ଦାନ ଉତ୍ସବ ପାଳିଲା ବାର୍ବିକ୍ୟୁ ନେଶନ: ୧୨୦ ବସ୍ତି ପିଲାଙ୍କୁ ଦିଆଗଲା ମାଗଣା ଖାଦ୍ୟ

111

କନକ ବ୍ୟୁରୋ: ବାର୍ବିକ୍ୟୁ ନେଶନ ପକ୍ଷରୁ ବସ୍ତି ପିଲାଙ୍କୁ ମିଳିଲା ମାଗଣା ଖାଦ୍ୟ । ଦାନ ଉତ୍ସବ ପାଳନ ଅବସରରେ ଭୁବନେଶ୍ୱରର ବିଭିନ୍ନ ବସ୍ତିର ୧୨୦ ପିଲାଙ୍କୁ ଦିଆଗଲା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ । କୋଲଡ଼ ଡ଼ିଙ୍କସ, ବିରିୟାନି, ଆଇସ୍କ୍ରିମ୍, ଗୁଲାବ ଜାମୁନ ଭଳି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପିଲାମାନଙ୍କୁ ଦିଆଯାଇଛି ।