Browsing Category

ନ୍ୟୁଜ୍

ପୁଅର କ୍ରିକେଟ୍ ପାଇଁ ଦିନେ ବାପା ଛାଡିଥିଲେ ଚାକିରି । ଏବେ ପୁଅ ଖେଳିବ ଆଇପିଏଲ୍ ।

କନକ ବ୍ୟୁରୋ: ଦିନେ ବାପା ପୁଅର କ୍ରିକେଟ୍ ଖେଳ ପାଇଁ ଚାକିରି ଛାଡିଥିଲେ । ଆଉ ନିଜ ପୁଅ ପାଇଁ କ୍ୟାରିୟରକୁ ବାଜିରେ ଲଗେଇଥିଲେ । ଏବେ ସେହି ପୁଅ ସଫଳତା ପାଇଛି, ସଂଘର୍ଷ ଭିତରେ ସୁନା ଭଳି ଚମକିଛି । ଏ କାହାଣୀ ହେଉଛି ଗତକାଲି ଆଇପିଏଲ୍ ଖେଳାଳି ନିଲାମରେ ବିକ୍ରି ହେଇ ଚେନ୍ନାଇ…
Read More...

ଶାହୀ ମସଜିଦ ତଳେ ମନ୍ଦିର ରହିଥିବା ଅଭିଯୋଗ, ସର୍ଭେ କରିବାକୁ କୋର୍ଟ ଦେଲେ ଆଦେଶ

କନକ ବ୍ୟୁରୋ : ମଥୁରାର ସ୍ଥାନୀୟ ଅଦାଲତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ଓ ଶାହୀ ମସଜିଦ ବିବାଦ ମାମଲାରେ ବିବାଦିତ ଜମିକୁ ସର୍ଭେ କରିବାକୁ ନର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଦାବି ଉପରେ ଶୁଣାଣି କରି ଜଷ୍ଟିସ ତୃତ୍ରୀ ସୋନିକା ବର୍ମା ଏହି ଆଦେଶ…
Read More...

ଗୋବିନ୍ଦ ସାହୁ ମୃତ୍ୟୁକୁ ବଢୁଛି ସନ୍ଦେହ । ସେପଟେ ତନାଘନା କରୁଛି କ୍ରାଇମବ୍ରାଞ୍ଚ , ମହାଲିଙ୍ଗ କଲେଜରୁ ଡାଏରୀ ଜବତ

କନକ ବ୍ୟୁରୋ: ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢିଚାଲିଛି । ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହଛି ସେ ନେଇ ପୋଲିସ କି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରୁ ନାହାଁନ୍ତି । ଏସବୁ ଭିତରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଛି…
Read More...

୨୬ରେ ବଡ ରାଜନୈତିକ ଡ୍ରାମା । ବିଜେଡି ପାଳିବ ପ୍ରତିଷ୍ଠା ଦିବସ, ବିଜେପି କରିବ ସତ୍ୟାଗ୍ରହ ।

କନକ ବ୍ୟୁରୋ: ଆସନ୍ତା ୨୬ତାରିଖରେ ରାଜ୍ୟରେ ଦେଖିବାକୁ ମିଳିବ ରାଜନୈତିକ ହାଇଡ୍ରାମା । ଗୋଟେପଟେ ପୁରୀରେ ବିଜେଡି ୨୫ବର୍ଷ ପୂର୍ତ୍ତିିର୍ ଉପଲକ୍ଷେ ସିଲଭର ଜୁବଲୀ ପାଳନ କରିବାକୁ ଯାଉଛି । ଆଉ ଅନ୍ୟପଟେ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବାକୁ ସଜ ହେଉଛି । ବିଜେଡି ସିଲଭର ଜୁବଲି ପାଳନ…
Read More...

ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି । ମହାଲିଙ୍ଗ କଲେଜରୁ ଡାଏରୀ ଜବତ ପରେ ଗୋବିନ୍ଦଙ୍କ ଘରେ…

କନକ ବ୍ୟୁରୋ: ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିବାରେ ଲାଗିଛି । ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହଛି ସେ ନେଇ ପୋଲିସ କି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରୁ ନାହାଁନ୍ତି । ଏସବୁ ଭିତରେ ମହାଲିଙ୍ଗ କଲେଜରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍…
Read More...

ନ୍ୟୁୟର୍କରେ -୪୫ଡିଗ୍ରୀ ପର୍ଯ୍ୟନ୍ତ ଖସିଲା ପାରଦ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର

କନକ ବ୍ୟୁରୋ : ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଲକ୍ଷ ଲକ୍ଷ ଲୋକ ଏବେ ଶୀତରେ ପ୍ରଭାବିତ ହୋଇଛନ୍ତି । ଖ୍ରୀଷ୍ଟମାସ ପାଇଁ ଲୋକମାନେ ଅନେକ କିଛି ଯୋଜନା କରିଥିବା ବେଳେ ଅତ୍ୟାଧିକ ଶୀତ ପାଇଁ ସେମାନେ ଏବେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ବମ୍ ଚକ୍ରବାତ କାରଣରୁ ୧୪ ଲକ୍ଷରୁ ଅଧିକ ଘର ଓ ବ୍ୟବସାୟ…
Read More...

ଅର୍ଚ୍ଚନାଙ୍କ ଦସ୍ତଖତ ଆଣିଲା ଖଣ୍ଡଗିରି ପୁଲିସ । ଜବତ ଡାଏରୀ ଅକ୍ଷର ସହ ହସ୍ତାକ୍ଷର ମେଳ ଖାଇଲେ ଖୋଲିବ ଆହୁରି ଗୁମର ।

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପୁଲିସକୁ ଦେଲେ ସ୍ପେସିମେନ ସିଗ୍ନେଚର । ଝାରପଡା ଜେଲରୁ କମିସନରେଟ ପୁଲିସ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କରିଛି । ଅର୍ଚ୍ଚନା ନାଗଙ୍କୁ ଗିରଫ ପରେ ତାଙ୍କ ଘରୁ ଜବତ ହୋଇଥିବା ଡାଏରୀରେ ଥିବା ହାତଲେଖା କାହାର, ଏହା ଜାଣିବା ପାଇଁ ପୁଲିସକୁ…
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟା ଉପରୁ ପରଦା ହଟାଇ ପାରୁନି କ୍ରାଇମବ୍ରାଞ୍ଚ । ଦ୍ୱନ୍ଦ୍ୱ ବଢାଇଲା ସିସିଟିଭି ଫୁଟେଜ୍ ।

କନକ ବ୍ୟୁରୋ: ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟୁନି । ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହଛି ସେ ନେଇ ପୋଲିସ କି କ୍ରାଇମବ୍ରାଂଚ ସ୍ପଷ୍ଟ କରୁ ନାହାଁନ୍ତି । କିନ୍ତୁ ଏସବୁ ଭିତରେ ଦ୍ୱନ୍ଦ୍ୱ ବଢ଼ାଇଛି ସିସିଟିଭି ଫୁଟେଜ୍ ।…
Read More...

କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ । ଅନ୍ୟପଟେ ଭୟ ନକରିବାକୁ କହିଲେ ରାଜ୍ୟ…

କନକ ବ୍ୟୁରୋ: ଗୋଟେପଟେ ଦେଶରେ ପୁଣିଥରେ ମୁଣ୍ଡ ଟେକିଥିବା କରୋନାର ମୁକାବିଲା ପାଇଁ କଟକଣାକୁ କେନ୍ଦ୍ର କଡାକଡି କରିଥିବାବେଳେ ଏ ନେଇ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ସୂଚନା ଦେଇଛନ୍ତି । ହସ୍ପିଟାଲରେ ଆବଶ୍ୟକ ବେଡ୍ ସହ ଯଥେଷ୍ଟ ଅକ୍ସିଜେନ ଓ ଭେଂଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ…
Read More...

କେତେ ସୁରକ୍ଷିତ ଗର୍ଭ ଅବସ୍ଥାରେ ମଦ୍ୟପାନ, ଗର୍ଭସ୍ଥ ଶିଶୁ ଉପରେ ପଡିବ କି ପ୍ରଭାବ ?

କନକ ବ୍ୟୁରୋ : ସମୟ ବଦଳୁଛି । ଏହାସହିତ ତାଳଦେଇ ଆମର ଜୀବନଶୈଳୀ ବି ବଦଳିବାରେ ଲାଗିଛି । ସମୟ ଥିଲା ନିଶାପାନ କେବଳ ପୁରୁଶମାନେ କରୁଥିଲେ । ହେଲେ ଏବେ ଅଧିକାଂଶ ମହିଳାମାନେ ମଧ୍ୟ ନିଶା ସେବନ କରୁଛନ୍ତି । ବିଶେଷ କରି ଉଚ୍ଚବର୍ଗର ମହିଳାମାନେ ନିଶାସେବନ କରୁଥିବା ଦେଖିବାକୁ ମିଳୁଛି । ହେଲେ…
Read More...