Browsing Category

ନ୍ୟୁଜ୍

ମୋଷ୍ଟ ୱାଟେଂଡ୍ ଲୁଟେରା ପ୍ରଶାନ୍ତ କରାଡ ଗିରଫ : ୬୦ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲାରେ ରହିଛି ସଂପୃକ୍ତି

କନକ ବ୍ୟୁରୋ : ମୋଷ୍ଟ ୱାଟେଂଡ୍ ଲୁଟେରା ପ୍ରଶାନ୍ତ କରାଡ ଗିରଫ ହୋଇଛି । ଓଡିଶା ଓ ତେଲେଙ୍ଗାନାର ମୋଷ୍ଟ ୱଣ୍ଟେଡ୍ ପ୍ରଶାନ୍ତକୁ ତେଲେଙ୍ଗାନ ପୁଲିସ ଗିରଫ କରିଛି । ପ୍ରଶାନ୍ତ ନିକଟରୁ ୫କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୁଲିସ । ଗତକାଲି ତାକୁ ତେଲେଙ୍ଗାନା ପୁଲିସ ଗିରଫ…
Read More...

ବାଲେଶ୍ୱରରେ ଚାଲିଛି ପୂଜାର ଧୁମ୍ : ମା’ଙ୍କ ମହାସପ୍ତମୀ ଥିବାରୁ ପୂଜାମଣ୍ଡରେ ଭକ୍ତଙ୍କ ଭିଡ

ବାଲେଶ୍ୱର : ବାଲେଶ୍ୱରରେ ମଧ୍ୟ ଚାଲିଛି ପୂଜାର ଧୁମ । ଆଜି ମାଙ୍କ ମହାସପ୍ତମୀ ଥିବାରୁ ପୂଜାମଣ୍ଡରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିଛି । ବାଲେଶ୍ୱରରେ କିଭଳି ରହିଛି ପୂଜାର ମାହୋଲ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି । ଦେଖନ୍ତୁ ଏହି ଭିଡିଓ -
Read More...

ପାରାଦୀପରେ ଦୁର୍ଘଟଣା : ଟ୍ରକ ଚାପାରେ ଶ୍ୱଶୁର ଓ ଜ୍ୱାଇଁଙ୍କର ମୃତ୍ୟୁ

ପାରାଦୀପ : ପାରାଦୀପରେ ଦୁର୍ଘଟଣା । ଟ୍ରକ ଚାପାରେ ଶ୍ୱଶୁର ଓ ଜ୍ୱାଇଁଙ୍କର ମୃତ୍ୟୁ ହୋଇଛି । ହାତୀଟାଙ୍କି ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । ତେବେ ଉତ୍ୟକ୍ତ ଲୋକେ ପାରାଦୀପ-ଚଣ୍ଡିଖୋଲ ରାସ୍ତା ଅବରୋଧ କରିଛନ୍ତି । ଦେଖନ୍ତୁ ଏହି ଭିଡିଓ -
Read More...

କଟକରେ ପୂଜାର ମାହୋଲ : ଭାଇଚାରାର ସହରରେ ଜମୁଛି ଜଗଦମ୍ବାଙ୍କ ପୂଜା

କଟକ : କଟକରେ ବି ପୂଜାର ମାହୋଲ । ଭାଇଚାରାର ସହରରେ ଜମୁଛି ଜଗଦମ୍ବାଙ୍କ ପୂଜା । ମଣ୍ଡପରେ ମା'ଙ୍କର ସପ୍ତମୀପୂଜା ଚାଲିଥିବା ବେଳେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ବର୍ଷକର ଅପେକ୍ଷା ପରେ ଧରାକୁ ଓହ୍ଲାଇ ଆସିଛନ୍ତି ମା' । ଏଥିପାଇଁ ଖୁବ୍ ଆଡମ୍ବର ସହ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି…
Read More...

ବାଲେଶ୍ୱର ସିମୁଳିଆରେ ମର୍ମନ୍ତୁଦ ଦୁର୍ଘଟଣା : ଘଟଣାସ୍ଥଳରେ ଦମ୍ପତି ମୃତ, ୬ ଆହତ

ବାଲେଶ୍ୱର : ବାଲେଶ୍ୱର ସିମୁଳିଆରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରଲର ଓ ସର୍ପିଓ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ…
Read More...

୮୪ ତମ ବାୟୁସେନା ଦିବସ : ଗାଜିଆବାଦର ହିଣ୍ଡନ ଏୟାରଫୋର୍ସ ବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଆକାଶରେ ବାୟୁସେନାର କୌଶଳ ପ୍ରଦର୍ଶନ । ବାୟୁସେନା ଦିବସ ଅବସରରେ ଗାଜିଆବାଦର ହିଣ୍ଡନ ଏୟାରଫୋର୍ସ ବେସରେ ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ବାୟୁସେନା । ଆଜି ବାୟୁସେନାର ୮୪ତମ ପ୍ରତିଷ୍ଠା ଦିବସ । ସେନାର ଡ୍ରେସ ରିହର୍ସଲ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି । ଆଜି ଏୟାରଫୋର୍ସ…
Read More...

ଜିଲ୍ଲାରୁ ଜିଲ୍ଲା ଡେଉଁଛି ଜାପାନୀ ଜ୍ୱର : ଏନସେଫାଲାଇଟିସରେ ବଢୁଛି ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ମହାମାରୀର ରୂପ ନେଇଛି ଜାପାନୀ ଏନ୍ସେଫାଲାଇଟିସ୍ ରୋଗ । ଗୋଟିଏ ପଟେ ମାଲକାନଗିରିରେ ଶିଶୁ ମୃତ୍ୟୁ  ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ଏହି ରୋଗ । ଆଜି ମାଲକାନଗିରିରେ ପୁଣି  ଜଣେ ଶିଶୁର ମୃତ୍ୟୁ ହୋଇଛି । ଫଳରେ ମାଲକାନଗିରି…
Read More...

ପବିତ୍ର ଦଶହରାରେ ବେଶ ଜମୁଛି ଦାଣ୍ଡିଆ ନାଚର ଧୁମ୍

କନକ ବ୍ୟୁରୋ : ପବିତ୍ର ଦଶହରାରେ ବେଶ ଜମୁଛି ଦାଣ୍ଡିଆ ନାଚର ଧୁମ୍ । ଗୁଜୁରାଟୀ ସଂପ୍ରଦାୟର ଏହି ଲୋକପ୍ରିୟ ଲୋକନୃତ୍ୟରେ ସାମିଲ ହେଉଛନ୍ତି ରାଜଧାନୀ ବାସିନ୍ଦା । ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ହେଉଥିବା ଏହି ଦାଣ୍ଡିଆ ଉତ୍ସବରେ ସାମିଲ ହେବା ନେଇ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।…
Read More...

ପାର୍ବଣରେ ଉତ୍ସବମୁଖର ପୁରପଲ୍ଲୀ : ଆଜି ମଣ୍ଡପରେ ମହାସପ୍ତମୀ, ପୀଠରେ ଅଷ୍ଟମୀ ପୂଜା

କନକ ବ୍ୟୁରୋ : ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ନେଇ ମଣ୍ଡପ ଓ ପୀଠରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ । ଆଜି ମଣ୍ଡପ ଗୁଡ଼ିକରେ ମା’ଙ୍କର ମହାସପ୍ତମୀ ପୂଜା ହେଉଥିବା ବେଳେ ପୀଠ ଗୁଡ଼ିକରେ ମହାଅଷ୍ଟମୀ ପୂଜା କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ଷଷ୍ଠୀ ଅବସରରେ ମା’ଙ୍କ ବିଲ୍ୱବରଣ…
Read More...

କଟକ ଗଳିକୁ ପହଁଚିଲା ପାରାଦୀପ କଳି : ଅଣ୍ଡାମାଡ ଉପରେ ଦେବାଶିଷ କହିଲେ, ନିଜେ ଦାମ ଦାୟୀ

କନକ ବ୍ୟୁରୋ : ବିଜେଡିର ଦୁଇ ବରିଷ୍ଠ ନେତା ମୁହାଁମୁହିଁ । ଗୋଟିଏ ପଟେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ଅନ୍ୟପଟେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ଦାମଙ୍କ ମହାନଦୀ ସମାବେଶରେ ଅଣ୍ଡାମାଡକୁ ନେଇ ଦେବାଶିଷ କହିଛନ୍ତି ଅଣ୍ଡାମାଡ ପାଇଁ ନିଜେ ଦାମ ହିଁ ଦାୟୀ । ଆଉ ଏହା ପରେ ଚିହିଁକି…
Read More...