Browsing Category

ମନୋରଞ୍ଜନ

ସିନେମା ପାଇଁ ୨୦ ଦିନ ପର୍ଯ୍ୟନ୍ତ ଉପବାସ ରହିଲେ ବଲିଉଡ ଅଭିନେତା ରାଜକୁମାର ରାଓ !

ହିନ୍ଦୀ ସିନେମାରେ ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଟଙ୍କା ପଇସା ଓ ଲୋକପ୍ରିୟତାକୁ କୁ ଆଡ କରି ଅଭିନୟକୁ ଅଧିକ ଗୁରୁତ୍ୱ ଦିଅନ୍ତି । ସେହି କିଛି ଲୋକଙ୍କ ମଧ୍ୟରେ ଆସୁଛନ୍ତି ବଲିଉଡ ଅଭିନେତା ରାଜକୁମାର ରାଓ । ଏବେ ରାଜକୁମାର ରାଓ ତାଙ୍କର ଆଗାମୀ ସିନେମା ପାଇଁ ଚର୍ଚ୍ଚାରେ ଅଛନ୍ତି । ଯାହର…
Read More...

୧୬ ବର୍ଷ ବୟସରେ ହୋଲିରେ ଭାଙ୍ଗ ପିଇ ହଙ୍ଗାମା କରିଥିଲେ ବିଦ୍ୟା ବାଲାନ !

ହୋଲି ଅବସରରେ ବିଦ୍ୟା ବାଲାନ ତାଙ୍କର ସ୍ମୁତି ସମସ୍ତଙ୍କ ସହ ବାଣ୍ଟିଛନ୍ତି । ବିଦ୍ୟା କହିଛନ୍ତି, ସେ ଯେବେ ୧୬ ବର୍ଷର ଥିଲେ, ଅଜାଣତରେ ଭାଙ୍ଗ ପିଇ ଦେଇଥିଲେ ଓ ଦିନ ସାରା କେବଳ ହସୁଥିଲେ । ସେ କହିଛନ୍ତି ହୋଲି ପର୍ବ ତାଙ୍କୁ ବହୁତ ପସନ୍ଦ । ଏହାସହ ବିଦ୍ୟା କହିଛନ୍ତି ରଙ୍ଗର ଏହି ଉତ୍ସବରେ…
Read More...

ବ୍ରେକ ଅପ ପରେ ପୁଣି ଏକାଠି ହେଲେ କରିଶ୍ମା ତନ୍ନା ଓ ଉପେନ ପଟେଲ !

‘ବିଗ ବସ୍’ର ପୂର୍ବତନ ପ୍ରତିଯୋଗୀ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ କରିଶ୍ମା ତନ୍ନା ଓ ଉପେନ ପଟେଲଙ୍କ ଯୋଡି ‘ବିଗ ବସ ସିଜିନ ୮’ରୁ ଆରମ୍ଭ ହୋଇଥିଲା । କିନ୍ତୁ ‘ବିଗ ବସ୍’ ଘରୁ ବାହାରକୁ ଆସିବା ପରେ ଉଭୟଙ୍କ ସମ୍ପର୍କ ବେଶ କିଛି ଦିନ ଭଲରେ ଚାଲିଥିଲେ ମଧ୍ୟ ପରେ ବ୍ରେକ ଅପ ହୋଇ…
Read More...

ଏକ ମିନିଟର ସିନ୍ ପାଇଁ ୩ବର୍ଷ ସୁଟିଂ ! ସୁପରହିଟ୍ ‘ସୋଲେ’ର ଏକ ଦୃଶ୍ୟକୁ ମନେ ପକାଇଲେ ବିଗ୍ ବି

ସୁପରହିଟ୍ ସିନେମା ‘ସୋଲେ’ । ହିନ୍ଦି ଫିଲ୍ମ ଜଗତର ଏକ ମାଇଲଷ୍ଟୋନ୍ । ଯାହାର ପ୍ରତ୍ୟେକ ଚିତ୍ର, ଚିରିତ୍ର ଓ ଡାଇଲଗ୍ ଆଜି ବି ଦର୍ଶକଙ୍କ ମୁହଁରେ । ଜୟ ଓ ବୀରୁ ପରି ନିବିଡ ବନ୍ଧୁତ୍ୱର ସଂପର୍କ ହେଉ ବା ଗବର୍ ସିଂ ପରି ଖଳନାୟକ । ପ୍ରତ୍ୟେକ ଚରିତ୍ରକୁ ଖୁବ୍ ସୁନ୍ଦର ଭାବରେ ଗଢି ତୋଳିଥିଲା…
Read More...

ପୁଣି ଥରେ ମା’ ହେବେ ମନ୍ଦିରା ବେଦୀ ! ଫେସବୁକ ଜରିଆରେ କଲେ ଖୁଲାସା

ଟେଲିଭିଜନ ଓ ସିନେମାରେ ନିଜର ଜଲୱା ଦେଖାଇଥିବା ଅଭିନେତ୍ରୀ ମନ୍ଦିରା ବେଦୀ ଏବେ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ସେ ୪୫ ବର୍ଷ ବୟଷରେ ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବୋଲି ନିଜେ ଖୁଲାସା କରିଛନ୍ତି । ମନ୍ଦିରାଙ୍କ କହିବା ଅନୁସାରେ ପୁଅ ବୀର ପାଇଁ ଭଉଣୀ ଦରକାର । ଏଥିନେଇ ମନ୍ଦିରା ଓ…
Read More...

‘ବାହୁବଳୀ-୨’ ସିନେମାର ନୂଆ ପୋଷ୍ଟର ରିଲିଜ୍ ! ପ୍ରଦର୍ଶିତ ହେଲା ସେନାପତି କଟପ୍ପାଙ୍କ ଦୁଇ ରୂପ

ସାମ୍ନାକୁ ଆସିଛି ସିନେମା "ବାହୁବଳୀ-୨'ର ପୋଷ୍ଟର । ନିର୍ଦ୍ଦେଶକ ଏସଏସ ରାଜମୌଲି ଏହି ପୋଷ୍ଟରକୁ ଟ୍ୱିଟ୍ କରି ରିଲିଜ୍ କରିଛନ୍ତି । ଏଥିରେ କଟପ୍ପାର ଦୁଇଟି ରୂପ ଦେଖିବାକୁ ମିଳିଛି । ଗୋଟିକରେ ଶିଶୁ ବାହୁବଳୀକୁ ସେ ଧରିଥିବା ବେଳେ ଅନ୍ୟଟିରେ ସେ ବାହୁବଳୀକୁ ଖଣ୍ଡା ଭୁଷିବାର ଚିତ୍ର ରହିଛି ।…
Read More...

ରାକ୍ଷୀ ସାୱନ୍ତଙ୍କ ଏମଏମଏସ ହେଲା ଲିକ୍ ! ସୋସିଆଲ ମିଡିଆରେ ହେଉଛି ଭାଇରାଲ୍

ବଲିଉଡର କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ ବେଶ କିଛି ସମୟ ବ୍ୟବଧାନରେ ନିଜର ହଟନେସକୁ ନେଇ ପୁଣି ଚର୍ଚ୍ଚାରେ ଆସିଯାଇଛନ୍ତି । ଏବେ ସୋସଆଲ ମିଡିଆରେ ତାଙ୍କର ଏମଏମଏସ ଲିକ ହୋଇଛି । ଯାହା ଏବେ ଖୁବ ଭାଇରାଲ ହେଉଛି । ଭିଡିଓ କେଉଁଠୁ ଆସଲା ଏବଂ ସୋସିଆଲ ମିଡିଆକୁ କିପର ଆସିଲା ସେକଥା ର…
Read More...

ବୀଣା ଓ ଅସଦଙ୍କ ସଂପର୍କରେ ଫାଟ ! ସିନେମା ପାଇଁ ସ୍ୱାମୀଙ୍କୁ ଦେଲେ ଛାଡପତ୍ର

ପାକିସ୍ତାନୀ ନାୟିକା ବୀଣା ମଲିକ ସ୍ୱାମୀଙ୍କୁ ଦେଲେ ଛାଡପତ୍ର । ଇସଲାମିକ ନିୟମ ଅନୁସାରେ, ଯେତେବେଳେ ଜଣେ ସ୍ତ୍ରୀ ସ୍ୱ-ଇଚ୍ଛାରେ ସ୍ୱାମୀଙ୍କୁ ଛାଡପତ୍ର ନେବାକୁ ଚାହିଁଥାଏ ତେବେ ତାହାକୁ ‘ଖୁଲା’ବା ଛାଡପତ୍ର ପାଇଁ ଆବେଦନ କରିବାକୁ ପଡିଥାଏ । ଆଉ ବୀଣା ମଧ୍ୟ ଏହି ପ୍ରକ୍ରିୟା ଶେଷ…
Read More...

ବଡ ଘରର ବଡ ଭିତିରି କଥା ! ଚଳିତ ବର୍ଷ ହୋଲି ପାଳିବେନି ବଚ୍ଚନ ପରିବାରର ବୋହୂ

ହୋଲି ଉତ୍ସବ କଥା ଉଠିଲେ ବଲିଉଡର ବଚ୍ଚନ ପରିବାରର କଥା ପ୍ରଥମେ ଉଠିଥାଏ । କାରଣ ପ୍ରତିବର୍ଷ ହୋଲି ଉତ୍ସବକୁ ନେଇ ବଚ୍ଚନ ପରିବାର ରହିଆସିଥାଏ ସବୁଠାରୁ ଶୀର୍ଷରେ । ଖାଲି ସେତିକି ନୁହେଁ ତାଙ୍କର ଏହି ଉତ୍ସବରେ ସାମିଲ ହୋଇଥାନ୍ତି ବହୁ ବଡରୁ ବଡ ସୁପରଷ୍ଟାର । କିନ୍ତୁ ଏଥର ଦେଖାଦେଇଛି ବଡମ୍ବନା…
Read More...

ରାମଗୋପାଲ ବର୍ମାଙ୍କ ଟ୍ୱିଟକୁ ରାକ୍ଷୀ ସାୱନ୍ତଙ୍କ ସମର୍ଥନ ! କହିଲେ, ‘ସବୁ ମହିଳା ସନ୍ନି ଲିଓନିଙ୍କ ପରି…

ସନ୍ନି ଲିଓନିକୁ ନେଇ ରାମଗୋପାଲ ବର୍ମାଙ୍କ ଦ୍ୱାରା କରାଯାଇଥିବା ବିବାଦୀୟ ଟ୍ୱିଟ ମାମଲା ଏ ଯାଏଁ ଥଣ୍ଡା ପଡିନି କି ଏବେ ରାକ୍ଷୀ ସାୱନ୍ତ ସନ୍ନି ଲିଓନିକୁ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏଥିରେ ମାମଲା ଖୁବ ଗମ୍ଭୀର ହୋଇଯାଇଛି । ରାକ୍ଷୀ ସାୱନ୍ତ ରାମଗୋପାଲ ବର୍ମାଙ୍କ ଟ୍ୱିଟକୁୁ…
Read More...