Browsing Category

ଖବର ୧୦୦ ଶବ୍ଦରେ

ସୋରରେ କଳା ପଲସର ଆତଙ୍କ : ବ୍ୟବସାୟୀଙ୍କୁ ଆକ୍ରମଣ କରି ୩୦ ଲକ୍ଷ ଲୁଟ୍ ଅଭିଯୋଗ ; ୬ ଦୁବୃର୍ତ୍ତ ଦୁଇଟି ପଲସରରେ ଆସି…

କନକ ବ୍ୟୁରୋ : ସୋରରେ ପୁଣି ମାତିଛନ୍ତି କଳା ପଲସର ଗ୍ୟାଙ୍ଗ୍ । ମାରଣାସ୍ତ୍ରରେ ଆକ୍ରମଣ କରି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୩୦ ଲକ୍ଷ ଟଙ୍କାର ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ବିଦୁ ପେଟ୍ରୋଲ ପମ୍ପ ନିକଟରୁ କେନ୍ଦୁଝର ଅଂଚଳର ଜନ୍ମେଜୟ ସାହୁ ନାମକ ଜଣେ ଗହଣା ବ୍ୟବସାୟୀଙ୍କ ଠାରୁ…
Read More...

ମାନସିକ ଦୋଷରୁ ପଶ୍ଚିମ ବଙ୍ଗରୁ ପୁରୀ ଚାଲିଆସିଥିଲେ ବୃଦ୍ଧା : ସୋସିଆଲ ମିଡିଆରୁ ସନ୍ଧାନ ପାଇଲେ ପରିବାର ଲୋକେ 

କନକ ବ୍ୟୁରୋ : ମାନସିକ ବିକୃତି ଥିବା ବେଳେ ଗତ ୧୦ ବର୍ଷ ତଳେ ପଶ୍ଚିମ ବଙ୍ଗ ବୀରଭୂମିରୁ ପୁରୀ ଚାଲିଆସିଥିଲେ ବୃଦ୍ଧା ତାରା ଭଗତ । ଏଠାରେ ବହୁ କଷ୍ଟରେ ଜୀବନ ନିର୍ବାହ କରୁଥିବା ବେଳେ ଶେଷରେ ହୋପ୍ ଇଜ୍ ଲାଇଫ୍ ଅନୁଷ୍ଠାନ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମରେ ତାଙ୍କୁ ରଖାଯାଇଥିଲା । ତାଙ୍କର…
Read More...

ସଂପତି ପାଇଁ ବାପାଙ୍କୁ ବନ୍ଦୀ ବନାଇଲେ ପୁଅ-ବୋହୂ : ପଡ଼ୋଶୀଙ୍କ ଠାରୁ ଖବର ପାଇ ପହଁଚିଲା ପୋଲିସ; ସିଡି ଲଗାଇ କଲା…

କନକ ବ୍ୟୁରୋ : ସଂପତି ପାଇଁ ଅଲୋଡା ହୋଇଗଲା ବାପା । ସଂପତି ଲୋଭରେ ବାପାଙ୍କୁ ନିର୍ଯାତନା ଦେବାକୁ ପଛେଇଲେ ନାହିଁ ପୁଅ, ବୋହୁ । ଭୁବନେଶ୍ୱର ପଳାଶୁଣି ଅଂଚଳରେ ଜଣେ ୭୫ବର୍ଷ ବୃଦ୍ଧଙ୍କୁ ସମ୍ପତ୍ତି ହାତେଇବା ପାଇଁ ପୁଅବୋହୁ ଘରେ ବନ୍ଦ କରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଶେଷରେ…
Read More...

ସରିଲା ପ୍ରଚାର, କାଲି ପଡିବ ଭୋଟ : ବିହାରରେ ଶେଷ ପର୍ଯ୍ୟାୟରେ ୭୮ ଆସନ ପାଇଁ ହେବ ମତଦାନ

କନକ ବ୍ୟୁରୋ : ଆସନ୍ତା ୭ ତାରିଖରେ ବିହାରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୭୮ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିରେ ୧୨ଶହ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ…
Read More...

ଗରାଖ ବେଶରେ ଆସିଲେ, ଗହଣା ଲୁଟି ଚାଲିଲେ । ରାଜଧାନୀ ଉପକଣ୍ଠରେ ଆତଙ୍କ ରଚିଲା ଲୁଟେରା । ମାଡ ମାରିଲା, ଚେନ୍ ନେଇ…

କନକ ବ୍ୟୁରୋ: ସାବଧାନ ! ଗରାଖ ବେଶରେ ବୁଲୁଛନ୍ତି ଚୋର । ଦିନ ଦ୍ୱିପହରେ ଦୋକାନରୁ କରୁଛନ୍ତି ଖୁଲମ ଖୁଲା ଲୁଟ୍ । ନା ଧରାପଡିବାର ଭୟ ନା ଗିରଫ ହେବାର ପରବାୟ । ପୋଲିସକୁ ଓପନ ଚାଲେଞ୍ଜ ଦେଇ, ଲୋକଙ୍କୁ ମାଡ ମାରି ଲୁଟି ନେଉଛନ୍ତି ସୁନା ଗହଣା । ଆପଣଙ୍କ ମୋବାଇଲ ସ୍କ୍ରିନରେ ଲୁଟର ଏ ଲାଇଭ…
Read More...

ବିଜେଡିରୁ ଜୀବନ ପ୍ରଦୀପ ଦାଶ ନିଲମ୍ବିତ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଆସିଲା ନିଲମ୍ବନ ଆଦେଶ । ସୂଚନା ଦେଲେ…

କନକ ବ୍ୟୁରୋ : ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳ ବିରୋଧୀ କାର୍ଯ୍ୟପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଉପନିର୍ବାଚନ ବେଳେ ସେ ଦଳ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ…
Read More...

ବିହାର ଭାଗଲପୁରରେ ଗଙ୍ଗା ନଦୀର ଉପନଦୀରେ ଓଲଟିଲା ଡଙ୍ଗା : ୫ ମୃତ, ୧୫ ଜଣଙ୍କୁ କରାଯାଇଛି ଉଦ୍ଧାର

କନକ ବ୍ୟୁରୋ : ବିହାର ଭାଗଲପୁର ଅଂଚଳରେ ଡଙ୍ଗା ବୁଡି । ଗଙ୍ଗା ନଦୀର ଉପନଦୀରେ ଓଲଟିଲା ଡଙ୍ଗା । ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।  ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଡଙ୍ଗାରେ ପ୍ରାୟ ୧୦୦ ଜଣ ଯାତ୍ରା କରୁଥିବା ସମୟରେ…
Read More...

ଶବକୁ ମିଳିଲାନି ମହାପ୍ରୟାଣ ଗାଡି : କାନ୍ଧରେ ବୁହା ହେଲା ଶବ, ଗଂଜାମ ଜିଲ୍ଲା ବଡଗଡ ଥାନା ଅଂଚଳରୁ ଆସିଲା ଅଭାବନୀୟ…

କନକ ବ୍ୟୁରୋ : ମିଳିଲାନି ମହାପ୍ରୟାଣ ଗାଡି । ଆଉ କାନ୍ଧରେ ୩ କିଲୋମିଟର ବୁହାହେଲା ଶବ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ପଦ୍ମପୁର ରାସ୍ତାରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଖବର ଅନୁସାରେ, ପଦ୍ମପୁର ଗାଁର ଲକ୍ଷ୍ମୀ ଗୌଡ ଅସୁସ୍ଥ ଥିବାରୁ ତାଙ୍କୁ ବଡଗଡ ଥାନା ଅଣାଯାଇଥିଲା । କିନ୍ତୁ…
Read More...

ଏକକ ପିଜି ପାଇଁ ଘୁଞ୍ଚିଲା ନାମଲେଖା ପ୍ରକ୍ରିୟା : ନଭେମ୍ବର ୧୬ରେ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ

କନକ ବ୍ୟୁରୋ : ଏକକ ପିଜି ପାଇଁ ଘୁଞ୍ଚିଲା ନାମଲେଖା ପ୍ରକ୍ରିୟା । ନଭେମ୍ବର ୧୬ରେ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ । ପୂର୍ବରୁ ୧୦ତାରିଖରେ ପ୍ରକାଶ ପାଇବାର ଥିଲା । ଡିସେମ୍ବର ୧୬ ସୁଦ୍ଧା ଆଡମିଶନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର…
Read More...

ସଂବଲପୁରରେ ତାତିଲେ ଚାଷ, ରାଜପଥ ଘଂଟିକିଆ ବନ୍ଦ : ମାନେଶ୍ୱର ଛକରେ ରାସ୍ତା ଅବରୋଧ କରି ଚାଷୀଙ୍କ ନାରାବାଜି, ଗାଡି…

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ସଂବଲପୁରରେ ତେଜିଲା ଚାଷୀ ଆନ୍ଦୋଳନ । କୃଷି ବିଲ୍ ବିରୋଧରେ ରାଜରାସ୍ତାରେ ଚାଷୀ । ଘଂଟାଏ ପାଇଁ ସଂବଲପୁର-ଭୁବନେଶ୍ୱର ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରତିବାଦ କରିଛନ୍ତି ଚାଷୀ । ସଂବଲପୁରର ମାନେଶ୍ୱର ଛକରେ ଏହି ବିରୋଧ କରାଯାଉଛି । ଚାଷୀଙ୍କ…
Read More...