ଷ୍ଟେନୋ ବନାମ ସମାଜସେବୀ : ଜଗତସିଂହପୁର ମହିଳା କ୍ୟାମ୍ପ କୋର୍ଟରେ ମହିଳାଙ୍କୁ ମାଡ

55

ଜଗତସିଂହପୁର : ମହିଳା କ୍ୟାମ୍ପରେ ମହିଳା ସମାଜେସେବୀଙ୍କୁ ଆକ୍ରମଣ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟ ମହିଳା ଆୟୋଗର କ୍ୟାମ୍ପ କୋର୍ଟ ଆରମ୍ଭ ହେବା ପୂର୍ବରୁ ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା । ରେଜିଷ୍ଟ୍ରେସନକୁ ନେଇ ମହିଳା ସମାଜସେବୀ ଓ ଆୟୋଗଙ୍କ ଷ୍ଟେନୋ ତ୍ରିଲୋଚନ ନାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କଥା କଟାକଟି ପରେ ଦୁଇ ଜଣ ହାତାହାତି ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଦୁଇ ଜଣଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା । ଏନେଇ କାହା ନାଁରେ ମାମଲା ରୁଜୁ କରାଯାଇନାହିଁ ।