Browsing Category

ନ୍ୟୁଜ୍

ଜୟା କିଶୋରୀଙ୍କୁ ବିବାହ କରିବେ ବାଗେଶ୍ୱର ମହାରାଜ? ଖୋଦ୍ ଧୀରେନ୍ଦ୍ର କୁମାର ଶାସ୍ତ୍ରୀ ଦେଲେ ସଫେଇ

କନକ ବ୍ୟୁରୋ:ଏବେ ଚର୍ଚ୍ଚାରେ ଥିବା ଛତରପୁରର ବାଗେଶ୍ୱର ଧାମର ପୀଠାଧିଶ ବାଗେଶ୍ୱର ମହାରାଜ ବା ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କର ବିବାହ ମୋଟିଭେସନାଲ ସ୍ପିକର ଜୟା କିଶୋରୀଙ୍କୁ ବିବାହକୁ ନେଇ ଚର୍ଚ୍ଚା । ଏହି ଖବର ବିଦ୍ୟୁତ୍ ବେଗରେ ଖେଳିଯିବା ପରେ ଏହା ଉପରେ ଜବାବ ରଖିଛନ୍ତି…
Read More...

ଏଥର ଖଣ୍ଡଗିରିରେ ହୋଇପାରିବନି ଅଶ୍ଳୀଳ ନାଚ : କଟକଣା ଲଗାଇଲା ବିଏମସି; ରାଣୀ ପଣ୍ଡାଙ୍କ ପାଇଁ ଲକ୍ଷ୍ମଣ ରେଖା

କନକ ବ୍ୟୁରୋ : ଏଥର ଖଣ୍ଡଗିରିରେ ହୋଇପାରିବନି ଅଶ୍ଳୀଳ ନାଚ । କଟକଣା ଲଗାଇଲା ବିଏମସି । ପୋଲିସ ବି ଯାତ୍ରା ଆୟୋଜକ କମିଟିକୁ କରାଇଲେ ସତର୍କ । ଅଶ୍ଳୀଳ ନୃତ୍ୟ ପରିବେଶଣ କଲେ ଯାତ୍ରା ବନ୍ଦ କରିଦେବାକୁ ଚେତାବନୀ ଦେଇଛି ପ୍ରଶାସନ । ଯାତ୍ରା ପାର୍ଟିମାନେ ଯେମିତି ବାହାରୁ ନୃତ୍ୟ ଶିଳ୍ପୀ ଆଣି…
Read More...

ମହାକାଳ ମନ୍ଦିରରେ ଭସ୍ମ ଆଳତି ଦେଖିଲେ ଭାରତୀୟ କ୍ରିକେଟର । ସୂର୍ଯ୍ୟକୁମାର କହିଲେ, ବାସ୍ ଆମ ଭାଇ ଋଷଭ ଠିକ୍ ହୋଇଯାଉ…

କନକ ବ୍ୟୁରୋ : ଚାଲିଥିଲା ଭସ୍ମ ଆଳତି, ଭକ୍ତିରେ ବିଭୋର ହୋଇଯାଇଥିଲେ ଭାରତୀୟ କ୍ରିକେଟର । ମହାକାଳ ମନ୍ଦିରରେ ଚାଲିଥିଲା ପୂଜାପାଠ, ପଞ୍ଚାମୃତ ଅଭିଷେକ କରୁଥିଲେ ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ । ଦେହରେ ଗେରୁଆ ବସ୍ତ୍ର ଓ ଧୋତି, ମୁଣ୍ଡରେ ଟିକା…
Read More...

ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ସ୍ୱାମୀର କଙ୍କାଳ : ସ୍ତ୍ରୀ ଓ ଶଳା ମିଶି ହତ୍ୟା କରିଥିବା ସୂଚନା

କନକ ବ୍ୟୁରୋ : ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା କଙ୍କାଳ । ଝାରସୁଗୁଡା ବନହରପାଲିି ପୋଲିସ ଏହି କଙ୍କାଳ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା କଙ୍କାଳ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡାର ଆମତାପାଳିର ଡମ୍ବରୁଧର ପାତ୍ର ବୋଲି ଜଣାପଡିଛି । ଯିଏକି ଅଢେଇ ବର୍ଷ ହେବ ନିଖୋଜ ଥିଲେ । ଡମ୍ପୁରୁଧରଙ୍କୁ…
Read More...

ମହାରାଷ୍ଟ୍ରର ପ୍ରସିଦ୍ଧ ଶନିଦେବକୁ କୋଟିଏ ଟଙ୍କାର ସୁନାକଳସ ଦାନ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦାନ କରିଥିବା ସୂଚନା

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦାନ କଲେ ସୁନା କଳସ । ମହାରାଷ୍ଟ୍ରର ପ୍ରସିଦ୍ଧ ଶନିଦେବ ମନ୍ଦିରରେ ପ୍ରାୟ କୋଟିଏ ଟଙ୍କାର ସୁନାକଳସ ଦାନ କରିଛନ୍ତି ଝାରସୁଗୁଡା ବିଧାୟକ । ଗତସପ୍ତାହରେ କୁମ୍ଭ ରାଶିରେ ଶନି ଚଳନ କରିଥିଲେ । ଏହି ସମୟରେ ମହାରାଷ୍ଟ୍ରର ଅହମ୍ମଦନଗର ଶନି…
Read More...

ଚୀନରେ କରୋନା ସ୍ଥିତି ସଂଗୀନ । ଗୋଟିଏ ସପ୍ତାହରେ ଗଲାଣି ୧୩ହଜାର ଜୀବନ

କନକ ବ୍ୟୁରୋ : ଚୀନରେ କରୋନା ସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି । କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । କିନ୍ତୁ ଏହି ତଥ୍ୟକୁ ଲୁଚାଇ ଆସୁଥିବା ବେଳେ ଚୀନରେ କରୋନା ସ୍ଥିତି ନେଇ ବଡ ଖୁଲାସା ହୋଇଛି ।…
Read More...

ପାକିସ୍ତାନରେ ହାହାକାର । ଅନ୍ଧାରରେ ଇସ୍ଲାମାବାଦ, କରାଚୀ ସମେତ ୨୨ ଜିଲ୍ଲା

କନକ ବ୍ୟୁରୋ: ପାକିସ୍ତାନ ଏବେ ଶ୍ରୀଲଙ୍କା ପରିସ୍ଥିତି ଭୋଗୁଛି । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ଏଠାରେ ବିଦ୍ୟୁତ୍ ସଙ୍କଟ ଦେଖାଦେଉଛି । ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିବାରୁ ଇସ୍ଲମାବାଦ, କରାଚୀ ସହ ୨୨ ଜିଲ୍ଲାରେ ବିଦ୍ୟୁତ୍ ଶକ୍ତି ନପହଞ୍ଚିବାରୁ ଏସବୁ ଜିଲ୍ଲା ଘୋର…
Read More...

ସୁଟକେସରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ : ସ୍ତ୍ରୀ ସମେତ ୩ଜଣ ହତ୍ୟା କରିଥିବା ସୂଚନା; ପ୍ରେସମିଟରେ…

କନକ ବ୍ୟୁରୋ : ସୁଟକେସରୁ ମୃତ ଦେହ ମିଳିବା ଘଟଣାର ସାମନାକୁ ଆସିଲା ସାଂଘାତିକ ଦିଗ । ସ୍ତ୍ରୀ ସମେତ ୩ଜଣ ହତ୍ୟା କରିଥିବା ସୂଚନା । ସ୍ତ୍ରୀ, ଶଳା ଏବଂ ଜଣେ ସହଯୋଗୀଙ୍କୁ ଅଟକ ରଖିଲା ନାଚୁଣୀ ପୋଲିସ । ପ୍ରେସମିଟରେ ପର୍ଦ୍ଦାଫାଶ କରିବ ପୋଲିସ । ଗତକାଲି ନାଚୁଣୀ ନିକଟ ହରିପୁର ଜଙ୍ଗଲରୁ…
Read More...

ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! ଇଣ୍ଡିଆନ ଏକ୍ସପ୍ରେସର ଓଡ଼ିଶା ଚାପ୍ଟରରେ ଭାଗ ନେଇ…

କନକ ବ୍ୟୁରୋ : ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚାପ୍ଟରର କାର୍ଯ୍ୟକ୍ରମରେ ଭାଗ ନେଇ ନିଜେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମି ନିର୍ବାଚନରେ ଲଢ଼ିବେ କି ନାହିଁ ଏକ ପ୍ରଶ୍ନର…
Read More...

ନେତାଜୀଙ୍କ ୧୨୬ ତମ ଜୟନ୍ତୀ : କନକ ନ୍ୟୁଜ ପକ୍ଷରୁ ମିନି ମାରାଥନ ଆୟୋଜିତ; ଦୌଡିଲେ ଶହ ଶହ ପ୍ରତିଯୋଗୀ

କନକ ବ୍ୟୁରୋ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ । ଏହି ଅବସରରେ କନକ ନ୍ୟୁଜ ପକ୍ଷରୁ କଟକରେ ମିନି ମାରାଥାନ ଆୟୋଜିତ ହୋଇଯାଇଛି । ଏହି ମାରାଥନ ଯୋବ୍ରା ମାରିଟାଇମ ମ୍ୟୁଜିୟମରୁ ଆରମ୍ଭ ହୋଇ ବାଲିଯାତ୍ରା ପଡିଆ ଯାଏ ହୋଇଥିଲା । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ…
Read More...