Browsing Category

ନ୍ୟୁଜ୍

ଅଲ-ବଦର, ଜୈଶ, ଲଶ୍କର ଏବଂ ହିଜବୁଲର ନୂଆ ଷଡଯନ୍ତ୍ର : କାଶ୍ମୀରରେ ଅନୁପ୍ରବେଶ କରିବାକୁ ୨୦୦ ଆତଙ୍କବାଦୀ ପ୍ରସ୍ତୁତ

ପାକ ଅଧିକୃତ କାଶ୍ମୀରରେ ପାକିସ୍ତାନ ଦ୍ଵାରା  ୧୮ ଟି ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଏବଂ ୩୭ ଟି ଲଞ୍ଚ ପ୍ୟାଡକୁ ପୁନଃ ସକ୍ରିୟ କରାଯାଇଛି । ଯେଉଁଠାରେ ୨୦୦ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଆତଙ୍କବାଦୀ ତାଲିମ ଶିବିରଗୁଡିକ…
Read More...

ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ । ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା…

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୁମ୍ବାଇ ସ୍ଥିତ କାଯକୁ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛି ଏହି ଅଜଣା ବ୍ୟକ୍ତି । ମୁମ୍ବାଇ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ…
Read More...

ଇଡକୋ ସିଜିଏମଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ୧୦ ଜଣ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟ…
Read More...

ନୌସେନାରେ ସାମିଲ ହେଲା ବିଧ୍ୱଂସକ ଆଇଏନଏସ ଇମ୍ଫାଲ । ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ବଢ଼ାଇବ ନୌସେନାର…

କନକ ବ୍ୟୁରୋ: ଭାରତ ମହାସାଗରରେ ବଢିଲା ଭାରତୀୟ ନୌସେନାର ଶକ୍ତି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି । ମୁମ୍ବାଇ ସ୍ଥିତ ନୌସେନାର ଡକୟାର୍ଡରେ ଆୟୋଜିତ ସମାରୋହରେ ଆଇଏନଏସ ଇମ୍ଫାଲକୁ ନୌସେନାରେ…
Read More...

ଭାରତର ଅନ୍ୟ ରାଜ୍ୟ ଭଳି ହୁଏ ନାହିଁ ମିଜୋରାମରେ ନିର୍ବାଚନ । ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ମିଜୋରାମ ନିର୍ବାଚନ ଭାରତ ଅନ୍ୟ ରାଜ୍ୟର ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ନିର୍ବାଚନ ବେଳେ ସେଠାରେ କୌଣସି ବଡ ବଡ ରାଲି ହୁଏନାହିଁ କି ବଡ ଆୟୋଜନ କରିବାର ପରମ୍ପରା ମଧ୍ୟ ନାହିଁ । ଏବଂ ସେଠାରେ ନିର୍ବାଚନକୁ ନେଇ କୌଣସି ରାଜନୈତିକ ଦଳମାନଙ୍କ ମଧ୍ୟରେ ଗଣ୍ଡଗୋଳ କି…
Read More...

ଜୋଶର ସହ ସାଇକେଲରେ ଭୁବନେଶ୍ୱର ଆସିଲେ, ହାଲିଆ ହୋଇ ଟ୍ରକରେ କଟକ ଫେରିଲେ । ବିଜେଡି ପ୍ରତିଷ୍ଠା ଦିବସରେ ହଇରାଣ ହେଲେ…

କନକ ବ୍ୟୁରୋ : ସାଇକେଲରେ ଆସିଲେ ଟ୍ରକରେ ଫେରିଲେ । ଅବସର ଥିଲା ବିଜେଡିର ପ୍ରତିଷ୍ଠା ଦିବସ । ଏଥିପାଇଁ ଆୟୋଜିତ ସାଇକଲ ରାଲିରେ ଯୋଗଦେବାକୁ କଲେଜ ଛାତ୍ରଙ୍କୁ ଡକାଯାଇଥିଲା । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନ ବନ୍ଦର ନିକଟ ଶଙ୍ଖ ଭବନ ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା ହୋଇଥିଲା । ଦଳର…
Read More...

ଗାଁ ମଝିରେ ମହାବଳ, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ବାଘକୁ କାବୁ କରିବାକୁ ନାକେଦମ ହେଲା ବନବିଭାଗ ।

କନକ ବ୍ୟୁରୋ : ରାସ୍ତାରେ ବା ଗାଁ ମଝିରେ ଆପଣ ଗାଈ, ବିଲେଇ, କୁକୁର ଏମିତି ପଶୁକୁ ଦେଖିଥିବେ । କିନ୍ତୁ ଗାଁ ଭିତରେ ବୁଲୁଛି ମହାବଳ ବାଘ । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତରପ୍ରଦେଶ ପିଲିଭିତର ଅଟକୋନା ଗାଁରେ । ସୋମବାର ରାତିରେ ଗାଁରେ ଜଣଙ୍କ…
Read More...

ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ଼, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ଥାନାକୁ ଗଲା ମାମଲା,…

କନକ ବ୍ୟୁରୋ : ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ । ବଲାଙ୍ଗୀର ଜିଲ୍ଲାରୁ ଆସିଛି ସରକାରୀ ବାବୁଙ୍କ ଦାଦାଗିରିର ଖବର । ହରିଶଙ୍କରରେ ଫାଇଭ-ଟି ଅଧିନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିବାକୁ ପହଞ୍ଚିଥିଲେ ପିଡବ୍ଲୁଡି ଏସଡିଓ ଶ୍ରୀଧର ଦାସ । ଏହି ସମୟରେ ସେଠାରେ ଚଙ୍ଗରିଆ…
Read More...

କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାର ପ୍ରତିବାଦ । ଘଣ୍ଟା ଘଣ୍ଟା ଧରି ରିଙ୍ଗ୍ ରୋଡ ଅବରୋଧ କଲେ ଶତାଧିକ…

କନକ ବ୍ୟୁରୋ : କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାରେ ପ୍ରତିବାଦ । ଶତାଧିକ ଡ୍ରାଇଭର ଘଂଟା ଘଂଟା ଧରି କୋଣାର୍କ ରିଙ୍ଗ ରୋଡ଼ ଅବରୋଧ କରିବା ଦ୍ୱାରା ଅଟକି ରହିଲା ଶହ ଶହ ଗାଡ଼ି । କୋଣାର୍କ ଏନଏସିରେ ଗାଡ଼ି ପାର୍କିଂ ଫି ଆଦାୟକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ବେଳେ…
Read More...

ଆମେରିକା ଆଡକୁ ଅଗ୍ରସର ହେଉଛି ଶରଣାର୍ଥୀଙ୍କର ଏକ ବଡ଼ ଗୋଷ୍ଠୀ  : ଦୁଇ ବର୍ଷରେ ୨୦ ଲକ୍ଷ ଗିରଫ

ଭେନେଜୁଏଲା, ନିକାରାଗୁଆ, କ୍ୟୁବା ଏବଂ ହୋଣ୍ଡୁରାସ ସମେତ ଅନେକ ଦେଶରୁ ଆସିଥିବା ଶରଣାର୍ଥୀମାନେ ଏବେ ଧୀରେ ଧୀରେ ଆମେରିକା ସୀମା ଆଡକୁ ଅଗ୍ରସର ହେଉଛନ୍ତି ।  ଏହାକୁ ନେଇ  ଆମେରିକା ବହୁତ କ୍ରୋଧରେ  ଅଛି । ବେଆଇନ ଭାବେ ସୀମାରେ ପ୍ରବେଶ କରିଥିବା ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଆମେରିକା ସରକାର…
Read More...