Browsing Category

ନ୍ୟୁଜ୍

ଏମକେସିଜିରେ ବିରଳ ଅସ୍ତ୍ରୋପଚାର, ବଞ୍ଚିଗଲା ଯୁବକଙ୍କ ଜୀବନ : ଦୃର୍ବୃତ୍ତଙ୍କ ଆକ୍ରମଣରେ ଅନ୍ତନଳୀ ଫାଟିଯିବାରୁ…

କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର କରି ଯୁବକଙ୍କ ଜୀବନ ବଞ୍ଚାଇ ଦେଲେ ଡାକ୍ତର । ଗତ ୯ ତାରିଖରେ ସଂଧ୍ୟାରେ ଏମକେସିଜିରେ ଭର୍ତ୍ତି ହୋଇଥିଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ମୃତ୍ୟୁଞ୍ଜୟ ପାତ୍ର । କାରଣ ସେହିଦିନ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ ।…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଲାନି ବୋଲି…ମଦ ପିଇଲେ, ନିଜ ଘରେ ନିଆଁ ଲଗାଇ ନାଚିଲେ

କନକ ବ୍ୟୁରୋ : ମଦ ପିଇ ନିଜ ଘରେ ନିଆଁ ଲଗାଇଦେଲେ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସାହଜଖାଲ ଗାଁରୁ ଆସିଛି ଏଭଳି ଏକ ଖବର । ନିଆଁ ଲଗାଇଥିବା ବ୍ୟକ୍ତି ହେଉଛନ୍ତି ପ୍ରଦୀପ ନାୟକ ।  କିଭଳି ନିଆଁ ଲାଗିବା ପରେ ଚାଳ ଘରଟି ହୁତୁ ହୁତୁ ହୋଇ ଜଳୁଛି ତାହାର ଚିତ୍ର ସାମ୍ନାକୁ ଆସିଛି । ତେବେ…
Read More...

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ଭାରତ : ବ୍ରହ୍ମୋସ ସୁପରସୋନିମ ମିସାଇଲର ସଫଳ ପରୀକ୍ଷଣ

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ଭାରତ । ଏହି କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା । ଆଇଏନଏସ ମୋରାମୁଗାଓରୁ ଅତ୍ୟାଧୁନିକ ଗାଇଡେଡ ବିଧ୍ୱଂସକ ବ୍ରହ୍ମୋସ ସୁପରସୋନିମ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ପ୍ରଥମ ପରୀକ୍ଷଣ ମିସାଇଲ ନିର୍ଦ୍ଧାରିତ…
Read More...

ସିଆଇଏସସିଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ : ଦଶମରେ ଓଡ଼ିଶାରେ ପ୍ରିୟଙ୍କା, ବିଷ୍ଣୁ ଏବଂ ଦ୍ୱାଦଶରେ ଦିଶା ଟପ୍ପର

କନକ ବ୍ୟୁରୋ : ପ୍ରକାଶ ପାଇଛି ଆଇସିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଦ୍ୱାଦଶ ଶ୍ରେଣୀରେ ପାସ ହାର ୯୬.୫୦ ପ୍ରତିଶତ ରହିଥିବା ବେଳେ ଦଶମ ଶ୍ରେଣୀରେ ପାସ ହାର ରହିଛି ୯୮.୫୪ ପ୍ରତିଶତ ରହିଛି । ଚଳିତବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହିଛି । ଆଇସିଏସଇ ଦଶମ…
Read More...

ଆଜି ଶପଥ ନେବେ ନୂଆ ବିଧାୟିକା ଦୀପାଳି ଦାସ : ପଦ ଓ ଗୋପନୀୟତାର ଶପଥପାଠ କରାଇବେ ଉପବାଚସ୍ପତି

କନକ ବ୍ୟୁରୋ : ଆଜି ଶପଥ ଗ୍ରହଣ କରିବେ ଝାରସୁଗୁଡାର ନୂଆ ବିଧାୟକ ଦୀପାଳି ଦାସ । ରାଜ୍ୟ ବିଧାନସଭାରେ ବିଧାୟିକା ଭାବେ ଶପଥ ନେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି । ଦିନ ୧୦ଟା ୩୦ରେ ଉପବାଚସ୍ପତି ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ…
Read More...

ଆଜିଠୁ ପୁଣି ଜଳିବ ସାରା ଓଡ଼ିଶା : ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆଜିଠୁ ପୁଣି ଜଳିବ ସାରା ଓଡ଼ିଶା । ତତଲା ଖରାରେ ସିଝିବେ ଓଡ଼ିଶାବାସୀ । କ୍ରମାଗତ ଭାବେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଗରମ ବାୟୁ ଓଡ଼ିଶାକୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଆଜି ଝାରସୁଗୁଡା, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର ଆଦି ଜିଲ୍ଲାରେ…
Read More...

ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡିବ ବିମାନ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ; ଟିକେଟର ମୂଲ୍ୟକୁ ନେଇ…

କନକ ବ୍ୟୁରୋ : ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡିବ ବିମାନ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟା ୬ଟା ୩୦ ମିନିଟରେ ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ ଦୁବାଇ ଯିବାକୁ…
Read More...

କର୍ଣ୍ଣାଟକର କିଏ ହେବେ ମୁଖ୍ୟମନ୍ତ୍ରୀ ? ସିଦ୍ଧରମୈୟା ଓ ଶିବକୁମାରଙ୍କୁ ନେଇ ଚର୍ଚ୍ଚା; ଚୂଡାନ୍ତ ନିଷ୍ପତ୍ତି ନେବେ…

କନକ ବ୍ୟୁରୋ : କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଚୂଡାନ୍ତ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ । ଗତକାଲି ସଂଧ୍ୟାରେ ବେଙ୍ଗାଲୁରୁରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ସିଦ୍ଧରମୈୟା ଓ ଶିବକୁମାରଙ୍କ ମଧ୍ୟରୁ…
Read More...

ଆସନ୍ତାକାଲି ଶପଥ ନେବେ ଦୀପାଳି । ବିଧାୟିକା ଭାବେ ଶପଥ ପାଠ କରାଇବେ ଉପ ବାଚସ୍ପତି ।

କନକ ବ୍ୟୁରୋ: ଆସନ୍ତାକାଲି ଶପଥ ନେବେ ଦୀପାଳି ଦାସ । ଝାରସୁଗୁଡା ଉପ ନିର୍ବାଚନ ଜିତିବା ପରେ ସୋମବାର ଦୀପାଳିଙ୍କୁ ଶପଥପାଠ କରାଇବେ ବିଧାନସଭାର ଉପ ବାଚସ୍ପତି । ପୂର୍ବାହ୍ନ ସାଢେ ୧୦ଟାରେ ବିଧାୟିକା ଭାବେ ସେ ଶପଥ ନେବେ ବୋଲି ସୂଚନା ମିଳିଛି । #କାଲି_ଶପଥ_ନେବେ_ଦୀପାଳି ଆସନ୍ତାକାଲି…
Read More...

ଜନଜାତି ସଂସ୍କୃତିର ସୁରକ୍ଷା ଦିଗରେ ଆଉ ଏକ ମାଇଲଷ୍ଟୋନ। ୧୪ ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ…

କନକ ବ୍ୟୁରୋ: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା…
Read More...