Browsing Category

କଂଗ୍ରେସ

କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା : ତେଲେଙ୍ଗାନାର ୧୭ଟି ମଧ୍ୟରୁ ୮ଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା…

କନକ ବ୍ୟୁରୋ: ତେଲେଙ୍ଗାନାର ୧୭ଟି ଲୋକସଭା ଆସନ ମଧ୍ୟରୁ ୮ଟି ଆସନ ପାଇଁ ଆଜି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଜାତୀୟ କଂଗ୍ରେସ। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ନୂଆଦିଲ୍ଲୀ ଠାରେ ଏହି ଦଳୀୟ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରାଯାଇଛି। ତେଲେଙ୍ଗାନା ପ୍ରଦେଶ…
Read More...

ମୋଦିଙ୍କ ଗଡରେ ହୋଲି ଖେଳିବେ ପ୍ରିୟଙ୍କା ! ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ହୋଲି ମନାଇବାକୁ ସ୍ଥିର…

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶରେ ଏଥର ହୋଲି ମନାଇବାକୁ ସ୍ଥିର କରିଛନ୍ତି। ସେ ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଆୟୋଜିତ ହୋଲି କାର୍ଯ୍ୟକ୍ରମରେ ଯୋଗ…
Read More...

କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା ! ବିଜେପିରେ ସାମିଲ ହେଲେ ଶଶି ଥରୁରଙ୍କ ମଉସା-ମାଉସୀ

କନକ ବ୍ୟୁରୋ : କେରଳ କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା । ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ କେରଳରେ ବିଜେପିର ସ୍ଥିତି ସୁଦୃଢ଼ ହେବାରେ ଲାଗିଛି । ଗତ ଗୁରୁବାର ଦିନ କଂଗ୍ରେସର ବରିଷ୍ଠ ନେତା ଟମ୍ ବଡ଼୍ଡ଼କନ ବିଜେପିରେ ସମାଲ ହୋଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଆଉ ଗତକାଲି କଂଗେସେ ନେତା ଶଶି…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଦୁଇଟି ଆସନରୁ ଲଢିପାରନ୍ତି ରାହୁଲ ଗାନ୍ଧୀ ! ଆମେଠି ସହ ଦକ୍ଷିଣ ଭାରତର କୌଣସି ଆସନକୁ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ୨ଟି ଲୋକସଭା ଆସନରୁ ଲଢିପାରନ୍ତି ରାହୁଲ ଗାନ୍ଧୀ । ଏଭଳି ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମ ରାଜନୈତିକ ଦଳ ଭାବେ କଂଗ୍ରେସ ୧୫ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ ରାହୁଲ…
Read More...

କଂଗ୍ରେସର ତୃତୀୟ ପ୍ରାର୍ଥୀ ତାଲିକାରେ ବି ଦେଖିବାକୁ ମିଳିଲା ପରିବାରବାଦ ! ଜାଣନ୍ତୁ କେଉଁ ଆସନରୁ ଲଢ଼ିବ କିଏ ?

କନକ ବ୍ୟୁରୋ : ପାଖେଇ ଆସୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଆଉ ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟ ପାଖେଇ ଆସୁଛଛି । ସବୁ ରାଜନୈତିକ ଦଳରେ ଶେଷ ପର୍ଯ୍ୟାୟରେ ପହଂଚିଛି ପ୍ରାର୍ଥୀ ଚୟନ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି କଂଗ୍ରେସ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି…
Read More...

ପେଟ୍ରୋଲ ପମ୍ପ, ବିମାନବନ୍ଦର ଏବଂ ରେଳଷ୍ଟେସନ ମାନଙ୍କରୁ ତୁରନ୍ତ ହଟାଯାଉ ମୋଦିଙ୍କ ଫଟୋ ଥିବା ପୋଷ୍ଟର । ନିର୍ବାଚନ…

କନକ ବ୍ୟୁରୋ: ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସମସ୍ତ ଦଳର ନିର୍ବାଚନୀ ପ୍ରଚାର ହୋର୍ଡିଂକୁ କାଢ଼ି ଦିଆଯାଇଛି। ଏହି ଅଚରଣ ବିଧି ଲାଗୁ ପରେ ଜାତୀୟ ଦଳ କଂଗ୍ରେସ, ବିଜେପି ପରି ଆଞ୍ଚଳିକ ଦଳ ବିଜେଡି କେହି ହେଲେ ବର୍ତ୍ତି ପାରିନାହାନ୍ତି। କାନ୍ଥବାଡ଼, ଖୁଣ୍ଟ,…
Read More...

ପୁଅକୁ ଲୋକସଭା ଟିକେଟ୍ ଦେବାକୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଲବି: ବାଟ ଓଗାଳୁଛନ୍ତି ଉପ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନିଜ ପୁଅକୁ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍ ଦେବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି। ତେବେ ଏହାକୁ ବିରୋଧ କରୁଛନ୍ତି ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବ ଗେହଲଟ୍…
Read More...

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ! ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ଟମ୍ ବଡ଼କ୍କନ୍

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା କେରଳର ପାର୍ଟିର ପ୍ରବକ୍ତା ଟବ ବଡ଼କ୍କନ ବିଜେପିରେ ସାମିଲ ହୋଇଛନ୍ତି । ମୋ ପାଖରେ କୌଣସି ବିକଳ୍ପ ନଥିଲା ବୋଲି ସେ ପ୍ରକାଶ କରିଛନ୍ତି । । ପୁଲୱାମା ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ…
Read More...

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ ! ଦ୍ୱିତୀୟ ତାଲିକା ଜାରି କଲା ଦଳ, ଜାଣନ୍ତୁ କିଏ କେଉଁଠୁ ହେବେ ପ୍ରାର୍ଥୀ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ କିଏ କେଉଁଠୁ ପ୍ରାର୍ଥୀ ହେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଏହି ରେସରେ ଆଗରେ ରହିଛି କଂଗ୍ରେସ…
Read More...

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା! ପ୍ରଥମ ପର୍ଯ୍ୟାୟରେ ୭ ସାଂସଦ ଓ ୫୦ ବିଧାୟକ ପ୍ରାର୍ଥୀଙ୍କ…

କନକ ବ୍ୟୁରୋ : ଲୋକସଭା ଓ ବିଧାନସଭାରେ ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀରେ କସରତ ଚାଲିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ଯାଏଁ ବସିଥିବା ବୈଠକରେ ୭ ଲୋକସଭା ଓ ୫୦ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି । ମିଳିଥିବା…
Read More...