Browsing Category

ନ୍ୟୁଜ୍

ଅସହ୍ୟ ହେଲାଣି ତେଲ ଦର : ନବରଙ୍ଗପୁର ଓ ଜୟପୁରରେ ପେଟ୍ରୋଲ ଲିଟର ୮୨ ଟଙ୍କା ଟପିଲା

କନକ ବ୍ୟୁରୋ : ପୁଣି ବଢିଲା ତେଲ ଦର । ନବରଙ୍ଗପୁର ଓ ଜୟପୁରରେ ୮୨ ଟଙ୍କା ଟପିଲା ପେଟ୍ରୋଲ ଦର । ଲଗାତର କିଛି ଦିନ ହେଲା ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଗତକାଲି ତୁଳନାରେ ଆଜି ପୁଣି ତୈଳ ଦର ବୃଦ୍ଧି ହୋଇଛି । ନବରଙ୍ଗପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା ୯ ପଇସା…
Read More...

ମାଛ ଜାଲରେ ବିରାଟ ଅଜଗର : ସମ୍ବଲପୁର ଭତ୍ରା ଅଂଚଳରେ ଜାଲ କାଟି ଅଜଗର ଉଦ୍ଧାର

କନକ ବ୍ୟୁରୋ : ମାଛ ଜାଲରେ ବିରାଟ ଅଜଗର । ସମ୍ବଲପୁର ଭତ୍ରା ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମାଛ ଧରିବାକୁ ପକାଯାଇଥିବା ଜାଲରେ ଧରା ପଡିଛି ଏକ ବିରାଟ ଅଜଗର । ଏକ ବଡ ଗାତରେ ମାଛ ଧରିବାକୁ କିଛି ଲୋକ ଜାଲ ପକାଇଥିବା ବେଳେ ସେଥିରେ ଏକ ଅଜଗର ପଡିଥିବା ଦେଖିବାକୁ ପାଇଥିଲେ । ପରେ…
Read More...

ବଢିଲା ମନ୍ତ୍ରୀଙ୍କ ଘରଭଡା । ମାସିକ ମିଳୁଥିଲା ୧୦୦, ଏବେ ମିଳିବ ୩୦ହଜାର

କନକ ବ୍ୟୁରୋ : ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଘରଭଡ଼ା ମାସିକ ୧୦୦ ଟଙ୍କା ଦୀର୍ଘଦିନରୁ ପ୍ରଚଳିତ। ଏହା ଦୈନିକ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି ଏହି ଆଇନର ସଂଶୋଧନ ନେଇ ବିଧାନସଭାରେ ଆଗତ ବିଲ୍ ପାରିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବିଲ୍ ଆଗତ…
Read More...

ରାଜଧାନୀରେ ଚାନ୍ଦା ମାଗିଲେ ଜେଲ ଦଣ୍ଡ ! ପୂଜା ସମୟରେ କଡାକଡି ଯାଞ୍ଚ କରିବ କମିଶନରେଟ ପୋଲିସ

କନକ ବ୍ୟୁରୋ : ଆଉ କିଛି ଦିନ ପରେ ଗଣେଶ ପୂଜା। ଏହା ପରେ ପରେ ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାଳୀ, କାର୍ତ୍ତିକେଶ୍ୱର ଆଦି ବିଭିନ୍ନ ପୂଜାପର୍ବ ପାଇଁ ରାଜଧାନୀ ଉତ୍ସବମୁଖର ହେବ। ଏଥିପାଇଁ ବିଭିନ୍ନ କ୍ଲବ, ପୂଜାମଣ୍ଡପ, ଅନୁଷ୍ଠାନ ସଜବାଜ ହେଲେଣି। ତେବେ ପୂଜାକୁ ଶାନ୍ତିଶୃଙ୍ଖଳାର ସହ…
Read More...

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହ କେନ୍ଦ୍ରାପଡା, ସୁନ୍ଦରଗଡ ଓ ଫୁଲବାଣୀରେ ବି ଛୁଟି ହେଲା ସ୍କୁଲ : ସାରା…

କନକ ବ୍ୟୁରୋ : ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସ୍କୁଲ ବନ୍ଦ ରହିବ । ଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ସତର୍କ କରାଯାଇଛି । ସେହିପରି…
Read More...

ଗ୍ୟାସ ଟାଙ୍କି ଫାଟି ମା-ଝିଅ ଜୀବନ୍ତ ଦଗ୍ଧ : ଗୁତୁତର ଅବସ୍ଥାରେ ସ୍ୱାମୀଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସିର ୩ ନମ୍ବର ଓ୍ଵାର୍ଡର ଗୋଡ଼ିପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ ପାଇଁ ଚାହା କରିବାକୁ ଯାଇଥିବା ବେଳେ ହଠାତ ରୋଷେଇ ଗ୍ୟାସ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିବାରୁ ଘଟଣାସ୍ଥଳରେ ଜଣେ ମହିଳା ଓ…
Read More...

ରାଜ୍ୟରେ ବିଧାନ ପରିଷଦ ଗଠନ ଲାଗି ଫିଟିଲା ବାଟ : ବିରୋଧୀଙ୍କ ନାରାବାଜି ଭିତରେ ଗୃହରେ ସଙ୍କଳ୍ପ ପାରିତ, ସମର୍ଥନରେ…

କନକ ବ୍ୟୁରୋ : ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ ଫିଟିଲା ବାଟ । ବିଧାନସଭାରେ ଏନେଇ ଆଗତ ହୋଇଥିବା ସଂକଳ୍ପ ପାରିତ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ବିଧାନ ପରିଷଦ ନେଇ ସଂକଳ୍ପ ଆଗତ କରିଥିଲେ । ତେବେ ଏହାକୁ ବିରୋଧ କରିଥିଲେ ଉଭୟ…
Read More...

ଅହେତୁକ ତେଲଦର ବୃଦ୍ଧି ନେଇ କେନ୍ଦ୍ର ବିରୋଧରେ ଆଜି ବିଜେଡିର ପ୍ରତିବାଦ : ଦିନ ୧୦ଟା ରୁ ୧୨ ପର୍ଯ୍ୟନ୍ତ ସଚେତନତା…

କନକ ବ୍ୟୁରୋ : ବଢ଼ୁଥିବା ତେଲ ଦର ନେଇ କେନ୍ଦ୍ର ଉପରେ ଚାପ ବଢ଼ାଇବା ପ୍ରୟାସରେ ରାଜ୍ୟ ସରକାର । ଶାସକ ବିଜେଡି ପକ୍ଷରୁ ବଢ଼ୁଚାଲିଥିବା ପେଟ୍ରୋଲ ଦର ନେଇ ସଚେତନତା କାର୍ଯ୍ୟକ୍ରମ । ଆଜି ସବୁ ପେଟ୍ରୋଲ ପମ୍ପ ଆଗରେ ଜନସଚେତନତା କାର୍ଯ୍ୟକ୍ରମ କରିବ ବିଜେଡି । ସେପ୍ଟେମ୍ବର ୭ରୁ ୯ ତାରିଖ ଯାଏଁ…
Read More...

ଆଗାମୀ ଲୋକସଭା ନିର୍ବାଚନ ସମୟରେ ମିଥ୍ୟା ଖବର ପ୍ରସାରଣ ଉପରେ ଲାଗିବ ରୋକ୍ : ନିର୍ବାଚନ କମିଶନ ସହ କାମ କରିବେ…

କନକ ବ୍ୟୁରୋ :  ଆଗାମୀ ୨୦୧୯ ଲୋକସଭା ନର୍ବାଚନକୁ ଦୃଷ୍ଟିରେ ରଖି ମିଥ୍ୟା ଓ ଆପତ୍ତିଜନକ ଖବରର ପ୍ରସାରଣକୁ ରୋକିବା ପାଇଁ ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ, ଟ୍ଵିଟର ଓ ଗୁଗୁଲ ଦେଶର ନିର୍ବାଚନ କମିଶନଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ଏହି ତିନି ସୋସିଆଲ…
Read More...

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ୬୫ ପୈାରସଂସ୍ଥାରେ ପ୍ରଶାସକ ନିଯୁକ୍ତି ନେଇ ବୈଠକରେ…

କନକ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ସନ୍ଧ୍ୟା ୬ଟା ୩୦ମିନିଟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଏଥିରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ଚଳିତ ମାସରେ ଶେଷ ହେଉଥିବା ୬୫ଟି ପୌର ସଂସ୍ଥାର କାର୍ଯ୍ୟକାଳ…
Read More...