Browsing Category

ନ୍ୟୁଜ୍

ମୋ ବସ୍ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି ମଧ୍ୟରେ ଧକ୍କା : ସାମ୍ନାକୁ ଆସିଲା ସିସିଟିଭି ଭିଡିଓ

କନକ ବ୍ୟୁରୋ : ମୋ ବସ ଧକ୍କାର ସିସିଟିଭି ଫୁଟେଜ୍ । ଭୁବନେଶ୍ୱର ରାଜଭବନ ଛକରେ ଏକ ଗାଡିକୁ ଧକ୍କା ଦେଇଥିଲା ମୋ ବସ୍ । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଅତିରିକ୍ତ ଜିଲ୍ଲାପାଳ । ଅତିରିକ୍ତ-ଜିଲ୍ଲାପାଳଙ୍କ ଗାଡି ୟୁନିଟ୍- ୬ ପଟୁ ଆସୁଥିବାବଳେ ଏଜି ଛକରୁ ଆସୁଥିବା ମୋ ବସ୍ ନମ୍ବର ୨୩…
Read More...

ଓଡିଆ ଫିଲ୍ମ ‘ମୀନା’ ଫିଲ୍ମ ଫେଷ୍ଟିଭାଲ୍ ପୁରସ୍କୃତ : ପ୍ରଯୋଜକ ନବକିଶୋର ଦାସ ଗ୍ରହଣ କଲେ ପୁରସ୍କାର

କନକ ବ୍ୟୁରୋ : ଦାଦା ସାହେବ୍ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ମୀନା । ୨ଟି ବର୍ଗରେ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି । ଆୟୋଜିତ ଫେଷ୍ଟିଭାଲରେ ମୀନାକୁ ଉତ୍କର୍ଷ ନିର୍ମାତା ପ୍ରମାଣପତ୍ର ଏବଂ ୬୦ ଶ୍ରେଷ୍ଠ ପ୍ରତିଯୋଗୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି…
Read More...

ଅଡୁଆରେ ମହମ୍ମଦ ଶାମୀ । ସୁପ୍ରିମ କୋର୍ଟ ପହଂଚିଲେ ସ୍ତ୍ରୀ ହସିନା ଜହାଁ, ଶାମୀଙ୍କୁ ଗିରଫ କରିବାକୁ ଆବେଦନ

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ଆଇପିଏଲ ମ୍ୟାଚରେ ବ୍ୟସ୍ତ ରହିଛନ୍ତି । ସେପଟେ ତାଙ୍କ ପତ୍ନୀ ହସିନା ଜହାଁ ଏବେ ହାଇକୋର୍ଟରୁ ଯାଇ ସିଧାସଳଖ ସୁପ୍ରିମ କୋର୍ଟରେ ପହଂଚିଛନ୍ତି । ୨୦୧୮ ରେ ହସିନା ଜହାଁ ସ୍ୱାମୀ ମହମ୍ମଦ ଶାମୀଙ୍କ ବିରୋଧରେ ବିଭିନ୍ନ…
Read More...

ସିଦ୍ଧାନ୍ତ ମହାପାତ୍ରଙ୍କ ଗୋପାଳପୁର ଗସ୍ତ ନେଇ ଚର୍ଚ୍ଚା : ଦଳୀୟ କର୍ମୀ ଓ ନେତାଙ୍କ ଘରକୁ ଯାଇ କଲେ ଆଲୋଚନା

କନକ ବ୍ୟୁରୋ : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ଗତକାଲି ରାତି ଗସ୍ତ ସମୟରେ କୁଠାରସିଂ, ନାରାୟଣପୁର ଓ ରାମଚନ୍ଦ୍ରପୁର ଅଞ୍ଚଳ ବୁଲିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦଳୀୟ କର୍ମୀ ଓ ନେତାଙ୍କ ଘରକୁ ଯାଇ ସେମାନଙ୍କ ସହ…
Read More...

କେମିତିି ଠକେଇ କରୁଥିଲା କୁଖ୍ୟାତ ଠକ କୈଫି ଖାନ୍ : ସାମନାକୁ ଆସିଲା ଠକେଇର ଭିଡିଓ

କନକ ବ୍ୟୁରୋ : କେମିତି ଠକେଇ କରୁଥିଲା ଠକ ତାନ୍ତ୍ରିକ କୈଫି ଖାନ୍ । ସାମ୍ନାକୁ ଆସିଲା କୈଫିର ଠକେଇ ବେଳର ଭିଡିଓ । ଠକେଇ କରୁଥିବା ଟଙ୍କାର ହିସାବ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି । ଏଥିରେ କୈଫିଙ୍କ ସହ ଅନ୍ୟ କିଛି ଲୋକ ମଧ୍ୟ ରହିଛନ୍ତି । ସେପଟେ ଆଜିଠୁ ରିମାଣ୍ଡରେ ଯିବ ଠକ…
Read More...

ମହାନଦୀ ଟ୍ରିବ୍ୟୁନାଲ ଦ୍ୱିତୀୟ ପର୍ଯ୍ୟାୟ ଗସ୍ତର ଆଜି ଶେଷ ଦିନ : କେଲୋ ଡ୍ୟାମ ବୁଲି ଦେଖିଲେ ଟ୍ରିବ୍ୟୁନାଲ ସଦସ୍ୟ

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ଶେଷ ଦିନ । ଆଜି ଶେଷ ଦିନରେ କେଲୋ ଡ୍ୟାମ୍ ବୁଲି ଦେଖିଲେ ଟ୍ରିବ୍ୟୁନାଲ ଟିମ୍ । ଏହା ପରେ ସଂଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ । ଗସ୍ତର…
Read More...

ଓଡ଼ିଶା ଆସିବେ ନୀତିଶ କୁମାର ! ନବୀନଙ୍କୁ ଭେଟିବା ସମ୍ଭାବନା, ଜାତୀୟ ରାଜନୀତିରେ ହେବ କି ନୂଆ ସମୀକରଣ?

କନକ ବ୍ୟୁରୋ : ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆସନ୍ତା ୫ ତାରିଖ ଓଡ଼ିଶା ଆସିପାରନ୍ତି ନୀତିଶ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଭେଟିବା ନେଇ ଚର୍ଚ୍ଚା ବଢିଛି । ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ…
Read More...

ଆସନ୍ତାକାଲି ଆସୁଛନ୍ତି ମହାମହିମ : ଜାରି ହେଲା ରାଷ୍ଟ୍ରପତିଙ୍କ ମିନିଟ୍ ଟୁ ମିନିଟ୍ ଗସ୍ତସୂଚୀ

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ମିନିଟ୍ ଟୁ ମିନିଟ୍ କାର୍ଯ୍ୟସୂଚୀ ଜାରି କରାଯାଇଛି । ଆସନ୍ତାକାଲି ଦିନ ୧୦ଟା ୪୦ରେ ନିଜ ଗାଁ ମୟୂରଭଞ୍ଜର ପାହାଡପୁରରେ ପହଞ୍ଚିବେ । ଏହା ପରେ ସ୍ୱାମୀ ସର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ସମାଧିରେ…
Read More...

ସେନାରୁ ଚାକିରୀ ଛାଡି ଆରମ୍ଭ କରିଥିଲେ ଜେମିନ୍ ସର୍କସ । ୪୦ ଘୋଡା ଓ ୩୦ ସିଂହକୁ ସର୍କସରେ କରିଥିଲେ ସାମିଲ । ଜାଣନ୍ତୁ…

କନକ ବ୍ୟୁରୋ : ଜେମିନି ଏବଂ ଜମ୍ବୋ ସର୍କସ । ୯୦ଦଶକ ପର୍ଯ୍ୟନ୍ତ ଘରେ ଘରେ ପରିଚିତ ଥିଲା ଏହି ସର୍କସ । ଏହାର ମାଲିକ ଦିବଙ୍ଗତ ଜେମିନି ଶଙ୍କରନ ସର୍କସ କରିବା ପୂର୍ବରୁ କେତେ ଯେ ସଂଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟବସାୟରେ ଭାଗ୍ୟ ପରୀକ୍ଷା ପରେ ସେନା ବାହିନୀ…
Read More...

ଜରି ଗୋଟାଅନି, ପାଠ ପଢ : ପିଲାଙ୍କୁ ଜରି ନଗୋଟାଇବାକୁ ତାଗିଦ କଲେ ମେୟର ସୁଲୋଚନା ଦାସ

କନକ ବ୍ୟୁରୋ : ଭୁବନେଶ୍ୱର ୱାର୍ଡ ବାସିନ୍ଦାଙ୍କୁ ମେୟରଙ୍କ ତାଗିଦ୍ । ପିଲାକୁ ସ୍କୁଲ ନଛାଡି ଜରି ଗୋଟାଇବା ପାଇଁ ପଠାଇଲେ ଦେଖିବ ବୋଲି କହି ତାଗିଦ କଲେ ମେୟର ସୁଲୋଚନା ଦାସ । ୱାର୍ଡରେ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ମେୟର ଜଣେ ଅଭିଭାବକଙ୍କୁ ଏହିଭଳି ତାଗିଦ କରୁଥିବା ଦେଖିବାକୁ…
Read More...