Browsing Category

ନ୍ୟୁଜ୍

୪୮ ଘଂଟାରେ ପ୍ରବଳ ବର୍ଷା : ଓଡିଶା ସମେତ ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କଲା ଆଇଏମଡି, ଲଘୁଚାପ…

କନକ ବ୍ୟୁରୋ: ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଂଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆଜିଠୁ ୧୬ ତାରିଖଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ୧୫ ତାରିଖ ଯାଏଁ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୨ ଓ୧୩…
Read More...

ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ବିଫଳ ହେଲା ଭାରତ ! ୱକ୍ସଙ୍କ ଶତକ ବଳରେ ଇଂଲଣ୍ଡର ସ୍କୋର ୩୫୭/୬ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସ୍ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚର ୨ୟ ମୁକାବିଲା ୩ୟ ଦିନରେ ଶନିବାର ଇଂଲଣ୍ଡର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଖରାପ ଆଲୋକ ଯୋଗୁଁ ମ୍ୟାଚ୍ ଅଟକିବା ପୂର୍ବରୁ କ୍ରିସ ଓ୍ଵକ୍ସ ଶତକ (ଅପରାଜିତ ୧୨୦) ହାସଲ କରିଛନ୍ତି । ସାମ କୁରାନ ୨୨ ରନ୍ ଯୋଡ଼ି…
Read More...

୧୪ ତାରିଖ ଯାଏଁ ପ୍ରବଳ ବର୍ଷିବ । ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଆଗାମୀ ଦୁଇ ଦିନ ଧରି ଦେଶର ୧୬ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଆଶଙ୍କା ରହିଛି । ଆଉ ଏହାର ପ୍ରଭାବରେ ଓଡିଶାର ବିଭିନ୍ନ…
Read More...

ସ୍ୱାସ୍ଥ୍ୟ ସେବାରେ ସ୍ୱାଧୀନତା ! ସାଢେ ୩ କୋଟି ଲୋକଙ୍କ ପାଇଁ ନବୀନଙ୍କ ସ୍ୱାସ୍ଥ୍ୟ କାର୍ଡ

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ପୂରା ଦେଶ ପାଳନ କରିବ ୭୨ ତମ ସ୍ୱାଧୀନତା ଦିବସ । ତେବେ ଚଳିତ ସ୍ୱାଧୀନତା ଦିବସ ଓଡିଶାବାସୀଙ୍କ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । କାରଣ ଏହି ଅଗଷ୍ଟ ୧୫ରୁ ହିଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।…
Read More...

ବିଜେପିକୁ ନେଇ ବିଜୟଙ୍କ ବଡ ବୟାନ! କହିଲେ, ସକାଳେ ସମର୍ଥନ ମାଗୁଛ, ସନ୍ଧ୍ୟାରେ ଗର୍ଜନ କରୁଛ ।

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗକୁ ନେଇ ରାଜନୀତି ଧମିବାର ନାଁ ନେଉନି । ପ୍ରତିଦିନ ଆସୁଛି ନୂଆ ନୂଆ ବୟାନ୍ । ଆଉ ଆଜି ଖୋଦ୍ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦେଇଛନ୍ତି ବଡ ବୟାନ୍ । କହିଛନ୍ତି- ଗୋଟିଏ ପଟେ…
Read More...

କାଉଡିଆଙ୍କ ଉତ୍ପାତ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଦେଲେ ନିର୍ଦ୍ଦେଶ…

କନକ ବ୍ୟୁରୋ : କାଉଡିଆଙ୍କ ଭଙ୍ଗାରୁଜା ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଦେଶର ବିଭିନ୍ନ ସହରରେ କାଉଡିଆଙ୍କ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆଇନକୁ ହାତକୁ ନେଇଥିବା…
Read More...

ଭୁବନେଶ୍ୱର ଏମ୍ସର ଅବସ୍ଥା ଏମିତି ! ୨୬୧ କୋଟିର ପ୍ରକଳ୍ପ, ୫ ବର୍ଷରେ ଫାଟି ଆଁ କଲାଣି । ଖବର ସଂଗ୍ରହ କରିବାକୁ…

କନକ ବ୍ୟୁରୋ : ପ୍ରଥମ ସମାବର୍ତନ ଉତ୍ସବ ପୂର୍ବରୁ, ଭୁବନେଶ୍ୱର ଏମ୍ସକୁ ଉପ-ରାଷ୍ଟ୍ରପତି ଆସିବା ପୂର୍ବରୁ କିଛି ଏଭଳି ଘଟଣା ଘଟିଛି, ଯାହା ଦେଶର ଏକ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିବାଦ ଘେରକୁ ଟାଣି ଆଣିଛି । ମାତ୍ର ୫ ବର୍ଷ ଭିତରେ ଭୁବନେଶ୍ୱର ଏମ୍ସର ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ…
Read More...

ଅସିହା ପାହାଡ ଲୁଟି ନେଲା ଗ୍ୟାଙ୍ଗଷ୍ଟର ! ଉଠିଲା ପ୍ରଶ୍ନ- କ’ଣ କରୁଥିଲେ ସ୍ଥାନୀୟ ବିଧାୟକ, ଟିଟୋ ସହ ଅମର ଶତପଥୀଙ୍କ…

ନେତାଙ୍କ ସହ ଟିଟୋର ଲିଙ୍କ୍ ନେଇ ଆସିଲା ଅଭିଯୋଗ । ଟିଟୋ ଲିଙ୍କ ନେଇ କଂଗ୍ରେସ ପରେ ବିଜେପି ଆଣିଲା ବିଧାୟକ ଅମରପ୍ରସାଦ ଶତପଥୀଙ୍କ ବିରୋଧରେ ସଂଗୀନ ଅଭିଯୋଗ  । ଅଭିଯୋଗ ହୋଇଛି, ବଡଚଣା ଅଂଚଳର ଅସିଆ ପାହାଡ଼କୁ ଖୋଳି ଟିଟୋ ବିକ୍ରି କରି ଦେଇଥିବା ପଛରେ ରହିଛି ଅମରଙ୍କ ସମର୍ଥନ । ପାହାଡ଼ ଖୋଳି…
Read More...

ସୂର୍ଯ୍ୟ ପାଖରେ ପହଞ୍ଚିବ ମଣିଷ ! ଆସନ୍ତାକାଲି ନାସା ମହାକାଶକୁ ଉଦକ୍ଷେପଣ କରିବ ସୌରଯାନ, ବହୁ ରହସ୍ୟ ଉପରୁ ଉଠିବ…

କନକ ବ୍ୟୁରୋ : ଶେଷ ମୁହୂର୍ତ୍ତରେ ସ୍ଥଗିତ ହେଲା ଉଦକ୍ଷେପଣ । ଦିନକ ପରେ ମହାକାଶ ଯିବ ନାସାର ସୌରଯାନ । ସକଳ ଶକ୍ତିର ଆଧାରର ଶକ୍ତି ପରଖିବ ମଣିଷ  । ମଣିଷ ତିଆରି ଯାନ ପହଂଚିବ ସୂର୍ଯ୍ୟଙ୍କ ପାଖରେ । ସୂର୍ଯ୍ୟକୁ ନେଇ ଥିବା ଅନେକ ପରିକଳ୍ପନା, ରହସ୍ୟ ଉପରୁ ଉଠିବ ପରଦା ।  ମହାକାଶ ବିଜ୍ଞାନର…
Read More...

ହକିକୁ ନେଇ ରାଜନୀତି । ବିଶ୍ୱକପ୍ ଆୟୋଜନ ପାଇଁ ଟଙ୍କାଟିଏ ଦେଇନି କେନ୍ଦ୍ର, ରାଜ୍ୟ ଉଠାଇଲା ପ୍ରଶ୍ନ

କନକ ବ୍ୟୁରୋ: ପୁରୁଷ ହକି ୱାର୍ଲ୍ଡ କପ୍ ୨୦୧୮ ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି । ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିଶ୍ୱକପ ଅନୁଦାନ ଲାଗି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲାଗିଛି ଟଣାଓଟରା । ଗତକାଲି ଲୋକସଭାରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ…
Read More...