…
Read More...

ବିଜେଡି ରାସ୍ତାରେ ବିଜେପି ! ୩ଟି ସଂସଦୀୟ କ୍ଷେତ୍ରରୁ ୩ ମହିଳା ସାଂସଦ ପ୍ରାର୍ଥୀ ବାଛିଲା ଦଳ, ମହିଳା ଦେବେ କି ବଡ଼…

କନକ ବ୍ୟୁରୋ: ଦୀର୍ଘ ଦିନର ଛକାପଞ୍ଝା ପରେ ବିଜେପି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପ୍ରାର୍ଥୀ ତାଲିକା । ଆଉ ଏହି ତାଲିକାରେ ବିଜେପି ୧୦ଟି ଲୋକସଭା ଆସନ ଏବଂ ୯୯ଟି ବିଧାନସଭା କ୍ଷେତ୍ର ପାଇଁ ସିପାହୀ ବାଛିଛି । ତେବେ ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ବିଜେପି ମଧ୍ୟ ବିଜେଡି…
Read More...

ସୁ୍ନ୍ଦରଗଡ଼ରେ ବିଜେପିକୁ ସାହା କୁସୁମ । ଦୁଇଦିନ ତଳେ ‘ଶଙ୍ଖ’ ସାଥ୍ ଛାଡ଼ିଥିଲେ ଆଜି ‘ପଦ୍ମ’ ଦେଲା ଟିକେଟ୍,…

କନକ ବ୍ୟୁରୋ: ବିଜେଡି ଛାଡ଼ିବାର ଦୁଇଦିନ ପରେ ବିଜେପି ଦେଲା ଟିକେଟ୍ । ଏକଥା ଆମେ ଏଥିପାଇଁ କହୁଛୁ ଯେ, ବିଜେପି ଚୂଡ଼ାନ୍ତ ଟିକେଟ୍ ତାଲିକାରେ ଅନେକ ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରୁ ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବିଜେଡିରୁ ଟିକେଟ୍ ନପାଇବା…
Read More...

ତଥାପି ଛିଣ୍ଡୁନି ବିଜେପି ଅଙ୍କ ! କଳାହାଣ୍ଡି-କୋରାପୁଟକୁ ନେଇ ଦ୍ୱନ୍ଦରେ ବିଜେପି, କାହାକୁ ଟିକେଟ୍ ଦେବ ଦଳ ?

ନକ ବ୍ୟୁରୋ: ରାଜ୍ୟର ୧୦ ଲୋକସଭା ଆସନ ପାଇଁ ବିଜେପି ଦିଲ୍ଲୀ ଦରବାରରୁ ଘୋଷଣା ହେଲା ବିଜେପି ତାଲିକା । କିନ୍ତୁ ଘୋଷଣା ହୋଇଥିବା ଏହି ୧୦ଟି ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ତାଲିକାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ମାତ୍ର ୨ଟି ଆସନରେ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି । ସେହିଭଳି ଦୁଇଟି…
Read More...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ କିଏ କାହାକୁ ଦେବ ଟକ୍କର । ଜାଣନ୍ତୁ କେଉଁ ସଂସଦୀୟ କ୍ଷେତ୍ରରେ ୩ ଦଳରୁ କିଏ ହେଲେ…

କନକ ବ୍ୟୁରୋ: ଶାସକ ବିଜେଡିକୁ ମାତ୍ ଦେଇ ଓଡ଼ିଶାରେ ୧୨୦ ମିଶନ୍ ପୁରଣ ପାଇଁ ସେନାଙ୍କୁ ବାଛିଛି ବିଜେପି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଘୋଷଣା ହୋଇଛି ଓଡ଼ିଶା ପାଇଁ ୧୦ଟି ଲୋକସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା । ତେବେ ରାଜ୍ୟରେ ହେବାକୁଥିବା ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରଥମ,…
Read More...

ଜୟପୁରରେ ହେବ ଜବରଦସ୍ତ ଲଢ଼େଇ ! ପୁଣି ତାରା-ରବିଙ୍କ ମଧ୍ୟରେ ଫାଇଟ୍, ବିଜେଡି-କଂଗ୍ରେସକୁ ଟକ୍କର ଦେବା ପାଇଁ କାହାକୁ…

କନକ ବ୍ୟୁରୋ: ଜୟପୁର ବିଧାନସଭା ଆସନ ଦଖଲ ପାଇଁ ଚାଲିଛି ରଣନୀତି । ଶାସକ ବିଜେଡି ଓ ବିରୋଧୀ କଂଗ୍ରେସର ସେନାପତି ପ୍ରସ୍ତୁତ ହୋଇଥିବାବେଳେ ଏଠାରେ ବିଜେପିର ମଙ୍ଗ କିଏ ସମ୍ଭାଳିବ ତାହା ଏବେ ବି ଅସ୍ପଷ୍ଟ ରହିଛି । ତେବେ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତାଙ୍କ ଲଢେଇକୁ ନେଇ ସର୍ବଦା…
Read More...

ରୋଚକ ସ୍ଥିତିରେ କଣ୍ଟାବାଞ୍ଜି ଆସନ : ଚେର କାଟିବାକୁ ବିଦ୍ରୋହୀଙ୍କ ସଜବାଜ

କନକ ବ୍ୟୁରୋ : କଣ୍ଟାବାଞ୍ଜି ଆସନ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ ଏବଂ କଂଟାବାଞ୍ଜି ଏନଏସି (୧୬ଟି ୱାର୍ଡ) କୁ ନେଇ ଗଠିତ । ୨ ଲକ୍ଷ ୭୩ ହଜାର ୬୭୮ ଭୋଟର। ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଭୋଟରମାନଙ୍କୁ କେମିତି ଆକୃଷ୍ଟ କରିବେ ସେ…
Read More...

ଆସନ୍ତାକାଲି ବାକି ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ! ଆପଣଙ୍କ ମତରେ କାହାକୁ ମିଳିବ…

କନକ ବ୍ୟୁରୋ : ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଳକା ୯ଟି ବିଧାନସଭା ଆସନ ପାଇଁ ଘୋଷଣା କରିପାରନ୍ତି ପ୍ରାର୍ଥୀ ତାଲିକା । ବାକି ଥିବା ୯ଟି ଆସନର ପ୍ରାର୍ଥୀ ତାଲିକାରେ ଶେଷ ସ୍ପର୍ଶ ଦେଇସାରିଛନ୍ତି ନବୀନ ପଟ୍ଟନାୟକ ଏବେ କେବଳ ଘୋଷଣାକୁ ଅପେକ୍ଷା । ଚୁଡାନ୍ତ ତାଲିକାରେ ମୋହର…
Read More...

ଟିକେଟ ନେଲେ ନେତା, ଏବେ ଭରସା ଜନତା । ଟିକେଟ ନେଇ ନିର୍ବାଚନମଣ୍ଡଳୀ ମୁହାଁ ନବୀନଙ୍କ ଯୋଦ୍ଧା

କନକ ବ୍ୟୁରୋ : ଟିକେଟ ଘୋଷଣା ପରେ ଏବେ ନେତା ନିର୍ବାଚନ ମଣ୍ଡଳି ମୁହାଁ । ଗତକାଲି ପର୍ଯ୍ୟନ୍ତ ଟିକେଟ ପାଇଁ ନବୀନ ନିବାସରେ ଭିଡ କରୁଥିବା ନେତା ଟିକେଟ ଘୋଷଣା ପରେ ଆଜି ହାତରେ ଟିକେଟ ଧରି ବାହାରିଛନ୍ତି ନିର୍ବାଚନମଣ୍ଡଳୀ । ହଳଦିଆ ଲଫାପାରେ ୨୦୧୯ ମହାସମର ପାଇଁ ଅସ୍ତ୍ର ଧରି…
Read More...

କେତେ ସତ ହେବ ସର୍ଭେ ରିପୋର୍ଟ? ୨୧ରୁ ୧୮ରେ ବାଜି ମାରିବ ବିଜେଡି, ବିଜେପି ଦେବ କଡା ଟକ୍କର । ଖାତା ଖୋଲିପାରେ କଂଗ୍ରେସ…

କନକ ବ୍ୟୁରୋ : ୨୦୧୯ରେ ପୁଣିଥରେ ଓଡିଶାରେ ବିଜେଡି ଦେଖାଇବ ବଳ । ମୋଟ ୨୧ଟି ଲୋକସଭା ଆସନରୁ ୧୮ଟି ଆସନରେ ବିଜୟ ବାନା ଉଡାଇବ ବିଜେଡି । କାମ ଦେବନି ମୋଦି ମ୍ୟାଜିକ । ତେବେ ୨୦୧୯ରେ ୨୦୧୪ ଭଳି ସଫଳତା ବିଜେଡିକୁ ମିଳିନପାରେ । ବିଜେପି ଓ କଂଗ୍ରେସ ଗତ ନିର୍ବାଚନ ଠାରୁ ଭଲ ପ୍ରଦର୍ଶନ କଲେ ମଧ୍ୟ…
Read More...