Browsing Category

ନ୍ୟୁଜ୍

ହଳଦୀ ପରେ ଏବେ ବ୍ରାଣ୍ଡିଂ ହେଉଛି କନ୍ଧମାଳ ଷ୍ଟ୍ରବେରୀ, ୬ ଟି ବ୍ଲକର ୧୪ ଏକର ଜମିରେ ହୋଇଛି ଚାଷ

କନକ ବ୍ୟୁରୋ : କ୍ଷେତରେ ହସୁଛି ଷ୍ଟ୍ରବେରୀ ଚାଷ । ଧଳା ପଲିଥିନ ତଳେ ଧାଡ଼ି ଧାଡ଼ି ହୋଇ ଲାଗିଥିବା ଷ୍ଟ୍ରବେରୀ ଗଛରେ ନାଲି ରଙ୍ଗର ଷ୍ଟବେରୀ ଫୁଲ ଫୁଟିଲା ଭଳି ଦେଖାଯାଉଛି । ଜିଲ୍ଲାର ସଦର ମହକୁମା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବୁଢାଦାନୀ ଗାଁରେ ଏହି ଚାଷ ହୋଇଛିି । ଏଠାକାର ଜଳବାୟୁ ଷ୍ଟ୍ରବେରୀ…
Read More...

କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଦୌଡ଼ରେ ସିଦ୍ଧରମୈୟା ଓ ଡି.କେ ଶିବକୁମାର । ଦୁଇ ନେତାଙ୍କ ସପକ୍ଷରେ ସମର୍ଥକଙ୍କ…

କନକ ବ୍ୟୁରୋ:କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ସିଦ୍ଧରମୈୟା ନା ଶିବକୁମାର? କଂଗ୍ରେସର ବଡ ବିଜୟ ପରେ ଏହାକୁ ନେଇ ମନ୍ଥନ ଆରମ୍ଭ ହୋଇସାରିଛି । ବିଶେଷଜ୍ଞ କହୁଛନ୍ତି, ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ହାଇକମାଣ୍ଡଙ୍କ ପାଇଁ ଏତେ ସହଜ ହେବ ନାହିଁ । ତେବେ ମୁଖ୍ୟମନ୍ତ୍ରୀ ପଦ ଗୋଟିଏ ।…
Read More...

ବାଂଲାଦେଶ ଓ ମିଆଁମାର ଉପକୂଳରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ‘ମୋକା’ । ଭାଙ୍ଗିଲା ଘର, ଉପୁଡିଲା ଗଛ । ଘଣ୍ଟାପ୍ରତି…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋକା, ଓଡିଶା ଉପରେ କୌଣସି ପ୍ରଭାବ ପକାଇନଥିଲେ ବି, ବାଂଲାଦେଶ, ମିଆଁମାରରେ ତାଣ୍ଡବ ରଚିଛି । ପ୍ରବଳ ପବନ ଓ ବର୍ଷା ଯୋଗୁଁ ଦୁଇ ଦେଶର ବ୍ୟାପକ କ୍ଷତି ହୋଇଛି । ତାଣ୍ଡବ ରଚିଲା ବାତ୍ୟା ‘ମୋକା’ ବାଂଲାଦେଶ, ମିଆଁମାରରେ…
Read More...

ଆଦିବାସୀ ଭୋଟ୍ ଉପରେ ନବୀନଙ୍କ ନଜର । ରାଜ୍ୟରେ ଶୁଭାରମ୍ଭ ହେଲା ୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରିଛନ୍ତି । ପ୍ରଦର୍ଶନୀ ପଡିଆରେ ଶହ ଶହ ଆଦିବାସୀଙ୍କ ଗହଣରେ ନବୀନ ଏହାର ଶୁଭାରମ୍ଭ କରିଛନ୍ତି । ନୂତନ ଭାବରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ, ବୌଦ୍ଧ, ଦେବଗଡ, ଢେଙ୍କାନାଳ,…
Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନାମକୁ ନେଇ ମନ୍ଥନ ମଧ୍ୟରେ ଆସିଲା ବଡ ଖବର, ମେ’୧୮ ତାରିଖରେ ହେବ ଶପଥ ଗ୍ରହଣ

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ମେ’୧୮ ତାରିଖରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସୂତ୍ର ସୂଚନା ମୁତାବକ ଶପଥଗ୍ରହଣ ଉତ୍ସବରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ ଦେବେ । ଏହାସହ…
Read More...

ଗାଁକୁ ଗାଁ ଘୁରି ବୁଲୁଛି ଦନ୍ତା। ଅନୁଗୁଳ ପୋକତୁଙ୍ଗା ଗାଁରେ ପଶି ବାଇକ୍ ଭାଙ୍ଗିଦେଲା ଗଜରାଜ

କନକ ବ୍ୟୁରୋ: ଗାଁରେ ହାତୀ ଆତଙ୍କ । ଗାଁକୁ ଗାଁ ଘୁରି ବୁଲୁଛି ଦନ୍ତା ହାତୀ । କିଛି ଦିନ ହେଲା ଅନୁଗୁଳରେ ଦନ୍ତା ଘୁରିବୁଲୁଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ଲୋକେ । କେବଳ ଆମ୍ବ ଓ ପଣସ ଖାଇବାକୁ ହାତୀ ପଲ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇ ଚାଲିଛନ୍ତି । ସେହିଭଳି ଗତକାଲି ପୋକତୁଙ୍ଗାରେ…
Read More...

କେବେ ବଦଳିବ ଚିଲିକା ଦ୍ୱୀପର ଭାଗ୍ୟ? କେବେ ଜଳଯାତ୍ରାରୁ ମିଳିବ ମୁକ୍ତି?

କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଲୋକମାନେ ଜିଲ୍ଲା ସହର ମହକୁମାକୁ ଯିବା ପାଇଁ ଜହ୍ନିକୁଦା-ସାତପଡା ଚିଲିକା ଜଳପଥ ଉପରେ ନିର୍ଭର କରନ୍ତି । ପ୍ରତିଦିନ ଦେଶୀ ଡଙ୍ଗା ଯୋଗେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ଶହଶହ ଯାତ୍ରୀ । ଚିଲିକାରେ ଅନେକ ଥର ଅଘଟଣ ଘଟୁଛି କିନ୍ତୁ ଏହାର…
Read More...

୬୦ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ମୋହନାର ଗୋବର୍ଦ୍ଧନ ଲାହରା। ୧୨ ବର୍ଷ ବୟସରେ ଦାଦନ ଖଟିବାକୁ ଯାଇ ଥିଲେ ନିଖୋଜ

କନକ ବ୍ୟୁରୋ: ଦୀର୍ଘ ୬୦ ବର୍ଷ ପରେ ଗାଁକୁ ଫେରିଛନ୍ତି ୭୨ ବର୍ଷୀୟ ଗୋବର୍ଦ୍ଧନ ଲାହରା । ୧୨ ବର୍ଷ ବୟସରେ ଗାଁ ଛାଡ଼ିଁ ଦାଦନ ଖଟିବାକୁ ଚାଲିଯାଇଥିଲେ । ଆଜି ଗାଁକୁ ଫେରିବା ପରେ ଗାଁ ରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି ହରିଜନ ସାହିର ଗୋବର୍ଦ୍ଧନ…
Read More...

ଆଜି ମାତୃ ଦିବସ, ବିଭିନ୍ନ ସ୍ଥାନରୁ ଆସିଛି ନିଆରା ମାଆଙ୍କ କାହାଣୀ

କନକ ବ୍ୟୁରୋ: ନିଜେ ଅବିବାହିତ କିନ୍ତୁ ଅନେକ ଅସହାୟ ପିଲାଙ୍କ ମାଆ । ବେଦୀରେ ବସି ନାହାନ୍ତି କି ସଂସାର ଗଢିନାହାନ୍ତି କିନ୍ତୁ ସେ ମାଆ ବନିଯାଇଛନ୍ତି । ଅସହାୟ ଅନାଥ ପିଲାଙ୍କ ମୁଣ୍ଡ ଉପର ସୁରକ୍ଷାର ପଣତ ଢାଙ୍କି ଦେଇଛନ୍ତି । ଉଭୟ ବାପା ଓ ମାଆର ଭୂମିକା ନିର୍ବାହ କରୁଛନ୍ତି କେନ୍ଦ୍ରାପଡାର…
Read More...

ଯୁବକଙ୍କ ମଳଦ୍ୱାରରେ ମୋଟର ସାଇକେଲ ପମ୍ପ ଦେଇଦେଲେ ଦୁର୍ବୃତ୍ତ । ବ୍ରହ୍ମପୁର ଏମକେସିଜିରେ ହେଲା ବିରଳ ଅସ୍ତ୍ରୋପଚାର

କନକ ବ୍ୟୁରୋ: ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର କରି ଯୁବକଙ୍କ ଜୀବନ ବଞ୍ଚାଇ ଦେଲେ ଡାକ୍ତର । ଗତ ୯ ତାରିଖରେ ସନ୍ଧ୍ୟାରେ ଏମକେସିଜିରେ ଭର୍ତି ହୋଇଥିଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ମୃତ୍ୟୁଞ୍ଜୟ ପାତ୍ର । କାରଣ ସେହିଦିନ କିଛି ଦୁର୍ବୃତ ତାଙ୍କୁ ଆକ୍ରମଣ କରିଥିଲେ ।…
Read More...