Browsing Category

କଂଗ୍ରେସ

ପ୍ରଥମ ରାଲିରେ ନା ନନେଇ ମୋଦିଙ୍କୁ କଟାକ୍ଷ ! ପ୍ରିୟଙ୍କା ଗାନ୍ଧୀ କହିଲେ, ଦେଶରେ ଘୃଣାର ମାହୋଲ ସୃଷ୍ଟି କରାଯାଉଛି

କନକ ବ୍ୟୁରୋ : ଗୁଜୁରାଟରେ ଆଜି ବିଶାଳ ଜନସଭା କରିଛି କଂଗ୍ରେସ । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଜି ଗୁଜରାଟ ଅହମ୍ମଦାବାଦରେ ବସିଛି କଂଗ୍ରେସ ୱାକିଂ କମିଟିର ବୈଠକ । ୫୮ ବର୍ଷ ପରେ ଗୁଜାରଟରେ କଂଗ୍ରେସ ଏହି ଶୀର୍ଷ…
Read More...

ହାତ ଧରିଲେ ହାର୍ଦ୍ଦିକ ପଟେଲ୍ ! କଂଗ୍ରେସ ଅଧ୍ୟକ୍ଷଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଲେ ପଟିଦାର ନେତା

କନକ ବ୍ୟୁରୋ : ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ ମଙ୍ଗଳବାର କଂଗ୍ରେସରେ ଯୋଗଦେଇଛନ୍ତି । କଂଗ୍ରେସରେ ଯୋଗ ଦେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାର୍ଦ୍ଦିକଙ୍କୁ ସ୍ୱାଗତ କରିଛନ୍ତି । ଗୁଜୁରାଟର ରାଜଧାନୀ ଗାନ୍ଧୀନଗର ଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକରେ ହାର୍ଦ୍ଦିକ…
Read More...

ଗୁଜରାଟରେ ପ୍ରିୟଙ୍କା ଗାନ୍ଧୀଙ୍କ ରଣହୁଙ୍କାର ! ଚଳିତ ନିର୍ବାଚନରେ ଆମର ବିଜୟ ସୁନିଶ୍ଚିତ କହିଲେ କଂଗ୍ରେସ ମହାସଚିବ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ରଣନୀତି ଉପରେ କାମ କରିବା ଆରମ୍ଭ କରିଛନ୍ତି । ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଏଥର ଗଡ଼ ହାସଲ କରିବ ବୋଲି ସୁନିଶ୍ଚିତ କରିଛି । ମୋଦିଙ୍କୁ ଗାଦିଚ୍ୟୁତ…
Read More...

ନିର୍ବାଚନକୁ ଦୃଷ୍ଟିରେ କଂଗ୍ରେସର ଗୋଟିଚାଳନା ! ୧୮୦ଟି ରାଲିରେ ଯୋଗଦେଇ ଲୋକଙ୍କ ନିକଟତର ହେବେ କଂଗ୍ରେସ ଅଧ୍ୟକ୍ଷ

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ'ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୯ ନିର୍ବାଚନରେ ବିଜେପିକୁ ମାତ ଦେବାପାଇଁ ରାଜନୈତିକ ଗୋଟିଚାଳନା କରୁଛି…
Read More...

ମୋଦିଙ୍କ ଗଡ଼ରେ କଂଗ୍ରେସର ଶଙ୍ଖନାଦ ! ୫୮ ବର୍ଷ ପରେ ଆଜି ଗୁଜୁରାଟରେ କଂଗ୍ରେସର କାର୍ଯ୍ୟସମିତି ବୈଠକ ।

ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ କଂଗ୍ରେସ ପାର୍ଟି ପ୍ରସ୍ତୁତି ଆରମ୍ଭ କରିସାରିଛି । କଂଗ୍ରେସ ନିର୍ବାଚନର ବିଗୁଲ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୃହରାଜ୍ୟ ଗୁଜୁରାଟରେ ବଜାଇବାକୁ ଯାଉଛି । ଅହମ୍ମଦାବାଦରେ ଆଜି କଂଗ୍ରେସ କାର୍ଯ୍ୟସମିତିର ବୈଠକ ହେବାକୁ ଥିବା ବେଳେ ୫୮ ବର୍ଷ ପରେ…
Read More...

ଲୋକସଭା ନିର୍ବାଚନ ଲଢିବେନି ପ୍ରିୟଙ୍କା ଗାନ୍ଧୀ ? ନା ହିଁ କୌଣସି ନିର୍ବାଚନୀ ପ୍ରଚାରରେ ସାମିଲ ହେବେ କଂଗ୍ରେସ…

କନକ ବ୍ୟୁରୋ: ନିକଟ ଅତୀତରେ ବଡ଼ ଧୁମ୍‌ଧାମର ସହ କଂଗ୍ରେସରେ ଯୋଗ ଦେଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ଲୋକସଭା ନିର୍ବାଚନ ଳଢ଼ିବେ ନାହିଁ ବୋଲି ଜାଣିବାକୁ ମିଳିଛି। କେବଳ ସେତିକି ନୁହେଁ, ପ୍ରିୟଙ୍କା କୌଣସି ପ୍ରକାର ନିର୍ବାଚନ ରାଲିକୁ ମଧ୍ୟ ସମ୍ବୋଧନ କରିବେ ନାହିଁ ବୋଲି ସୂଚନା…
Read More...

ନିର୍ବାଚନ ଲଢ଼ି ନପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ: ନଲଢ଼ିବା ପାଇଁ ହାଇକମାଣ୍ଡଙ୍କୁ ଜଣାଇ ଦେଇଥିବା…

କନକ ବ୍ୟୁରୋ: ୯୦ ଦଶକରେ ଦେଶରେ ଉଦାର ଅର୍ଥନୀତି ଆଣି ଚର୍ଚ୍ଚାରେ ଥିବା ଦୁଇ ଦୁଇଥରର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଥର ନିର୍ବାଚନ ଲଢିବେ ନା ନାହିଁ । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।  କୁହାଯାଉଛି, ପଞ୍ଜାବର ସବୁଠାରୁ ଚର୍ଚ୍ଚିତ ଓ ହାଇପ୍ରୋଫାଇଲ ଲୋକସଭା…
Read More...

କଂଗ୍ରେସ ପ୍ରବକ୍ତା ବିନୋଦ ଶର୍ମା ଦେଲେ ଇସ୍ତଫା ! କହିଲେ ନିଜକୁ କଂଗ୍ରେସୀ କହିବାକୁ ଲାଜ ଲାଗୁଛି ।

ଭାରତୀୟ ବାୟୁସେନା ଦ୍ୱାରା ପାକ୍ ଅଧିକୃତ କାଶ୍ମୀରରେ ପଶି କରାଯାଇଥିବା ଏୟାର୍ ଷ୍ଟ୍ରାଇକ୍ ପରେ ଦେଶସାରା ଚାଲିଥିବା ରାଜନୀତି ଭିତରେ ବିହାର କଂଗ୍ରେସ ପ୍ରବକ୍ତା ନିଜ ଦଳ ଉପରେ ହିଁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଦେଇଛନ୍ତି । ଏହି ନେତା ଏବେ ନିଜ ପାର୍ଟି ତଥା କଂଗ୍ରେସ ଦଳକୁ ଇସ୍ତଫା…
Read More...

ହିନ୍ଦୁସ୍ତାନ ଜେଲରେ ବନ୍ଦୀ ଥିବା ମାସୁଦ୍ ଆଜହରକୁ ପାକିସ୍ତାନ ପଠାଇଲା କିଏ ? ବିଜେପିକୁ ଟାର୍ଗେଟ୍ କରି କିଛି ଏମିତି…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ସେତିକି ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆତଙ୍କୀ…
Read More...

୧୧ରେ ଏଆଇସିସି ସ୍କ୍ରିନିଂକମିଟି ବୈଠକ : ଓଡ଼ିଶା ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ସମ୍ପର୍କରେ ହେବ ତର୍ଜମା

ଗତକାଲି କଂଗ୍ରେସ ଦ୍ୱାରା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଓଡ଼ିଶା ସମେତ ଅନ୍ୟ ସବୁ ରାଜ୍ୟମାନଙ୍କରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଶୀଘ୍ର ଘୋଷଣା କରାଯିବା ନେଇ ଏଆଇସିସି କାର୍ଯ୍ୟାଳୟରୁ ସଙ୍କେତ ମିଳିଛି । ଚଳିତ ମାସ ୧୧ ତାରିଖରେ…
Read More...