Browsing Category

ନ୍ୟୁଜ୍

ସୁରଟରେ ଓଡିଆ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ । ବନ୍ଦ ଘରୁ ଅଖା ଭିତରୁ ମୃତଦେହ ଉଦ୍ଧାର, ଅଭିଯୁକ୍ତ ଅଟକ,…

କନକ ବ୍ୟୁରୋ: ସୁରଟରେ ଓଡିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ । ବନ୍ଦ ଘରୁ ଉଦ୍ଧାର ହୋଇଛି ଅଖାରେ ବନ୍ଧା ହୋଇଥିବା ମୃତଦେହ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ । ଅନ୍ୟପଟେ ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ ସହ ରାସ୍ତାରୋକ…
Read More...

କାହିଁକି ଟଙ୍କା ପଠାଇଥିଲେ ଠିକାଦାର? ଇଡି ଆଗରେ ମୁହଁ ଖୋଲୁ ନାହାନ୍ତି ଅର୍ଚ୍ଚନା ।

କନକ ବ୍ୟୁରୋ: ଇଡି ଆଗରେ ମୁହଁ ଖୋଲୁ ନାହାନ୍ତି ଅର୍ଚ୍ଚନା । ଗଣମାଧ୍ୟମକୁ ଦେଇଥିଲେ ବିସ୍ଫୋରକ ବୟାନ ହେଲେ ଇଡିକୁ ସନ୍ତୋଷଜନକ ଉତର ଦେଉନଥିବା ସୂଚନା । ସେପଟେ ଠିକାଦାର ପବିତ୍ର ପାତ୍ର ପଠାଇଥିଲେ ୭ ଲକ୍ଷ ଟଙ୍କା । କାହିଁକି ଦେଇଥିଲେ ତଦନ୍ତ କରୁଛି ଇଡି ମୁହଁ ଖୋଲୁନାହାନ୍ତି ଅର୍ଚ୍ଚନା!…
Read More...

ଲଗାତର କଂଗ୍ରେସର ବିପର୍ଯ୍ୟୟ। ୮ ବର୍ଷରେ ୪୭ ବିଧାନସଭା ନିର୍ବାଚନ, ମାତ୍ର ୬ରେ ବିଜୟ।

କନକ ବ୍ୟୁରୋ: ବର୍ଷ ୨୦୨୨ ଶେଷ ହେଉ ହେଉ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାରଣ ଦଳ ହିମାଚଳ ପ୍ରଦେଶରେ ୫ ବର୍ଷ ପରେ ପୁଣିଥରେ ସରକାରକୁ ଫେରିଛି । ସେପଟେ କିନ୍ତୁ ଗୁଜରାଟରେ ସବୁଠାରୁ ବଡ ପରାଜୟ ମିଳିଛି । ୧୮୨ରୁ ମାତ୍ର ୨୦ ସିଟ୍ ହାତେଇଛି…
Read More...

ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ । ମୟୂରଭଂଜର ବିଭିନ୍ନ ସ୍ଥାନରେ ବ୍ୟାନର ଓ ହୋର୍ଡିଂ । ଥାନାରେ ଏତଲା

କନକ ବ୍ୟୁରୋ: ମହାମହିମଙ୍କୁ ଅପମାନ । ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ନେଇ ବିବାଦ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସମେତ ବିଭିନ୍ନ ସ୍ଥାନରେ ସୋରିଷ ତେଲ ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ ଥିବା ବଡ଼ ବଡ଼ ବ୍ୟାନର ଓ ହୋର୍ଡିଂ ଲଗାଯାଇଛି । ନିଜ ଉତ୍ପାଦକୁ…
Read More...

ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ । ସଭା ମଝିରେ ଦୁଇ ନାବାଳକଙ୍କୁ ଆଣ୍ଠେଇଲେ…

କନକ ବ୍ୟୁରୋ: ପୋଲିସ ଉପସ୍ଥିତିରେ ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ । ସଭା ମଝିରେ ୨ ନାବାଳକଙ୍କୁ ଆଣ୍ଠେଇଦେଲେ ଗ୍ରାମବାସୀ । ବରମୁଣ୍ଡା ପାଲାମଣ୍ଡପରେ ଠାରେ ଘଟିଛି ଏହି ଘଟଣା । ସ୍କୁଲ ପିଲାଙ୍କୁ କମେଂଟ ମାରିବାକୁ ନେଇ ୨ ନାବାଳକଙ୍କୁ ଦଣ୍ଡ…
Read More...

ତନ୍ମୟକୁ ଉଦ୍ଧାର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ । କୁନିପୁଅର ସୁରକ୍ଷା ପାଇଁ ପୁରା ରାଜ୍ୟବାସୀଙ୍କ ପୂଜାପାଠ ,…

କନକ ବ୍ୟୁରୋ: ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ଧରି ବୋରୱେଲ ଭିତରେ ଫଶି ରହିଥିବା କୁନିପୁଅ ତନ୍ମୟକୁ ଉଦ୍ଧାର କରିବାକୁ ପ୍ରାଣପଣେ ଚେଷ୍ଟା ଜଳାଇଛନ୍ତି ଉଦ୍ଧାରକାରୀ ଦଳ । ଉଦ୍ଧାରକାରୀ ଦଳ ତନ୍ମୟର ନିକଟର ହୋଇଥିବା କୁହାଯାଉଛି । ୪୪ ଫୁଟ ସୁଡଙ୍ଗ ଖୋଳା କାମ ଶେଷ ହୋଇଥିବାବେଳେ ତନ୍ମୟ ପାଖରେ…
Read More...

ଗୁଜରାଟ ପରାଜୟ ପଛରେ ଲୁଚିଛି ‘ବଡ ବିଜୟ’, ଏହି ସଂଖ୍ୟା ଦେଉଛି ପ୍ରମାଣ। ପଢନ୍ତୁ 

କନକ ବ୍ୟୁରୋ: ଗୁଜରାଟରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହା ପୂର୍ବରୁ କେବଳ ପଶ୍ଚିମବଙ୍ଗରେ ସିପିଆଇ ଲଗାତର ୭ଥର ନିର୍ବାଚନରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ଗୁଜରାଟରେ ବିଜେପି ଐତିହାସିକ ବିଜୟ ହାସଲ କରିଛି । ୧୯୮୫…
Read More...

ସାମୁଦ୍ରିକ ଝଡ଼ ‘ମେଣ୍ଡୋସ’ ନେଲା ଭୀଷଣ ବାତ୍ୟାର ରୂପ । ଆଜି ମଧ୍ୟ ରାତ୍ରିିରେ କରିପାରେ ଉପକୂଳ ଅତିକ୍ରମ , ଜାଣନ୍ତୁ…

କନକ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ‘ମେଣ୍ଡୋସ’ ଭୀଷଣ ବାତ୍ୟାର ରୂପ ନେଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ବେଗରେ ଗତି କରିବା ସହ କରାଇକାଲର ପୂର୍ବ-ଦକ୍ଷିଣ ପୂର୍ବ ଦିଗଠାରୁ ୨୪୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତି ସୁଦ୍ଧା…
Read More...

ପଦ୍ମପୁରକୁ ପ୍ରଚାର କରିବାକୁ ଯିବାର କାରଣ କହି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ । ବିରୋଧୀ ନେତା ଜୟନାରାୟଣ ମିଶ୍ର କହିଲେ…

କନକ ବ୍ୟୁରୋ: ବର୍ଷା ସିଂ ବରିହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ନିର୍ବାଚନ ପ୍ରଚାର କରିବାକୁ ଗଲେ ଏନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଜବାବ ରଖିବା ପରେ ବି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କୁ କଟାକ୍ଷ କରିବାକୁ ପଛାଇନାହାଁନ୍ତି । ଜୟନାରାୟଣ କହିଛନ୍ତି, ନୂଆ କାହାଣୀ…
Read More...

‘ପରିବାର’ଠାରୁ ହାରିଗଲା ‘ସରକାର’, ମୈନପୁରୀରେ ଏକଜୁଟ ହେଲା ମୁଲାୟମଙ୍କ ପରିବାର।

କନକ ବ୍ୟୁରୋ : ବିଜେପି ମୈନପୁରୀ ଇତିହାସରେ ଜୋରଦାର ପ୍ରଚାର କେବେହେଲେ କରିନଥିବ । ସିଏମ ଯୋଗୀ ଆଦିତ୍ୟନାଥ ଦୁଇ ଦୁଇଥର ମଧ୍ୟ ମୈନପୁରୀରେ ରାଲି କରିଥିଲେ । କେଶବ ପ୍ରସାଦ ମୌର୍ଯ୍ୟ ତ ଏଠାରେ ପୂରା ଡେରାପକାଇ ରହିଥିଲେ । ପ୍ରାର୍ଥୀ ରଘୁରାଜଙ୍କ ପାଇଁ ନିଜର ସମସ୍ତ ପ୍ରକାର ଶକ୍ତି ଲଗାଇଥିଲା…
Read More...