Browsing Category

ନ୍ୟୁଜ୍

ଧନୁଯାତ୍ରାରେ କରିଥାନ୍ତେ ବଳରାମ ଭୂମିକାରେ ଅଭିନୟ: ଖେଳୁଥିବା ବେଳେ ତଳେ ପଡି ଚାଲିଗଲା କୁନି କଳାକାରଙ୍କ ଜୀବନ

କନକ ବ୍ୟୁରୋ: କୁନି କଳାକାର ଶ୍ରେୟାସ ପୂଝାରୀଙ୍କ ବିୟୋଗ । ଖେଳୁଥିବା ବେଳେ ତଳେ ପଡିଯିବାରୁ ଗୁରୁତର ହୋଇଥିଲେ । ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ବରଗଡ ଧନୁଯାତ୍ରା ପାଇଁ ଶ୍ରେୟାସ ହୋଇଥିଲେ ଚୟନ । ଆମ୍ବାପାଲିରେ ବଳରାମ ଭୂମିକାରେ କରିଥାନ୍ତେ ଅଭିନୟ । ବଳରାମ ଭୂମିକା ପାଇଁ…
Read More...

ନବୀନଙ୍କ ଠାରୁ ଶିଖୁ କଂଗ୍ରେସ । ବରିଷ୍ଠ ନେତାଙ୍କୁ ସମ୍ମାନର ସହ ପଛକୁ ପଠାଇ ଯୁବବର୍ଗଙ୍କୁ ସୁଯୋଗ ଦେଉ ହାତ । ପଦ୍ମପୁର…

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଉପ-ନିର୍ବାଚନରେ କଂଗ୍ରେସର ଅବସ୍ଥା ଏମିତି କାହିଁକି ହେଉଛି ତାହା ଚିନ୍ତା କରିବାର ସମୟ ଆସିଛି । କର୍ମୀଙ୍କ ମନରେ ପ୍ରଶ୍ନ ଉଠିଲାଣି କାହିଁକି…
Read More...

ଏଲନ ମସ୍କଙ୍କ ଟ୍ୱିଟକୁ ନେଇ ବଢିଲା ଚିନ୍ତା, କହିଲେ ୧୫୦ କୋଟି ଆକାଉଣ୍ଟ ହେବ ଡିଲିଟ୍

କନକ ବ୍ୟୁରୋ : ଟେସଲା ମାଲିକ ଏଲନମସ୍କ ୪୪ ଆରବ ଡଲାରରେ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଲଗାତର ଭାବେ ଚମକାଇବା ଭଳି କାମ କରୁଛନ୍ତି । ପ୍ରଥମେ ମସ୍କଙ୍କ ତରଫରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲେ । ଏହାକୁ ନେଇ ସାରା ବିଶ୍ୱରେ ଆଲୋଚନା ଜୋର ଧରିଥିଲା । ଏହି ଆଲୋଚନା ଜାରି ରହିଥିବା…
Read More...

ପଦ୍ମପୁର ବିଜୟ ପରେ ଶାଶୂଘରେ ବର୍ଷା ସିଂ ବରିହା: ଶାଶୂ ଶ୍ୱଶୂରଙ୍କଠାରୁ ନେଲେ ଆଶୀର୍ବାଦ

କନକ ବ୍ୟୁରୋ: ପଦ୍ମପୁର ବିଜୟ ପରେ ଶାଶୂଘରେ ବର୍ଷା ସିଂ ବରିହା । ରମାବଳିଆର ସିଂହଙ୍କ ଘରେ ବିଧାୟିକା ବର୍ଷା ସିଂ ବରିହା । ନିର୍ବାଚନ ଜିତିବା ପରେ ଶାଶୂ ଶ୍ୱଶୂରଙ୍କଠାରୁ ନେଲେ ଆଶୀର୍ବାଦ । ବୋହୂକୁ ସ୍ୱାଗତ କଲେ ଶାଶୂ ଓ ଶ୍ୱଶୂର ରମା ବଳିଆର ସିଂହ । ବର୍ଷା କହିଲେ, ବିଜୟ ହେବା ପରେ ମୋତେ…
Read More...

ପଦ୍ମପୁରରେ ଶୋଚନୀୟ ପରାଜୟକୁ ନେଇ ମହମ୍ମଦ ମୋକିମଙ୍କ ବିସ୍ଫୋରକ ବୟାନ। କହିଲେ, ଉପନିର୍ବାଚନ କିଛି ଲୋକଙ୍କ ପାଇଁ ପକେଟ୍…

କନକ ବ୍ୟୁରୋ: ଉପନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି ଏବଂ ତାଙ୍କ ପକେଟ୍ ଗରମ କରୁଛି । ଦିଲ୍ଲୀରୁ ଦାୟିତ୍ୱ ଦିଆଯାଉଛି ହେଲେ ସେମାନେ ଏଠାରେ କଂଗ୍ରେସକୁ ଜିତାଇବାକୁ ଚେଷ୍ଟା କରୁନାହାଁନ୍ତି । ପଦ୍ମପୁର ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ କିଛି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ…
Read More...

ପଦ୍ମପୁରରେ କାହିଁକି ଅମାନତ ହରାଇଲା କଂଗ୍ରେସ? ତାରା କହିଲେ ସମସ୍ୟା ସମାଧାନ ନକଲେ ଲୋପ ପାଇଯିବ କଂଗ୍ରେସ 

କନକ ବ୍ୟୁରୋ: ପଦ୍ମପୁରରେ ଉପନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରା ବାହିନୀପତି । କଂଗ୍ରେସ ବାରମ୍ବାର ପରାଜୟ ବରଣ କରୁଛି । ଏହା ମୋ ପାଇଁ ପୁରା ଦଳ ପାଇଁ ଲଜ୍ଜାର ବିଷୟ । ପିସିସି ସଭାପତି ଏ ବାବଦରେ ତର୍ଜମା କରିବା ଦରକାର । ଯଥାଶୀଘ୍ର…
Read More...

୨୦୨୪ରେ କେନ୍ଦ୍ରରେ ବିଜେପି ରହିବ କି ନାହିଁ ଚିନ୍ତା କରୁ । ପଦ୍ମପୁରରେ କଂଗ୍ରେସର ଭୋଟ ବିଜେଡିକୁ ଯାଇଛି, ପରାଜୟ ପରେ…

କନକ ବ୍ୟୁରୋ :  କଂଗ୍ରେସ ଭୋଟ୍ ବିଜେଡିକୁ ଚାଲିଯିବା ଫଳରେ ପଦ୍ମପୁରରେ ବିଜେପି ପରାଜୟର ମୁହଁ ଦେଖିଲା । କିନ୍ତୁ ୨୦୨୪ରେ ଏହାର ପ୍ରଭାବ ପଡ଼ିବ ନାହିଁ ଓ ବିଜେପି-ବିଜେଡି ମଧ୍ୟ ଦ୍ୱିମୁଖୀ ଲଢେଇ ହେବ ବୋଲି ବିରୋଧୀ ଦଳ ନେତା କହୁଥିବା ବେଳେ ଏଥିରେ ସ୍ୱର ମିଳାଇଛନ୍ତି କଂଗ୍ରେସ ବିଧାୟକ ତାରା…
Read More...

ଆମେରିକାରେ ସମଲିଙ୍ଗୀ ବିବାହକୁ ମିଳିଲା ମଞ୍ଜୁରୀ, ଜାଣନ୍ତୁ କଣ କହିଲେ ରାଷ୍ଟ୍ରପତି ବାଇଡେନ

କନକ ବ୍ୟୁରୋ : ସମଲିଙ୍ଗୀ ବିବାହକୁ ନେଇ ଏବେ ବି ଅନେକ ଦେଶରେ ତର୍କ ବିତର୍କ ଜାରି ରହିଛି । ହେଲେ ଆମେରିକା ସରକାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆମେରିକାର ତଳ ସଂସଦରେ ସମଲିଙ୍ଗୀ ବିବାହ ଓ ଅନ୍ତରଜାତୀୟ ବିବାହକୁ ମଞ୍ଜୁରୀ ମିଳିଛି । ଏହା ଖୁବଶୀଘ୍ର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ…
Read More...

ରାଜଧାନୀରେ ହେବ ସ୍ୱତନ୍ତ୍ର ‘ଡଗ୍ ଶୋ’ । ଭାଗ ନେବେ ୩୦ ପ୍ରଜାତିର କୁକୁର

କନକ ବ୍ୟୁରୋ: ରାଜଧାନୀରେ କୁକୁରଙ୍କର ହେବ ସ୍ୱତନ୍ତ୍ର ସୋ’ । ଏହି ଡଗ୍ ସୋ’ରେ ସାମିଲ ହେବେ ୩୦ ପ୍ରଜାତିର କୁକୁର । ଜର୍ମାନ ସେଫର୍ଡ, ଲାବ୍ରାଡର ରିଟ୍ରାଇଭର, ଡୋଗରମ୍ୟାନ୍ ଭଳି ପ୍ରଜାତିର କୁକୁର ଦେଖାଇବେ କୌଶଳ । ଓଡ଼ିଶା କେନେଲ କ୍ଲବ ପକ୍ଷରୁ ୟୁନିଟ୍-୬ ସରକାରୀ ବାଳକ ହାଇସ୍କୁଲରେ ୩ ଦିନ…
Read More...

ଦିଲ୍ଲୀ ଏମିସିଡିରେ ଆପର ବିଜୟ ପରେ କିଏ ହେବ ମେୟର? ଜାଣନ୍ତୁ ଏନେଇ କ’ଣ ରହିଛି ଆକଳନ..

କନକ ବ୍ୟୁରୋ:  ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ସତ୍ତେ୍ୱ କିଏ ହେବ ମେୟର, ତାକୁ ନେଇ ଜାରି ରହିଛି ସସପେନ୍ସ । ୨୫୦ ୱାର୍ଡ ବିଶିଷ୍ଟ ପୌର ନିଗମରେ ଆପ୍ ୧୩୪ଟି ୱାର୍ଡରେ ବିଜୟୀ ହୋଇଛି । ଏଥିସହ ଦିଲ୍ଲୀ ଏମସିଡିରେ ବିଜେପିର ୧୫ ବର୍ଷର ଶାସନର ଅନ୍ତ ଘଟାଇଛି ଆପ୍ ।…
Read More...