Browsing Category

ଜୀବନଚର୍ଯ୍ୟା

ଖରାଦିନେ ଏସବୁ ପରିବା ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ଆପଣ

ପନିପରିବା ଶରୀର ପଇଁ ଭଲ ବୋଲି କୁହାଯାଏ । ଏଥିପାଇଁ ଆମେ ନିୟମିତ ପନିପରିବାରେ ପ୍ରସ୍ତୁତ ତରକାରି ଖାଇଥାଉ। ଯେଉଁ ପନିପରିବାରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଥାଏ, ତାହା ଶରୀରର ତାପମାତ୍ରା ବୃଦ୍ଧି କରିଥାଏ । ତେବେ ଏମିତି କେତେକ ପରିବା ଅଛି ଯାହାର ଅଧିକ ମାତ୍ରାରେ…
Read More...

ସେଭିଂ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ! ଯାହା ସଂପର୍କରେ ଅଜ୍ଞ ଅଟନ୍ତି ପୁରୁଷ

କେବଳ ମହିଳାମାନେ ନୁହଁନ୍ତି ବରଂ ପୁରୁଷଙ୍କୁ ମଧ୍ୟ ନିଜ ତ୍ୱଚାର ଯତ୍ନ ନେବା ଆବଶ୍ୟକ ଅଟେ । ନଚେତ୍ ସେମାନେ ବିଭିନ୍ନ ପ୍ରକାର ଚର୍ମଜନିତ ସମସ୍ୟାର ଶିକାର ହୋଇ ପାରନ୍ତି । ଏଥିସହିତ ପୁରୁଷମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ସଂପର୍କରେ କୌଣସି ଜ୍ଞାନ ନଥାଏ । ଖାଲି ସେତିକି ନୁହେଁ ଅନେକ…
Read More...

“ଖାନେ କେ ବାଦ କୁଛ ମିଠା ହୋ ଜାୟେ” : ଭୋଜନ ପରେ ମିଠା ପ୍ରତି ଆସକ୍ତିର କାରଣ

ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ, ୬୬% ଭାରତୀୟ ଭୋଜନ ପରେ କିଛି ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେହି ମିଠାରେ ଆଇସକ୍ରିମ, ରସଗୋଲା, ଗୋଲାପଜାମୁନ, ଚକୋଲେଟ, କେକ ଇତ୍ୟାଦି ଅନ୍ତର୍ଭୁକ୍ତ । ଖାଦ୍ୟ ବିଶେଷଜ୍ଞଙ୍କ ଅନୁସନ୍ଧାନରୁ ପ୍ରକାଶ ଯେ ଭାରତୀୟମାନେ ବିଦେଶରେ ଭୋଜନ କରିବା ସମୟରେ…
Read More...

ଏବେ ସ୍ମାର୍ଟଫୋନ ରଖିବ ରକ୍ତ ପ୍ରବାହ ଉପରେ ନଜର : ହୃଦୟ ଜନିତ ସମସ୍ୟାକୁ କରିବ ଦୂର

କାନାଡାର ଓଟାୱା ୟୁନିଭର୍ସିଟିର ଏକ ଗବେଷକ ଦଳ ମନୁଷ୍ୟ ଶରୀରରେ ରକ୍ତ ପ୍ରବାହକୁ ଯାଂଚ କରିବା ପାଇଁ ଏକ ସ୍ମାର୍ଟଫୋନ ଆପ ବିକସିତ କରିଛନ୍ତି । ହୃଦୟରେ ସାମନ୍ୟ ରକ୍ତ ପ୍ରବାହକୁ ଫେରାଇ ଆଣିବା ପାଇଁ ସର୍ଜରୀର ଆବଶ୍ୟକତା କରୁଥିବା ଲୋକଙ୍କ ମାମଲାରେ ଏହି ପ୍ରାୟୋଗିକ ସ୍ମାର୍ଟଫୋନ ଆପ ରକ୍ତ…
Read More...

ଚକଲେଟ ନାଁରେ ଖାଉଛନ୍ତି କି ବିଷ ? ଅସଲି ଚକଲେଟର କେମିତି କରିବେ ଚିହ୍ନଟ, ଜାଣନ୍ତୁ ପୁରା ପ୍ରକ୍ରିୟା

ଆଜିକାଲିର ଯୁଗରେ ଅପମିଶ୍ରଣରୁ କେହି ବି ବଂଚିତ ନୁହଁନ୍ତି । ଚକଲେଟରେ ବି ଅପମିଶ୍ରଣ ନଜର ଆସୁଛି । ଏମିତିରେ ଉପଭୋକ୍ତାଙ୍କୁ ସତର୍କତା ବଜାୟ ରଖିବା ବହୁତ ଜରୁରୀ । ଯେବେ ଆପଣ କୈାଣସି ଷ୍ଟୋରରୁ ଚକଲେଟ କିଣୁଛନ୍ତି, ତେବେ ଧ୍ୟାନ ଦିଅନ୍ତୁ କି ପ୍ୟାକେଟ ଉପରେ ‘ଚକଲେଟ’ ଲେଖା ହୋଇଛି କି ନାହିଁ…
Read More...

ବୟସର ଛାପ ଦେଖିବାକୁ ମିଳିବ ନାହିଁ ! କରନ୍ତୁ ଏହି ବ୍ୟାୟାମ . . .

ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ନିଜ ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଆଉ କେତେକ ନାନାପ୍ରକାରର ଆଣ୍ଟି-ଏଜିଙ୍ଗ୍‌ ପ୍ରଡ଼କ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ଯେଉଁମାନେ କେବଳ ବ୍ୟାୟାମ ଜରିଆରେ ଏହାକୁ ହାସଲ କରିବାକୁ ଚାହାଁନ୍ତି…
Read More...

ହୋଟେଲର ଏହି ୧୦ଟି ଖାଦ୍ୟ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ : ଜାଣନ୍ତୁ କଣ ଓ ତା’ର କୁପ୍ରଭାବ ବିଷୟରେ ।

ମୁହଁର ସ୍ୱାଦ ବଦଲାଇବା ପାଇଁ କିମ୍ବା କୈାଣସି ଉତ୍ସବ ପାଳନ କଲେ, ଲୋକ ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଇବା ପରିବର୍ତ୍ତେ ହୋଟେଲରେ ଖାଇବାକୁ ବେଶୀ ପସନ୍ଦ କରନ୍ତି । ଏମିତି ନୁହେଁ କି ହୋଟେଲ ଭଳି ଖାଇବା ଘରେ ତିଆରି ହୋଇପାରିବନି, କିନ୍ତୁ ମୁଡକୁ ସତେଜ କରିବା ପାଇଁ ଲୋକ ହୋଟେଲ ଯିବାକୁ ଉଚିତ…
Read More...

ଓଜନ ହ୍ରାସ କରାଇବା ପାଇଁ ପିଅନ୍ତୁ ଏହି ସବୁ ଜୁସ୍‌, ମିଳିବ ଅନେକ ଫାଇଦା

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ପ୍ରାୟ ଅଧାରୁ ଅଧିକାଂଶ ଲୋକଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଆମେ ଆଜି ଆପଣଙ୍କୁ ଏମିତି କିଛି ଜୁସ୍ ସଂପର୍କରେ କହିବୁ ଯାହାକୁ ପିଇବା ଦ୍ୱାରା ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ। ପ୍ରଥମ ଜୁସ୍: ଗୋଟାଏ…
Read More...

ଜୀବନ ନେଇଯିବ ବୋତଲ ପାଣି ! ପ୍ଲାଷ୍ଟିକ ବୋତଲରେ ଥିବା ପାଣି ଶରୀରକୁ କିପରି କ୍ଷତି ପହଂଚାଇଥାଏ, ଜାଣନ୍ତୁ

ଆଜିକା ଦିନରେ ବୋତଲରେ ପାଣି ରଖି ପିଇବା ଏକ ଫ୍ୟାସନ ପାଲଟିଗଲାଣି । ବାହାରକୁ ଗଲେ ବୋତଲରେ ପାଣି ନେବା ତ ନିହାତି ଆବଶ୍ୟକ ପଡ଼ିଥାଏ ମାତ୍ର ଏବେ ଘରେ ବି ଲୋକମାନେ ବୋତଲ ପାଣି ପିଇବା ଆରମ୍ଭ କରି ଦେଲେଣି । ମାତ୍ର ମନେ ରଖନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ଦୀର୍ଘ ଦିନ ଧରି…
Read More...

ଭାରତରେ ପାଳନ କରାଯାଉଥିବା କିଛି ନିୟମ ଯାହା ପଛରେ ରହିଛି ବୈଜ୍ଞାନିକ କାରଣ!

ସବୁ ସମୟରେ ସବୁ କାମ କରିହୁଏ ନାହିଁ। ଆପଣ ହୁଏତ ଜାଣିଥିବେ ସମୟ ଅନୁସାରେ କାମକୁ ନେଇ କିଛି କଟକଣା ରହିଛି। କେଉଁ କାମ ଦିନରେ କରିବା ଉଚିତ ଓ କେଉଁ କାମ ରାତିରେ କରିବା ଉଚିତ ସେ ନେଇ କେତେକ ସୀମା ରେଖା ରହିଛି। ତେବେ, ଆସନ୍ତୁ ଆଜି ଜାଣିବା ତାହା ପଛର କାରଣ। ରାତିରେ ନଖ ନକାଟିବା ପାଇଁ…
Read More...