Browsing Category

ଜୀବନଚର୍ଯ୍ୟା

ଶରୀରରେ ରକ୍ତର ଅଭାବକୁ କେମିତି ଦୂର କରିବେ ? ଜାଣନ୍ତୁ କେଉଁ ଦୁଇଟି ଜିନିଷ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ

ଆପଣ ତ ଜାଣିଥିବେ ମନୁଷ୍ରକୁ ସୁସ୍ଥ ରହିବା ପାଇଁ ଶରୀରରେ ଉପଯୁକ୍ତ ମାତ୍ରାରେ ରକ୍ତର ଆବଶ୍ୟକତା ଅଛି । କିନ୍ତୁ କେବେ କେବେ ମଣିଷ ଅନେକ ପ୍ରକାରର ରୋଗ ବା ଦୁର୍ଘଟଣାର ସମ୍ମୁଖୀନ ହୁଏ, ଯଦ୍ୱାରା ଶରୀରରେ ରକ୍ତାଭାବ ଦେଖାଯାଏ । ବେଳେବେଳେ ବଡ ବଡ ଅସ୍ତ୍ରୋପଚାର କାରଣରୁ ମନୁଷ୍ୟ ଶରୀରରେ…
Read More...

କେଶ ରଙ୍ଗ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ଶରୀର ଉପରେ ଏହା କି ପ୍ରଭାବ ପକାଇଥାଏ

ଆଜିକାଲି କେଶକୁ ରଙ୍ଗ କରିବା ଏକ ସାଧାରଣ କଥା ହୋଇଗଲାଣି । ଝିଅ ହୁଅନ୍ତୁ ବା ପୁଅ ସମସ୍ତେ ନିଜ ନିଜ କେଶକୁ ଭିନ୍ନ ଭିନ୍ନ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି । କିଛି ଲୋକ ପାଚି ଯାଇଥିବା କେଶକୁ କଳା କରିବା ପାଇଁ ରଙ୍ଗ କରିଥାଆନ୍ତି ତ କିଛି ଷ୍ଟାଇଲିସ ଦେଖାଯିବା ପାଇଁ କେଶକୁ ରଙ୍ଗ କରି…
Read More...

ସ୍ମାର୍ଟଫୋନ୍ ଯୋଗୁଁ କିଶୋର ଜୀବନରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା : ଅଧ୍ୟୟନ

ଦୈନନ୍ଦିନ ଜୀବନରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିହାତି ଜରୁରୀ । ତେବେ ବର୍ତ୍ତମାନ ସମୟରେ ଏହି ମୌଳିକ ଅବାଶ୍ୟକତା ସହ ଆଉ କିଛି ଯୋଗ ହୋଇଯାଇଛି । ଆମ ଜୀବନରେ ବର୍ତ୍ତମାନ ଇଂଟରନେଟ୍ ଓ ଡିଜିଟାଲ ଡିଭାଇସ ମଧ୍ୟ ଗୁରୁତ୍ୱ ବହନ କରୁଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା ବଢିବା ଦ୍ୱାରା…
Read More...

ସୁସ୍ଥ ନୁହେଁ ବରଂ ମୃତ୍ୟୁ ସୁନିଶ୍ଚିତ ! ବିଶେଷଜ୍ଞଙ୍କ କଡା ଚେତାବନୀ, ଜାଣନ୍ତୁ କେଉଁ ପ୍ରକାରର ମେଡିସିନ୍ କରିଥାଏ…

ଅଧିକାଂଶ ସମୟରେ ଗ୍ୟାସ ଜନିତ ସମସ୍ୟାରେ ଅତିଷ୍ଟ ହୋଇ ଲୋକେ ଅନେକ ଔଷଧ ଖାଇପକାନ୍ତି । ଆଉ ଧିରେ ଧିରେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଶେଷରେ ଏହା ଏକ ବିରାଟ ସମସ୍ୟା ସୃଷ୍ଟି କରିଦିଏ । ଏପରିକି କିଛି ଲୋକଙ୍କର ଏଥିପାଇଁ ଲିଭର ବି ଫେଲ ହୋଇଯାଏ । ଯାହାଦ୍ୱାରା ମୃତ୍ୟୁ ସୁନିଶ୍ଚିତ ।…
Read More...

ଗୁଡ ମର୍ଣ୍ଣିଙ୍ଗ : ନିୟମିତ ସାଇକେଲ ଚଳାଇଲେ ହେବ ଏସବୁ ଫାଇଦା

ସୁସ୍ଥ ରହିବା ପାଇଁ ସାଇକେଲ ଚଳାଇବା ଏକ ଉତ୍ତମ ମାଧ୍ୟମ । ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବା ବ୍ୟତୀତ ଅବସାଦ ଓ ଚିନ୍ତାକୁ ବି କମ କରେ । ଆକ୍ଟିଭ ହେଲଥ କ୍ଲିନିକର ଫିଜିଓଥେରାପିଷ୍ଟ ଦିପାଲୀ ବଡୋନୀ ଓ ଡା. ମୋହନ ଏବଂ ଡାଇବେଟିସ ସ୍ପେଶାଲିଷ୍ଟ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ…
Read More...

ଟଏଲେଟରେ ଫୋନ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁୁ ସାବଧାନ ନଚେତ୍ ହୋଇପାରେ ଏହି ଅସୁବିଧା ।

ଗତ କିଛି ବର୍ଷରେ ଫୋନ ନାମକ ଏକ ମହାମାରୀ ବ୍ୟାପିଛି । ମୋବାଇଲ ଫୋନ ସମସ୍ତଙ୍କୁ ଏମିତି କିମିଆ କରିଛି ଯେ ଖାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚାଲୁଥିବା ସମୟରେ ଆମେ ସତର୍କତା ଅବଲମ୍ବନ ନକରି ଫୋନକୁ ପ୍ରାଧାନ୍ୟ ଦେଉ । ବେଳେବେଳେ ଆମେ ଟଏଲେଟକୁ ମଧ୍ୟ ଫୋନ ଧରି ଯାଇଥାଉ । ଆପଣ ଯଦି ଫୋନକୁ…
Read More...

ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ପାଣି ! ମିଳିବ ଅନେକ ଫାଇଦା

ଆମ ସମସ୍ତଙ୍କୁ ଜଣା ଯେ ଖାଲି ପେଟରେ ପାଣି ପିଇବା ଶରୀର ପାଇଁ ହିତକାରକ । କିନ୍ତୁ ଆପଣ ଜାଣନ୍ତି କି ସକାଳେ ଶୋଇବାରୁ ଉଠିବା ମାତ୍ରେ ମୁହଁ ଧୋଇବା ପୂର୍ବରୁ ପାଣି ପିଇଲେ ବି ଫାଇଦା ମିଳିଥାଏ । ଆପଣ ଏକଥା ଶୁଣି ଭାବୁଥିବେ ଯେ, ବ୍ରସ୍ ନ କରି ପାଣି ପିଇବା କେମିତି ଶରୀର ପାଇଁ ଠିକ୍? ସକାଳେ…
Read More...

ମାତ୍ର ୧୦ ଟଙ୍କାରେ ଗାଏବ ହୋଇଯିବ ଗାଡିରେ ହୋଇଥିବା ସ୍କ୍ରାଚ୍ ! ଆପଣାନ୍ତୁ ଏହି ସହଜ ତରିକା

କାର ଏବଂ ବାଇକରେ ସ୍କ୍ରାଚ୍ ଲାଗିବା ଏକ ସାଧାରଣ କଥା ଅଟେ । କିନ୍ତୁ ଏହାଦ୍ୱାରା ଗାଡିର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ ଆଉ ଯେଉଁଥିପାଇଁ ଆପଣଙ୍କୁ ଗାଡିର ସେହି ପାର୍ଟକୁ ନୁଆ କରି ଲଗାଇବାକୁ ପଡିଥାଏ ନଚେତ୍ ପୁଣି ଥରେ ତାକୁ ରିପାୟର କରିବାକୁ ପଡିଥାଏ । ତେବେ ଏଣିକି ଆପଣଙ୍କୁ ଆଉ ଏଭଳି…
Read More...

ରୋଜଗାରର ନୂଆ ଫଣ୍ଡା: କେଶ ବିକି, ବନ୍ଧୁତା କରି ଓ ଫଟୋ ଅପଲୋଡ୍ କରି ରୋଜଗାର କରନ୍ତୁ ମୋଟା ଅଙ୍କର ଟଙ୍କା

ବର୍ତ୍ତମାନ ଯୁଗରେ ଯାହା ପାଖରେ ଟଙ୍କା ନାହିଁ ତାଙ୍କୁ କେହି ପଚାରନ୍ତି ନାହିଁ । ଏପରିକି ନିଜ ପରିବାର ଲୋକ ମଧ୍ୟ ଅର୍ଥାଭାବ ସମୟରେ ହାତ ଛାଡ଼ି ପଳାନ୍ତି । ଏଥିପାଇଁ ବର୍ତ୍ତମାନ ପ୍ରାୟ ସମସ୍ତେ ଟଙ୍କା ପଛରେ ଦୌଡ଼ୁଥିବାର ଦେଖାଯାଇଥାଏ । ଏପରିକି ବର୍ତ୍ତମାନ ରୋଜଗାର କରିବାର ଅନେକ ପନ୍ଥା ମଧ୍ୟ…
Read More...

ସାବଧାନ ! ଗରମ ଦିନରେ ପିଅନ୍ତୁ ନାହିଁ ଏହି ସବୁ ଜୁସ୍, ଓଜନ ବଢ଼ିଯିବ

ଲୋକମାନେ ଭାବନ୍ତି ଯେ ଗରମ ଦିନରେ ଓଜନ ହ୍ରାସ କରିବା ସହଜ ହୋଇଥାଏ । କାହିଁକି ନା ଏହି ସମୟରେ ହେଭି ଫୁଡ୍ ଖାଇବାକୁ ଇଚ୍ଛା ହୋଇ ନ ଥାଏ । କିନ୍ତୁ ଗରମ ହେତୁ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ । ଆସନ୍ତୁ ଜାଣିବା କିଛି ଥଣ୍ଡା ପାନୀୟ ବିଷୟରେ ଯାହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ…
Read More...