Browsing Category

ନ୍ୟୁଜ୍

ନୋବେଲ ବିଜେତା ଭି.ଏସ.ନାଇପଲଙ୍କ ପରଲୋକ: ୮୫ ବର୍ଷ ବୟସରେ ଆଖି ବୁଜିଲେ ନାଇପଲ, ସାହିତ୍ୟ ପାଇଁ ନୋବେଲ ପୁରସ୍କାର…

 କନକ ବ୍ୟୁରୋ: ବିଟ୍ରିସ୍‌ ଔପନ୍ୟାସିକ ଏବଂ ସାହିତ୍ୟରେ ନୋବେଲ୍‌ ବିଜୟୀ ଲେଖକ ସାର୍‌ ଭିଏସ୍‌ ନଇପଲ୍‌ଙ୍କ ରବିବାର ଦିନ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଲଣ୍ଡନସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା କଥା ତାଙ୍କ ପରିବାର ଜଣାଇଛନ୍ତି। ୧୯୩୨ ମସିହା ଅଗଷ୍ଟ ୧୭ ତାରିଖରେ ଜନ୍ମିତ…
Read More...

ମଂଚରେ ମାଆ-ଝିଅର ଯୁଗଳବନ୍ଦୀ: ମାତୃତ୍ୱ ୨୦୧୮ ଗ୍ରାଣ୍ଡ ଫିନାଲେରେ ର‍୍ୟାମ୍ପରେ ଚାଲିଲେ ମା’-ଝିଅ, ଯୋଗ ଦେଲେ…

କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ମାତୃତ୍ୱ ପୁରଷ୍କାର ୨୦୧୮ର ଗ୍ରାଣ୍ଡ ଫିନାଲେ । ଏହି କାର୍ଯ୍ୟକ୍ରମରେ ସବୁଠାରୁ ସଫଳ ମା ଓ ଝିଅ ଯୋଡିକୁ ସମ୍ବର୍ଦ୍ଧିତ କରାଯାଇଛି । ଫ୍ୟାସନ ଡିଜାଇନିଂ, ଇଂଟିରିଅର ଡିଜାଇନ , ଜୁଏଲାରି ଡିଜାଇନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା…
Read More...

ମାଲ୍ୟାଙ୍କ ଘରେ ସୁନାର ପାଇଖାନା: ମଦ ସମ୍ରାଟଙ୍କ ଲଣ୍ଡନ ସ୍ଥିତ ଘରେ ରହିଛି ଗୋଲ୍ଡେନ୍ ଟଏଲେଟ୍, ଲେଖକ ଦେଖିଥିବା କଲେ…

କନକ ବ୍ୟୁରୋ: ସୁବବେଳେ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି ବିଜୟ ମାଲ୍ୟା । ଭାରତୀୟ ବ୍ୟାଙ୍କଗୁଡିକରେ ୯ ହଜାର କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ପରିଶୋଧ ନ କରି ବିଜୟ ମାଲ୍ୟା ଲଣ୍ଡନ ପଳାଇଛନ୍ତି । ତାଙ୍କ ବିଳାସପୂର୍ଣ୍ଣ ଜୀବନ ବିଷୟରେ ଏବେ ନୂଆ ତଥ୍ୟା ସାମ୍ନାକୁ…
Read More...

୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲା କମିଶନରେଟ ପୁଲିସ

ସ୍ୱାଧୀନତା ଦିବସ ପରେଡ ଲାଗି କମିସନରେଟ୍ ପୁଲିସ ପକ୍ଷରୁ ମହାତ୍ମାଗାନ୍ଧୀ ମାର୍ଗରେ ଅଭ୍ୟାସ ଆରମ୍ଭ ହୋଇଗଲାଣି । ଅପରାହ୍ମଣ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅଭ୍ୟାସ ଚାଲୁଛି। ଆଜି ମଧ୍ୟ ସେହି ସମାନ ସମୟରେ ଅଭ୍ୟାସ ଚାଲିବ। ମାତ୍ର ୧୩ ତାରିଖରେ ସକାଳ ୭ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ…
Read More...

ସ୍ୱାଧିନତା ଦିବସ ଅବସରରେ ଶହ ଶହ ଲୋକ ଗ୍ରହଣ କରୁଛନ୍ତି ମା’ତୁଝେ ପ୍ରଣାମ୍ ଚ୍ୟାଲେଞ୍ଜ ! କ’ଣ ଏହି ଚ୍ୟାଲେଞ୍ଜ…

ଜଣେ ଯେତେବି କଠୋର ହୃଦୟର ହୋଇଥାଉ ନା କାହିଁକି କିନ୍ତୁ ଦେଶ ଓ ଦେଶଭକ୍ତିର କଥା ଯେତେବେଳେ ଆସେ ଆଖିରେ ଉତ୍ସାହ ଏବଂ ଉଲ୍ଲାସର ଅଶ୍ରୁଧାରା ଦେଖିବାକୁ ମିଳେ । ତେବେ ସିନେମା ଜଗତରେ ଏଭଳି କିଛି ଦେଶାତ୍ମବୋଧକ ସଙ୍ଗୀତ ରହିଛି ଯାହାକୁ ଶୁଣିଲେ ଲୋକଙ୍କ ମନରେ ଆପେ ଭାରତ ମାତାର ସନ୍ତାନର ଗର୍ବ…
Read More...

ଭଦ୍ରକରେ ନକଲି ଜର୍ଦ୍ଦା କାରଖାନା ଠାବ: ସରକାରନଗର ଓ ଚନ୍ଦନନଗରରେ ତିଆରି ହେଉଥିଲା ନକଲି ଜର୍ଦ୍ଦା,୪ ଗିରଫ

କନକ ବ୍ୟୁରୋ: ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ । ଭଦଳ ପୂରୁଣାବଜାର ନିକଟସ୍ଥ ସରକାରନଗର ଓ ଚନ୍ଦନ ବଜାରରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି ପୋଲିସ । ନକଲି ଜର୍ଦ୍ଦା ତିଆରି ହେଉଥିବା ଏହି କାରଖାନାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଜବତ କରାଯାଇଛି । ଏହା ସହ ୩ଟି…
Read More...

ଆଜି ବିଶ୍ୱ ହସ୍ତୀ ଦିବସ: ଝୋଟି, ଚିତା ଓ ଚାନ୍ଦୁଆରେ ସଜ ହେବେ ନନ୍ଦନକାନରେ ୬ ହାତୀ, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ…

କନକ ବ୍ୟୁରୋ: ଆଜି ହାତୀ ଦିବସ । ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ…
Read More...

ସୂର୍ଯ୍ୟ ପାଖରେ ପହଞ୍ଚିବ ମଣିଷ: ଆଜି ନାସା ମହାକାଶକୁ ଉତକ୍ଷେପଣ କରିବ ସୌରଯାନ,ବହୁ ରହସ୍ୟ ଉପରୁ ଉଠିବ ପରଦା

କନକ ବ୍ୟୁରୋ: ଆଜି ନାସାର ସୌର ଅଭିଯାନ । ମହାକାଶକୁ ପ୍ରେରଣ ହେବ ପାର୍କର ସୋଲାର ପ୍ରୋବ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଆଜି ଏହି ସୋଲାର ପ୍ରୋବ୍ ଉତ୍କ୍ଷେପଣ କରିବ । ଏହି ଅଭିଯାନ ସଫଳ ହେଲେ ସୂର୍ଯ୍ୟ ପୃଷ୍ଠର ବହୁ ରହସ୍ୟ ଉନ୍ମୋଚିତ ହେବା ସହ ଇତିହାସ ରଚିବ ମାନବ ସମାଜ ।…
Read More...

ଆଜି ଗଜରାଜଙ୍କ ଦିନ: ବଢ଼ୁଛି ସଂଖ୍ୟା ତଥାପି ଅସୁରକ୍ଷିତ ଗଜରାଜ

କନକ ବ୍ୟୁରୋ: ଆଜି ପୁରା ବିଶ୍ୱ ପାଳୁଛି ବିଶ୍ୱ ହସ୍ତୀ ଦିବସ । ସୁସଜ୍ଜିତ ହେଉଛନ୍ତି ଗଜରାଜ । ହାତୀମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଉପଲକ୍ଷେ ଏହି ଦିବସ ପାଳନ ହେଉଛି । ତେବେ ନଜର ପକାନ୍ତୁ ଓଡିଶାରେ କେତେ ସୁରକ୍ଷିତ ଗଜରାଜ । ପ୍ରତିବର୍ଷ ଅଗଷ୍ଟ ୧୨ରେ ହାତୀମାନଙ୍କ ପାଇଁ ପାଳନ ହେଉଛି ବିଶ୍ୱ…
Read More...

୪୮ ଘଂଟାରେ ପ୍ରବଳ ବର୍ଷା : ଓଡିଶା ସମେତ ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କଲା ଆଇଏମଡି, ଲଘୁଚାପ…

କନକ ବ୍ୟୁରୋ: ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଂଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆଜିଠୁ ୧୬ ତାରିଖଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ୧୫ ତାରିଖ ଯାଏଁ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୨ ଓ୧୩…
Read More...