Browsing Category

ଖବର ୧୦୦ ଶବ୍ଦରେ

କରୋନା ପାଇଁ ଯାତ୍ରା ମଂଚ କାର୍ଯ୍ୟକ୍ରମ ବନ୍ଦ : ବଂଚିବା ପାଇଁ ସଂଘର୍ଷ କରୁଛନ୍ତି କଳାକାର; ବିପଦରେ ଯାତ୍ରା କଳାକାରଙ୍କ…

କନକ ବ୍ୟୁରୋ : କରୋନା ମାଡର ପ୍ରଭାବ ସବୁଲୋକଙ୍କ ଉପରେ ପଡିଛି । କରୋନା କଟକଣା ଯୋଗୁଁ  କଳାକାରଙ୍କ ଜୀବିକା ଏହାଦ୍ୱାରା ବେଶ ପ୍ରଭାବିତ ହୋଇଛି ।  ଯାତ୍ରା ଜଗତ ଓ ଯାତ୍ରା କଳାକାର  ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଯାତ୍ରାକୁ ଅନୁମତି ଦେବାକୁ ଦାବି କରି ଭୁବନେଶ୍ୱର…
Read More...

୩ ଦିନ ହେଲା ଗଜପତିର ଯୁବକଙ୍କ ଶବ ଛାଡୁନି ଆନ୍ଧ୍ର ଡାକ୍ତରଖାନା : ଶବ ପାଇବାକୁ ଗୁହାରି କରି ବିଫଳ ହେବାରୁ…

କନକ ବ୍ୟୁରୋ : ୩ ଦିନ ହେଲା ଶବ ପଡିଛି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଡାକ୍ତରଖାନାରେ । ଘରକୁ ଆସିପାରୁନି ଶବ । ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣା କେଜିଏଚ ଡାକ୍ତରଖାନାରେ, ପାରଳାଖେମୁଣ୍ଡି ରାମନଗର ଅଂଚଳର ସମ୍ପଦ ଚକ୍ରବର୍ତିଙ୍କ ପରଲୋକ ଘଟିଥିଲା । ମୃତ୍ୟୁର ୩ ଦିନ ପରେ ବି…
Read More...

ପରଲୋକରେ ଓଡ଼ିଶାର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । କରୋନାରେ ଚାଲିଗଲା ପ୍ରତିଭାବାନ୍ ସାମ୍ବାଦିକଙ୍କ ଜୀବନ ।

କନକ ବ୍ୟୁରୋ: ପରଲୋକରେ ଓଡ଼ିଶାର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କରୋନାରେ ଆକ୍ରାନ୍ତ ହୋଇ ଆଖିବୁଜିଛନ୍ତି ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ । ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ ଦୀର୍ଘଦିନ ଧରି କାମ କରୁଥିଲେ । ନିଜର କର୍ତବ୍ୟ ସମ୍ପାଦନ,…
Read More...

ମୁନସୀରୁ କେମିତି ପାଲଟିଲେ କୋଟିପତି ବ୍ୟବସାୟୀ : ଚୋରା ଗଞ୍ଜେଇ ଚାଲାଣ କାରବାରରେ ଧରାପଡିବା ପରେ ପଦାକୁ ଆସିଲା ସତ

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲାର ଜଣେ ବ୍ୟବସାୟୀ ଗିରଫ ହେବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି । କାରଣ ଏହି ବ୍ୟବସାୟୀ ଜଣଙ୍କ ୩ଟି ରାଇସ ମିଲର ମାଲିକ । ତାଙ୍କ ହାତରେ ରହିଛି ଗୋଟିଏ କ୍ରସର ଏବଂ କୋଟି କୋଟି ଟଙ୍କାର ଠିକା । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏହି ବ୍ୟବସାୟୀଙ୍କୁ ପୋଲିସ ଗିରଫ…
Read More...

ଅନୁଗୁଳ ମୁଷାପାପୁଳି ଛକରେ ଫୁଟିଲା ଗୁଳି, ବୁଲିଲା ଭୁଜାଲି : ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର; କାରଣ…

କନକ ବ୍ୟୁରୋ : ଅନୁଗୁଳ ମୁଷାପାପୁଲି ଗାଁ ଛକରେ ଫୁଟିଲା ଗୁଳି, ବୁଲିଲା ଭୁଜାଲି । ଭୁଜାଲିରେ ତଂଟି କାଟିଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁଳିମାଡରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାଣ୍ଡ ପରେ ଦୁର୍ବୃର୍ତମାନେ ଫେରାର ହୋଇଯାଇଛନ୍ତି ।…
Read More...

ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ପଟ୍ଟାମୁଣ୍ଡାଇର ପ୍ରମୋଦ ପରିଡା : ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ମୃତଦେହକୁ ଗାଁକୁ…

କନକ ବ୍ୟୁରୋ : ଗୁରୁଗ୍ରାମରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦ୍ରାପଡାର ଜଣେ ଶ୍ରମିକଙ୍କ ମରଶୀରରକୁ ନିଜ ଗାଁକୁ ପଠାଇବା ପାଇଁ ଓଡିଶା-ମୋ ପରିବାର ସମସ୍ତ ପକ୍ଷରୁ ବ୍ୟବସ୍ଥା କରିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ପ୍ରମୋଦ ପରିଡା ଗୁରୁଗ୍ରାମରେ ରହି…
Read More...

ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ୍ ବିମାନ । ବଢିଲା ବାୟୁସେନାର ବଳ, ଥରହର ହେବ ଶତ୍ରୁ ଶିବିର ।

କନକ ବ୍ୟୁରୋ : ବଢିଲା ଭାରତୀୟ ବାୟୁସେନାର ବଳ । ଆକାଶର ଆତଙ୍କ ରଚିବ ଆକାଶର ବାହୁବଳୀ । ଛାତିରେ ପଶିବ ଛନକା, ଭୟରେ ଥରହର ହୋଇଉଠିବ ଶତ୍ରୁଶିବିର । ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ୍ ବିମାନ । ଏହି ୩ଟି ଲଢୁଆ ବିମାନ ଫ୍ରାନ୍ସରୁ ଅବିରାମ ଭାବେ ଉଡି, ଭାରତ ମାଟିରେ ଓହ୍ଲାଇଛି । ପୂର୍ବରୁ…
Read More...

୨୦ରୁ ଶୀତ ଅଧିବେଶନ । ନଭେମ୍ବର ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତ ଅଧିବେଶନ । ଜାରି ହେଲା ବିଜ୍ଞପ୍ତି

କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନ ନେଇ ବିଜ୍ଞପ୍ତି ଜାରି । ୨୦ରୁ ଶୀତ ଅଧିବେଶନ । ନଭେମ୍ବର ୨୦ ତାରିଖରୁ ବସିବ ବିଧାନସଭା ଶୀତ ଅଧିବେଶନ । ୨୦ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ଚାଲିବ ଶୀତ ଅଧିବେଶନ । ୨୦ରେ ହିଁ ଆଗତ ହେବ ଅତିରିକ୍ତ ବଜେଟ । ୨୬, ୨୭, ୨୮ ତାରିଖରେ ବଜେଟ ଖର୍ଚ୍ଚ ଦାବି…
Read More...

ବିଚ୍ ରାସ୍ତାରେ ଛୁରାମାଡ । ୨ ଯୁବତୀଙ୍କ ଅଣ୍ଟା, ବେକ, ହାତରେ ଛୁରାମାଡ କଲା ଯୁବକ । ଏକତରଫା ପ୍ରେମ ସନ୍ଦେହ…

କନକ ବ୍ୟୁରୋ: ଯୁବତୀଙ୍କୁ ଛୁରାମାଡ । ବିଚ୍ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ କଲା ଉନ୍ମତ ଯୁବକ । ଯୁବତୀ ଦେହର ବିଭିନ୍ନ ସ୍ଥାନରେ ଯୁବକ ଛୁରା ମାଡ କରିଥିବା ସୂଚନା । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୂଆପଡା ବୋଡେନ ବଜାରପଡାରେ ଅଭାବନୀୟକାଣ୍ଡ ।…
Read More...

ଦୀପ ଦୋକାନକୁ ନା । ଏଥର ଭୁବନେଶ୍ୱର ରାସ୍ତାକଡରେ ଖୋଲିବନି ଦୀପ ଦୋକାନ । ବିଏମସି ପକ୍ଷରୁ କଟକଣା ।

କନକ ବ୍ୟୁରୋ: ରାସ୍ତାକଡରେ ଦୀପ ଦୋକାନକୁ ନା । ଦୀପାବଳିରେ ଖୋଲିବନି ଦୀପ ଦୋକାନ । ରାଜଧାନୀ ରାସ୍ତା କଡରେ ଏଥର ଖୋଲିବନି ଦୀପ ଦୋକାନ । ଭୁବନେଶ୍ୱରରେ ନିର୍ଦ୍ଧାରିତ ସ୍ଥାନରେ ଦୀପ ଦୋକାନ ଖୋଲିବାକୁ ଦିଆଯିବ ଅନୁମତି । ରାସ୍ତା କଡେ ଦୀପ ଦୋକାନ ବନ୍ଦ ନେଇ ବିଏମସି ଜାରି କଲା ନିର୍ଦ୍ଦେଶାବଳୀ…
Read More...