Browsing Category

ରଣଭୂମୀ – 2019

ବାଲିକୁଦା-ଏରସମାରେ ମହାଲଢ଼େଇ । ଦାମଙ୍କୁ ଟକ୍କର ଦେବାକୁ କାର୍ଡ଼ ଖୋଲିଲା ବିଜେଡି, ପ୍ରଶାନ୍ତଙ୍କୁ ଥଇଥାନ କରାଇ…

କନକ ବ୍ୟୁରୋ: ବାଲିକୁଦା-ଏରସମା ପାଇଁ ବିଜେଡି ଖୋଲିଲା କାର୍ଡ଼ । ଦୀର୍ଘ ଦିନର ଛକାପଞ୍ଝା ପରେ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ । ଚଳିତ ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ରରୁ ବିଜେଡିରେ ଯୋଗଦେଇଥିବା ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ବିଜେପି ପ୍ରାର୍ଥୀ ଦାମ…
Read More...

ବାଲେଶ୍ୱର ରାଜନୀତିରେ ପ୍ରବେଶ କଲେ ପିସିସି ସଭାପତିଙ୍କ ପୁଅ । ଅଭିଜ୍ଞ ରାଜନେତାଙ୍କୁ ଚେକ୍ ଦେଇପାରିବେ କି ନୂଆ ଚେହେରା…

କନକ ବ୍ୟୁରୋ: ଏଥର ବାଲେଶ୍ୱର ଲୋକସଭା ଆସନରେ ହେବ ବିଗ୍ ଫାଇଟ୍ । କାରଣ ଆଜି ବାଲେଶ୍ୱର ପାଇଁ କାର୍ଡ ଖୋଲିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ନିର୍ବାଚନୀ ମୈଦାନ ପାଇଁ ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । ହାତ ଦଳରୁ ଶ୍ରୀକାନ୍ତ…
Read More...

ପୁରୀ ପଲିଟିକ୍ସ । ବିଜୟଧାରା ବଜାୟ ରଖିବାକୁ ପିନାକୀଙ୍କୁ ପୁଣି ପୁରୀ ମଙ୍ଗ ଧରାଇଲେ ବିଜେଡି ସୁପ୍ରିମୋ । ବିଜେପି…

କନକ ବୁରୋ: ଶ୍ରୀକ୍ଷେତ୍ରରେ କିଏ ଦେଖାଇବ ଶକ୍ତି ? ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଟକ୍କର ଦେବା ପାଇଁ ପାର୍ଲାମେଣ୍ଟରୁ ପିନାକୀ ମିଶ୍ରଙ୍କୁ ଆଣି ପୁରୀ ଲୋକସଭା ପାଇଁ ଟିକେଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁଥିବା…
Read More...

କହୁ କହୁ କହିଦେଲେ ସମ୍ବିତ, ପୁରୀରେ କେବଳ ‘ଶଙ୍ଖ’ ଫୁଟୁ । ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା, ସମ୍ବିତଙ୍କ ତୁଣ୍ଡ…

କନକ ବ୍ୟୁରୋ : ଧନରୁ ତୀର ଓ ତୁଣ୍ଡରୁ କଥା ବାହାରିଯିବା ପରେ ଆଉ କେବେ ଫେରିନଥାଏ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥାଏ । ଅଧିକାଂଶ ରାଜନେତାଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । ରାଜନେତା ମାନେ କହୁ କହୁ ଏମିତି କିଛି କହି ଦେଇଥାନ୍ତି ଯାହାକୁ ନେଇ…
Read More...

ବୀରମିତ୍ରପୁର ବାଜି ! ବିଜେଡି-ବିଜେପିର ଅଭିଜ୍ଞ ପ୍ରାର୍ଥୀଙ୍କୁ ସାମ୍ନା କରିବେ ନବାଗତ ଜର୍ଜ ତିର୍କୀଙ୍କ ପୁଅ ରୋହିତ,…

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବଳକାଥିବା ବିଧାନସଭା ଆସନର କାର୍ଡ ଖୋଲିଲେ ତିନି ଦଳ । ବିଜେଡି ତରଫରୁ ମାଖଲୁ ଏକ୍କା, ବିଜେପିର ଶଙ୍କର ଓରାମ ଓ କଂଗ୍ରେସ ତରଫରୁ ବିଧାକୟ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଜୋସେଫ୍ ତିର୍କୀଙ୍କୁ ଏହି ଆସନରେ ପ୍ରାର୍ଥୀ ଭାବେ…
Read More...

ପଶ୍ଚିମରୁ ବହିଲା ପରିବାରବାଦ ରାଜନୀତିର ପବନ? ଉପକୂଳରେ ହେବ କି ଅନୁଭୂତ, ପରିବାର ସଦସ୍ୟଙ୍କ ପାଇଁ ଲବି କରୁଛନ୍ତି…

କନକ ବ୍ୟୁରୋ : ପ୍ରଥମ ଦୁଇଟି ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ବିଜେଡିକୁ ଯେତିକି କସରତ ବା ଅଙ୍କ କଷିବାକୁ ପଡିଥିଲା ତାହାଠାରୁ ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ଅଧିକ ଚ୍ୟାଲେଞ୍ଜମୟ ହେବ । ପରବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ…
Read More...

ନିର୍ବାଚନ କୋଳାହଳରେ କମ୍ପିଲା ଓଡ଼ିଶା ! ଶୋଭାଯାତ୍ରା, ନାରାବାଜିରେ ନାଁ ଭରିଲେ ନେତା, ବିଜେପୁର ପାଇଁ ପ୍ରାର୍ଥୀପତ୍ର…

କନକ ବ୍ୟୁରୋ : ଆଜି ଦେଖିବାକୁ ମିଳିଥିଲା ରାଜନୀତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଯେଉଁଥିପାଇଁ ୫ ବର୍ଷ କାଳ ନେତା ଅପେକ୍ଷା କରିଥାନ୍ତି, ସେହି ମୁହୁର୍ତ ଆସିଥିଲା ନେତାଙ୍କ ପାଇଁ । ଟିକେଟ୍ କସରତ ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନେତା । ବିରାଟ ପଟୁଆର ସହ ଜିନ୍ଦାବାଦ…
Read More...

ବିଜେପିରେ ନବୀନ ଅସନ୍ତୁଷ୍ଟଙ୍କ ମହାମେଳି । ‘ପଦ୍ମ’ ସାହାରାରେ ‘ଶଙ୍ଖ’ ଗଡ଼ ଭେଦିବାକୁ ରଣନୀତି, ଏକାକୀ ଛିଡ଼ା ହୋଇଛନ୍ତି…

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ଶାସକ ବିଜେଡିକୁ ମାତ୍ ଦେବାକୁ ଶକ୍ତି ଗୋଟାଉଛନ୍ତି ବିରୋଧୀ । ବିଶେଷ କରି ଶାସକ ବିଜେଡିର ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବା ବିଜେପି ଦଳରେ ଏବେ ନବୀନଙ୍କ ବିରୋଧୀମାନେ ମେଳି କରିଛନ୍ତି । ଆଉ ଜଣକ ପରେ ଜଣେ ‘ଶଙ୍ଖ’ ନାଦକୁ ବନ୍ଦ କରିବାକୁ ‘ପଦ୍ମ’ର…
Read More...

କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ । ଅନୁପ ନୁହେଁ କିଶୋରଙ୍କ ହାତରେ ବ୍ରଜରାଜନଗର ବିଜେଡିର ମଙ୍ଗ ଧରାଇଲେ ସୁପ୍ରିମୋ ।

କନକ ବ୍ୟୁରୋ: ଦୀର୍ଘ ଦିନର ଛାକପଞ୍ଝା ପରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଅନୁପ ସାଏଙ୍କ ବଦଳରେ କିଶୋର ମହାନ୍ତିଙ୍କୁ ଟିକେଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରୁ ନବଦାସଙ୍କୁ ଟିକେଟ୍ ଦେବାପରେ କିଶୋରଙ୍କୁ କିପରି ଥଇଥାନ…
Read More...

ଆସିକା ଆସନ ଉପରେ ଅଟକିଛି ଆଖି! ନବୀନଙ୍କ ପ୍ରଥମ ନିର୍ବାଚନୀ କ୍ଷେତ୍ରରୁ ଭାଗ୍ୟ ପରୀକ୍ଷା କରିବେ ଦୁଇ ମହିଳା ।

କନକ ବ୍ୟୁରୋ: ଆସିକା ଲୋକସଭା ଆସନ ଉପରେ ସମସ୍ତଙ୍କ ଆଖି ଅଟକି ରହିଛି । କାରଣ ଚଳିତ ନିର୍ବାଚନରେ ଆସିକା ଆସନରୁ ନିଜର ରାଜନୈତିକ ଇନିଂସର ଡେବ୍ୟୁ କରିବାକୁ ଯାଉଛନ୍ତି ଦୁଇ ମହିଳା । ଏହି ଦୁଇ ମହିଳାଙ୍କ ମଧ୍ୟରେ ଅଛନ୍ତି ବିଜେଡିର ପ୍ରମିଳା ବିଶୋୟୀ ଏବଂ ବିଜେପିର ଅନିତା ପ୍ରିୟଦର୍ଶିନୀ ।…
Read More...