Browsing Category

ନ୍ୟୁଜ୍

୫୦୦ ଟଙ୍କାର ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ : ଏଏସଏସଓଙ୍କୁ ଧରିଲା ଭିଜିଲାନ୍ସ

କନକ ବ୍ୟୁରୋ : ୫୦୦ ଟଙ୍କାର ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ । ବାର୍ଦ୍ଧକ୍ୟ ଭତ୍ତା କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଏଏସଏସଓଙ୍କୁ ଧରିଲା ଭିଜିଲାନ୍ସ । ବ୍ରହ୍ୱପୁର ଖଲ୍ଲିକୋଟ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବେଗୁନିଆପଡା ବ୍ଲକର ଏଏସଏସଓ ।…
Read More...

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ : କୁନି କୁନି ପିଲାଙ୍କୁ ବି ହେଉଛି ବ୍ଲଡ ପ୍ରେସର; ମୋଟାପଣ ଓ ବଦଳୁଥିବା ଜୀବନ ଶୈଳୀକୁ…

କନକ ବ୍ୟୁରୋ : ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ…
Read More...

ଶୀଘ୍ର ଧନୀ ହେବାକୁ ୯ ବର୍ଷର ପୁଅକୁ ହତ୍ୟା । ଅଭିଯୁକ୍ତ ମଧ୍ୟ ନାବାଳକ

କନକ ବ୍ୟୁରୋ: ହରିୟାଣା ସୋନିପଥରେ ଘଟିଛି ଲୋମଟାଙ୍କୁରା ଘଟଣା । ଶୀଘ୍ର ଧନୀ ହେବାକୁ ୯ ବର୍ଷର ପୁଅକୁ ଅପହରଣ କରିନେଇ ହତ୍ୟା କରିଛି ନାବାଳକ । ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚୁରା କରିଥିଲା । ଏଥିରେ ଅଭିଯୁକ୍ତ ଯାହା କହିଥିଲା ସେଥିରେ ପୁଲିସର ଆଶ୍ଚର୍ଯ୍ୟର ସୀମା ରହିନଥିଲା । କୁନି…
Read More...

ଓଡିଶାର ବଡ ଆମ୍ବ ବଜାର : ତିନି ରାଜ୍ୟକୁ ଏକାଠି ଯୋଡୁଛି ଆମ୍ବ ବଜାର

କନକ ବ୍ୟୁରୋ : ଆଉ ଦିନ ପରେ ସାବିତ୍ରୀ ଓଷା । ଏଥିପାଇଁ ଚଳଚଂଚଳ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ନୀଳକଣ୍ଠେଶ୍ୱର ଆମ୍ବବଜାର । ସାବିତ୍ରୀ ପାଇଁ ଆମ୍ବର ଚାହିଦା ଅଧିକ ରହିଛି । ପ୍ରତିଦିନ ଶହ ଶହ ଟନ୍ ଆମ୍ବ ପଡୋଶୀ ଆନ୍ଧ୍ରପଦେଶରୁ ଏଠାକୁ ଆସୁଛି । ସବୁଠୁ ବଡ଼ କଥା ହେଉଛି ଏହି ଆମ୍ବ ବଜାର ତିନି…
Read More...

ପୂର୍ବତନ ସମିତି ସଭ୍ୟ ଚରାଉଛନ୍ତି ଛେଳି : ସରକାରୀ ଯୋଜନାରେ ନାଁ ନଥିବାରୁ ଛେଳି ଚରାଇ କରୁଛନ୍ତି ପରିବାର ପ୍ରତିପୋଷଣ

କନକ ବ୍ୟୁରୋ : ପୂର୍ବତନ ସମିତି ସଭ୍ୟ ଚରାଉଛନ୍ତି ଛେଳି । ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ହେଡ କ୍ୱାଟର ସମିତି ସଭ୍ୟ ଥିଲେ ତରଣୀ ସେନ । ୨୦୦୨ରୁ ୨୦୦୭ କାର୍ଯ୍ୟକାଳ ମଧ୍ୟରେ ସେ କେବେ ନିଜ ପାଇଁ କୌଣସି ଯୋଜନା ଟିଏ ନେଇ ନାହାନ୍ତି । କେବଳ ସାଧାରଣ, ଦଳିତ, ଦିନ ମଜୁରିଆଙ୍କ ପାଇଁ…
Read More...

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତି ବଢୁଛି ଆଞ୍ଚଳିକ ଦଳମାନଙ୍କର ସମର୍ଥନ, ମମତାଙ୍କ ପରେ ଅଖିଳେଶଙ୍କ ବୟାନ…

କନକ ବ୍ୟୁରୋ : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବା ନେଇ ଏକ ବିବୃତ୍ତି ଦେଇଛନ୍ତି । ମମତା ବାନାର୍ଜୀ କହିଥିଲେ କି ଆଗାମୀ ଲୋକସଭା ନିର୍ବାଚନରେ ଯେଉଁ ରାଜ୍ୟରେ ଯେଉଁ ଆଞ୍ଚଳିକଦଳମାନେ ମଜବୁତ ଅଛନ୍ତି ସେମାନଙ୍କୁ ଆଗକୁ ଆଣି…
Read More...

ବନ୍ଦ ହେବ ଭୂଆସୁଣୀ ଡମ୍ପିଂୟାର୍ଡ : ଆଜିଠୁ ଅଳିଆ ନପକାଇବାକୁ ବିଏମସିର ନିଷ୍ପତ୍ତି

କନକ ବ୍ୟୁରୋ : ପୁରଣ ହେଲା ଦୀର୍ଘ ଦିନରେ ଦାବି । ଏଣିକି ଭୂଆଶୁଣି ଡମ୍ପିଂୟାର୍ଡରେ ପଡିବନି ଅଳିଆ । ଏନେଇ ନିଷ୍ପତ୍ତି ନେଇଛି ବିଏମସି । ଆଜିଠୁ ଆଉ ଦାରୁଠେଙ୍ଗ ଗାଁ ପାଖରେ ଥିବା ଭୂଆଶୁଣି ଡମ୍ପିଂୟାର୍ଡରେ ଆଉ ଅଳିଆ ନପକାଇବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ସୂଚନା ମୁତବାକ, ଏନେଇ ଗୃହ…
Read More...

ପିଅନ, ଚୌକିଦାର, ମାଳି ଚାକିରି ପାଇଁ MTech,MBA ଛାତ୍ରଛାତ୍ରୀଙ୍କ ଭିଡ । ୫୫ ଲକ୍ଷ କରିଛନ୍ତି ଆବେଦନ

କନକ ବ୍ୟୁରୋ: ଆମ ଦେଶରେ ବେକାରୀ ସମସ୍ୟା କେତେ ଦୂର ବଢିଲାଣି ତାର ପ୍ରମାଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ନିକଟରେ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ମଲ୍ଟି ଟାସ୍କିଂ ତଥା ନନ୍ ଟେକ୍ନିକାଲ ପୋଷ୍ଟ ପାଇଁ ଆବେଦନ କରିବାକୁ ବିଜ୍ଞାପନ ବାହାରିଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ…
Read More...

ପୁଣି ଫେରିଲା ମନ୍ତ୍ରିମଣ୍ଡଳ ଚର୍ଚ୍ଚା : ଗସ୍ତ କାଣ୍ଟଛାଣ୍ଟ କରି ଭୁବନେଶ୍ୱର ଫେରୁଛନ୍ତି ରାଜ୍ୟପାଳ

କନକ ବ୍ୟୁରୋ : ପୁଣି ଫେରିଲା ମନ୍ତ୍ରିମଣ୍ଡଳ ଚର୍ଚ୍ଚା । ଆଜି ଭୁବନେଶ୍ୱର ଫେରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏବେ ହରିୟାଣା ଗସ୍ତରେ ଅଛନ୍ତି ରାଜ୍ୟପାଳ । ଆସନ୍ତା ୨୨ ତାରିଖରେ ସେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିଲା । ହେଲେ ସେ ଆଜି ରାତି ୮ଟାରେ ସେ ଭୁବନେଶ୍ୱର ଫେରିବେ ।…
Read More...

କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ : ସିଦ୍ଦରମୈୟାଙ୍କୁ ମିଳିପାରେ ମୁଖ୍ୟମନ୍ତ୍ରୀ ପଦ; ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ…

କନକ ବ୍ୟୁରୋ : ସିଦ୍ଦରମୈୟାଙ୍କ ହାତକୁ ଯାଇପାରେ କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସିଦ୍ଦରମୈୟା । ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି । କିଛି ସମୟ ଧରି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ଡି.କେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ…
Read More...