Browsing Category

କଂଗ୍ରେସ

ପୁଣି ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ୍ ! କହିଲେ, ଧନୀ ଲୋକଙ୍କ ଡ୍ୟୁଟି କରୁଛନ୍ତି ମୋଦି, ଗରିବଙ୍କ କଥା…

କନକ ବ୍ୟୁରୋ : ପୁଣିଥରେ ପ୍ରିୟଙ୍କା ଗାନ୍ଧୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଖୁଚାଷୀଙ୍କ ସମସ୍ୟାକୁ ନେଇ ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଟ୍ୱିଟ୍ କରି ପ୍ରିୟଙ୍କା କହିଛନ୍ତି ଆଖୁଚାଷୀଙ୍କ ପରିବାର…
Read More...

କଂଗ୍ରେସରେ ଫେରିଲା ବାପ,ପୁଅ ପ୍ରସଙ୍ଗ । ବଲାଙ୍ଗୀର ବିଧାନସଭାରୁ ନରସିଂହ, ଲୋକସଭାରୁ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ…

କନକ ବ୍ୟୁରୋ: ପ୍ରାର୍ଥି ତାଲିକା ପ୍ରକାଶ ପାଇବା ପରେ ବଦଳି ଯାଇଛି ରାଜନୈତିକ ଚିତ୍ର । ଆଉ ଏହାରି ଭିତରେ କଂଗ୍ରେସରେ ରାଜନୈତିକ କ୍ଷେତ୍ରରେ ବାପ-ପୁଅ ପ୍ରସଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ କଳାହାଣ୍ଡିରୁ ଲୋକସଭା ଆସନରେ ନିର୍ବାଚନ ଲଢିବେ ଭକ୍ତ ଚରଣ ଦାସ ଏବଂ…
Read More...

ହାତ ଧରିବେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ! ରବିଶଙ୍କର ପ୍ରସାଦଙ୍କ ବିପକ୍ଷରେ ଲଢ଼ିପାରନ୍ତି ନିର୍ବାଚନ

କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ନିର୍ବାଚନ । ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳ ଛାଡ଼ୁଛନ୍ତି ନେତା । ତେବେ ଦଳ ଛାଡ଼ିବା ନୂଆ କଥା ନୁହେଁ । ନିର୍ବାଚନ ସମରେ ଦଳବଦଳ କରିବା ସାଧାରଣ କଥା । ଦଳଡ଼ିଆଁ ରାଜନୀତି ଯୋଗୁଁ କିଏ ଲାଭରେ ରୁହେ ତ ଆଉ କେଉଁ ଦଳକୁ କ୍ଷତି ସହିବା ପାଇଁ ପଡ଼ିଥାଏ ।…
Read More...

ମହାରାଷ୍ଟ୍ର କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା ! ଇସ୍ତଫା ଦେଲେ ବରିଷ୍ଠ ନେତା ରାଧାକୃଷ୍ଣ ବିଖେ ପାଟିଲ

କନକ ବ୍ୟୁରୋ : ମହାରାଷ୍ଟ୍ରରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ପ୍ରଥମେ ଦଳିତ ନେତା ପ୍ରକାଶ ଆମ୍ବେଦକର ମେଂଟ ପାଇଁ ମଙ୍ଗିଲେ ନାହିଁ ।  ଆଉ ଏବେ ମହାରାଷ୍ଟ୍ରରେ କଂଗ୍ରେସର ବରିଷ୍ଠ ନେତା ଓ ବିଧାନସଭାର ବିରୋଧୀ ଦଳ ନେତା ରାଧାକୃଷ୍ଣ ବିଖେ ପାଟିଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି…
Read More...

ଟିକେଟ୍ ମାଗିଲା ମହିଳା କଂଗ୍ରେସ । ସଭାନେତ୍ରୀ କହିଲେ, ମହିଳାଙ୍କୁ ଟିକେଟ୍ ନଦେଲେ ପ୍ରତିବାଦ ହେବ ।

କନକ ବ୍ୟୁରୋ: ଗତକାଲି ରାତି ଅଧିଆ ଘୋଷଣା ହୋଇଥିବା ପ୍ରଦେଶ କଂଗ୍ରେସ ପ୍ରାର୍ଥୀ ତାଲିକା ପରେ ଅସନ୍ତୋଷ ତେଜିବାରେ ଲାଗିଛି । କାରଣ ୬ଟି ଲୋକସଭା ଏବଂ ୩୬ଟି ବିଧାନସଭାରେ କିଏ କଂଗ୍ରେସର ମଙ୍ଗ ଧରିବେ ସେନେଇ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହେବାପରେ ମୁହଁ ଖୋଲିଛନ୍ତି ରାଜ୍ୟ ମହିଳା କଂଗ୍ରେସ…
Read More...

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଆଜି ବୋଟ୍ ଯାତ୍ରାର ଦ୍ୱିତୀୟ ଦିନ ! ଯାତ୍ରା ସମୟରେ ପ୍ରିୟଙ୍କା କହିଲେ, ଠିକ୍ କହିଛନ୍ତି…

ମିଶନ୍ ୟୁପିରେ ବାହାରିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଆଜି ବୋଟ୍ ଯାତ୍ରାର ଦ୍ୱିତୀୟ ଦିନ । ଆଜି ପ୍ରିୟଙ୍କା ମୁର୍ଜାପୁରର କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା କରିବେ ଏବଂ ବିନ୍ଧ୍ୟାଞ୍ଚଳ ମନ୍ଦିର ଦର୍ଶନ ପାଇଁ ଯିବେ । ମନ୍ଦିର ପରେ ମୌଲାନା ଚିସ୍ତିଙ୍କ ମଜାରରେ…
Read More...

ଲୋକସଭା ନିର୍ବାଚନ ୨୦୧୯ : କଂଗ୍ରେସ ଜାରୀ କଲା ପଞ୍ଚମ ତାଲିକା , ୫୬ ଜଣ ପ୍ରାର୍ଥୀଙ୍କୁ ଦିଆଗଲା ଟିକେଟ୍ ।

କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପଞ୍ଚମ ସୂଚୀ ଜାରୀ କରିସାରିଛି । ଏହି ଲିଷ୍ଟରେ ଉତ୍ତରପ୍ରଦେଶ,ପଶ୍ଚିମବଙ୍ଗ,ତେଲେଙ୍ଗାନା,ଆନ୍ଧ୍ର ପ୍ରଦେଶ,ଆସାମ,ଓଡିଶା ଏବଂ ଲାକ୍ଷାଦ୍ୱୀପ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହି ଲିଷ୍ଟରେ ମୋଟ ୫୬ ଜଣଙ୍କ ନାଁ ଥିବା ବେଳେ ୩…
Read More...

ମୋଦି ହେଲେ ଚୌକିଦାର ! ପ୍ରିୟଙ୍କା ଗାନ୍ଧୀ କହିଲେ, କୃଷକଙ୍କ ପାଇଁ ନୁହେଁ ଧନୀ ଲୋକଙ୍କ ପାଇଁ ଆବଶ୍ୟକ ଚୌକିଦାର

କନକ ବ୍ୟୁରୋ : କଂଗ୍ରେସ ମହାସଚିବଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ଗସ୍ତରେ ଚୌକିଦାର ପ୍ରସଙ୍ଗ ନେଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଉତ୍ତରପ୍ରଦେଶ ପାଇଁ କଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋତେ ନୂଆ ରାଜନୀତି…
Read More...

ପାରିକରଙ୍କ ନିଧନ ପରେ ଗୋଆରେ କିଏ ହେବ ମୁଖ୍ୟମନ୍ତ୍ରୀ । ନୂଆ ସିଏମ ପାଇଁ ମେଂଟ ଦଳ ସହ ବିଜେପିର ସାରା ରାତି ବୈଠକ,…

କନକ ବ୍ୟୁରୋ : ମନୋହର ପାରିକରଙ୍କ ମୃତ୍ୟୁ ହେବାର ଦିନଟିଏ ନ ପୂରୁଣୁ ଗୋଆରେ ସରକାର ଗଢ଼ିବାକୁ ଦାବି ଉଠାଇଛି କଂଗ୍ରେସ ପାର୍ଟି। ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ଦେଇଥିବା ଚିଠିରେ କଂଗ୍ରେସ ଦାବି କରିଛି ଯେ ପାରିକର୍ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ତ୍ତ ରଖାଯାଇ ଗୋଆରେ ମେଣ୍ଟ ସରକାର ଗଠିତ…
Read More...

ପ୍ରିୟଙ୍କାଙ୍କ ମିଶନ ୟୁପି : ଆଜିଠୁ ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ଗଙ୍ଗାରେ କରିବେ ନୌକାବିହାର । ୪ଦିନିଆ ଉତ୍ତର…

ପ୍ରିୟଙ୍କାଙ୍କ ମିଶନ ୟୁପି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ପାଇଁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ । ପ୍ରିୟଙ୍କା ନୌକାବିହାର କରି ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରିବେ ପ୍ରିୟଙ୍କା । ଏହି…
Read More...