Browsing Category

ନ୍ୟୁଜ୍

ଅର୍ଥାଭାବ ଦୂର କରିବାକୁ ଦମ୍ପତ୍ତିଙ୍କ ନୃଶଂସ କାଣ୍ଡ, ଦୁଇ ମହିଳାଙ୍କୁ ଚଢାଇ ଦେଲେ ବଳି

କନକ ବ୍ୟୁରୋ : ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧାର ଗଳି ଭିତରେ ଝୁଣ୍ଟୁଛି ମଣିଷ । ଧର୍ମ ଜାତି ଓ ଆସ୍ଥା ଆଗରେ ହାର ମାନୁଛି ଶିକ୍ଷା, ବିଜ୍ଞାନ ଓ ବିକାଶ । ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ କୁହାଯାଉଥିବା କେରଳରୁ ଆସିଛି ଆପଣଙ୍କ ଛାତି ଥରାଇଦେବା ଭଳି ଘଟଣା । ରାଜ୍ୟର ପଥାନାମାଥିଟ୍ଟା ଜିଲ୍ଲାର…
Read More...

କଳା ଟଙ୍କା ବିନା ନିର୍ବାଚନ ଲଢିବା ଓ ଜିତିବା ସମ୍ଭବ କି? ସମ୍ବାଦ ଓ କନକ ନ୍ୟୁଜ୍ ବାର୍ଷିକ ବିତର୍କରେ ମତ ରଖିଲେ ୩ ଦଳର…

କନକ ବ୍ୟୁରୋ: କଳାଟଙ୍କା ବିନା ନିର୍ବାଚନ ଲଢିବା ଓ ଜିତିବା ସମ୍ଭବ କି? ଆଜିର ଦିନରେ ନିର୍ବାଚନ ଲଢିବା ପାଇଁ ଅର୍ଥ ନିହାତି ଜରୁରୀ । ଏହି ପ୍ରସଙ୍ଗକୁ ନେଇ ସମ୍ବାଦଓ କନକ ନ୍ୟୁଜର ବାର୍ଷିକ ବିତର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ତିନି ଦଳର ବରିଷ୍ଠ ନେତା ସେମାନଙ୍କ ମତ ରଖିଛନ୍ତି । ଆଲୋଚନା ବେଳେ…
Read More...

ଦାନ ଉତ୍ସବ ପାଳିଲା ବାର୍ବିକ୍ୟୁ ନେଶନ: ୧୨୦ ବସ୍ତି ପିଲାଙ୍କୁ ଦିଆଗଲା ମାଗଣା ଖାଦ୍ୟ

କନକ ବ୍ୟୁରୋ: ବାର୍ବିକ୍ୟୁ ନେଶନ ପକ୍ଷରୁ ବସ୍ତି ପିଲାଙ୍କୁ ମିଳିଲା ମାଗଣା ଖାଦ୍ୟ । ଦାନ ଉତ୍ସବ ପାଳନ ଅବସରରେ ଭୁବନେଶ୍ୱରର ବିଭିନ୍ନ ବସ୍ତିର ୧୨୦ ପିଲାଙ୍କୁ ଦିଆଗଲା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ । କୋଲଡ଼ ଡ଼ିଙ୍କସ, ବିରିୟାନି, ଆଇସ୍କ୍ରିମ୍, ଗୁଲାବ ଜାମୁନ ଭଳି ବିଭିନ୍ନ ସୁସ୍ୱାଦୁ…
Read More...

ଅର୍ଚ୍ଚନା ମାମଲା, ବିଜେଡିର ଜବାବ : କହିଲା ତଦନ୍ତକାରୀ ସଂସ୍ଥାର ଆଳ ଦେଖାଇ ଖସିଯିବାକୁ ଚାହୁଁଛି ବିଜେପି

କନକ ବ୍ୟୁରୋ : ଅର୍ଚ୍ଚନା ମାମଲାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିବା ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ପ୍ରତିକ୍ରିୟା ରଖି ବିଜେଡି କହିଛି ତଦନ୍ତକାରୀ ସଂସ୍ଥାର ଆଳ ଦେଖାଇ ଖସିଯିବାକୁ ଚାହୁଁଛି ବିଜେପି । ସେପଟେ, ଏହି ଘଟଣାରେ…
Read More...

ଓସ୍କାର ପାଇଁ ପଠାଯାଇଛି ଫିଲ୍ମ । ହେଲେ ରିଲିଜ୍ ପୂର୍ବରୁ ଚାଲିଗଲା ଶିଶୁ କଳାକାରଙ୍କ ଜୀବନ ।

କନକ ବ୍ୟୁରୋ: ଆଉ ମାତ୍ର କିଛି ଦିନ ପରେ ରିଲିଜ୍ ହୋଇଥାନ୍ତା ଫିଲ୍ମ । ହେଲେ ଏହା ପୂର୍ବରୁ ଚାଲିଗଲା ଏଥିରେ ଅଭିନୟ କରିଥିଲା ଶିଶୁ କଳାକାରଙ୍କ ଜୀବନ । ଗୁଜୁରାଟି ଫିଲ୍ମ ‘ଛେଲୋ ଶୋ’ (ଦ ଲାଷ୍ଟ ଫିଲ୍ମ ଶୋ’)ର ଶିଶୁ କଳାକାର ରାହୁଲ କୋଲିଙ୍କର ନିଧନ ହୋଇଛି । ୧୫ ବର୍ଷୀୟ ରାହୁଲଙ୍କ ମୃତ୍ୟୁ…
Read More...

ଜାତୀୟ ରାଜନୀତିରେ ୭ ଥର କିଙ୍ଗମେକର ସାଜିଛନ୍ତି ମୁଲାୟମ, କେବେ ସରକାର ଭାଙ୍ଗିଛନ୍ତି ତ କେବେ ଗଢିଛନ୍ତି

କନକ ବ୍ୟୁରୋ : ରାମ ମନୋହର ଲୁହିଆଙ୍କ ସମାଜବାଦୀ ବିଚାରଧାରା ଭିତରେ ବଢିଥିବା ମୁଲାୟମ ସିଂ ଯାଦବ ଦେଶରେ ପ୍ରତିଷ୍ଠିତ ନେତାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଉତ୍ତର ପ୍ରଦେଶ କ୍ଷମତା ରାଜନୀତିରେ ରାଜା ଥିଲେ ତ ପୁଣି କେନ୍ଦ୍ର ରାଜନୀତିରେ କିଙ୍ଗମେକର । ସେ ତାଙ୍କର ୫୫ ବର୍ଷ ରାଜନୈତିକ ଜୀବନ…
Read More...

କାଳେ ଚାଲାଣ କଟିବ , ଡରରେ ଠେଲା ଗାଡି ବେପାରୀ ପିନ୍ଧିଲେ ହେଲମେଟ । 

କନକ ବ୍ୟୁରୋ: ପରିବା ବିକିବାକୁ ଠେଲା ଗାଡି ଧରି ଯାଉଛନ୍ତି  । ହେଲେ ମୁଣ୍ଡରେ ହେଲମେଟ୍ । କାଳେ ପୋଲିସ ଚାଲାଣ କାଟିବ, ସେହି ଭୟରେ କାହାଠୁ ମାଗିଆଣି ହେଲମେଟ୍ ପିନ୍ଧିଛନ୍ତି ପରିବା ବିକାଳି । ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ଏକ ମାର୍କେଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏହି ଭିଡିଓ…
Read More...

ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବଢ଼ୁଛି ଅଡୁଆ : ନିଶା କିମ୍ବା ବିଷ ଦେବା ପରି ୧୬ଟି ସଙ୍ଗୀନ ଦଫା ଲଗାଇଛି ପୋଲିସ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଖଣ୍ଡଗିରି ଥାନାରେ ଯୁବତୀ କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି । ୧୬ଟି ଦଫା ଲଗାଇଛି ପୋଲିସ । ଅର୍ଚ୍ଚନାଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ଏହି ଷୋହଳ ଦଫା । ଅପରାଧ ଘଟାଇବା ଉଦ୍ଦେଶ୍ୟରେ ନିଶା…
Read More...

ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା : ଏହି ତାରିଖରେ ଚାଷୀଙ୍କ ଖାତାକୁ ଆସିବ ୪ ହଜାର ଟଙ୍କା

କନକ ବ୍ୟୁରୋ : ଯଦି ଆପଣ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାର ହିତାଧିକାରୀ ତେବେ ଏହା ଆପଣଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାର ଏହି ଯୋଜନାର ୧୨ ତମ କିସ୍ତି ଦିପାବଳୀ ପୂର୍ବରୁ ଚାଷୀଙ୍କୁ ଦେବାକୁ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୭ ତାରିଖରେ ପୁସା…
Read More...

ଟ୍ରେନରେ ମିଳୁନି କି ରିଜର୍ଭେସନ୍? ଟିକେଟ୍ କନଫର୍ମ ପାଇଁ ଆପଣାନ୍ତୁ IRCTCର ଏହି ସ୍କିମ୍

କନକ ବ୍ୟୁରୋ: ଟ୍ରେନ୍ ଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବାକୁ ଭାରତୀୟ ରେଳ ବିଭାଗ ଜାରି କରିଛି ସ୍ୱତନ୍ତ୍ର ସ୍କିମ୍ । ଅନେକ ସମୟରେ ଟ୍ରେନରେ ରିଜର୍ଭେସନ୍ ସମ୍ଭବ ହେଉନଥିବାରୁ ଯାତ୍ରୀ ହଟହଟା ହୁଅନ୍ତି ।ହେଲେ ଏପରି ସମସ୍ୟାରୁ ବର୍ତ୍ତିବାକୁ ଆରସିଟିସି କରିଛି ‘ବିକଳ୍ପ ସ୍କିମ୍’ । ଅନ୍ୟ…
Read More...