କନକ ବ୍ୟୁରୋ : କରୋନା ମାଡର ପ୍ରଭାବ ସବୁଲୋକଙ୍କ ଉପରେ ପଡିଛି । କରୋନା କଟକଣା ଯୋଗୁଁ କଳାକାରଙ୍କ ଜୀବିକା ଏହାଦ୍ୱାରା ବେଶ ପ୍ରଭାବିତ ହୋଇଛି । ଯାତ୍ରା ଜଗତ ଓ ଯାତ୍ରା କଳାକାର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଯାତ୍ରାକୁ ଅନୁମତି ଦେବାକୁ ଦାବି କରି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ କଳାକାରମାନେ ଧାରଣା ଦେଇଛନ୍ତି । ଖୁବଶୀଘ୍ର ଯାତ୍ରାକୁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି । ଧାରଣାରେ ଯାତ୍ରାଜଗତର କଳାକାର ଯୋଗଦେଇଥିଲେ ।
କରୋନା ପାଇଁ ଯାତ୍ରା ମଂଚ କାର୍ଯ୍ୟକ୍ରମ ବନ୍ଦ : ବଂଚିବା ପାଇଁ ସଂଘର୍ଷ କରୁଛନ୍ତି କଳାକାର; ବିପଦରେ ଯାତ୍ରା କଳାକାରଙ୍କ ଜୀବିକା
/kanak/media/post_attachments/wp-content/uploads/2020/11/17-4.jpg)