Browsing Category

ନ୍ୟୁଜ୍

ବେଙ୍ଗାଲୁରୁ କ୍ଲବ ଲକରରୁ ମିଳିଲା ୫୦୦କୋଟି: ୮କୋଟିର ହୀରା, ୬୫୦ ଗ୍ରାମ ସୁନା ବିସ୍କୁଟ ଜବତ କଲା ଆୟକର ବିଭାଗ

କନକ ବ୍ୟୁରୋ: କ୍ଲବ ଲକରରୁ ଠାବ ହେଲା ୫ଶହ କୋଟିର ସଂପତି । ବେଙ୍ଗାଲୁରୁ ସେଂଟ ମାର୍କସ ରୋଡରେ ଥିବା ବାଓରିଙ୍ଗ ଇନଷ୍ଟିଚ୍ୟୁଟ୍ ନାମକ ଏକ ବିଳାସପୂର୍ଣ୍ଣ କ୍ଲବ ପରିସରରୁ ଏତେ ପରିମାଣର ଟଙ୍କା ଜବତ କରିଛି ଆୟକର ବିଭାଗ । କ୍ଲବର ୩ଟି ଲକରରୁ ହୀରା, ସୁନା ବିସ୍କୁଟ, ବିଦେଶୀ ମୁଦ୍ରା, କୋଟି…
Read More...

ମହାନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର: ବର୍ତ୍ତମାନ ଜଳସ୍ତର ୬୧୬.୩୧ ଫୁଟ୍, ପ୍ରତି ସେକେଣ୍ଡରେ…

କନକ ବ୍ୟୁରୋ: ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଉପରମୁଣ୍ଡରେ ବର୍ଷା କାରଣରୁ ମହାନଦୀକୁ ନେଇ ଚିନ୍ତା ବଢିଯାଇଛି । ବର୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମରେ ଜଳସ୍ତର ୬୧୬.୩୧ ଫୁଟ୍ ରହିଛି । ଡ୍ୟାମ ବିପଦ ସଂକେତ ୬୩୧ ଫୁଟ୍ ରହିଛି ।…
Read More...

ରଥଟଣା ବେଳେ ଅଘଟଣ । ପବିତ୍ର ବାହୁଡ଼ା ଯାତ୍ରାରେ ଚଢ଼ିଗଲା ରଥ ଚକ ଘଟଣାସ୍ଥଳରେ ହିଁ ଚାଲିଗଲା ଭକ୍ତଙ୍କ ଜୀବନ

କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ରଥଯାତ୍ରାବେଳେ ଅଘଟଣ । ପଟ୍ଟାମୁଣ୍ଡାଇ ସହରର ପତିତପାବନ ମନ୍ଦିର ରଥ ଇଛାପୁର ମାଉସୀମା ମନ୍ଦିର ଫେରୁଥିବାବେଳେ ରଥ ଚକା ତଳେ ପଡି ଜଣେ ଭକ୍ତର ମୃତ୍ୟୁ ହୋଇଛି । ମୃତକ ଜଣକ ଅଳଭା ଗ୍ରାମର ନିରାକାର ଜେନା ବୋଲି ଜଣାପଡିଛି । ପୋଳିସ ଖବର ପାଇଁ ମୃତ ଦେହ ଜବତ କରିଛି…
Read More...

ଆସୁଛି ବନ୍ୟା: ହୀରାକୁଦ ଗେଟ୍ ଖୋଲିନି, କିନ୍ତୁ ଫୁଲିଲାଣି ବ୍ରାହ୍ମଣୀ, ବୈତରଣୀ ଓ ବୁଢ଼ାବଳଙ୍ଗ, ୩୬ବର୍ଷର ରେକର୍ଡ…

କନକ ବ୍ୟୁରୋ: ଚଳିତ ଲଘୁଚାପ ଜନିତ ବର୍ଷା ରେକର୍ଡ ଭାଙ୍ଗିଛି । ସମ୍ବଲପୁରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ବୁର୍ଲାସ୍ଥିତ ମାଷ୍ଟର୍ସ କଂଟ୍ରୋଲ ରୁମରେ ରବିବାର ୬୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛିା ଏହା ପୂର୍ବରୁ ଥିବା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ପୂର୍ବରୁ ୧୯୯୨ ଅଗଷ୍ଟ…
Read More...

କେନ୍ଦ୍ରାପଡାରେ ଏନକାଉଣ୍ଟର: ପୋଲିସ ଗୁଳିରେ ଟିଟୋର ସହଯୋଗୀ କୁଖ୍ୟାତ ଅପରାଧି ବାବୁ ସାହୁ ଗୁରୁତର, ନାଁରେ ରହିଛି ୩…

କନକ ବ୍ୟୁରୋ: କେନ୍ଦ୍ରାପଡାରେ ଏନକାଉଣ୍ଟର । ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବାବୁ ସାହୁକୁ ଛଘରିଆ ଇଛାପୁର ରାସ୍ତାରେ ଏନକାଉଣ୍ଟର କରିଛି କେନ୍ଦ୍ରାପଡା ପୋଲିସ୍ ଓ ଏସଟିଏଫର ମିଳିତ ଟିମ୍ । ବାବୁ ସାହୁ ନାରେ ରହିଛି ୩ଟି ହତ୍ୟା ସହିତ ୧୪ଟି ଅପରାଧିକ ମାମଲା । ତେବେ ଆଜି ଭୋର ୪ଟା ବେଳେ…
Read More...

ଆଜି ମହାପ୍ରଭୁଙ୍କର ସୁନାବେଶ: ମହଣ ମହଣ ସୁନା ପିନ୍ଧି ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ତିନି ଠାକୁର, ଜାଣନ୍ତୁ…

କନକ ବ୍ୟୁରୋ: ଆଜି ହରିଶୟନ ଏକାଦଶୀରେ ସୁନାବେଶ (ବଡ଼ ଚଢ଼ାଉ ବେଶ)ରେ ଦର୍ଶନ ଦେବେ ମହାପ୍ରଭୁ। ସର୍ବଦା ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାପ୍ରଭୁ ରତ୍ନଖଚିତ ଦୁଇ ଶହ କିଲୋରୁ ଅଧିକ ଓଜନର ସୁନା ଓ ରୁପା ଅଳଙ୍କାର ପିନ୍ଧି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ। ସୁନାର କିରୀଟ, କାନ,…
Read More...

ଡେଙ୍ଗୁ ଆତଙ୍କରେ ୨୯ ଟି ଜିଲ୍ଲା ! କଟକରେ ୬୨ ଏବଂ ସମ୍ବଲପୁରରେ ଜଣେ ରୋଗୀ ଚିହ୍ନଟ ।

କନକ ବ୍ୟୁରୋ : ଝାରସୁଗୁଡ଼ାକୁ ବାଦ୍ ଦେଇ ୨୯ଜିଲ୍ଲାକୁ ମାଡ଼ିଲାଣି ଡେଙ୍ଗୁ। ଆଜି କଟକ ଏସ୍ସିବିରେ ୧୩ଟି ରକ୍ତ ନମୂନା ପରୀକ୍ଷଣ କରାଯାଇଥିବାବେଳେ ସେଥିରୁ ସମ୍ବଲପୁରର ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ଦୀର୍ଘଦିନ ପରେ ଡେଙ୍ଗୁ ଚିହ୍ନଟ ସଂଖ୍ୟା ଆଜି ହ୍ରାସ ପାଇବା ସହ କଟକରେ କେହି…
Read More...

ଭାବରେ ଭିଜାଇଦେଲେ : ଚକିତ କଲାଭଳି ବଦଳିଲା ପାଗ, ବାହୁଡ଼ିଲେ ତିନି ଠାକୁର

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଗତକାଲି ବଡ଼ଦାଣ୍ଡ ସମୁଦ୍ରର ଭ୍ରମ ସୃଷ୍ଟି କରୁଥିଲା। ଗତକାଲି କିନ୍ତୁ ଜନ ସମୁଦ୍ରରେ ପରିଣତ ହୋଇଗଲା ସକାଳୁ ସକାଳୁ । ରବିବାର ରେକର୍ଡ ବର୍ଷା ହୋଇଥିଲା ପୁରୀରେ। ରବିବାର କିନ୍ତୁ ଆକାଶରୁ କଳା ବାଦଲ ହଟିଯାଇଥିଲା। ଆଉ ପାଗରେ ଏଭଳି ପରିବର୍ତ୍ତନ ଆସିଥିଲା,…
Read More...

ମହାନଦୀରେ ବନ୍ୟା ଆଶଙ୍କା ! ଲଗାଣ ବର୍ଷା ଯୋଗୁଁ ବଢ଼ିଚାଲିଛି ଜଳସ୍ତର, ଉପର ମୁଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ…

କନକ ବ୍ୟୁରୋ : ବଢୁଛି ମହାନଦୀ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଆଜି ଦିନ ସାରା ମହାନଦୀର ଜଳସ୍ତର ବଢିଚାଲିଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇଦେଇଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଂଟା ଯାଏଁ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନରାଜଠାରେ…
Read More...

ମହାବଳ ପାଇଁ ହଜିଲା ନିଦ ! ଘରୁ ବାହାରିବା ପାଇଁ ଲୋକଙ୍କୁ ଡର, ବାଘ ଭୟରେ ଦିନ ରାତି ପହରା ଦେଉଛନ୍ତି ସାତକୋଶିଆ…

କନକ ବ୍ୟୁରୋ : ସାତକୋଶିଆ ଅଭୟାରଣ୍ୟକୁ ଲାଗିଥିବା ଗାଁରେ ଘାରିଛି ମହାବଳ ଭୟ । ମଧ୍ୟପ୍ରଦେଶରୁ ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛାଡିବା ପରେ ନିକଟବର୍ତି ଗାଁ ଲୋକଙ୍କ ଜୀବନ ଶୈଳୀ ବଦଳି ଯାଇଛି । ଜାଳେଣୀ ସଂଗ୍ରହ ହେଉ କି ଚାଷବାଷ କାମ ଜଙ୍ଗଲ ପାଖ ଦେଇ ବି ଯାତାୟତ…
Read More...