Browsing Category

ନ୍ୟୁଜ୍

ଆସିଲା ତୃତୀୟ ରାଉଣ୍ଡର ଟ୍ରେଣ୍ଡ: ଏବେ ସୁଦ୍ଧା ବିଜେଡି ୫, ୭୬୬ ଭୋଟରେ ଆଗୁଆ

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁରରୁ ଆସିଲା ତୃତୀୟ ରାଉଣ୍ଡର ଟ୍ରେଣ୍ଡ । ତୃତୀୟ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ୨,୧୪୭ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ତୃତୀୟ…
Read More...

୨ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ: ପଢନ୍ତୁ କିଏ ପାଇଲା କେତେ ଭୋଟ ?

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁରରୁ ଆସିଲା ଦ୍ୱିତୀୟ ରାଉଣ୍ଡର ଟ୍ରେଣ୍ଡ । ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ୩,୬୧୯ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡରେ…
Read More...

ଗୁଜରାଟରେ ଚିତପତାଙ୍ଗ କଂଗ୍ରେସ: ସେପଟେ ହିମାଚଳ ପ୍ରଦେଶରେ ବିଜେପି-କଂଗ୍ରେସ ମଧ୍ୟରେ ସାପସିଡି ଖେଳ 

କନକ ବ୍ୟୁରୋ: ଗୁଜରାଟ ଓ ହିମାଚଳ ପ୍ରଦେଶରେ କିଏ ବାଜି ମାରୁଛି, ତା’ ଉପରେ ନଜର । ସକାଳ ୮ଟାରୁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହୋଇଛି । ଗୁଜରାଟରେ ବିଜେପି ବହୁତ ଆଗରେ ରହିଥିବା ବେଳେ କଂଗ୍ରେସ ପଛରେ ପଡିଛି । ଗୁଜରାଟରେ ବିଜେପି ୧୪୬ ସିଟରେ ଆଗୁଆ ରହିଛି ଆଉ…
Read More...

ଆରମ୍ଭରୁ ବିଜେଡି ଆଗରେ: ପ୍ରଥମ ରାଉଣ୍ଡରେ ବିଜେଡି ୧,୭୧୨ ଭୋଟରେ ଆଗୁଆ

କନକ ବ୍ୟୁରୋ: ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ପଦ୍ମପୁରରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ୧,୭୧୨ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ପ୍ରଥମ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର…
Read More...

ପ୍ରରମ୍ଭିକ ଟ୍ରେଣ୍ଡ : ଗୁଜରାଟରେ ବିଜେପି ଆଗରେ, ହିମାଚଳରେ ବିଜେପିଠୁ ପଛରେ ପକାଇଛି କଂଗ୍ରେସ

କନକ ବ୍ୟୁରୋ : ଗୁଜରାଟରେ ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁ ଆଗରେ ବିଜେପି । ଶହେରୁ ଅଧିକ ଆସନରେ ଆଗୁଆ ଭାରତୀୟ ଜନତା ପାର୍ଟି । କଂଗ୍ରେସ ୩୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ଏବଂ ଆପକୁ ବଡ ଝଟକା ଲାଗିଛି । ଗୁଜରାଟରେ ଆପର ସ୍ଥିତି ଖରାପ ଥିବା ଦେଖିବାକୁ ମିଳି । ସେପଟେ ହିମାଚଳରେ ବିଜେପିଠୁ…
Read More...

ପଦ୍ମପୁରରେ ଚାଲିଛି ଭୋଟ୍ ଗଣତି: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଲେ, ୫ ହଜାର ଭୋଟରେ ଜିତିବ ଦଳ

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ନେଇ ଚାଲିଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରେ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ…
Read More...

ପ୍ରଦୂଷଣ ବଳୟରେ ଦିଲ୍ଲୀ । ଖରାପ ସ୍ଥିତିରେ ବାୟୁର ଗୁଣବତା, ବଢିଲା ଚିନ୍ତା

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ଦିଲ୍ଲୀରେ ପୁଣି ମୁଣ୍ଡ ଟେକିଛି ବାୟୁ ପ୍ରଦୁଷଣ ସମସ୍ୟା । ଗତ ୬ଦିନ ହେବ ଦିଲ୍ଲୀର ବାୟୁ ଗୁଣବତା ବେଶ ଖରାପ ସ୍ଥିତିରେ ରହିଛି । ସେହିପରି ଆଗାମୀ ୩ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବା ସମ୍ଭାବନା ରହିଛି । ବୁଧବାର ଏକ୍ୟୁଆଇ ୩୫୬ ରହିଛି ।…
Read More...

ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ: ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ ଗଣତି

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟରୁ ଗଣତି ଆରମ୍ଭ ହୋଇଛି । ୨୯୬ଟି ପୋଷ୍ଟାଲ ବାଲାଟ ଗଣତି ହେଉଛି । ୮ଟା.୩୦ରେ ହେବ ଇଭିଏମ ଗଣତି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଓ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ…
Read More...

ଆଜି ଆସିବ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଆସନର ଫଳାଫଳ । କାହାର ହେବ ଗୁଜୁରାଟ୍ ଗଡ? ଏକଜିଟ୍ ପୋଲର…

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ କିଏ ବାଜି ମାରୁଛି, ତା’ ଉପରେ ରହିବ ନଜର । ସକାଳ ୮ଟାରୁ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ହେବ । ଗୁଜରାଟରେ ମୋଟ ୧୮୨ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେବ । ବିଜେପି ୨୭ ବର୍ଷ ଧରି ଗୁଜରାଟରେ ଶାସନ କରିଆସୁଛି ।…
Read More...

କିଏ ମାରିବ ପଦ୍ମପୁର ବାଜି, ଆଜି ଫଇସଲା । ୮ଟାରୁ ଭୋଟ୍ ଗଣତି

କନକ ବ୍ୟୁରୋ : କାହା ହାତକୁ ଯିବ ପଦ୍ମପୁର ଆସନ । ଆଜି ହେବ ଫଇସଲା । ବାସ ଆଉ କେଇ ଘଂଟା ପରେ ଆରମ୍ଭ ହୋଇଯିବ ଗଣତି । ପଦ୍ମପୁରରେ ବିଜେଡି ତା’ର ଆସନ ବଜାୟ ରଖୁଛି ନା ଧାମନଗର ପରି ପଦ୍ମପୁରରେ ପଦ୍ମ ଫୁଟାଇବ ବିଜେପି, ତା’ ଉପରେ ସମସ୍ତଙ୍କ ନଜର । ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ,…
Read More...