Browsing Category

ମନୋରଞ୍ଜନ

ହୋଟେଲରେ ଝାଡୁ ମାରୁଥିଲେ ‘ୟେ ହେଁ ମହବତେ’ର ଅଭିନେତା ବିବେକ ଦହିୟା !

ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘ୟେ ହେଁ ମହବତେ’ ରୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ବିବେକ ଦହିୟା କିଛି ଦିନ ହେଲା ନିଜର ମ୍ୟାରେଜ୍ ଲାଇଫକୁ ନେଇ ଖୁବ୍ ଖୁସି ଅଛନ୍ତି । ଆଉ ସେ ସେହି ଧାରାବାହିକର ମୁଖ୍ୟ ନାୟିକା ଦିବ୍ୟଙ୍କା ତ୍ରିପାଠୀଙ୍କୁ ବିବାହ କରିଛନ୍ତି…
Read More...

ରିିପୋର୍ଟରଙ୍କ ମା’ଙ୍କ ଫୋନ ଉଠାଇବା ପାଇଁ ଅନୁଷ୍କା ଶର୍ମା ରୋକିଲେ ପ୍ରେସ କନଫରେନ୍ସ !

ଅନୁଷ୍କା ଶର୍ମାଙ୍କ ସିନେମା ‘ଫିଲୌରୀ’ ଖୁବ ଶୀଘ୍ର ବଡପରଦାକୁ ଆସୁଛି । ଏହା ବ୍ୟତୀତ ଅନୁଷ୍କା ଶର୍ମା ଆଉ ଏକ କାରଣ ଯୋଗୁଁ ଏବେ ଖୁବ ଚର୍ଚ୍ଚାରେ । ଏହା ଏମିତି ଏକ କାରଣ ଯେ କେହି ବିଶ୍ୱାସ କରିବେ ନାହିଁ କି ଅନୁଷ୍କା ଏପରି କରିଛନ୍ତି । ପ୍ରକୃତକଥା ହେଲା ଅନୁଷ୍କା ଶର୍ମା ଯେତେବେଳେ…
Read More...

ଆଜି ପରଦାକୁ ଆସୁଛି ଫିଲ୍ମ ‘ ବଦ୍ରିନାଥ କି ଦୁଲହନିଆଁ ’

କନକ ବ୍ୟୁରୋ : ଆଜି ଫ୍ରାଇଡେ ରିଲିଜରେ ପରଦାକୁ ଆସୁଛି ଫିଲ୍ମ ‘ ବଦ୍ରିନାଥ କି ଦୁଲହନିଆ ’ । ଏଥିରେ ମୁଖ୍ୟ ଭୁମିକାରେ ବରୁଣ ଧାବନ ଓ ଭଟ୍ଟ ତନୟା ଆଲିଅ ଭଟ୍ଟ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ରୋମାନସ ସାଂଗକୁ କମେଡିର ତଡକା ଦର୍ଶକ ଦେଖିବାକୁ ପାଇବେ । ବରୁଣ ଏହି ଫିଲମରେ ବଦ୍ରିନାଥ…
Read More...

ଆସନ୍ତା୧୯ ତାରିଖରେ ଉତ୍କଳ ମଣ୍ଡପରେ ହେବ କମେଡୀ ନାଟକ : ହରିଭାଇ କମେଡୀ କ୍ଲବ ପକ୍ଷରୁ ୭୦ଜଣ ହାସ୍ୟାଭିନେତା କରିବେ…

ହରିଭାଇ କମେଡୀ କ୍ଲବ ପକ୍ଷରୁ ଉତ୍କଳ ମଣ୍ଡପଠାରେ କମେଡୀ ନାଟକ ବାନର ହିରୋ ପରିବେଷଣ ହେବ । ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟକଟିକୁ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ଓଡିଶାର ଖ୍ୟାତନାମା ହାସ୍ୟଅଭିନେତା ହରିହର ମହାପାତ୍ର । ଏଥିରେ ନବାଗତ ଓ ପୁରାତନ ୭୦ଜଣ…
Read More...

ପୁଣି ଗୋଟିଏ ଛାତ ତଳେ ଏକାଠି ନଜର ଆସିଲେ ମଲାଇକା ଅରୋରା ଓ ଅରବାଜ ଖାନ!

ବଲିଉଡର ହଟ୍ ଅଭିନେତ୍ରୀ ମଲାଇକା ଅରୋରା ଖାନ ଓ ତାଙ୍କ ପତି ଅରବାଜ ଖାନ ପୁଣି ଥରେ ଏକାଠି ନଜର ଆସିଛନ୍ତି । କିଛି ଦିନ ପୂର୍ବରୁ ଖବର ଆସିଥିଲା ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇ ସେମାନେ ଅଲଗା ରହୁଛନ୍ତି । ସେ ଯାହା ହେଉ ସବୁଠୁ ଭଲ କଥା ହେଲା ଉଭୟଙ୍କ ପରିବାର ମଧ୍ୟରେ ଏବେ ବି ଯିବା ଆସିବା…
Read More...

ଭାରତୀୟ ଶିଶୁ କଳାକାର ସନ୍ନି ପୱାର : ପୁଣି ଏକ ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ

ପୁଣି ଏକ ଅନ୍ତର୍ଜାତୀୟ ଫିଲ୍ମରେ ଭାରତୀୟ ଶିଶୁ କଳାକାର ସନ୍ନି ପୱାର । ଓସ୍କାର ନୋମିନେଟେଡ୍ ଫିଲ୍ମ ‘ଲାୟନ’ରେ ଅଭିନୟର କମାଲ କରି ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ । ତବରିଜ୍ ନୁରାନିଙ୍କ ନିର୍ଦ୍ଦେଶିତ ଓ ଡାଭିଡ୍ ୱେମାର୍କଙ୍କ ପ୍ରଯୋଜିତ ଫିଲ୍ମ ‘ଲଭ ସୋନିଆ’ରେ ଅଭିନୟ କରିବାର ସୁଯୋଗ…
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ‘ନାଗିନ’ର ନାୟକ କରଣବୀର ବୋହରା ! ଟ୍ରକ ଧକ୍କାରେ କାର ଭାଙ୍ଗି ଚୁରମାର

କଲର୍ସ ଚ୍ୟାନେଲର ଲୋକପ୍ରିୟ ଟିଭି ସୋ’ ‘ନାଗିନ’ର ମୁଖ୍ୟ ଅଭିନେତା କରଣବୀର ବୋହରା ହୋଇଛନ୍ତି ଦୁର୍ଘଟଣାର ଶିକାର । କରଣବୀର ତାଙ୍କ ସିନେମା ‘ହମେ ତୁମସେ ପ୍ୟାର କିତନା’ର ସୁଠି ପାଇଁ ଗୁଜୁରାଟ ଯାଉଥିଲେ । ସକାଳ ୭ଟାରେ ସୁଟିଂ ପାଇଁ ଗଲାବେଳେ ଏକ ଟ୍ରକ ଭୁଲ ଦିଗରୁ ଆସି ତାଙ୍କ କାରକୁ ଜୋରରେ…
Read More...

ବିବାଦରେ ରାମଗୋପାଳ : ସବୁ ମହିଳା ସନି ଲିଓନଙ୍କ ଭଳି ହେବାକୁ ଟ୍ୱିଟ୍ କରି ଅଡୁଆରେ ବଲିଉଡର ଏହି ନିର୍ମାତା

ପୁଣି ଥରେ ବିବାଦୀୟ ବୟାନ ପାଇଁ ଅଡୁଆରେ ବଲିଉଡ ଫିଲ୍ମ ନିର୍ଦେଶକ ତଥା ପ୍ରଯୋଜକ ରାମଗୋପାଳ ବର୍ମା । ବିଶ୍ୱ ମହିଳା ଦିବସକୁ ନେଇ ସେ ବିବାଦୀୟ ବୟାନ ଦେଇଛନ୍ତି । ଯାହାକୁ ନେଇ ତାଙ୍କ ବିରୋଧରେ ମହିଳା ସଂଗଠନମାନେ ଥାନାରେ ଏତଲା ଦେଇଛନ୍ତି । ରାମଗୋପାଳ କହିଛନ୍ତି ଯେ ଯେମିତି ଓମେନ୍ସ ଡେ ବା…
Read More...

ମା ଓ ପ୍ରେମିକା ଅନୁଷ୍କାଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

ଟିମ୍ ଇଣ୍ଡିଆର ଅଧିନାୟକ । କ୍ରିଜରେ ନିଜ ବ୍ୟାଟିଂରେ କ୍ରିକେଟ କଥା କହୁଥିବା ବିରାଟ କୋହଲି । ନିଜର ମା ଙ୍କ ସହ ପ୍ରେମିକା ଅନୁଷ୍କାଙ୍କୁ ଭିନ୍ନ ଅନ୍ଦାଜରେ ଜଣାଇଛନ୍ତି ମହିଳା ଦିବସର ଶୁଭେଚ୍ଛା । ଇନଷ୍ଟାଗ୍ରାମରେ ମା’ ସରୋଜ କୋହଲି ଓ ଗର୍ଲଫ୍ରେଣ୍ଡ ଅନୁଷ୍କା ଶର୍ମାଙ୍କୁ ଏକା ସାଥିରେ ଏକ…
Read More...

ବାହୁବଳୀକୁ ମାରିଲା କିଏ ? ସିକ୍ରେଟର ଖୁଲାସା କଲେ କଟପ୍ପା

ପ୍ରାୟତଃ ସସସ୍ତଙ୍କର ନଜର ରହିଛି ବାହୁବଳୀ: ଦ କନକ୍ଲୁଜନ୍-୨ ଉପରେ । ଯାହା କି ଏପ୍ରିଲ ୨୮ରେ ରିଲିଜ୍ ହେବାକୁ ଯାଉଛି । ତେବେ ଅନ୍ୟପଟେ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ପାଗଳାମୀ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ସିନେମାକୁ ନେଇ ମଧ୍ୟ ଏବେବି ଦର୍ଶକମାନେ ବହୁତ ଦ୍ୱନ୍ଦରେ ଅଛନ୍ତି…
Read More...